Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଧର୍ମଶାଳାରେ ବଲ୍ଲେ ବଲ୍ଲେ ପରେ ରାଜନଗରରେ ସ୍ବାଦ !

ଭୁବନେଶ୍ବର: ବଲ୍ଲେ ବଲ୍ଲେ ପରେ ସ୍ବାଦ । ଯାଜପୁର ପରେ କେନ୍ଦ୍ରାପଡା ରାଜନଗର ବିଜେଡି ବିଧାୟକ ଧ୍ରୁବ ସାହୁଙ୍କ ନାଁରେ ଆସିଛି ଅଭିଯୋଗ । ଧ୍ରୁବ ସାହୁଙ୍କ ପୃଷ୍ଠପୋଷକତାରେ ଭିତରକନିକାଠାରୁ ମାତ୍ର ୬ଶହ ମିଟର ଦୂରରେ ଦେଢ ଏକର ଜଙ୍ଗଲ ଜମିରେ ହୋଟେଲ ଓ ଲଜ୍ ତିଆରି ହୋଇଥିବା ଅଭିଯୋଗ କରିଥିଲେ…

ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ରହିଛି କେତେ ଅଳଙ୍କାର?

ଭୁବନେଶ୍ବର: ସରିବ ଅପେକ୍ଷା । ଆସନ୍ତା ୧୪ତାରିଖରେ ଖୋଲିପାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର । ରାଜ୍ୟ ସରକାରଙ୍କ ଅନୁମତି ମିଳିଲେ ୧୪ରେ ରତ୍ନଭଣ୍ଡାର ଖୋଲାଯିବ ବୋଲି ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ କହିଛନ୍ତି । କମିଟିର ଦ୍ବିତୀୟ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି…

କ୍ରୀଡା ସଂଘଗୁଡ଼ିକରେ ବି ପରିବର୍ତ୍ତନର ସ୍ବର !

ଭୁବନେଶ୍ବର: ରାଜ୍ୟରେ ବଦଳିଛି ସରକାର । ୨୪ବର୍ଷ ପରେ ବିଜେଡି କ୍ଷମତାଚ୍ୟୁତ ହୋଇଛି ତ ପ୍ରଥମ ଥର ପାଇଁ ଶାସନ ଗାଦିରେ ବସିଛି ବିଜେପି । ସରକାର ବଦଳର ପ୍ରଭାବ କ୍ରୀଡା ସଂଘଗୁଡିକ ଉପରେ ବି ଦେଖିବାକୁ ମିଳିଲାଣି । ଚର୍ଚ୍ଚା ହେଉଛି ରାଜ୍ୟର ବିଭିନ୍ନ କ୍ରୀଡା ସଂଘରେ ପଦପଦବୀରେ ରହିଥିବା…

ରତ୍ନ ଭଣ୍ଡାର ଖୋଲିବା ବେଳେ ବନ୍ଦ ହେବନି ଦର୍ଶନ

ପୁରୀ: ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା । ଆସନ୍ତା ୧୪ରେ ଖୋଲିବାକୁ ଯାଉଛି ମହାପ୍ରଭୁଙ୍କ ରତ୍ନ ଭଣ୍ଡାର । ଏନେଇ ଜଷ୍ଟିସ୍ ବିଶ୍ବନାଥଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଯାଇଛି । ଖାଲି ଯାହା ସରକାରଙ୍କ ଅନୁମତି ପରେ ଆସନ୍ତା ୧୪ରେ ଖୋଲିବ ରତ୍ନଭଣ୍ଡାର । ଖାଲି ଖୋଲିବନି…

୧୪ରେ ଖୋଲିବ ରତ୍ନଭଣ୍ଡାର! ଚାବି କାମ କରୁ କି ନକରୁ କିନ୍ତୁ ଖୋଲାଯିବ ନିଶ୍ଚୟ

ପୁରୀ: ଆସନ୍ତା ୧୪ ତାରିଖରେ ଖୋଲିପାରେ ରତ୍ନଭଣ୍ଡାର। ଏନେଇ ସୂଚନା ଦେଇଛନ୍ତି ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ। ୧୪ରେ ରତ୍ନ ଭଣ୍ଡାର ଖୋଲିବାକୁ ସରକାରଙ୍କୁ ପ୍ରସ୍ତାବ ଦିଆଯିବ ବୋଲି କହିଛନ୍ତି ଜଷ୍ଟିସ ରଥ। ସେହିଦିନ ତଦାରଖ କମିଟି ଆଗରେ ରତ୍ନଭଣ୍ଡାର ଚାବି…

ବସିବ ଦ୍ବିତୀୟ କ୍ୟାବିନେଟ ବୈଠକ: ବିଭିନ୍ନ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ବର: ଆସନ୍ତାକାଲି ଅର୍ଥାତ୍ ବୁଧବାର ବସିବ ରାଜ୍ୟର ଦ୍ବିତୀୟ କ୍ୟାବିନେଟ୍ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଦ୍ବିତୀୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଦିନ ୧୧ଟା ବେଳେ ଲୋକସେବା ଭବନରେ ଏହି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି  । ଉକ୍ତ…

ପ୍ରସ୍ତାବ ରଖିଲେ ମୋଦି, ପ୍ରତିଶ୍ରୁତି ଦେଲେ ପୁଟିନ୍

ନୂଆଦିଲ୍ଲୀ: ରୁଷିଆ ଫେରାଇବ ସବୁ ସୈନ୍ୟ । ରୁଷିଆ ସୈନ୍ୟରେ କାମ କରୁଥିବା ସମସ୍ତ ଭାରତୀୟଙ୍କ ସ୍ବଦେଶ ପ୍ରସ୍ଥାନ ପ୍ରସ୍ତାବକୁ ଗ୍ରହଣ କଲେ ରୁଷ ରାଷ୍ଟ୍ରପତି । କହିଲେ, ଭାରତୀୟ ଦେଶକୁ ଶୀଘ୍ର ଫେରିବେ । ରୁଷିଆ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ…

ମସ୍କୋରେ ମୋଦୀଙ୍କୁ ଆଲିଙ୍ଗନ କରି ସ୍ୱାଗତ କଲେ ପୁଟିନ୍, ବିଜୟୀ ପାଇଁ ଜଣାଇଲେ ଶୁଭେଚ୍ଛା

ମସ୍କୋ: ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମସ୍କୋସ୍ଥିତ ତାଙ୍କ ବାସଭବନରେ ସ୍ୱାଗତ କରିଛନ୍ତି। ପରସ୍ପରକୁ ଆଲିଙ୍ଗନ କରି ଦୁଇ ନେତା ସ୍ୱାଗତ କରିଛନ୍ତି। ରାଷ୍ଟ୍ରପତି ପୁଟିନ୍ ତାଙ୍କ ପ୍ରଥମ ବିବୃତିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଐତିହାସିକ…

ଭଲ ଖବର: ଦିଲ୍ଲୀପ ବରାଳଙ୍କ ବିହନ ପ୍ରକ୍ରିୟାକରଣ ଉପକରଣକୁ ମିଳିଲା ପେଟେଣ୍ଟ

ଭୁବନେଶ୍ୱର: ଓଡିଶାର ସୁନାମଧନ୍ୟ ଚାଷୀ ତଥା ଜାତୀୟ କୃଷି କର୍ମଣ ପୁରସ୍କାର ବିଜେତା ଦିଲ୍ଲିପ କୁମାର ବରାଳଙ୍କ ଦ୍ବାରା ତିଆରି କରାଯାଇଥିବା ବିହନ ପ୍ରକ୍ରିୟାକରଣ ଉପକରଣକୁ ପେଟେଣ୍ଟ ମିଳିଛି। କେନ୍ଦ୍ର ସରକାରଙ୍କ ବାଣିଜ୍ୟ ଏବଂ ଶିଳ୍ପ ବିଭାଗ ତରଫରୁ ଏହି ପେଟେଣ୍ଟ ମିଳିଛି। ଦେଶର ପେଟେଣ୍ଟ…

ଆମେରିକା ରାଷ୍ଟ୍ରପତି ରେସ୍: ପ୍ରାର୍ଥୀ ହେବେ ବୋଲି ଦୋହରାଇଲେ ବାଇଡେନ୍

ନ୍ୟୁୟର୍କ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସୋମବାର ଦୋହରାଇଛନ୍ତି ଯେ ସେ ରାଷ୍ଟ୍ରପତି ନିର୍ବାଚନରୁ ପଛଘୁଞ୍ଚା ଦେବେ ନାହିଁ। ସେ ନିଶ୍ଚିତ ଯେ "୨୦୨୪ରେ ଡୋନାଲ୍ଡ ଟ୍ରମ୍ପଙ୍କୁ ପରାସ୍ତ କରିବା ପାଇଁ ସର୍ବୋତ୍ତମ ବ୍ୟକ୍ତି" । ଜୋ ବାଇଡେନ ତାଙ୍କ ସାଥୀ ଡେମୋକ୍ରାଟମାନଙ୍କୁ ଦେଇଥିବା ଏକ…