Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଅନୁଗୋଳରେ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ଜିନ୍ଦଲଙ୍କୁ ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଅଧ୍ୟକ୍ଷ ତଥା ସାଂସଦ ନବୀନ ଜିନ୍ଦଲ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଲୋକସେବା ଭବନ ଠାରେ ଏହି ସାକ୍ଷାତ ଆଲୋଚନା ସମୟରେ ଓଡିଶାରେ କମ୍ପାନୀ ପକ୍ଷରୁ ଚାଲୁ ରହିଥିବା ପ୍ରକଳ୍ପ ଓ ଆଗାମୀ ଦିନରେ ହେବାକୁ…

ବ୍ରିଜ ଭୂଷଣଙ୍କୁ ଝଟ୍‌କା, ଆବେଦନ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ବିଜେପିର ପୂର୍ବତନ ସାଂସଦ ତଥା ଭାରତୀୟ କୁସ୍ତି ମହାସଂଘର ପୂର୍ବତନ ସଭାପତି ବ୍ରିଜ ଭୂଷଣ ସିଂହଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ପକ୍ଷରୁ ବଡ଼ ଝଟ୍‌କା ମିଳିଛି । ମହିଳା ରେସଲର୍‌ଙ୍କ ଦ୍ୱାରା ତାଙ୍କ ବିରୋଧରେ ଅଣାଯାଇଥିବା ଯୌନ ନିର୍ଯାତନା ମାମଲାକୁ ରଦ୍ଦ କରିବା ପାଇଁ ସେ କରିଥିବା…

‘ମମତା ହେଉଛନ୍ତି କିମ୍ ଜୋଙ୍ଗ ଉନ୍’

ନୂଆଦିଲ୍ଲୀ: ମମତା ବାନାର୍ଜୀଙ୍କ ଭାଷାକୁ ନେଇ ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ କଟାକ୍ଷ କରିଛନ୍ତି। ସେ କହିଛନ୍ତି ଯେ ମମତା ଯେଉଁଭଳି ଭାବରେ ବିବୃତ୍ତି ଦେଇଛନ୍ତି, ଏହି ଭାଷା ଗଣତାନ୍ତ୍ରିକ ବ୍ୟକ୍ତିଙ୍କ ଭାଷା ହୋଇପାରିବ ନାହିଁ । ସେ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ତାଙ୍କ…

ବର୍ଷାରେ ବେହାଲ ଗୁଜୁରାଟ: ଛାତରେ ଶୋଇଲା କୁମ୍ଭୀର

ଗୁଜୁରାଟ: ରାଜ୍ୟ ନୁହେଁ ଏବେ ଦେଶରେ ବି ବିତ୍ପାତ ମଚାଇଛି ବର୍ଷା । କେଉଁଠି ବର୍ଷାରେ ରାସ୍ତା, ନାଳ ଏକାକାର ତ ଆଉ କେଉଁଠି ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି । ଦିଲ୍ଲୀ ଏନସିଆର ଆଉ ଗୁଜୁରାଟ କଥା କହିଲେ ନସରେ । ଗୁଜୁରାଟରେ ତ ବନ୍ୟା ପରିସ୍ଥିତି ଦେଖାଦେଇଛି । ଘର, ରାସ୍ତା, ସୋସାଇଟି ସବୁ…

ଦିଲ୍ଲୀ ହାଇକୋର୍ଟରୁ ପୂଜା ଖେଡକରଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ: ପୂର୍ବତନ ଆଇଏଏସ ଟ୍ରେନି ଅଫିସର ପୂଜା ଖେଡକରଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଆଶ୍ବସ୍ତି ମିଳିଛି । ପୂଜା ଖେଡକରଙ୍କ ଗିରଫଦାରୀକୁ ସେପ୍ଟେମ୍ବର ୫ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି । ଏହାପୂର୍ବରୁ ମଧ୍ୟ ଖେଡକରଙ୍କ ଗିରଫଦାରୀକୁ ଅଗଷ୍ଟ ୨୯ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ଏକ…

ବିଜ୍ଞାପନରେ ପାଣ୍ଡିଆନଙ୍କ ପ୍ରଚାର ପାଇଁ ଖର୍ଚ୍ଚ ୧୫ କୋଟି

ଭୁବନେଶ୍ବର: ନିର୍ବାଚନ ପାଇଁ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲେ ପୂର୍ବ ସରକାର । ଆଜି ଗୃହରେ ବିଜେଡି ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ପ୍ରଶ୍ନରେ ଏମିତି କିଛି ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଅର୍ଥ ବିଭାଗର ଦାୟିତ୍ବରେ ଥିବା ମୋହନ ମାଝୀ । ଏନେଇ ମୁଖ୍ୟମନ୍ତ୍ରୀ…

ଆପାର୍ଟମେଣ୍ଟ ଭାଙ୍ଗିବା ପ୍ରସଙ୍ଗରେ କାହିଁକି ଏମିତି କହିଲେ ମେୟର?

ଭୁବନେଶ୍ବର: ଭୁବନେଶ୍ବରରେ ୧୯୧ ବେଆଇନ ଆପାର୍ଟମେଣ୍ଟ ଭାଙ୍ଗିବା ପ୍ରସଙ୍ଗ ଉଠିବା ପରେ ଏବେ ଏହାକୁ ନେଇ ସାଧାରଣରେ ଅନେକ ଚର୍ଚ୍ଚା । ସତରେ କ’ଣ ନୂଆ ସରକାର ବେଆଇନ ଆପାର୍ଟମେଣ୍ଟ ଭାଙ୍ଗିପାରିବେ? ଯଦି ଭାଙ୍ଗିବେ ସେଠିକା ବାସିନ୍ଦା ଯିବେ କୁଆଡେ? ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତରଣ କରିବେ…

ଗିରଫ ହେଲେ ସିଏଚଏସଇ ରେକର୍ଡ ସପ୍ଲାୟର୍

ଭୁବନେଶ୍ବର: ଗିରଫ ହୋଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ରେକର୍ଡ ସପ୍ଲାୟର୍ ପୁରେନ୍ଦ୍ର ସେଠୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ପୁରେନ୍ଦ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ । ତେବେ ଗତକାଲି ଦୁର୍ନୀତି ନିବାରଣ ନିର୍ଦ୍ଦେଶାଳୟ ତଥା ଭିଜିଲାନ୍ସର ଏକ ଟିମ୍ ପୁରେନ୍ଦ୍ରଙ୍କ…

ପଟ୍ଟା ଦେଇ ଛାଡିଦେଇଛନ୍ତି ପୂର୍ବ ସରକାର, ଜମି ଦେବେ ନୂଆ ସରକାର

ଭୁବନେଶ୍ବର: ପୂର୍ବ ସରକାର ଲୋକଙ୍କୁ ଖାଲି ପଟ୍ଟା ବାଣ୍ଟି ଛାଡିଦେଇଛନ୍ତି । ହେଲେ ଆଜି ଯାଏ ସେମାନେ ଜମି ପାଇନାହାନ୍ତି । ଆଜି ଗୃହରେ କିଛି ଏମିତି ମନ୍ତବ୍ୟ ରଖିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଏନେଇ ମନ୍ତ୍ରୀ କହିଛନ୍ତି, ଖୁବଶୀଘ୍ର ଯେଉଁମାନଙ୍କୁ ପଟ୍ଟା ମିଳିଛି ତାଙ୍କୁ…

ମମତାଙ୍କ ମନ୍ତବ୍ୟକୁ ନେଇ ତାତିଲା ରାଜନୀତି: କିଛି ଏମିତି କହିଦେଲେ ମୁଖ୍ୟମନ୍ତ୍ରୀ..

ଭୁବନେଶ୍ବର: ମୋଦିଙ୍କୁ ମମତାଙ୍କ ଖୋଲା ଧମକକୁ ନେଇ ଏବେ ତାତିଛି ରାଜନୀତି । ବିଭିନ୍ନ ବିଜେପି ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ଏବେ ମମତାଙ୍କୁ ବି ପାଲଟା ଚେତାବନୀ ଦେଇଛନ୍ତି । ମମତାଙ୍କୁ ଧମକ ଦେବାର ଅଧିକାର କିଏ ଦେଲା ବୋଲି ପ୍ରଶ୍ନ କରିଛନ୍ତି ୩ ରାଜ୍ୟର ମୁଖ୍ୟମନ୍ତ୍ରୀ । ତେବେ…