Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

କିଏ ସେହି ନେତା, ଯାହାଙ୍କ ପାଇଁ ବିଜୁ ଜନତା ଦଳ ନିର୍ବାଚନ ହାରିଲା?

ଭୁବନେଶ୍ୱର: କିଏ ସେହି ନେତା? ଯାହାଙ୍କ ପାଇଁ ବିଜୁ ଜନତା ଦଳ ନିର୍ବାଚନ ହାରିଲା...।  ବିଜେଡି ନେତା ତଥା ପାରାଦୀପର ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ ଆଜି ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ସେ ନା ନନେଇ ଜଣେ ନେତାଙ୍କୁ ଟାର୍ଗେଟ କରିଛନ୍ତି। ଯାହାଙ୍କ ପାଇଁ ଦଳ ନିର୍ବାଚନ ହାରିଲା ବୋଲି…

ରଥଟଣା ବେଳେ ଅଘଟଣ: ମିଳିଲା ମୃତ ବ୍ୟକ୍ତିଙ୍କ ପରିଚୟ, ଅନୁକମ୍ପା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୀ: ରଥଟଣା ବେଳେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିଚୟ ମିଳିଛି। ମୃତକ ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଳକର ଲଳିତ ବଗର୍ତ୍ତୀ ବୋଲି ଜଣାପଡ଼ିଛି।ମୃତ ବ୍ୟକ୍ତିଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୪ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି। ଏଥିରେ ଆହତ…

ରଥଯାତ୍ରାରେ ଅଘଟଣ ପରେ ପୁରୀ ସର୍କିଟ୍ ହାଉସରେ ମୁଖ୍ୟମନ୍ତ୍ରୀଙ୍କ ବୈଠକ

ପୁରୀ: ରଥ ଟାଣିବା ବେଳେ ଅଘଟଣ ପରେ ସକ୍ରିୟ ହୋଇଛନ୍ତି ସରକାର। ଆସନ୍ତାକାଲି ମଧ୍ୟ ରଥଟଣା ହେବ। ଛୁଟି ଥିବାରୁ ଭକ୍ତଙ୍କ ଗହଳି ଜମିବାର ସମ୍ଭାବନା ରହିଛି। ଏପରି ସ୍ଥିତିରେ ଅପ୍ରିତିକର ପରିସ୍ଥିତି ଏବଂ ରଥଟାଣିବା ବେଳେ କିଭଳି ସ୍ୱାସ୍ଥ୍ୟସେବା ଶୀଘ୍ର ଯୋଗାଇ ହେବ ତାକୁ ନେଇ ବୈଠକ ହୋଇଛି।…

ରଥଯାତ୍ରା ବେଳେ ଅଘଟଣ: ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ, ଅନେକ ଆହତ

ପୁରୀ: ରଥଯାତ୍ରାରେ ଅଘଟଣ। ଭଗବାନ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଟାଣିବା ବେଳେ ଜଣେ ଭକ୍ତଙ୍କ ମୃତ୍ୟୁ ଘଟିଛି। ଆହତ ହେବା ପରେ ତାଙ୍କୁ ତୁରନ୍ତ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ନନ୍ଦିଘୋଷ ରଥ ଟାଣିବା ବେଳେ ଠେଲାପେଲାରୁ…

ଶାସକ ଦଳ ସହ ମୁକାବିଲା ପାଇଁ ଅଭିଜ୍ଞଙ୍କୁ ଆଗକୁ ଆଣି ବିଜେଡି ଗଢ଼ିଲା ନୂଆ ଟିମ୍

ଭୁବନେଶ୍ୱର: ରାଜ୍ୟରେ ଶାସକ ଦଳ ବିଜେପି ସହ ମୁକାବିଲା ପାଇଁ ବିରୋଧୀ ବିଜୁ ଜନତା ଦଳ ଅଭିଜ୍ଞଙ୍କୁ ନେଇ ଉଭୟ ରାଜ୍ୟ ଏବଂ ଜାତୀୟ ସ୍ତରରେ ମୁଖପାତ୍ର ଟିମ୍ ଗଠନ କରିଛି। ଯେଉଁଥିରେ ବରିଷ୍ଠ ମାନଙ୍କୁ ଗୁରୁତ୍ୱ ଦିଆଯାଉଛି। ପୂର୍ବରୁ ଦଳର ସର୍ବେସର୍ବା କୁହାଯାଉଥିବା ଭି.କେ ପାଣ୍ଡିଆନଙ୍କ ସମୟରେ…

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା: ଦୁଇଦିନ ଧରି ହେବ ରଥଟଣା; ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ…

ଭୁବନେଶ୍ୱର: ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଏହି ଅବସରରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜର ‘ଏକ୍ସ’…

ଜମ୍ମୁ କଶ୍ମୀର: ୨ ଯବାନ ସହିଦ, ୪ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ କଶ୍ମୀରର କୁଲଗାମ ଜିଲ୍ଲାରେ ଶନିବାର ହୋଇଥିବା ଏକ ପୃଥକ ଏନକାଉଣ୍ଟରରେ ୨ ଯବାନ ସହିଦ ହୋଇଥିବା ବେଳେ ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଆତଙ୍କବାଦୀଙ୍କ ସହ ଲଢ଼େଇ ବେଳେ ଦୁଇ ଜଣ ଯବାନ ସହିଦ ହୋଇଥିବା ଅଧିକାରୀମାନେ କହିଛନ୍ତି। ଦକ୍ଷିଣ କଶ୍ମୀର ଜିଲ୍ଲାରେ ଥିବା ମୋଡରଗାମ…

ହୁତୁ ହୁତୁ ହୋଇ ଜଳିଗଲା ଇଲେକ୍ଟ୍ରୋନିକ୍ସ ଗୋଦାମ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ହଂସପାଳରେ ଥିବା ଏକ ଗୋଦାମରେ ଅଗ୍ନିକାଣ୍ଡ। ଲକ୍ଷାଧିକ ଟଙ୍କାର ଇଲେକ୍ଟ୍ରୋନିକ୍ସ ଗୋଦାମଟି ନିଆଁରେ ପୋଡି ଛାରଖାର ହୋଇଯାଇଛି। ସମ୍ପନି ମଲ୍ ନିକଟରେ ଥିବା ଏହି ଗୋଦାମରେ ନିଆଁ ଏଭଳି ଲାଗିଥିଲ ଯେ ସଂପୃକ୍ତ ଅଞ୍ଚଳରେ ଆକାଶରେ ଧୂଆଁର ଚାଦାର ରହିଥିବା…

ପୁଣି ଅଶାନ୍ତ ରାଜଧାନୀ ଉପକଣ୍ଠ ପଦ୍ମକେଶରୀପୁର, ରାତିରେ ୧୫ରୁ ଅଧିକ ବୋମାମାଡ଼

ଭୁବନେଶ୍ୱର: ପୁଣି ଅଶାନ୍ତ ହୋଇଛି ରାଜଧାନୀ ଉପକଣ୍ଠ ପଦ୍ମକେଶରୀପୁର। ବିଳମ୍ୱିତ ରାତିରେ ୧୫ରୁ ଅଧିକ ବୋମାମାଡ଼ ହୋଇଛି। ଦୁଇ ସାହି ମଧ୍ୟରେ କୌଣସି କାରଣରୁ ଏହି ହିଂସା ହୋଇଛି। ଏଥିରେ ଅନେକ ଆହତ ହୋଇଥିବା ସୂଚନା ରହିଛି। ଇଟା, ପଥର ସାଙ୍ଗକୁ କାଚ ବୋତଲ ଫିଙ୍ଗା ହୋଇଥିବା ଦେଖିବାକୁ…

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି, ଆସନ୍ତାକାଲି ରଥଯାତ୍ରାରେ ହେବେ ସାମିଲ

ଭୁବନେଶ୍ଵର: ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭାରତୀୟ ବାୟୁସେନାର ସ୍ବତନ୍ତ୍ର ବିମାନରେ ଭୁବନେଶ୍ଵରରେ ପହଞ୍ଚିଲେ ମହାମହିମ । ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ମହାମହିମ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଛନ୍ତି ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,…