Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ହେମନ୍ତ ସୋରେନଙ୍କ ଜାମିନ ବାତିଲ କରିବାକୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲା ଇଡ଼ି

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଜାମିନକୁ ଚ୍ୟାଲେଞ୍ଜ କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୋମବାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ହେମନ୍ତ ସୋରେନଙ୍କୁ ଜାମିନ ଦେବା ପାଇଁ ଝାଡ଼ଖଣ୍ଡ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ବେଆଇନ ବୋଲି ଖଣ୍ଡପୀଠ କହିଛନ୍ତି।…

କଟକ ବିଜେଡିରେ କନ୍ଦଳ! ସିବିଆଇ ଭୟରେ କଡ଼ ଲେଉଟାଛନ୍ତି କି ପ୍ରଭାତ ବିଶ୍ୱାଳ?

କଟକ: ଜିଲ୍ଲା ବିଜୁ ଜନତା ଦଳର ଦୁଇ ପ୍ରଭାବଶାଳୀ ନେତାଙ୍କ ମଧ୍ୟରେ କନ୍ଦଳ ସାମ୍ନାକୁ ଆସିଛି। ଜଣେ ନିର୍ବାଚନରେ ପରାଜୟ ବାବଦରେ ମୁହଁ ଖୋଲି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ଟାର୍ଗେଟ୍ କରିଛନ୍ତି। ଆଉ ଅନ୍ୟ ଜଣେ ପରାଜୟ ବେଳେ ଏଭଳି ଗୋହି ଖୋଳିବା ପଛରେ ସିବିଆଇ ତଦନ୍ତ ଭୟ ବୋଲି କହି…

ଜମ୍ମୁ-କଶ୍ମୀରର କଠୁଆରେ ସେନା ଗାଡ଼ି ଉପରକୁ ଆତଙ୍କବାଦୀଙ୍କ ଆକ୍ରମଣ, ୪ ଯବାନ ସହିଦ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର କଠୁଆ ଜିଲ୍ଲାର ମାଚେଡି ଅଞ୍ଚଳରେ ସୋମବାର ଭାରତୀୟ ସେନାର ଏକ ଗାଡ଼ି ଉପରକୁ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ୪ ଜଣ ଯବାନ ସହିଦ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ପ୍ରତିରକ୍ଷା ଅଧିକାରୀଙ୍କ ସୂଚନା ଅନୁଯାୟୀ, ଜମ୍ମୁ-କଶ୍ମୀରର କଠୁଆ ଜିଲ୍ଲାର ମାଚେଡି…

ପୁଣି ବିବାଦରେ ହ୍ୟୁମାନ ସାଗର

ଭୁବନେଶ୍ବର: ପୁଣି କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କୁ ନେଇ ନୂଆ ବିବାଦ । ଜଗନ୍ନାଥ ଭଜନକୁ ଅଶ୍ଲୀଳ ଭାବେ ଗାଇବା ନେଇ ଅଭିଯୋଗ ହୋଇଛି।  ଏହାକୁ ନେଇ ହ୍ୟୁମାନ ସାଗର ଓ କଣ୍ଠଶିଳ୍ପୀ ରୁକୁ ସୁନାଙ୍କ ନାଁରେ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି । ଉଭୟ କଣ୍ଠଶିଳ୍ପୀଙ୍କ ବିରୋଧରେ ଥାନାରେ ଏତଲା…

ବିଜେଡି-ବିଜେପି ନୂଆ ସମୀକରଣ !

ଭୁବନେଶ୍ବର: ଦୁଇଟି ଚିତ୍ର, ସଂପର୍କ ନେଇ ଅନେକ ପ୍ରଶ୍ନ । ରାଜନୈତିକ ସୌଜନ୍ୟତା ନା ପୁରୁଣା ସଂପର୍କର ନବକଳେବର ! ପ୍ରଥମେ ମୋହନ ସରକାରର  ଶପଥ ଗ୍ରହଣ ସମାରୋହ ଦ୍ବିତୀୟରେ ପୁରୀରେ ରଥଯାତ୍ରା । ଉଭୟ ଚିତ୍ର ବିଜେଡି ଓ ବିଜେପି ମଧ୍ୟରେ ଭିତିରିଆ ସଂପର୍କକୁ ନେଇ ଚର୍ଚ୍ଚା ବଢାଇଛି ।…

କାହା ପାଇଁ ହାରିଲା ବିଜେଡି?

ଭୁବନେଶ୍ବର: କାହିଁକି ନିର୍ବାଚନ ହାରିଲା ବିଜେଡି? ଦଳକୁ ହରାଇବା ପାଇଁ ହୋଇଥିଲା କି ସୁଚିନ୍ତିତ ଯୋଜନା? ଯଦି ହୋଇଥିଲା କିଏ କରିଥିଲା ଏଭଳି ଆତ୍ମଘାତୀ କାମ ? ନାଁ ନନେଇ ବିଜେଡିର ଜଣକ ପରେ ଜଣେ ନେତା ଦଳ ଭିତରୁ ହିଁ ପରାଜୟ ପାଇଁ ଷଡ଼ଯନ୍ତ୍ର ଆଡକୁ ଆଙ୍ଗୁଳି ଦେଖାଉଛନ୍ତି । ପ୍ରଭାତ…

ଅଲିମ୍ପିକ୍ସ ପୂର୍ବରୁ କିଶୋର ଜେନା ଓ ଅମିତ ରୋହିଦାସଙ୍କୁ ୧୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ପାଇଁ ମୁଖ୍ୟମନ୍ତ୍ରୀଙ୍କ…

ଭୁବନେଶ୍ୱର: ଆଗାମୀ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିବାକୁ ଯୋଗ୍ୟତା ଅର୍ଜନ କରିଥିବା ଓଡ଼ିଶାର ଦୁଇ ଯୁବ ତାରକା କିଶୋର ଜେନା ଏବଂ ଅମିତ ରେହିଦାସଙ୍କୁ ଲକ୍ଷ୍ୟ ସାଧନ ଦିଗରେ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୧୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି…

ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ସରକାରୀ ଜମିରୁ ହଟିବ ଜବରଦଖଲ, ସମସ୍ତ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ସାରା ରାଜ୍ୟରେ ସରକାରୀ ଜମିରୁ ବେଆଇନ ଦଖଲ ହଟାଇବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏହି ବେଆଇନ ଜବର ଦଖଲ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସରକାରୀ ଜମି ଗୁଡିକ…

ନିଟ୍ ବିବାଦର ଶୁଣାଣି ଆଜି, ପୁନଃ ପରୀକ୍ଷା ନେଇ ହୋଇପାରେ ନିଷ୍ପତ୍ତି

ନୂଆଦିଲ୍ଲୀ: ନିଟ୍- ୟୁଜି ପରୀକ୍ଷାରେ ବିଭ୍ରାଟ ନେଇ ଆଜି ହେବ ଶୁଣାଣି । ମୋଟ ୩୮ ପିଟିସନ୍ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ହେବ । ଏହା ମଧ୍ୟରୁ ୩୪ ପିଟିସନ୍ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ କୋଚିଂ ସଂସ୍ଥା ଦ୍ବାରା ଦାଏର କରାଯାଇଥିବା ବେଳେ ୪ ଟି ପିଟିସନ୍ ଏନଟିଏ ଦ୍ବାରା ଦାଏର କରାଯାଇଛି ।…

ରତ୍ନବେଦୀରୁ ଜନ୍ମବେଦୀ ଅଭିମୁଖେ ଶ୍ରୀଜିଉ, ଅଧାବାଟରେ ଅଟକିଥିବା ୩ ରଥକୁ ଆଜି ଟାଣିବେ ଶ୍ରଦ୍ଧାଳୁ

ପୁରୀ: ଅଧାବାଟରେ ଅଟକିଥିବା ୩ ରଥକୁ ଆଜି ଟାଣିବେ ଶ୍ରଦ୍ଧାଳୁ। ରାଜନଅର ସମ୍ମୁଖରେ ଅଟକିଛି ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ। ମରିଚିକୋଟ ଛକରେ ଅଟକିଛି ପ୍ରଭୁ ବଳଭଦ୍ରଙ୍କ ତାଳଧ୍ବଜ ରଥ। ସିଂହଦ୍ବାରଠୁ କିଛି ବାଟ ଦୂରରେ ଅଟକିଛି ନନ୍ଦିଘୋଷ। ୫ ଦଶନ୍ଧି ପରେ ଏଥର ଏକାଦିନେ ରଥଯାତ୍ରା,…