Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବଜେଟରେ ଛାନିଆ ନିବେଶକାରୀ: ବଢିଲା ଷ୍ଟକ ମାର୍କେଟ ଟିକସ

ନୂଆଦିଲ୍ଲୀ: ଆଜି ନିର୍ମଳା ସୀତାରମଣ ଚଳିତ ବର୍ଷର ପୂର୍ଣ୍ଣଙ୍ଗ ବଜେଟ୍ ଉପସ୍ଥାପନା କରିଛନ୍ତି । ବଜେଟ୍ ଗରିବ, କୃଷକ, ଯୁବକ ଓ ମହିଳାଙ୍କୁ ଅଧିକ ଗୁରୁତ୍ବ ଦେଇଛି । ରୋଜଗାରଠାରୁ ଆରମ୍ଭ କରି କୃଷି, ଶିକ୍ଷା, ଉଦ୍ୟୋଗ, ମାନବ ସମ୍ବଳ ବିକାଶ, ଦକ୍ଷତା ବୃଦ୍ଧି ଇତ୍ୟାଦିକୁ ନେଇ ୯ଟି କ୍ଷେତ୍ରକୁ…

ନିର୍ମଳାଙ୍କ ପେଡିରେ ଯୁବକଙ୍କୁ ଆଶ୍ବସ୍ତି, ପ୍ରତି ମାସରେ ମିଳିବ ୫୦୦୦ ଭତ୍ତା

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ମୋଦି ସରକାରଙ୍କର ତୃତୀୟ କାର୍ଯ୍ୟକାଳର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନା କରିଛନ୍ତି । ଏଥରର ବଜେଟ୍ କୃଷକ, ଯୁବକ ଓ ମହିଳାଙ୍କୁ ଅଧିକ ଗୁରୁତ୍ବ ଦେଇଛି । ରୋଜଗାରଠାରୁ ଆରମ୍ଭ କରି କୃଷି, ଶିକ୍ଷା, ଉଦ୍ୟୋଗ, ମାନବ ସମ୍ବଳ ବିକାଶ,…

ଆୟକରକୁ ନେଇ ବଜେଟରେ ବଡ଼ ଘୋଷଣା

ନୂଆଦିଲ୍ଲୀ: ମଧ୍ୟବିତ୍ତ ଓ ଟିକସଦାତାଙ୍କ ପାଇଁ କେନ୍ଦ୍ର ବଜେଟରେ ନିର୍ମଳା ସୀତାରମଣ ବଡ଼ ଘୋଷଣା କରିଛନ୍ତି । ନୂଆ ଟିକସ ବ୍ୟବସ୍ଥାରେ ଷ୍ଟାଣ୍ଡାର୍ଡ ଡିଡକ୍ସନ୍ ସୀମା ୫୦ହଜାରରୁ ୭୫ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ଏଥିସହ ନୂଆ ଟିକସ ସ୍ଲାବରେ ପୁଣି ଥରେ ପରିବର୍ତ୍ତନ କରାଯାଇଛି । ତେବେ…

କ’ଣ ଶସ୍ତା କ’ଣ ମହଙ୍ଗା? ସୁନା, ରୁପା ମୋବାଇଲ୍ ହେବ ଶସ୍ତା

ନୂଆଦିଲ୍ଲୀ: ମୋଦି ସରକାରର ତୃତୀୟ ପାଳିର ପ୍ରଥମ ସାଧାରଣ ବଜେଟ୍ ଉପସ୍ଥାପିତ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବିଭିନ୍ନ କ୍ଷେତ୍ର ପାଇଁ ସ୍ବତନ୍ତ୍ର ଘୋଷଣା କରାଯାଇଛି । ତେବେ ବଜେଟ୍ ସାଧାରଣ ଜନତାଙ୍କ ପକେଟକୁ କେମିତି ପ୍ରଭାବିତ କରିବ? କେଉଁ ସାମଗ୍ରୀ ଶସ୍ତା ହେବ ଓ…

ଉପବାଚସ୍ପତି ପଦ ପାଇଁ ନାମାଙ୍କନ ଦାଖଲ କଲେ ତଳସରା ବିଧାୟକ

ଭୁବନେଶ୍ବର: ବିଜେପିର ଉପବାଚସ୍ପତି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ । ବିଧାନସଭା ସଚିବଙ୍କୁ ନିଜ ନାମାଙ୍କନ ପତ୍ର ପ୍ରଦାନ କରିଛନ୍ତି ଭବାନୀ । ତେବେ ଆସନ୍ତାକାଲି ଅର୍ଥାତ୍ ଜୁଲାଇ ୨୪ରେ ହେବ ଉପବାଚସ୍ପତି ନିର୍ବାଚନ । ତେବେ କହିରଖୁଛୁ, ସୁନ୍ଦରଗଡ…

ଖୁସି ଖବର: ପ୍ରଥମକରି ଚାକିରି ପାଇଥିବା ବ୍ୟକ୍ତିଙ୍କ ଆୟ ୧ଲକ୍ଷରୁ କମ ଥିଲେ ଇପିଏଫଓରୁ ମିଳିବ ସ୍ୱତନ୍ତ୍ର ସହାୟତା

ନୂଆଦିଲ୍ଲୀ: ଯୁବବର୍ଗଙ୍କ ପାଇଁ ଖୁସି ଖବର। ପ୍ରଥମ କରି ଚାକିରି ପାଇଥିବା ବ୍ୟକ୍ତିଙ୍କ ଆୟ ୧ଲକ୍ଷରୁ କମ ଥିଲେ ଇପିଏଫଓରୁ ମିଳିବ ସ୍ୱତନ୍ତ୍ର ସହାୟତା। ପ୍ରଥମକରି ଚାକିରି କରିଥିବା ଯୁବକ, ଯୁବତୀ ଯାହାଙ୍କ ଦରମା ୧ ଲକ୍ଷରୁ କମ୍ ଥିବ ସେମାନଙ୍କ ପାଇଁ ପ୍ରଥମଥର ଇପିଏଫଓ ରେଜିଷ୍ଟର କରିଥିଲେ ୧୫…

ଖୋଲିଲା ନିର୍ମଳାଙ୍କ ପେଡି: ବିହାର-ଆନ୍ଧ୍ରକୁ ଓଜାଡିଲେ

ନୂଆଦିଲ୍ଲୀ: ମୋଦି ସରକାରଙ୍କର ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ୍ ଆଜି ଉପସ୍ଥାପନା ହେଉଛି । ଲୋକସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନା କରୁଛନ୍ତି । ତାଙ୍କ ବଜେଟ୍ ଉପସ୍ଥାପନାରେ ବିହାର ଓ ଆନ୍ଧ୍ର ପାଇଁ ବଡ ଘୋଷଣା କରିଛନ୍ତି ନିର୍ମଳା । ବଜେଟରେ ବିହାର ପାଇଁ…

ଘଡିସନ୍ଧି ମୁହୂର୍ତ୍ତରେ ବି ବଦଳିଛି ଭାରତର ଅର୍ଥନୀତିର ଭାଗ୍ୟ: ଖୋଲିଲା ନିର୍ମଳାଙ୍କ ପେଡି

ନୂଆଦିଲ୍ଲୀ: ସଂସଦରେ ଖୋଲିଲା ନିର୍ମଳାଙ୍କ ପେଡି । ଦେଶର ବିକାଶ ଦିଗରେ ଚଳିତ ବଜେଟରେ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ମଧ୍ୟବର୍ତ୍ତୀ ବଜେଟରେ ୪ଟି ଭିନ୍ନ ଜାତି ତଥା ଗରିବ, ମହିଳା, ଯୁବକ ଏବଂ କୃଷକ ଉପରେ ଧ୍ୟାନ ଦିଆଯାଇଛି । କୃଷକମାନଙ୍କ ପାଇଁ…

ବିରୋଧୀଙ୍କ ହଟ୍ଟଗୋଳ, ସାଢେ ୧୧ ଯାଏଁ ଗୃହ ମୁଲତବି

ଭୁବନେଶ୍ବର: ଆଜି ବିଜେପି ସରକାରର ବିଧାନସଭା ପ୍ରଥମ ଅଧିବେଶନର ଦ୍ବିତୀୟ ଦିନ । ପ୍ରଥମ ଦିନ ଭଳି ଦ୍ବିତୀୟ ଦିନ ଆରମ୍ଭରୁ ହିଁ ସେହି ସମାନ ପରିସ୍ଥିତି । ଏଏସଓଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ ମାରିବା ଘଟଣା ନେଇ ଗୃହ ନାରାବାଜି କରିଛି ବିରୋଧୀ ବିଜେଡି । ପ୍ରଶ୍ନକାଳ ଆରମ୍ଭରୁ ହିଁ ହଟ୍ଟଗୋଳ…

ମନ୍ତ୍ରୀ ମିଳିନଥିବା ସ୍ଥାନରୁ ମୁଖ୍ୟ ସଚେତକ ଓ ଉପମୁଖ୍ୟ ସଚେତକ ଦେଲେ ମୋହନ ସରକାର

ଭୁବନେଶ୍ୱର: ଦୀର୍ଘ ଦିନ ଧରି ସରକାରୀ ଦଳ ମୁଖ୍ୟ ସଚେତକ ଓ ଉପମୁଖ୍ୟ ସଚେତକ ହେବା ନେଇ ଚାଲିଥିଲା ଜୋରଦାର ଚର୍ଚ୍ଚା। ବର୍ତ୍ତମାନ ଚର୍ଚ୍ଚାର ଘଟିଛି ଅବସାନ। ମନ୍ତ୍ରୀ ମିଳିନଥିବା ସ୍ଥାନରୁ ମୁଖ୍ୟ ସଚେତକ ଓ ଉପମୁଖ୍ୟ ସଚେତକ ଦେଲେ ମୋହନ ସରକାର। ବୌଦ୍ଦ ବିଧାୟକ ସରୋଜ ପ୍ରଧାନଙ୍କୁ ମୁଖ୍ୟ…