Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

୩ ବର୍ଷରେ ଇଚ୍ଛାମୃତ୍ୟୁରେ ଗଲାଣି ୧୭ ହଜାରରୁ ଅଧିକ ଜୀବନ

ଭୁବନେଶ୍ବର: ବଢିଚାଲିଛି ଇଚ୍ଛାମୃତ୍ୟୁର ହାର । ସେ ଦେଶ ହେଉକି ରାଜ୍ୟ ସବୁଠି ପ୍ରତିଦିନ ଆତ୍ମହତ୍ୟା ଖବର ସାମ୍ନାକୁ ଆସୁଛି । ଯେଉଁଥିରେ ସବୁଠୁ ବେଶୀ ଅଛନ୍ତି ଯୁବବର୍ଗ । ଯାହାକୁ ନେଇ ଆଜି ବିଧାନସଭାରେ ବିଧାୟକ ଧ୍ରୁବ ସାହୁଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉତ୍ତର ରଖି…

ମହାପ୍ରଭୁଙ୍କ ଦର୍ଶନ ସାନିଧ୍ୟ ନେଲେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ

ପୁରୀ: ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ମହାପ୍ରଭୁଙ୍କ ଦର୍ଶନ ସାନିଧ୍ୟ ନେଲେ ଶକ୍ତିକାନ୍ତ ଦାସ। ଚାରି ଦିନିଆ ଓଡିଶା ଗସ୍ତ ଅବସରରେ ଆଜି ସେ ମହାପ୍ରଭୁଙ୍କ ଦର୍ଶନ ସାନିଧ୍ୟ ନେଇ ଖୁବ୍ ଭାବିବିହ୍ଵଳ ହୋଇଛନ୍ତି । ଶ୍ରୀମନ୍ଦିର…

ନୂଆ ସରକାରଙ୍କର ୨ ମାସରେ ବନ୍ଧା ହେଲେଣି ୩୯ ସରକାରୀ ବାବୁ

ଭୁବନେଶ୍ବର: ଶାସନକୁ ଆସିବା ପରେ ଆକ୍ସନ ମୋଡରେ ମୋହନ ସରକାର । କ୍ଷମତା ଗ୍ରହଣ କରିବାର ୨ ମାସ ଭିତରେ ଧରାପଡିଲେଣି ୩୯ ଜଣ ଦୁର୍ନୀତିଖୋର ସରକାରୀ ଅଧିକାରୀ । ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିଧାନସଭାରେ ବିଜେପି ବିଧାୟିକା ଉପାସନା…

ମନି ଲଣ୍ଡରିଙ୍ଗ ମାମଲାରେ ବନ୍ଧା ହେଲେ ଆପ୍ ନେତା

ନୂଆଦିଲ୍ଲୀ: ବନ୍ଧା ହେଲେ ଇଡି ବିଧାୟକ । ମନି ଲଣ୍ଡରିଙ୍ଗ ମାମଲାରେ ଆଜି ସକାଳୁ ସକାଳୁ ଇଡିର ଏକ ଟିମ୍ ଆମ ଆଦମି ପାର୍ଟି(ଆପ୍)ର ବିଧାୟକ ଅମାନତୁଲ୍ଲା ଖାନଙ୍କ ଘରେ ଚଢାଉ କରିଥିଲା । ପ୍ରାୟ ୬ ଘଣ୍ଟାର ଜେରା ପରେ ଅମାନତୁଲ୍ଲାଙ୍କୁ ଗିରଫ କରିଛି ଇଡି । ତେବେ ଦିଲ୍ଲୀ ୱାକଫ ବୋର୍ଡର…

ରାଜ୍ୟରେ ଗଢା ହେବନି ହାଇକୋର୍ଟ ବେଞ୍ଚ

ଭୁବନେଶ୍ବର: ଓଡିଶାରେ ଗଠନ ହୋଇନପାରେ ହାଇକୋର୍ଟ ବେଞ୍ଚ । ଏହାର କିଛି ଯଥାର୍ଥତା ନାହିଁ । ଆଜି ବିଧାନସଭାରେ ବଲାଙ୍ଗୀର ବିଧାୟକ କଳିକେଶ ସିଂହଦେଓଙ୍କ ପ୍ରଶ୍ନରେ ଉତ୍ତର ରଖି କିଛି ଏମିତି ଇଙ୍ଗିତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିଧାନସଭାରେ ବିଧାୟକ କଳିକେଶ ସିଂହଦେଓ…

ବନ୍ଦ ହେଲା ହୀରାକୁଦର ସବୁ ଗେଟ୍

ସମ୍ବଲପୁର: ବନ୍ଦ ହେଲା ହୀରାକୁଦ ଡ୍ୟାମର ସବୁ ଗେଟ୍ । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଖୋଲାଥିବା ହୀରାକୁଦର ସମସ୍ତ ୬ଟି ଗେଟ୍ ବନ୍ଦ କରାଯାଇଛି । ଏବେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୨.୩୯ ଫୁଟ୍ ରହିଛି । ତେବେ ସ୍ଥିତି ନିୟନ୍ତ୍ରଣ ଥିବାରୁ ଗେଟ୍ ବନ୍ଦ କରିଛନ୍ତି କର୍ତ୍ତୃପକ୍ଷ ।

ଶିବାଜୀଙ୍କ ପ୍ରତିମୂର୍ତ୍ତି ଭୁଶୁଡିବା ଘଟଣା: ବିରୋଧୀଙ୍କ ‘ଜୋତା ମାର୍’ ବିକ୍ଷୋଭ

ହାଇଦ୍ରାବାଦ: ଛତ୍ରପତି ଶିବାଜୀ ମହାରାଜଙ୍କୁ ନେଇ ସରଗରମ ହୋଇଛି ମହାରାଷ୍ଟ୍ର ରାଜନୀତି । ସିନ୍ଧୁଦୁର୍ଗ ଜିଲ୍ଲାରେ ଶିବାଜୀଙ୍କ ପ୍ରତିମୂର୍ତ୍ତି ଭୁଶୁଡିବା ପରେ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ବିରୋଧୀ । ଲଗାତାର ଶାସକଙ୍କୁ ଘେରି ଜାରି ରଖିଛନ୍ତି ବିକ୍ଷୋଭ । ଏହି କ୍ରମରେ ଏକନାଥ…

ମାତିଛନ୍ତି ମଣିଷଖିଆ ଗଧିଆ: କୁନି ଝିଅକୁ ଘର ଭିତରୁ ଟାଣିନେଇ ମାରିଲା

ବାହାରଚି: ମାତିଛନ୍ତି ଗଧିଆ । ବାହାରେ ଘରେ କେଉଁଠି ତ୍ରାହି ନାହିଁ । ଏଯାବତ ଗଲାଣି ୯ଜଣଙ୍କର ଜୀବନ । ବନବିଭାଗ ଜାଲରେ ପଡିଲେଣି ୪ ଗଧିଆ । ତଥାପି ଥମିନି ଆତଙ୍କ । ପୁଣି ଏକ ଅଢେଇ ବର୍ଷର ଛୁଆକୁ ଘର ଭିତରୁ ଟାଣି ନେଇ ମାରିଲା ଗଧିଆ । ଉତ୍ତର ପ୍ରଦେଶ ବାହାରଚିରେ ଥମୁନି ଗଧିଆ ଆତଙ୍କ ।…

ସୁଭଦ୍ରାକୁ ନେଇ ପୁଣି ତାତିଲା ଗୃହ, ସାଢେ ୧୧ ଯାଏଁ ମୁଲତବି

ଭୁବନେଶ୍ବର: ଗତ ଦୁଇ ଦିନ ହେବ ସୁରୁଖୁରୁରେ ଗୃହ ଚାଲିବା ପରେ ଆଜି ପୁଣି ହଟ୍ଟଗୋଳରେ ଗୃହ ମୁଲତବି । ସୁଭଦ୍ରା ଯୋଜନାକୁ ନେଇ ବିରୋଧୀ ବିଜେଡି ସଦସ୍ୟ ଗୃହରେ ହୋହଲ୍ଲା କରିବାରୁ ସାଢେ ୧୧ଟା ଯାଏଁ ଗୃହକୁ ମୁଲତବି ରଖିଛନ୍ତି ବାଚସ୍ପତି ସୁରମା ପାଢୀ । ତେବେ ଗୃହ ଆରମ୍ଭରେ ସ୍ବର୍ଗତ…

କେନ୍ଦ୍ରାପଡ଼ାରେ ବାର୍ଡ ଫ୍ଲୁ ଭୟ: ଆଜିଠୁ ସାମ୍ପୁଲ ସଂଗ୍ରହ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାରେ ବଢ଼ିଲା ବାର୍ଡ ଫ୍ଲୁ ସନ୍ଦେହ । ୬ ବସ୍ତା ମଲା କୁକୁଡ଼ା ଦେଖି ଛାନିଆ ନରସିଂହପୁର ଅଞ୍ଚଳବାସୀ। କେନ୍ଦ୍ରାପଡ଼ା ଡେରାବିଶ ଥାନା ନରସିଂହପୁର ପଞ୍ଚାୟତର ରାସ୍ତାକଡ଼ରୁ ବସ୍ତା ବସ୍ତା ମଲା କୁକୁଡ଼ା ମିଳିବାରୁ ଏମିତି ସନ୍ଦେହ ବଢିଛି। ଆଜଠାରୁ ଜିଲ୍ଲା…