Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଡବଲ ଇଂଜିନ ଡବଲ ନୈରାଶ୍ୟ- ନବୀନ

ଭୁବନେଶ୍ଵର: ଆଗତ ହୋଇଛି ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ । ବିଧାନସଭାରେ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ବଜେଟ ଉପସ୍ଥାପନା କରିଛନ୍ତି । ଏଥର ରାଜ୍ୟ ବଜେଟରେ ୨ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ। ସେପଟେ କିଛି ନୂତନ…

ଅନାଥ ଶିଶୁଙ୍କ ପାଇଁ ‘ଯଶୋଦା’ ଯୋଜନା

ଭୁବନେଶ୍ଵର: ଆଉ ଅସୁବିଧା ଭୋଗିବେନି ଅନାଥ ଶିଶୁ । ଅନାଥ ଶିଶୁଙ୍କ ପାଇଁ ବଜେଟରେ ନୂଆ ଯୋଜନା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ଲାଗୁ ହେବ ‘ଯଶୋଦା’ ଯୋଜନା । ଅନାଥ ଶିଶୁଙ୍କୁ ଆର୍ଥିକ ସହାୟତା ଯୋଗାଇବାକୁ ‘ଯଶୋଦା’ ଯୋଜନା ଲାଗୁ କରିଛନ୍ତି ସରକାର । ଏହି ଯଶୋଦା ଯୋଜନା ପାଇଁ…

ବଜେଟ୍ ୨୦୨୪-୨୫: ପୁରୁଣା ଯୋଜନାକୁ ହଟାଇ ଲାଗୁ ହେଲା ନୂତନ ଯୋଜନା, ଜାଣନ୍ତୁ କାହାକୁ ମିଳିଲା କେତେ?

ଭୁବନେଶ୍ଵର: ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିଧାନସଭା ରେ ୨୦୨୪-୨୫ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥର ରାଜ୍ୟ ବଜେଟରେ ୨ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି…

ଚାଷୀମାନଙ୍କ ପାଇଁ ନୂଆ ଯୋଜନା “ସିଏମ୍‌ କିଷାନ”

ଭୁବନେଶ୍ଵର: ବଦଳିଲା କାଳିଆ ଯୋଜନାର ନାମ । କାଳିଆ ଯୋଜନା ଜାଗାରେ ହେଲା ସିଏମ୍ କିଷାନ ଯୋଜନା । ସିଏମ୍‌ କିଷାନ ଯୋଜନା ପାଇଁ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୧୯୩୫ କୋଟି ବ୍ୟୟବରାଦ କରାଯାଇଛି। ବଜେଟରେ ଚାଷୀଙ୍କ ପାଇଁ ସମୃଦ୍ଧ କୃଷକ ଯୋଜନା ମଧ୍ୟ ଘୋଷଣା କରାଯାଇଛି । ସମୃଦ୍ଧ କୃଷକ ଯୋଜନା…

ମୋହନ ସରକାରଙ୍କ ପ୍ରଥମ ବଜେଟ୍, ଧାର୍ଯ୍ୟ ଏମଏସପି ଠାରୁ ମିଳିବ ୮ଶହ ଟଙ୍କା ଅଧିକ

ଭୁବନେଶ୍ବର: ଆଜି ରାଜ୍ୟ ବଜେଟ୍ । କ୍ଷମତାକୁ ଆସିବା ପରେ ଏହା ବିଜେପି ସରକାରର ପ୍ରଥମ ବଜେଟ୍ । ଏନେଇ ବିକଶିତ ଓଡିଶା ପାଇଁ ବଜେଟ୍ ଉପସ୍ଥାପନା କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତେବେ ୨୦୨୩-୨୪ ତୁଳନାରେ ୨୦୨୪- ୨୫ ବଜେଟ ପରିମାଣ ୧୫% ଅଧିକ । ଚଳିତ ବର୍ଷ ମୋଟ ୨ ଲକ୍ଷ ୬୫ ହଜାର…

ସାହସ ଅଛି ତ ନବୀନଙ୍କୁ ଗିରଫ କର !

ଭୁବନେଶ୍ବର: ବିଧାନସଭାରେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗିରଫ କରିବାକୁ ଦିନକ ତଳେ ଦାବି କରିଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । କାରଣ ଦର୍ଶାଇଥିଲେ, ରାଜ୍ୟପାଳଙ୍କ ଅଭିଭାଷଣ ବେଳେ ଗୃହ ଭିତରେ ବିଶୃଙ୍ଖଳା ସୃଷ୍ଟି କରିଥିଲେ । ତେଣୁ…

ମଧୁମିତା ମୃତ୍ୟୁ ରହସ୍ୟ…ଗିରଫ ହେଲେ ସ୍ବାମୀ

ଭୁବନେଶ୍ବର: କେମିତି ହେଲା ମହିଳା ସାମ୍ବାଦିକା ମଧୁମିତା ପରିଡାଙ୍କ ମୃତ୍ୟୁ? ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ନା କରାଯାଇଛି ହତ୍ୟା? ୫ବର୍ଷ ଧରି ପ୍ରେମ ସଂପର୍କ ପରେ ଗତ ମାର୍ଚ୍ଚ ୧ତାରିଖରେ ଶ୍ରୀଧର ଜେନାଙ୍କୁ ବିବାହ କରିଥିଲେ ମଧୁମିତା। ତେବେ ପାରିବାରିକ ସଂପର୍କକୁ ନେଇ ଉଭୟଙ୍କ…

ଜାଲିଆତି ରୋକିବା ପାଇଁ ଟେକ୍ନୋଲୋଜିର ସାହାରା ନେବ ୟୁପିଏସସି

ନୂଆଦିଲ୍ଲୀ: ପରୀକ୍ଷାରେ ଜାଲିଆତି ରୋକିବା ପାଇଁ ଟେକ୍ନୋଲୋଜିର ସାହାରା ନେବ ୟୁନିୟନ ପବ୍ଲିକ ସର୍ଭିସ କମିଶନ ବା ୟୁପିଏସସି । ୟୁପିଏସି ପରୀକ୍ଷା ପ୍ରଣାଳୀରେ କିଛି ଏପରି ନୂଆ ପରିବର୍ତ୍ତନ କରିବାକୁ ଯାଉଛି ୟୁପିଏସି । ଏଣିକି ଆଧାରକାର୍ଟ ସହ ଜଡିତ ଫିଙ୍ଗରପ୍ରିଣ୍ଟ, ପରୀକ୍ଷା…

ଖଣି ସମ୍ପଦ ଉପରେ ସୁପ୍ରିମକୋର୍ଟଙ୍କ ବଡ ରାୟ, ଜାଣନ୍ତୁ ଓଡିଶାକୁ ମିଳିବ କି ଫାଇଦା?….

ଭୁବନେଶ୍ବର:  ଖଣି ସମ୍ପଦ ଉପରେ ସୁପ୍ରିମକୋର୍ଟଙ୍କ ବଡ ରାୟ । କହିଲେ, ରୟାଲିଟି ଟ୍ୟାକ୍ସ ନୁହେଁ । ଏନେଇ ଗୁରୁବାର ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି.ୱାୟୀ ଚନ୍ଦ୍ରଚୁଡ଼ଙ୍କ ନେତୃତ୍ୱରେ ୯ ଜଣିଆ ଖଣ୍ଡପୀଠ କହିଛନ୍ତି ଯେ, ରୟାଲଟି ଟ୍ୟାକ୍ସ ସହିତ ସମାନ ନୁହେଁ। କୋର୍ଟ ଆହୁରି ମଧ୍ୟ…

ଓଏଏସ ଦେବ ପ୍ରସାଦ ଦାଶଙ୍କ ଉପରୁ ନିଲମ୍ବନ ଉଠାଇଲେ ସରକାର

ଭୁବନେଶ୍ୱର: ଓଏଏସ ଦେବ ପ୍ରସାଦ ଦାଶଙ୍କ ଉପରୁ ନିଲମ୍ବନ ଉଠାଇଲେ ସରକାର। ୨୦୧୮ ମେ’ ୨୮ରେ ଦେବ ପ୍ରସାଦଙ୍କୁ ନିଲମ୍ବିତ କରିଥିଲେ ସରକାର। ପ୍ରାୟ ୬ ବର୍ଷ ପରେ ପୁଣି ତାଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗର ଯୁଗ୍ମ ସଚିବ ଦାୟିତ୍ବ ପ୍ରଦାନ କରିଛନ୍ତି…