Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

୬.୫ ପ୍ରତିଶତ ସହ ରେପୋରେଟ୍‌ ବଳବତ୍ତର ରଖିଲା ଆରବିଆଇ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ପୁଣିଥରେ ରେପୋ ରେଟ୍(ସୁଧ ହାର) ଅପରିବର୍ତ୍ତିତ ରଖିଛନ୍ତି। ରେପୋରେଟ୍‌ ୬.୫%ରେ ଅପରିବର୍ତ୍ତିତ ରଖିବାକୁ ଘୋଷଣା କରିଛି ଆରବିଆଇ। ମନିଟାରୀ ପଲିସି କମିଟି ନିଷ୍ପତ୍ତି ନେଇଥିବା ସୂଚନା ରହିଛି। ବଜେଟ୍ ୨୦୨୪ ଆସିବା ପରେ ଅନୁଷ୍ଠିତ ହୋଇଥିବା ପ୍ରଥମ…

ଗିରଫ ହେବେ ବିଡିଓ ବାବୁ! ସରୁନି ସମ୍ପତ୍ତି ତାଲିକା….

କଟକ: ଭିଜିଲାନ୍ସ ଜାଲରେ ପଡିଛନ୍ତି କଟକ ଆଠଗଡ ବିଡିଓ ପ୍ରଦୀପ କୁମାର ସାହୁ । ବୁଧବାର ଭିଜିଲାନ୍ସରର ମୋଟ ୮ ଜଣ ଟିମ୍ ଏକକାଳୀନ ବିଡିଓଙ୍କ ୮ଟି ସ୍ଥାନରେ ଚଢାଉ କରିଥିବା ବେଳେ ଆଜି ତାଙ୍କୁ ଭିଜିଲାନ୍ସ ଗିରଫ କରିପାରେ । ସେପଟେ ଭିଜିଲାନ୍ସ ଚଢାଉ ପରେ ଏବେ ବି ଜାରି ରହିଛି ସମ୍ପତି ଆକଳନ…

ଭିନେଶ ଫୋଗଟ୍‌ଙ୍କୁ ଅଲିମ୍ପିକ୍ସ ରୌପ୍ୟ ବିଜେତା ଭାବେ ସମ୍ମାନୀତ କରିବେ ସରକାର

ନୂଆଦିଲ୍ଲୀ: ଭିନେଶ ଫୋଗଟ୍‌ଙ୍କୁ ପଦକ ବିଜେତାର ସମ୍ମାନ ଦେବାକୁ ଘୋଷଣା। ଏନେଇ ଏକ୍ସରେ ସୂଚନା ଦେଲେ ହରିୟାଣା ମୁଖ୍ୟମନ୍ତ୍ରୀ ନାଏବ ସିଂ ସୈନି। ସମସ୍ତ ସମ୍ମାନ, ପୁରସ୍କାର, ସୁବିଧା ଫୋଗଟଙ୍କୁ ପ୍ରଦାନ କରାଯିବ। ଅଲିମ୍ପିକ୍ସ ରୌପ୍ୟ ବିଜେତା ଭାବେ ସରକାର ସମ୍ମାନୀତ କରିବେ। ପ୍ୟାରିସ୍…

ପୁଣି ଆଉ ଏକ ଲଘୁଚାପ: ପଶ୍ଚିମ ଓଡିଶାରେ ପ୍ରବଳ ବର୍ଷା, ତେଲ ଓ ହୀତୀର ପାଣିରେ ଫୁଲିପାରେ ମହାନଦୀ

ଭୁବନେଶ୍ୱର: ଗାଙ୍ଗେୟ ପଶ୍ଚିମ ଓ ସଂଲଗ୍ନ ବାଂଲାଦେଶରେ ସୃଷ୍ଟି ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ନିର୍ଧୁମ ବର୍ଷିଛି। ଆଜି ଏହା ଲଘୁଚାପ ରୂପ ନେଇପାରେ। ଏହାର ପ୍ରଭାବରେ ପଶ୍ଚିମ ଓଡିଶା ସମେତ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ…

ମାଲକାନଗିରି ଗସ୍ତରେ ବିଜେଡି ଟିମ୍, ପୋଲାଭରମ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିବ ଦଳ

ମାଲକାନଗିରି: ମାଲକାନଗିରି ଗସ୍ତରେ ବିଜେଡି ଟିମ୍। ପୋଲାଭରମ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିବ ବିଜେଡି ଦଳ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗଠନ କରିଥିବା ଏହି ଦଳ ପୋଲାଭରମ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିବେ। ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମରେ ସ୍ଥିତି ଅନୁଧ୍ୟାନ ପାଇଁ ବିଜେଡି ଟିମ…

କୁସ୍ତିରୁ ସନ୍ନ୍ୟାସ ନେଲେ ଭିନେଶ ଫୋଗଟ୍

ନୂଆଦିଲ୍ଲୀ: କୁସ୍ତିରୁ ସନ୍ନ୍ୟାସ ନେଲେ ଭିନେଶ ଫୋଗଟ୍। ପ୍ୟାରିସ୍ ଅଲିମ୍ପିକ୍ସରୁ ବାଦ୍ ପଡ଼ିବା ପରେ ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି ଭିନେଶ। ଭିନେଶ ଫୋଗେଟ୍ ସନ୍ନ୍ୟାସ ନେଇଥିବା ନିଜ ଏକ୍ସ ଆକାଉଣ୍ଟ ମାଧ୍ୟମରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ସେ ଦେଶବାସୀଙ୍କ ନିକଟରେ ଋଣି ହୋଇ…

ନବୀନ ସରକାରର ପସନ୍ଦର ଆଇଏଏସକୁ ଅଦଳବଦଳ କଲେ ମୋହନ ସରକାର: ୨୦ ନୂଆ ଜିଲ୍ଲାପାଳ ନିଯୁକ୍ତ

ଭୁବନେଶ୍ୱର: ମୋହନ ମାଝୀ ସରକାର ବୁଧବାର ରାଜ୍ୟରେ ୨୦ ଜଣ ନୂଆ ଜିଲ୍ଲାପାଳ ନିଯୁକ୍ତି ଘୋଷଣା କରିଛନ୍ତି। ନବୀନ ପଟ୍ଟନାୟକଙ୍କ ଶାସନ କାଳରେ କ୍ଷମତାର ନିକଟତର କୁହାଯାଉଥିବା ଆଇଏଏସ୍ ଅଫିସରମାନଙ୍କୁ ବାଦ୍ ଦେବା ପାଇଁ ଏହି ଅଦଳବଦଳ କରାଯାଇଛି ବୋଲି କୁହାଯାଇଛି। ସାଧାରଣ ପ୍ରଶାସନ ବିଭାଗ…

ଭାରତକୁ ଆସିବାକୁ ସୀମାରେ ଭିଡ଼ ଲଗାଇଛନ୍ତି ବାଂଲାଦେଶୀ, ଅଟକାଉଛନ୍ତି ସୀମା ସୁରକ୍ଷା ବଳ

ନୂଆଦିଲ୍ଲୀ: ବାଂଲାଦେଶ ବର୍ତ୍ତମାନ ଏକ ଭୟଙ୍କର ଅରାଜକତାର ସମୟ ଦେଇ ଗତି କରୁଛି । ପ୍ରବଳ ହିଂସା ମଧ୍ୟରେ ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ବାଂଲାଦେଶ ଛାଡି ଭାରତ ଆସିଯାଇଛନ୍ତି । ଏହା ପରେ ସେଠାରେ ସଂଖ୍ୟାଲଘୁମାନଙ୍କ ଉପରେ ବଡ଼ ଧରଣର ଆକ୍ରମଣ ଆରମ୍ଭ ହୋଇଛି । ପୂର୍ବରୁ ଯେପରି…

ରାଜଧାନୀରେ ବାର୍ ମାଲିକ ଓ ଏଜେଣ୍ଟ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରରେ ବନ୍ଧା ହେଲେ ବାର୍ ମାଲିକ ଓ ଏଜେଣ୍ଟ । ଟଙ୍କା ନଦେଇ ୬ ବାର୍ ଗାର୍ଲଙ୍କୁ ଅଟକ ରଖିଥିବା ଅଭିଯୋଗରେ ବାର୍ ମାଲିକ ଲିକ ଶିବ ପ୍ରସାଦ ମଲ୍ଲିକ ଓ ତାଙ୍କ ଏଜେଣ୍ଟ ଜ୍ୟୋତି ପ୍ରକାଶ ନାୟକଙ୍କୁ ଗିରଫ କରିଛି ଧଉଳି ପୋଲିସ । ଏହା ସହ ବାର୍ ଗାର୍ଲଙ୍କୁ ଉଦ୍ଧାର କରିଛି ପୁଲିସ…

‘ଆଗକୁ ଆସୁଛି ବିପଦ ପ୍ରସ୍ତୁତ ରହୁ ଭାରତ, ଆମେ ଏବେ ଏକୁଟିଆ ହେଇଗଲୁ’

ନୂଆଦିଲ୍ଲୀ: ବାଂଲାଦେଶ ପ୍ରସଙ୍ଗରେ ଜାତୀୟ ସମ୍ମିଳନୀ ମୁଖ୍ୟ ତଥା ଜମ୍ମୁ କଶ୍ମୀରର ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦ୍ଦୁଲ୍ଲା ହଜ ନୀତି ଓ କେନ୍ଦ୍ର ଶାସିତ ଅଞ୍ଚଳରେ ନିର୍ବାଚନକୁ ନେଇ ସରକାରଙ୍କୁ ଆଟାକ କରିଛନ୍ତି । ଏହା ସହିତ ବାଂଲାଦେଶ ହିଂସା ଘଟଣାରେ ପ୍ରତିକ୍ରିୟା ଦେଇଛନ୍ତି । ଏହି ଘଟଣା ଉପରେ…