Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ନଡ୍ଡା ହେଲେ ମୋଦୀ ସରକାରରେ ମନ୍ତ୍ରୀ, ଦଳ ପାଇବ ନୂଆ ସଭାପତି

ନୂଆଦିଲ୍ଲୀ: ବିଜେପି ସଭାପତି ଜଗତ ପ୍ରକାଶ ନଡ୍ଡା ମୋଦୀଙ୍କ ତୃତୀୟ ପାଳିରେ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି। ୨୦୨୨ରୁ ଦଳର ୧୧ତମ ସଭାପତି ଥିବା ନଡ୍ଡାଙ୍କ ନେତୃତ୍ୱରେ ବିଜେପି ୨୦୨୪ ନିର୍ବାଚନ ଲଢ଼ିଥିଲା। ମନ୍ତ୍ରୀ ରାଜନାଥ ସିଂହ ଓ ଅମିତ ଶାହାଙ୍କ ପରେ ନଡ୍ଡା ଶୁକ୍ରବାର ମନ୍ତ୍ରୀ ଭାବେ…

ଏପଟେ ଦିଲ୍ଲୀରେ ଶପଥ ଗ୍ରହଣ ଉତ୍ସବ, ସେପଟେ ଜମ୍ମୁରେ ଆତଙ୍କୀ ହମଲା!

ଶ୍ରୀନଗର: ଗୋଟିଏ ପଟେ ମୋଦୀ ସରକାରର ତୃତୀୟ ପାଳି ପାଇଁ ଶପଥ ଗ୍ରହଣ ଉତ୍ସବ ପାଇଁ ସାରା ଦେଶର ନଜର ରାଷ୍ଟ୍ରପତି ଭବନ ଉପରେ କେନ୍ଦ୍ରୀତ ଥିଲା। ଅନ୍ଯପଟେ ଜମ୍ମୁ-କଶ୍ମୀରର ରିଆସି ଜିଲ୍ଲାର ଏକ ମନ୍ଦିରରୁ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଉପରକୁ ସନ୍ଦିଗ୍ଧ ଆତଙ୍କବାଦୀମାନେ ଗୁଳି…

ମୋଦିଙ୍କ କ୍ୟାବିନେଟରେ ସାମିଲ ହେଲେ ଓଡ଼ିଶାର ୩ ସାଂସଦ

ଭୁବନେଶ୍ୱର : ମୋଦିଙ୍କ କ୍ୟାବିନେଟରେ ସାମିଲ ହେଲେ ଓଡ଼ିଶାର ୩ ସାଂସଦ | ଓଡିଶାରୁ ଏଥିରେ ସାମିଲ ଅଛନ୍ତି ବିଜେପି ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ, ୬ଷ୍ଠ ଥର ପାଇଁ ସୁନ୍ଦରଗଡ଼ରୁ ସାଂସଦ ହୋଇଥିବା ଜୁଏଲ ଓରାମ ଓ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ | ପୁଣି ତୃତୀୟ ଥର ପାଇଁ…

ଆରମ୍ଭ ହେଲା ମୋଦି ୩.୦, ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ମୋଦି

ନୂଆଦିଲ୍ଲୀ: ପୁଣି ତୃତୀୟ ଥର ପାଇଁ ଆରମ୍ଭ ହେଲା ମୋଦି ସରକାରଙ୍କ ଶାସନ | ଦେଶର ଦ୍ୱିତୀୟ ପ୍ରଧାନମନ୍ତ୍ରୀଭାବେ ତୃତୀୟ ଥର ପାଇଁ ଶପଥ ଗ୍ରହଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ରାଷ୍ଟ୍ରପତି ଭବନରେ ପାଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ | ପ୍ରଥମ ଥର…

ମୋଦିଙ୍କ କ୍ୟାବିନେଟରେ ସାମିଲ ହେବାକୁ ମନାକଲେ ପ୍ରଫୁଲ୍ଲ ପଟେଲ

ନୂଆଦିଲ୍ଲୀ: ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣକୁ ଆଉ କିଛି ମୁହୂର୍ତ୍ତ | ଏହାରି ଭିତରେ ଏନଡିଏ ମେଣ୍ଟରେ ଆରମ୍ଭ ହେଲାଣି କନ୍ଦଳ | ମୋଦି ୩.୦ କ୍ୟାବିନେଟରେ ସାମିଲ ହେବାକୁ ମନ କରିଦେଇଛନ୍ତି ଏନସିପି (ଅଜିତ ପାୱାର ଦଳ)ର ନେତା ତଥା ରାଜ୍ୟସଭା ସାଂସଦ ପ୍ରଫୁଲ୍ଲ…

ମୋଦି ୩.୦ କ୍ୟାବିନେଟ୍‌; କେଉଁ ରାଜ୍ୟରୁ କିଏ ହୋଇଛନ୍ତି ମନ୍ତ୍ରୀ? ଜାଣନ୍ତୁ….

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି | ଆଉ ମାତ୍ର କେଇଟା ମୁହୂର୍ତ୍ତ | ଏହା ସହିତ ଶପଥ ନେବେ ନୂଆ କ୍ୟାବିନେଟ ମନ୍ତ୍ରୀ | ଏହା ପୂର୍ବରୁ କେନ୍ଦ୍ର କ୍ୟାବିନେଟକୁ ନେଇ ସମସ୍ତ କଳ୍ପନା ଜଳ୍ପନା ଉପରେ ପଡିଛି ପୂର୍ଣ୍ଣଛେଦ | ଆସିଯାଇଛି କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ…

ରାଜଧାନୀ ରାସ୍ତାରେ ଚାଲିବ ମୋଦିଙ୍କ ପଟୁଆର, ୧୨ରେ ପୁଣି ରୋଡ଼ ଶୋ’

ଭୁବନେଶ୍ୱର : ପୁଣି ରାଜଧାନୀ ରାଜରାସ୍ତାରେ ନିଜର ପାୱାର ଶୋ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ଆସନ୍ତା ୧୨ ତାରିଖରେ ଭୁବନେଶ୍ୱରରେ ରୋଡ଼ ଶୋ କରିବେ ମୋଦି | ୧୨ ତାରିଖ ସନ୍ଧ୍ୟାରେ ଜୟଦେବ ବିହାରରୁ ଜନତା ମୈଦାନ ଯାଏଁ ହେବ ରୋଡ଼ ଶୋ | ରୋଡ଼ ଶୋ ସାରି ଓଡ଼ିଶାର ନୂଆ…

ରାଜନୀତିରୁ ଅବସର ନେଲେ ଭିକେ ପାଣ୍ଡିଆନ

ଭୁବନେଶ୍ୱର : ସକ୍ରିୟ ରାଜନୀତିରୁ ଅବସର ନେଲେ ଭିକେ ପାଣ୍ଡିଆନ । କହିଥିଲେ ବିଜେଡି ହାରିଲେ ରାଜନୀତିରୁ ସନ୍ନ୍ୟାସ ନେବି | ଆଉ ଆଜି ବାସ୍ତବତାରେ ସେଇଆ କଲେ ପାଣ୍ଡିଆନ | ଏକ ଭିଡିଓ ବାର୍ତ୍ତା ଜାରି କରି ଅବସର ନେଇଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ । ଖାଲି ସେତିକି ନୁହେ ରାଜନୀତି…

ନବୀନଙ୍କ ପାଣ୍ଡିଆନ୍ ପ୍ରେମ ଏବେ ବି ସରିନି:ପ୍ରଶାନ୍ତ

ଭୁବନେଶ୍ବର: ନବୀନଙ୍କ ପାଣ୍ଡିଆନ୍ ପ୍ରେମ ଏବେ ବି ସରିନି । ଏହିଭଳି କହି ପାଣ୍ଡିଆନ ଓ ନବୀନଙ୍କୁ ଟାର୍ଗେଟ କରିଛନ୍ତି  ପ୍ରଶାନ୍ତ ଜଗଦ୍ଦେବ । ୩ ଦିନିଆ ଜାମିନ ମିଳିବା ପରେ ଆଜି କଟକ ବଡ଼ ମେଡ଼ିକାଲରୁ ଡିସଚାର୍ଜ ହୋଇଛନ୍ତି ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ମେଡ଼ିକାଲରୁ ଡିସଚାର୍ଜ…

ଧମେନ୍ଦ୍ରଙ୍କୁ ଫୋନ୍‌ କଲ୍‌,ମିଳିବ କି ବଡ଼ ମନ୍ତ୍ରୀପଦ?

ଭୁବନେଶ୍ବର: ଆଜି ଲଗାତର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି। ତେବେ ଏହାପୂର୍ବରୁ ତାଙ୍କ କ୍ୟାବିନେଟ୍‌ରେ କାହାକୁ ସ୍ଥାନ ମିଳିବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । କେନ୍ଦ୍ର କ୍ୟାବିନେଟରେ ସାମିଲ୍ ପାଇଁ ସମ୍ଭାବ୍ୟ ମନ୍ତ୍ରୀଙ୍କୁ ଫୋନ୍ କଲ୍ କରାଯାଇଛି ।…