Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଚିକିଟି ମଦ ମୃତ୍ୟୁ ମାମଲା: ବିଷାକ୍ତ ମଦ ନେଇଗଲା ଆଉ ଜଣଙ୍କର ଜୀବନ

ଭୁବନେଶ୍ବର: ଚିକିଟି ବିଷାକ୍ତ ମଦ ପିଇ ୧୬ ଜଣ ଅସୁସ୍ଥ ହୋଇଥିବା ଘଟଣାରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି ।  ବ୍ରହ୍ମପୁର ଏମକେସିଜିରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତକ ଜଣଙ୍କ ହେଲେ ଲୋକନାଥ ବେହେରା । ତାଙ୍କର ମୃତ୍ୟୁ ସହିତ ମଦ…

ଔଷଧ ତିଆରି କମ୍ପାନୀରେ ବିସ୍ଫୋରଣ, ୧୮ ଗୁରୁତର

ଅମରାବତୀ: ଆନ୍ଧ୍ରପ୍ରଦେଶର ଅନାକାପଲ୍ଲେ ଜିଲ୍ଲା ସ୍ଥିତ ଏକ ଔଷଧ ତିଆରି କମ୍ପାନୀରେ ବିସ୍ଫୋରଣ । କମ୍ପାନୀରେ ଥିବା ଏକ ରିଆକ୍ଟର ବିସ୍ଫୋରଣ ଘଟିବାରୁ ୧୮ ଜଣ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ ଏନଟିଆର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ମୁତାବକ, ବୁଧବାର ଅପରାହ୍ନ…

ବିଜେପିର ମମତା ଅଫର !

ଭୁବନେଶ୍ବର: ବିଜେପିର ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ମମତା ମହନ୍ତ । ବିଜେଡି ସାଂସଦ ଥିଲେ ଏବେ ବିଜେପି ସାଂସଦ ହେବା ଏକପ୍ରକାର ନିଶ୍ଚିତ । ଅର୍ଥାତ ଦଳ ଛାଡିଥିଲେ ବି ସାଂସଦ ପଦ ଅପରିବର୍ତ୍ତିତ ରହିବ । କୁଡୁମୀ ନେତ୍ରୀ ମମତା ମହନ୍ତଙ୍କୁ ପୁଣି ରାଜ୍ୟସଭା ପଠାଇବା ନିଷ୍ପତ୍ତି…

ପୁଣି ସ୍ବାଧୀନ ଭାବେ ରାଜ୍ୟସଭା ପ୍ରାର୍ଥୀପତ୍ର ଦାଖଲ କଲେ ଆଉ ଜଣେ ବିଜେପି ନେତା

ଭୁବନେଶ୍ବର: ସକାଳେ ଦଳୀୟ ସମର୍ଥନରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ରାଜ୍ୟସଭା ପାଇଁ ନାମାଙ୍କନ ଭରିଥିଲେ କୁଡୁମୀ ନେତ୍ରୀ ମମତା ମହନ୍ତ । ଏବେ ପୁଣି ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜେପିର ଆଉ ଜଣେ ନେତା ନାମାଙ୍କନ ଭରିଛନ୍ତି । ଦଳୀୟ ପ୍ରାର୍ଥୀ…

ମକ୍ସିପକ୍ସ କୁ ନେଇ ଆଡଭାଇଜରୀ ଜାରି କଲା ଦିଲ୍ଲୀ ଏମ୍ସ

ନୂଆଦିଲ୍ଲୀ: ସମଗ୍ର ବିଶ୍ବରେ ଲଗାତାର ବଢୁଥିବା ମଙ୍କିପକ୍ସକୁ ନେଇ ଏମ୍ସ ଦିଲ୍ଲୀ ଆଡଭାଇଜରୀ ଜାରି କରିଛି । ଏହା ଅଧୀନରେ ସନ୍ଦିଗ୍ଧ ମକ୍ସିପକ୍ସ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । କ୍ୱାରେଣ୍ଟାଇନରେ ଚିକିତ୍ସା ପାଇଁ ପାଞ୍ଚଟି ବେଡ୍ ମଧ୍ୟ ଆବଣ୍ଟନ ହୋଇଛି ।…

ଆହୁରି ୯ ଲକ୍ଷ ହିତାଧିକାରୀଙ୍କୁ ମିଳିବ ରାସନ କାର୍ଡ: ଯୋଗାଣ ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ବର୍ତ୍ତମାନ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ୩ କୋଟି ୨୫ ଲକ୍ଷ ୯୩ ହଜାର ୮୭୫ ଜଣଙ୍କୁ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୧୦ ଲକ୍ଷ ହଜାର ୨ ହଜାର ୧୪୪ ଜଣ ହିତାଧିକାରୀଙ୍କୁ ଚାଉଳ ଯୋଗାଇ ଦିଆଯାଉଛି । ରାଜ୍ୟରେ ମୋଟ ୯ ଲକ୍ଷ ୯୧ ହଜାର ୯୨୯ ଆବେଦନକାରୀ…

ସୋସିଆଲ ମିଡିଆରେ ରାଜ୍ କରୁଛନ୍ତି ଅଭିନେତ୍ରୀ, ଫୋଲର୍ସ ରେସରେ ମୋଦିଙ୍କୁ ପଛରେ ପକାଇଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର ବର୍ତ୍ତମାନ ମୁକ୍ତିଲାଭ କରିଥିବା କମେଡି ଫିଲ୍ମ ସ୍ତ୍ରୀ-୨ ର ସଫଳତାକୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି। ଏହି ଚଳଚ୍ଚିତ୍ରଟି ଅଗଷ୍ଟ ୧୫ରେ ମୁକ୍ତିଲାଭ କରିଛି। ଆଜି ଅର୍ଥାତ ଅଗଷ୍ଟ ୨୧ରେ ଫିଲ୍ମ ଏହାର ପ୍ରଥମ ସପ୍ତାହ ଶେଷ କରିବାକୁ ଯାଉଛି। ଏହି…

ମଧ୍ୟାହ୍ନ ଭୋଜନ ସହାୟତା ରାଶି ବୃଦ୍ଧି; ମିଲ୍‌ ପିଛା ଏତିକି ଟଙ୍କା ବଢିଲା..

ଭୁବନେଶ୍ବର: ସ୍କୁଲ ପିଲାଙ୍କ ମଧ୍ୟାହ୍ନ ଭୋଜନ ସହାୟତା ରାଶି ବୃଦ୍ଧି କରାଯିବ । ପ୍ରତି ମିଲ୍ ପିଛା ୧ ଟଙ୍କା ବୃଦ୍ଧି କରାଯିବ । ତେବେ ଦରଦାମ ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ଏଭଳି ନିଷ୍ପତ୍ତି ନେଇଥିବା ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।…

ବଦଳିଲା ଯୁକ୍ତ-୨ ପରୀକ୍ଷା ପ୍ରଶ୍ନପତ୍ର ଢାଞ୍ଚା: ଏଣିକି ୩୦ ନୁହେଁ ୨୪ ମାର୍କ ରଖିଲେ ପାସ୍

ଭୁବନେଶ୍ବର: ବଦଳିଲା ଯୁକ୍ତ ୨ ପରୀକ୍ଷା ପ୍ରଶ୍ନପତ୍ର ଢାଞ୍ଚା । ଏଣିକି ୩୦ ନୁହେଁ ୨୪ ରଖିଲେ ପାସ୍ । । କାରଣ ଏବେ ଆଉ ୧୦୦ ମାର୍କର ପରୀକ୍ଷା ନହୋଇ ସବୁ ବିଷୟରୁ ୮୦ ମାର୍କର ପରୀକ୍ଷା ହେବ । କିଛି ଏମିତି ନିଷ୍ପତ୍ତି ନେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବା ସିଏଚଏସଇ । କଳା, ବିଜ୍ଞାନ…

ଆରଜି କର ହସ୍ପିଟାଲରେ ଭଙ୍ଗାରୁଜା ମାମଲା: ୩ ପୋଲିସ ନିଲମ୍ବିତ, ମେଡିକାଲ ଦାୟିତ୍ୱ ନେଲା ସିଆଇଏସ୍‌ଏଫ୍‌

ନୂଆଦିଲ୍ଲୀ: କୋଲକାତା ଆରଜି କର ହସ୍ପିଟାଲରେ ହୋଇଥିବା ଭଙ୍ଗାରୁଜା ମାମଲାରେ ତିନି ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ସୂଚନାନୁସାରେ, ପୋଲିସ କର୍ମଚାରୀଙ୍କ ଅବହେଳାର ପ୍ରମାଣ ମିଳିଛି ଏବଂ ଏହା ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସୂଚନା ଥାଉକି ବିକ୍ଷୋଭକାରୀମାନେ…