Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବଢୁଛି ଆତଙ୍କୀକ ଆତଙ୍କ, ଓଡିଶାରୁ ଜମ୍ମୁ ଯିବେ ବିଏସ୍ଏଫ୍ ଯବାନ

ଭୁବନେଶ୍ବର: ଦିନକୁ ଦିନ ଆତଙ୍କବାଦୀଙ୍କ ଉପଦ୍ରବ ବଢିବାରେ ଲାଗିଛି । ସୀମା ସରହଦରେ ସେନାଙ୍କ ଉପରକୁ ଆକ୍ରମଣ ବଢିବାରେ ଲାଗିଛି । ତା ଉପରେ ପୁଣି ବର୍ଷା ଦିନ ହୋଇଥିବାରୁ ଦେଶରେ ଲଗାଣ ବର୍ଷା କାରଣରୁ ସୀମା ପାର୍ଶ୍ବବର୍ତ୍ତୀ ଅଞ୍ଚଳ ଗୁଡିକରେ ଆତଙ୍କୀଙ୍କୁ ଚିହ୍ନଟ କରିବା ସେନାଙ୍କ ପକ୍ଷେ…

ବଦଳିଲେ ଛତିଶଗଡ ରାଜ୍ୟପାଳ, ବିଶ୍ଵଭୁଷଣଙ୍କ ସ୍ଥାନରେ ରାମେନ ଡିକା

ନୂଆଦିଲ୍ଲୀ: ୧୦ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ରାଜ୍ୟପାଳ ନିଯୁକ୍ତି କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ । ରାଜସ୍ଥାନ, ତେଲେଙ୍ଗାନା, ସିକ୍କିମ, ଝଡଖଣ୍ଡ, ଛତିଶଗଡ, ମେଘାଳୟ, ମହାରାଷ୍ଟ୍ର, ଚଣ୍ଡିଗଡ, ପଣ୍ଡିଚେରୀ, ମଣିପୁରର ନୂତନ ରାଜ୍ୟପାଳ ନିଯୁକ୍ତି କରିଛନ୍ତି ରାଷ୍ଟ୍ରପତି ।…

ହୀରାକୁଦ ଛାଡିଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ସମ୍ବଲପୁର: ରାଜ୍ୟରେ ଅଧିକାଂଶ ସ୍ଥାନରେ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବା ବେଳେ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହାମଧ୍ୟରେ ଆଜି ଖୋଲା ଯାଇଛି ହୀରାକୁଦ ଗେଟ । ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ପାରମ୍ପାରିକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇ ହୀରାକୁଦ…

ପାଠପଢୁଥିଲେ ଛାତ୍ରଛାତ୍ରୀ, ହଠାତ୍ ମାଡି ଆସିଲା ପାଣି, ଚାଲିଗଲା ୩ଜଣଙ୍କ ଜୀବନ

ନୂଆଦିଲ୍ଲୀ: ସ୍ଵେରେଜ ପାଣିରେ ବୁଡି ୩ ଛାତ୍ର ମୃତ୍ୟୁ । ଦିଲ୍ଲୀର ଏକ କୋଚିଂ ସେଣ୍ଟରର ବେସମେଣ୍ଟରେ ସ୍ଵେରେଜ ପାଣି ପଶିଯିବାରୁ ୩ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ବେଳେ କିଛି ଛାତ୍ର ଭାସିଯିବାର ସୂଚନା ମିଳିଛି । ଘଟଣାସ୍ଥଳରେ ଏନଡିଆରଏଫ ଟିମ୍ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଅନ୍ୟ…

୧୦ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ୧୦ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ନୂତନ ରାଜ୍ୟପାଳ ନିଯୁକ୍ତ । ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଲେ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ । ରାଜସ୍ଥାନ. ତେଲେଙ୍ଗାନା, ସିକ୍କିମ, ଝଡଖଣ୍ଡ, ଛତିଶଗଡ, ମେଘାଳୟ, ମହାରାଷ୍ଟ୍ର, ଚଣ୍ଡିଗଡ, ପଣ୍ଡିଚେରୀ, ମଣିପୁରର ନୂତନ ରାଜ୍ୟପାଳ…

କାହା ପାଇଁ ଓଡିଶାକୁ ଆସିଲା ଆଳୁ? ତେଜିଲା ରାଜନୀତି

ଭୁବନେଶ୍ବର: କାହା ପାଇଁ ଓଡିଶାକୁ ଆସିଲା ଆଳୁ? କାହା ହସ୍ତକ୍ଷେପ ପରେ ପଶ୍ଚିମବଙ୍ଗରୁ ଆସିଲା ଆଳୁ ଗାଡ଼ି ? ଆଳୁକୁ ନେଇ ତେଜିଲା ଶ୍ରେୟ ରାଜନୀତି । ଶାସକ, ବିରୋଧୀ ମୁହାଁମୁହିଁ । ବିଜେଡି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଶ୍ରେୟ ଦେଇଛି ତ ଖାଦ୍ୟ ଯୋଗାଣ…

ଅଗଷ୍ଟ ମାସରେ ଅନେକ ଦିନ ବ୍ୟାଙ୍କ ବନ୍ଦ ରହିବାକୁ ଯାଉଛି !

ନୂଆଦିଲ୍ଲୀ: ଅଗଷ୍ଟ ମାସ ଅନେକ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ମାସରେ ସାରା ଦେଶରେ ଅନେକ ପ୍ରକାର ପର୍ବପର୍ବାଣୀ ପାଳନ କରାଯାଏ। ଅଗଷ୍ଟ ୧୫ରେ ସ୍ୱାଧୀନତା ଦିବସ ପାଳନ କରାଯାଏ। ଅପରପକ୍ଷେ ଏହି ମାସରେ ରକ୍ଷାବନ୍ଧନ ମଧ୍ୟ ରହିଛି । ଅଗଷ୍ଟ ମାସରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଦିନ…

ଗୋଟିଏ ଟେବୁଲରେ ପିଏମ୍, ବିଜେପି ଶାସିତ ରାଜ୍ୟର ସିଏମ୍ ଓ ସାଂଗଠନିକ ନେତା ଏକାଠି ହେଉଛନ୍ତି!

ନୂଆଦିଲ୍ଲୀ: ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଦିଲ୍ଲୀରେ ବୈଠକ କରିବାକୁ ଯାଉଛନ୍ତି। ନୀତି ଆୟୋଗଙ୍କ ବୈଠକ ପରେ କିମ୍ବା ଆସନ୍ତାକାଲି ବୈଠକ ଆରମ୍ଭ ହେବାର ସମ୍ଭାବନା ରହିଛି। ବିଜେପି ମୁଖ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପସ୍ଥିତିରେ ବିଜେପି…