Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ମମତାଙ୍କ ମନ୍ତବ୍ୟକୁ ନେଇ ତାତିଲା ରାଜନୀତି: କିଛି ଏମିତି କହିଦେଲେ ମୁଖ୍ୟମନ୍ତ୍ରୀ..

ଭୁବନେଶ୍ବର: ମୋଦିଙ୍କୁ ମମତାଙ୍କ ଖୋଲା ଧମକକୁ ନେଇ ଏବେ ତାତିଛି ରାଜନୀତି । ବିଭିନ୍ନ ବିଜେପି ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ଏବେ ମମତାଙ୍କୁ ବି ପାଲଟା ଚେତାବନୀ ଦେଇଛନ୍ତି । ମମତାଙ୍କୁ ଧମକ ଦେବାର ଅଧିକାର କିଏ ଦେଲା ବୋଲି ପ୍ରଶ୍ନ କରିଛନ୍ତି ୩ ରାଜ୍ୟର ମୁଖ୍ୟମନ୍ତ୍ରୀ । ତେବେ…

ଫେଲ୍ ମାରିଲା ଚାଲ୍; ସେନାଙ୍କ ଗୁଳିରେ ଟଳିପଡିଲେ ୩ ଆତଙ୍କବାଦୀ

କୁପଓ୍ବାଡା: ଫେଲ୍ ମାରିଲା ଆତଙ୍କୀକ ପ୍ଲାନ୍ । ୩ ଆତଙ୍କବାଦୀଙ୍କୁ ମାରି ଗଡାଇଲେ ସେନା । ଜାମ୍ମୁ-କାଶ୍ମୀର ପାକ୍ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ବେଳେ ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି । ପାକିସ୍ତାନରୁ କିଛି ଆତଙ୍କବାଦୀ ଅନୁପ୍ରବେଶ ଉଦ୍ୟମ କରୁଥିବା କଥା ସେନା…

ଅବକାରୀ ବିଭାଗର ବଡ଼ ଡ୍ରାଇଭ୍, ସାଲିଆସାହିରେ ପୁଣି ଚାଲିଲା ବୁଲ୍‌ଡୋଜର

ଭୁବନେଶ୍ବର: ପୁଣି ରାଜଧାନୀର ସାଲିଆ ସାହିରେ ବୁଲିଲା ବୁଲଡୋଜର। ଚୋରା ମଦ ବ୍ୟବସାୟୀଙ୍କ ବିରୋଧରେ ଅବକାରୀ ବିଭାଗର ବଡ଼ ଡ୍ରାଇଭ୍। ସାଲିଆ ସାହିରେ ଦୀର୍ଘଦିନ ହେଲା ଚୋରା ଦେଶୀ ମଦ ବ୍ୟବସାୟ ଚଳାଉଥିବା ବ୍ୟବସାୟୀଙ୍କ ଘର ଭାଙ୍ଗୁଛି ପ୍ରଶାସନ। ଦେଶୀ ମଦର ଆଡ୍ଡାସ୍ଥଳୀକୁ ଜେସିବି ଲଗାଇ…

ପୁଣି ରାଜଧାନୀରେ ଗଡ଼ିଲା ମୁଣ୍ଡ, ଏକତରଫା ପ୍ରେମକୁ ବିରୋଧ କରିବାରୁ ଯୁବତୀଙ୍କ ଦାଦାକୁ ହତ୍ୟା

ଭୁବନେଶ୍ୱର: ପୁଣି ରାଜଧାନୀରେ ଗଡ଼ିଲା ମୁଣ୍ଡ। ଏକତରଫା ପ୍ରେମକୁ ବିରୋଧ କରିବାରୁ ଯୁବତୀଙ୍କ ଦାଦାକୁ ହତ୍ୟା କଲା ପାଗଳପ୍ରେମୀ। ଖଣ୍ଡିଗିରି ଥାନା ଜଗନ୍ନାଥନଗର ଶୁକବିହାର ଅଞ୍ଚଳରେ ଘଟିଛି ଏହି ନାରକୀୟ କାଣ୍ଡ। ମୃତକ ଜଗା ମଲ୍ଲିକ ବୋଲି ଜଣାପଡିଛି। ଏ ନେଇ ଖଣ୍ଡଗିରି ଥାନାରେ ମାମଲା ରୁଜୁ…

୩ ଘଣ୍ଟା ସତର୍କ ରୁହନ୍ତୁ! ବଜ୍ରପାତ ଓ ବର୍ଷା ହେବା ନେଇ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ପୂର୍ବ କେନ୍ଦ୍ରୀୟ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏଥିଲାଗି ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗି ରହିଛି । ଫଳରେ ଗତ କିଛି ଦିନ ହେବ ଭିନ୍ନ ଭିନ୍ନ ସ୍ଥାନରେ ବର୍ଷା ସହ ବଜ୍ରପାତ ଭଳି ଘଟଣା ମଧ୍ୟ ସାମ୍ନାକୁ ଆସିଛି। ଆଗାମୀ ୩ ଘଣ୍ଟା…

ଅଜଣା ଗାଡ଼ି ଧକ୍କାରେ ୧୬ ଗୋରୁ ମୃତ, ୪ ଗୁରୁତର

କାମାକ୍ଷାନଗର: ଅଜଣା ଗାଡ଼ି ଧକ୍କାରେ ୧୬ ଗୋରୁଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଗୁରୁତର ହୋଇଥିବା ଖବର ଆସିଛି। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପରଜଙ୍ଗ ଥାନା ଏନଏଚ୍ ୫୩ ବାରିହାପୁର ଛକ ନିକଟରେ ଅଭାବନୀୟ ଘଟଣା ଘଟିଛି। ରାସ୍ତାରେ କିଛି ଗୋରୁ ଶୋଇଥିବାବେଳେ ଦ୍ରୁତ ଗତି ଯାଉଥିବା ଏକ…

ଆଜି ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ, ଏହିସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା

ଭୁବନେଶ୍ବର : ଆଜି ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଆଉ ଏକ ଲଘୁଚାପ କ୍ଷେତ୍ର। ପୂର୍ବ କେନ୍ଦ୍ରୀୟ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆଗାମୀ ଦୁଇ ଦିନରେ ଏହା ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ର ପ୍ରଦେଶ ଆଡ଼େ ମୁହାଁଇବ। ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ…

ଗୁଜରାଟରେ ପ୍ରବଳ ବର୍ଷା ପରେ ବନ୍ୟା ସ୍ଥିତି, ୨୯ ଜଣଙ୍କ ମୃତ୍ୟୁ

ଗାନ୍ଧୀନଗର: ଗୁଜରାଟରେ ପ୍ରବଳ ବର୍ଷା ପରେ ବନ୍ୟା ସ୍ଥିତି ଉପୁଜିଛି। ପ୍ରବଳ ବର୍ଷା ଲାଗି ରହିଥିବାରୁ ଗତ ଦୁଇଦିନ ମଧ୍ୟରେ ୨ ଦିନରେ ୨୯ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ୧୮ ହଜାର ସୁରକ୍ଷିତ ଉଦ୍ଧାର। ସୌରାଷ୍ଟ୍ର ଓ କଚ୍ଛ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବାରୁ ଗତ…

ଆଇସିସିରେ ବିସିସିଆଇର ‘ଜୟ’, ଆଗକୁ ଅନେକ ଆହ୍ୱାନ

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡର ସଚିବ ଏବେ ଆଇସିସି ଅଧ୍ୟକ୍ଷ । ବହୁ ବର୍ଷ ପରେ ଆନ୍ତର୍ଜାତିକ କ୍ରିକେଟ ପରିଷଦ-ଆଇସିସିର ଶୀର୍ଷ ପଦରେ ଅବସ୍ଥାପିତ ହୋଇଛନ୍ତି ଜଣେ ଭାରତୀୟ । ବିସିସିଆଇ ସଚିବ ଜୟ ଶାହ ଏବେ ଆଇସିସିର ନୂଆ ଅଧ୍ୟକ୍ଷ । ଆଇସିସି ଅଧ୍ୟକ୍ଷ ଭାବେ…

ପଶ୍ଚିମ ଓଡିଶାବାସୀଙ୍କୁ କେନ୍ଦ୍ର ରେଳମନ୍ତ୍ରୀଙ୍କ ନୂଆଖାଇ ଭେଟି, ନୂଆ ରେଳ ଲାଇନକୁ ମଞ୍ଜୁରୀ

ଭୁବନେଶ୍ବର: ପଶ୍ଚିମ ଓଡିଶାବାସୀଙ୍କୁ ନୂଆଖାଇ ଭେଟି ଦେଲେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଓଡିଶାର ତିନୋଟି ରେଳ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ ମିଳିଛି । ବରଗଡ଼-ନୂଆପଡ଼ା ନୂଆ ରେଳ ଲାଇନକୁ ଅନୁମୋଦନ ମିଳିଛି । ଏହା ପଦମପୁର ଦେଇ ଯିବ । ଏହି ରେଳ ଲାଇନରେ ୧୩ଟି…