Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଆଜିଠୁ ରାଜ୍ୟରେ ବଢିବ ବର୍ଷା, ଆଗାମୀ ୩ ଘଣ୍ଟା ପାଇଁ ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ବଢିବ ବର୍ଷା। ଆଗାମୀ ୩ ଘଣ୍ଟା ପାଇଁ ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଏସବୁ ଜିଲ୍ଲାଗୁଡିକ ହେଉଛି ସୁନ୍ଦରଗଡ, ମାଲକାନଗିରି, ବରଗଡ ଏବଂ ସମ୍ବଲପୁର। ଏଠିକାର ଜିଲ୍ଲା ପ୍ରଶାସନ ମାନଙ୍କୁ ସତର୍କ ରହିବାକୁ କୁହାଯାଇଛି।…

ଉପର ମୁଣ୍ଡରେ ପ୍ରବଳ ବର୍ଷା: ବଢୁଛି ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପର ଜଳସ୍ତର, ଖୋଲିବ ୨ଟି ଗେଟ୍

ନୂଆପଡ଼ା: ରାଜ୍ୟର ବିଭିନ୍ନ ଅଞ୍ଚଳରେ ଜାରି ରହିଛି ଲଗାଣ ବର୍ଷା। ପଡୋଶୀ ରାଜ୍ୟ ଉପରେ ଆଉ ଏକ ଘୂର୍ଣ୍ଣିବଳୟ ରହିବା ଯୋଗୁଁ ଆଜିଠୁ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ। ଅନ୍ୟପଟେ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ନୂଆପଡ଼ା ଜିଲ୍ଲା ଲୋୟର ଇନ୍ଦ୍ର ଜଳ ସେଚନ…

୫୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ସହକାରୀ ଯନ୍ତ୍ରୀ, ମାଡି ବସିଲା ଭିଜିଲାନ୍ସ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଜଟଣୀ ବ୍ଲକ ଆସିଷ୍ଟାଣ୍ଟ ଇଞ୍ଜିନିୟର। ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସହକାରୀ ଯନ୍ତ୍ରୀ ନିବେଦିତା ମହାନ୍ତିଙ୍କୁ ଧରିଲା ଭିଜିଲାନ୍ସ। ପୁରୁଣା ବିଲ୍ ପାସ କରାଇ ଦେବାକୁ କହି ଜଣେ ଠିକାଦାରଙ୍କ ଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ନିବେଦିତା ।…

କେରଳ ଭୂସ୍ଖଳନ; ଦୁଇ ଓଡ଼ିଆ ନିଖୋଜ

ୱାୟନାଡ: ଦେବଭୂମୀ କେରଳରେ ପ୍ରକୃତିର ମୃତ୍ୟୁ ତାଣ୍ଡବ। କେରଳ ୱାୟନାଡରେ ହୋଇଥିବା ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ଶହେ ପାର୍‌ ହୋଇଛି। ଆଜି ସଂଧ୍ୟା ସୁଦ୍ଧା ୧୦୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇ ଥିବାବେଳେ ଏବେ ମଧ୍ୟ ଶତାଧିକ ଲୋକ ମାଟି ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ସେପଟେ ଭୂସ୍ଖଳନ…

୧୩୦ କି.ମି. ବେଗରେ ଟ୍ରେନ ଚଳାଚଳ ତିଆରି ହେବ ଫେନସିଂ, ରକ୍ଷାପାଇବେ ପଶୁଙ୍କ ଜୀବନ

ଭୁବନେଶ୍ୱର: ରେଳ ନିରାପତ୍ତାକୁ ସୁଦୃଢ଼ କରିବା ଏବଂ ଟ୍ରେନର ଗତି ବୃଦ୍ଧି କରାଇବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପରେ ପୂର୍ବତଟ ରେଳପଥର ଖୋର୍ଦ୍ଧା ରୋଡ ରେଳ ମଣ୍ଡଳର ଭଦ୍ରକ-ପଲାସା ଏବଂ ଖୋର୍ଦ୍ଧା ରୋଡ-ପୁରୀ ରେଳ ସେକ୍ସନରେ ଟ୍ରାକ ନିରାପତ୍ତା ଜନିତ ରେଳ ଧାରଣା କଡରେ ବାଡ ଦେବା ପାଇଁ…

ଝାଡ଼ଖଣ୍ଡ ଟ୍ରେନ୍ ଟ୍ରାଜେଡି: ମୃତକଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କଲା ଦକ୍ଷିଣ ପୂର୍ବ ରେଳପଥ

ରାଞ୍ଚି: ଝାଡ଼ଖଣ୍ଡ ଟ୍ରେନ୍ ଟ୍ରାଜେଡି। ଦକ୍ଷିଣ ପୂର୍ବ ରେଳପଥ ପକ୍ଷରୁ ସହାୟତା ରାଶି ଘୋଷଣା । ଓଡିଶା ରାଉରକେଲାର ୨ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କଲା ଦକ୍ଷିଣ ପୂର୍ବ ରେଳପଥ । ସେହିପରି ଗୁରୁତର ବ୍ୟକ୍ତିଙ୍କପାଇଁ ୫ ଲକ୍ଷ ଓ ସାମାନ୍ୟ ଆହତଙ୍କ ପାଇଁ ୧ ଲକ୍ଷ…

ଆଳୁ ରାଜନୀତିରେ ନବୀନଙ୍କ ଚିଠି, ସରଗରମ ହେଲା ଗୃହ

ଭୁବନେଶ୍ବର: କାହିଁକି ଚିଠି ଲେଖିଲେ ନବୀନ ? ନାଁ ଚିଠି ଲେଖିବାର ଅଭ୍ୟାସ ଅଛି ବୋଲି ଲେଖିଦେଲେ ? ମଙ୍ଗଳବାର ବିଧାନସଭା ଚାଲିଥିବା ବେଳେ କିଛି ଏମିତି ପ୍ରଶ୍ନ ନବୀନଙ୍କୁ ପଚାରଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ତେବେ ଆଳୁକୁ ନେଇ ରାଜ୍ୟ ରାଜନୀତି ତାତି ଥିବା ବେଳେ ଏହାକୁ…

କାହିଁକି ସସପେଣ୍ଡ ହେଲେ ଆଇପିଏସ୍ ପଣ୍ଡିତ ରାଜେଶ ଉତ୍ତମରାଓ ?

ଭୁବନେଶ୍ବର: ମହଙ୍ଗା ପଡିଲା ପ୍ରେମ ନିବେଦନ ! ନିଲମ୍ବିତ ହେଲେ ବରିଷ୍ଠ ପୋଲିସ ଅଧିକାରୀ ପଣ୍ଡିତ ରାଜେଶ ଉତ୍ତମରାଓ । ପଦ ମର୍ଯ୍ୟାଦାର ଅପବ୍ୟବହାର ଅଭିଯୋଗରେ ତାଙ୍କ ଉପରେ ବଡ ଆକ୍ସନ୍ ନିଆଯାଇଛି । ଦିଲ୍ଲୀ ନୀତି ଆୟୋଗ ବୈଠକରୁ ଫେରିବା ପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ…

ଓଜେଇଇ ୱେବସାଇଟ୍ ଡାଉନ: କାଉନସେଲିଂ, ଚଏସ୍‌ ଲକିଂରେ ସମସ୍ୟା

ଭୁବନେଶ୍ୱର: କାମ କରୁନି ଓଜେଇଇ ୱେବସାଇଟ୍ l ଡାଉନ ହେଲା ଓଜେଇଇ ୱେବସାଇଟ l ଫଳରେ କାଉନସେଲିଂ ଏବଂ ଚଏସ୍‌ ଲକିଂରେ ସମସ୍ୟା ଭୋଗୁଛନ୍ତି ଛାତ୍ରଛାତ୍ରୀ l ଏନେଇ ସୂଚନା ଦେଇଛନ୍ତି ଅଧ୍ୟକ୍ଷ ଡି.ପି ଶତପଥୀ l ସୂଚନା ଅନୁସାରେ, ଆଜି ଛାତ୍ରଛାତ୍ରୀ ମାନେ ୱେବସାଇଟ ଖୋଲି କାଉନସେଲିଂ ଏବଂ ଚଏସ…

ଓ୍ବାୟନାଡ ଭୂସ୍ଖଳନ: ୬୩ ମୃତ, ଫସିରହିଛନ୍ତି ୧୦୦ରୁ ଉର୍ଦ୍ଧ୍ବ ଲୋକ, ଉଦ୍ଧାର ଟିମରେ ନୌସେନା ସାମିଲ୍

ଓ୍ବାୟନାଡ: ପ୍ରବଳ ବର୍ଷା କାରଣରୁ କେରଳ ଓ୍ବାୟନାଡରେ ଭୂସ୍ଖଳନ ହୋଇଛି । ଏଥିରେ ପ୍ରାୟ ୧୦୦ ରୁ ଅଧିକ ଲୋକ ଚାପି ହୋଇ ରହିଥିବା ବେଳେ ଏଯାବତ ୬୩ ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ଏହାସହିତ ୭୦ ଜଣ ଆହତ ହୋଇ ନିକଟସ୍ଥ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ବୋଲି ସୂଚନା ଦେଇଛନ୍ତି…