Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ସୀମା ପାର୍‌ ବେଳେ ଯବାନଙ୍କ ଗୁଳିରେ ୩ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ବୁଧବାର ରାତିରୁ ତିନୋଟି ଜିଲ୍ଲାରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟର ଜାରି ରହିଛି। ଜମ୍ମୁ କଶ୍ମୀରରେ ନିର୍ବାଚନ ପାଖେଇ ଆସୁଥିବା ବେଳେ ଆତଙ୍କବାଦୀ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି। ରାଜୌରୀ, କୁପୱାଡା ଏବଂ ପୁଞ୍ଛରେ ସେନା ଆତଙ୍କବାଦୀଙ୍କ…

ବଣ୍ଡା ଘାଟିରୁ ମେଡିକାଲ କ୍ୟାରିୟର: ମଙ୍ଗଳା ମୁଦୁଲିଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :ପାଠ ପଢିବାର ଇଚ୍ଛାଶକ୍ତି ଆଗରେ ହାର ମାନିଛି ଅଭାବ ଅନଟନ । ଦିନେ ପାଠ ପଢିବାକୁ ସ୍ବପ୍ନ ଦେଖୁଥିବା ବଣ୍ଡାଘାଟିର ପୁଅ ବନିବେ ଡାକ୍ତର । ନିଟ୍‌(NEET) ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଡାକ୍ତରୀ ପାଠ ପଢିବାର ସୁଯୋଗ ପାଇଛନ୍ତି ମାଲକାନଗିରି ବଣ୍ଡାଘାଟିର ପୁଅ ମଙ୍ଗଳା ମୁଦିଲି।…

ପରିତ୍ୟକ୍ତ ଘରୁ ନାବାଳିକାର ମୃତଦେହ ଉଦ୍ଧାର, ଦୁଷ୍କର୍ମ ଓ ହତ୍ୟା ହୋଇଥିବା ଅଭିଯୋଗ

ବାଲେଶ୍ବର: ପରିତ୍ୟକ୍ତ ଘରୁ ନାବାଳିକାର ମୃତଦେହ ଉଦ୍ଧାର। ରେମୁଣା ଥାନା ଅଞ୍ଚଳର ଏକ ପରିତ୍ୟକ୍ତ ଘରୁ ଗଳିତ ମୃତଦେହ ଉଦ୍ଧାର ହୋଇଛି। ୩ ଦିନ ତଳୁ ନିଖୋଜ ଥିଲେ ୯ମ ଶ୍ରେଣୀର ଛାତ୍ରୀ। ଦୁଷ୍କର୍ମ ପରେ ହତ୍ୟା ହୋଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ। ସୂଚନା ଅନୁସାରେ ତିନିଦିନ ହେଲା…

ମାଓ କ୍ୟାମ୍ପ ଧ୍ୱଂସ କଲେ ସୁରକ୍ଷାବାହିନୀ, ବିସ୍ଫୋରକ ଜବତ

ମାଲକାନଗିରି: କମ୍ବିଂ ଅପରେସନରେ ଯାଇଥିବା ବେଳେ ଛତିଶଗଡ଼ ସୁକୁମା ଜିଲ୍ଲାର ଏକ ଜଙ୍ଗଲରେ ମାଓକ୍ୟାମ୍ପ ଧ୍ୱଂସ କରିଛନ୍ତି ଯବାନ। ମାଓ କ୍ୟାମ୍ପରୁ ଯବାନମାନେ ବିପୁଳ ଗୋଳାବାରୁଦ, ଅସ୍ତ୍ରଶସ୍ତ୍ର ଓ ମାଓ ସାମଗ୍ରୀ ଜବତ କରିଛନ୍ତି। ଜବତ ସାମଗ୍ରୀ ମଧ୍ୟରେ ଗୋଟିଏ ବନ୍ଧୁକ, ଡିଟୋନେଟର, କୋଡେକ୍ସ…

୨ ଦିନ ନିର୍ଧୁମ ଛେଚିବ: ମାଲକାନଗିରି, ଗଜପତି, କୋରାପୁଟକୁ ରେଡ୍ ଆଲର୍ଟ

ଭୁବନେଶ୍ୱର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘୁର୍ଣ୍ଣବଳୟ ଲଘୁଚାପରେ ପରିଣତ ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ୩୧ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ମାଲକାନଗିରି, ଗଜପତି, କୋରାପୁଟ ଜିଲ୍ଲାରେ ରେଡ୍ ଆଲର୍ଟ ଜାରି କରାଯାଇଛି।…

‘ରାଜ୍ୟରେ ବେଆଇନ ମଦ କାରବାରକୁ ସଂପୂର୍ଣ୍ଣ ମୂଳପୋଛ କରାଯିବ’

ଭୁବନେଶ୍ୱର: ବେଆଇନ ମଦ କାରବାର ଉପରେ ରାଜ୍ୟ ସରକାରଙ୍କ ଚଢ଼ାଉ ଜାରି ରହିଛି । ଅବକାରୀ ବିଭାଗର ବିଭିନ୍ନ ଟିମ୍ ସାରା ରାଜ୍ୟରେ ଚଢ଼ାଉ କରିବା ସହିତ ବେଆଇନ ମଦ, ମଦ ପ୍ରସ୍ତୁତି ସାମଗ୍ରୀଗୁଡ଼ିକ ଜବତ କରିଛନ୍ତି । ଏଥି ସହ କାରବାରରେ ସାମିଲ ବ୍ୟକ୍ତିଙ୍କୁ ଗିରଫ କରାଯିବା ସାଙ୍ଗକୁ ବ୍ୟବହୃତ…

୬ ରାଉଣ୍ଡ ଗୁଳି ଓ ପିସ୍ତଲ ସହ ଗଂଜେଇ ଜବତ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ମହାଦେବପାଳିରୁ ବନ୍ଧୁକ ସହ ୫୦ କେଜି ଗଂଜେଇ ଓ ଏକ କାର ଜବତ । ଆଜି ସନ୍ଧ୍ୟାରେ ଅବକାରୀ ବିଭାଗର ଜିଲ୍ଲା ମୋବାଇଲ ୟୁନିଟ୍ ଓ ସଦର ରେଞ୍ଜ ବିନିକାଙ୍କ ମିଳିତ ଚଢ଼ାଉରେ ମହାଦେବପାଳି ନିକଟରେ ଏକ କାରକୁ ସଂନ୍ଦେହେରେ ଅଟକାଇଥିଲେ । କାର କୁ ଯାଞ୍ଚ ବେଳେ ଏକ…

‘ମୁଁ ବନ୍ଧୁକ ଓ ଦୁଷ୍କର୍ମର ଧମକରେ ଡରିବା ବାଲା ଝିଅ ନୁହଁ’

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରାଣାୱତ ନିଜ ମନ୍ତବ୍ୟ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଥାଆନ୍ତି । ଏବେ ସେ ପଞ୍ଜାବର ପୂର୍ବତନ ସାଂସଦ ସିମରନଜିତ ସିଂ ମାନଙ୍କ ଦୁଷ୍କର୍ମ ମନ୍ତବ୍ୟରେ ପୁଣି ଥରେ ପାଲଟା ଜବାବ ଦେଇଛନ୍ତି । ସେ କହିଛନ୍ତି ଯେ, 'ଆଜି ମୋତ…

ଭୁବନେଶ୍ବରରେ ବନ୍ଦ ଘରେ ଚାଲିଥିଲା ନରବଳି ଯୋଜନା

ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ । ଭଡ଼ା ଘରେ କବାଟ କିଳି ଚାଲିଥିଲା ଗୁଣି ଗାରେଡି ଓ ତନ୍ତ୍ର ସାଧନା । ଘର ଭିତରୁ ମିଳିଛି ହାଡ କଙ୍କାଳ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ରବି ଟକିଜ ଟଙ୍କପାଣି ରୋଡ଼ ନିକଟରେ । ଘଟଣାସ୍ଥଳରୁ ତାନ୍ତ୍ରିକ ଜଣକ ଫେରାର ରହିଛି । ଖବରପାଇ କମିଶନରେଟ୍…

ଅନୁଗୋଳରେ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ଜିନ୍ଦଲଙ୍କୁ ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଅଧ୍ୟକ୍ଷ ତଥା ସାଂସଦ ନବୀନ ଜିନ୍ଦଲ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଲୋକସେବା ଭବନ ଠାରେ ଏହି ସାକ୍ଷାତ ଆଲୋଚନା ସମୟରେ ଓଡିଶାରେ କମ୍ପାନୀ ପକ୍ଷରୁ ଚାଲୁ ରହିଥିବା ପ୍ରକଳ୍ପ ଓ ଆଗାମୀ ଦିନରେ ହେବାକୁ…