Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଏମ୍ସ ଭୁବନେଶ୍ୱରରେ କାର୍ଯ୍ୟକ୍ଷମ ତମ୍ବାଖୁମୁକ୍ତ ସମାଜ ଅଭିଯାନ ୨.୦

ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱରରେ କାର୍ଯ୍ୟକ୍ଷମ ହେଲା ତମ୍ବାଖୁ ନିବାରଣ କେନ୍ଦ୍ର (ଟିସିସି)। ଆଭାସୀ ମାଧ୍ୟମରେ ଏହି କେନ୍ଦ୍ରକୁ ଉଦଘାଟନ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡା । ତାଙ୍କ ସହିତ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଜ୍ୟ ମନ୍ତ୍ରୀ ପ୍ରତାପରାଓ ଯାଦବ ମଧ୍ୟ…

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଓଡିଶା ସେବିକା କର୍ମଚାରୀ ସଂଘ ପ୍ରତିନିଧିଙ୍କ ସହ ଆଲୋଚନା

ଭୁବନେଶ୍ୱର: ଓଡିଶା ସେବିକା କର୍ମଚାରୀ ସଂଘର ପ୍ରତିନିଧିମାନଙ୍କ ସହ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଜି ଲୋକସେବା ଭବନ ସ୍ଥିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସମ୍ମିଳନୀ କକ୍ଷରେ ଦିନ ୧୧ ଟାରେ ଏହି ବୈଠକରେ ନର୍ସିଂ ଅଫିସରମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା…

ଶସ୍ତା ମୂଲ୍ୟରେ ବିକ୍ରି ହେଉଛି କୋଟି କୋଟି ଟଙ୍କାର ସିଟି ବସ୍

ଜୟପୁର: କୋରାପୁଟ ଜିଲ୍ଲାର ଜୟପୁର ସହରରେ ପ୍ରାୟ ୫ କୋଟି ଟଙ୍କା ମୂଲ୍ୟର ୨୦ଟି ସିଟି ବସ୍ ଚଳାଚଳ କରୁଛି। କାର୍ଯ୍ୟକ୍ଷମ ନହେବା ପରେ ଏହି ବସ୍ ଗୁଡିକ ସ୍କ୍ରାପ୍ ଭାବରେ ବିକ୍ରି ହୋଇଛି। ରିପୋର୍ଟ ଅନୁଯାୟୀ, ୨୦୧୪ ମସିହାରେ ଓଡିଶା ସରକାର ଏହି ଜିଲ୍ଲା ପାଇଁ ମୋ ବସ୍ ସେବା ଘୋଷଣା କରିଥିଲେ।…

ବିଜେପି ନା ବିଜେଡି, କେଉଁଠି ହେବ ବିସ୍ଫୋରଣ?

ଭୁବନେଶ୍ବର: ବିଜେପି ନା ବିଜେଡି, କେଉଁଠି ହେବ ବିସ୍ଫୋରଣ? କେଉଁ ଦଳର ନେତା କେଉଁ ଦଳକୁ ଯିବେ? ବିଜେପି ସାଂସଦ ସୁକାନ୍ତ ପାଣିଗ୍ରାହୀ ଓ ବିଜେଡିର ବରିଷ୍ଠ ନେତା ଦେବୀ ମିଶ୍ରଙ୍କ ବୟାନକୁ ନେଇ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ହେଉଛି । ମମତା ମହନ୍ତ ଓ ସୁଜିତ କୁମାର ବିଜେଡି ଛାଡି…

ଆମାଜନ ଜଙ୍ଗଲର ଅବକ୍ଷୟ ଘଟୁଛି, ଜାଣନ୍ତୁ କଣ ରହିଛି କାରଣ… 

ନୂଆଦିଲ୍ଲୀ: ଦୁନିଆର ସବୁଠୁ ବଡ ଜଙ୍ଗଲ ଆମାଜନ ଜଙ୍ଗଲର ଅବକ୍ଷୟ ଘଟୁଛି। ଏକ ସର୍ଭେ ଅନୁଯାୟୀ, ଗତ ୪ ଦଶନ୍ଧି ମଧ୍ୟରେ ଆମାଜନ ଜଙ୍ଗଲ ଜର୍ମାନୀ ଏବଂ ଫ୍ରାନ୍ସ ଦେଶର କ୍ଷେତ୍ରଫଳ ସହ ସମାନ ଅଞ୍ଚଳ ହରାଇଛି। ଏହାର ମୁଖ୍ୟ କାରଣ ଜଙ୍ଗଲ ନଷ୍ଟ ବୋଲି କୁହାଯାଇଛି। ଆମାଜନ ଜଙ୍ଗଲ ପୃଥିବୀରେ ଜଳବାୟୁ…

ସୁଧୁରୁନି ଆନ୍ଧ୍ର; କୋଟିଆରେ ପୁଣି ମାରିଲା ଷ୍ଟିକର୍‌

ପଟାଙ୍ଗି: ପୁଣି କୋଟିଆରୁ ଏକ ବଡ ଖବର ସାମ୍ନାକୁ ଆସିଛି । ଆଜି କୋଟିଆ ପଞ୍ଚାୟତର କିଛି ଘରେ ଆନ୍ଧ୍ର ‌ପକ୍ଷରୁ ଷ୍ଟିକର୍‌ ଲାଗିଛି । ତେବେ ଏହି ଷ୍ଟିକରରେ କଣ ଲେଖାଯାଇଛି ଆଉ କେଉଁ ଉଦ୍ଦେଶ୍ୟରେ ଏହା ଲଗାଯାଇଛି ତାହା ଜଣାପଡିନାହିଁ । ଯଦି ଦେଖାଯାଏ ଓଡ଼ିଶା ଓ ଆନ୍ଧ୍ରରେ ସରକାର ବଦଳିଛି ।…

ଶହେ ଦିନ ପୂରିଲା…ସଂପ୍ରସାରଣ କେବେ?

ଭୁବନେଶ୍ବର: ରାଜ୍ୟରେ ପ୍ରଥମ ଥର ପାଇଁ କ୍ଷମତାକୁ ଆସିଥିବା ବିଜେପି ସରକାରକୁ ଶହେ ଦିନ ପୂରିଛି । ହେଲେ ଏପର୍ଯ୍ୟନ୍ତ ମନ୍ତ୍ରିମଣ୍ଡଳ ସଂପ୍ରସାରଣ କରିନାହାନ୍ତି ମୋହନ ସରକାର। ୨୨ ଜାଗାରେ ୧୬ଜଣ ମନ୍ତ୍ରୀ ସାମିଲ ହୋଇଥିବା ବେଳେ ଆହୁରି ୬ଟି ପଦବୀ ଖାଲି ପଡିଛି । ଚର୍ଚ୍ଚା ହେଉଥିଲା, ଶପଥ…

ନିଲମ୍ବିତ ସବ୍-ଇନ୍ସପେକ୍ଟରଙ୍କୁ ଗରିଫ କଲା ଭିଜିଲାନ୍ସ

ଭୁବନେଶ୍ୱର: ନିଲମ୍ବିତ ସବ୍-ଇନ୍ସପେକ୍ଟର କେଶବ ଚନ୍ଦ୍ର ଦାସଙ୍କ ବିରୋଧରେ ଓଡିଶା ଭିଜିଲାନ୍ସ ଏକ ନୂଆ ମାମଲା ରୁଜୁ କରିଛି। ଆୟ ବହିର୍ଭୁତ ସମ୍ପତ୍ତି ଥିବା ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ। ଭିଜିଲାନ୍ସ ବିଜ୍ଞପ୍ତି ଅନୁଯାୟୀ ବିଞ୍ଝାରପୁର ଥାନାର ଏସଆଇ କେଶବ ଚନ୍ଦ୍ର ଦାସଙ୍କ…

ସୁଭଦ୍ରା ଯୋଜନାକୁ ନେଇ ବଡ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସୁଭଦ୍ରା ଯୋଜନାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଡ଼ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସୁଭଦ୍ରା ଯୋଜନାରେ ୨୫ ଲକ୍ଷ ମହିଳା ସାମିଲ ହୋଇସାରିଥିବାବେଳେ, ସେମାନଙ୍କୁ ପ୍ରଥମ କିସ୍ତି ଟଙ୍କା ମିଳି ସାରିଛି । କିଛି ଦିନ ଭିତରେ ସୁଭଦ୍ରା ଯୋଜନାରେ ଆଉ ୨୫ ଲକ୍ଷ ମହିଳାଙ୍କୁ…

ଏସିଆର ୩ୟ ଶକ୍ତିଶାଳୀ ଦେଶ ବନିଲା ଭାରତ

ନୂଆଦିଲ୍ଲୀ: ଏସିଆ ହେଉଛି ବିଶ୍ୱର ବୃହତ୍ତମ ମହାଦେଶ, ଯେଉଁଠାରେ ବିଶ୍ବର ଅଧାରୁ ଅଧିକ ଲୋକ ବସବାସ କରନ୍ତି। ଆଉ ଏସିଆର ୩ୟ ଶକ୍ତିଶାଳୀ ଦେଶ ବନିଲା ଭାରତ। ଅଷ୍ଟ୍ରେଲୀୟ ଥିଙ୍କ ଟ୍ୟାଙ୍କ ଲୋ ଇନଷ୍ଟିଚ୍ୟୁଟ୍ “ଏସିଆ ପାୱାର ଇଣ୍ଡେକ୍ସ ରିପୋର୍ଟ ୨୦୨୪” ଏହା ପ୍ରକାଶ ପାଇଛି। ଯେଉଁଥିରେ ଭାରତ…