Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ସ୍ବତନ୍ତ୍ର ରାଜ୍ୟ ପାହ୍ୟା : ବିହାରକୁ ନା, ଓଡିଶାକୁ ?

ନୂଆଦିଲ୍ଲୀ: ନୀତିଶଙ୍କୁ କେନ୍ଦ୍ରର ନା । କେନ୍ଦ୍ରରେ ଏନଡିଏ ସରକାରର ଅନ୍ୟତମ ପ୍ରମୁଖ ସହଯୋଗୀ ନୀତିଶ କୁମାରଙ୍କ ଜେଡିୟୁକୁ ଜୋରଦାର ଝଟକା। ବିହାରକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦେବାକୁ ମନା କରିଛନ୍ତି କେନ୍ଦ୍ର ସରକାର। 2012 ଅନ୍ତଃମନ୍ତ୍ରୀସ୍ତରୀୟ ଦଳ ବା ଆଇଏମଜି ରିପୋର୍ଟ ଅନୁସାରେ…

ଭାଙ୍ଗିଯିବ କି ବିଜେଡି ?

ଭୁବନେଶ୍ବର: ନବୀନ-ପାଣ୍ଡିଆନ କ୍ଷମତା ସମୀକରଣକୁ ନେଇ ଚର୍ଚ୍ଚା। ଇଂରାଜୀ ଦୈନିକ ଖବରକାଗଜରେ ଖବର ପ୍ରକାଶ ପାଇବା ପରେ ସ୍ପଷ୍ଟୀକରଣ ରଖିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ରିପୋର୍ଟ ଅନୁସାରେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭିକେ ପାଣ୍ଡିଆନଙ୍କ ପ୍ରସ୍ତାବ ଗ୍ରହଣ ନକରିବାକୁ…

ଶରତଙ୍କ ପରେ କିଏ ହେବେ ପିସିସି ସଭାପତି ?

ଭୁବନେଶ୍ବର: ଓଡିଶାରେ ନୂଆ ଆରମ୍ଭ କରିବ କଂଗ୍ରେସ । ଭାଙ୍ଗିଲା ଓଡିଶା ପ୍ରଦେଶ କଂଗ୍ରେସ କମିଟି, ହଟିଲେ ଶରତ । କଂଗ୍ରେସ ସଭାପତିଙ୍କ ଅନୁମୋଦନ ପରେ ଜିଲ୍ଲା, ବ୍ଲକ, ମଣ୍ଡଳସ୍ତରୀୟ ବିଭିନ୍ନ କମିଟିକୁ ଭଙ୍ଗ କରିଛି କଂଗ୍ରେସ । ପଦରୁ ହଟିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ନୂଆ କମିଟି…

ନେମ୍ ପ୍ଲେଟ୍ ବିବାଦ: ଯୋଗୀ ସରକାରଙ୍କ ଆଦେଶରେ ଲାଗିଲା ସୁପ୍ରିମକୋର୍ଟଙ୍କ ରୋକ୍

ନୂଆଦିଲ୍ଲୀ: କାଉଡିଆ ଯାତ୍ରାକୁ ନେଇ ଯୋଗୀ ସରକାରଙ୍କର ନେମ୍ ପ୍ଲେଟ୍ ବିବାଦ ଉପରେ ମଧ୍ୟବର୍ତ୍ତୀକାଳୀନ ରୋକ ଲଗାଇଛନ୍ତି । ଏନେଇ ସୁପ୍ରିମକୋର୍ଟ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଏବଂ ମଧ୍ୟପ୍ରଦେଶ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି । ଖାଲି ସେତିକି ନୁହେଁ, ଏହା ସହିତ କୋର୍ଟ କହିଛନ୍ତି,…

ଭିଜିଲାନ୍ସ ଜାଲରେ ମତ୍ସ୍ୟ ସମ୍ପଦ ବିଭାଗର ଡେପୁଟି ଡ଼ାଇରେକ୍ଟର, ୧.୫ କୋଟି ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗ

କଟକ: ଭିଜିଲାନ୍ସ ଜାଲରେ କଟକ ମତ୍ସ୍ଯ ସମ୍ପଦ ବିଭାଗର ଡେପୁଟି ଡ଼ାଇରେକ୍ଟର ବସନ୍ତ କୁମାର ଦାସ । ସରକାରୀ ଅର୍ଥ ଆତ୍ମସାତ ମାମଲାରେ ମତ୍ସ୍ୟ ଉପନିର୍ଦ୍ଦେଶକ ବସନ୍ତ କୁମାର ଦାସଙ୍କ ଘରେ ଭିଜିଲାନ୍ସ ଚଢାଉ। ବସନ୍ତ ଦାସଙ୍କ ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି । ପ୍ରାୟ ୧କୋଟି…

ଏଏସଓଙ୍କୁ ମାଡ ମାରିବା ଘଟଣାରେ ବର୍ଷିଲେ ନବୀନ, କହିଲେ ଭୁଶୁଡି ପଡିଲାଣି ଆଇନ ବ୍ୟବସ୍ଥା

ଭୁବନେଶ୍ବର:ସରିଯାଇଛି ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ । ଅଧିବେଶନ ଆରମ୍ଭରୁ ହିଁ ପୂରା ଫାୟାର ବିରୋଧୀ । ରାଜ୍ୟପାଳଙ୍କ ପୁଅ ଏଏସଓଙ୍କୁ ମାଡ ମାରିବା ଘଟଣାକୁ ନେଇ ଗୃହ ତ୍ୟାଗ କରିଥିଲେ ବିରୋଧୀ ବିଜେଡି ଓ କଂଗ୍ରେସ । ସେହି ସମାନ ପ୍ରସଙ୍ଗ ନେଇ ବିଧାନସଭା ବାହାରେ ମଧ୍ୟ…

୨୦୩୬ ସୁଦ୍ଧା ଗଠନ ହେବ ବିକଶିତ ଓଡିଶା

ଭୁବନେଶ୍ବର: ୨୦୩୬ ସୁଦ୍ଧା ଗଠନ ହେବ ବିକଶିତ ଓଡିଶା । ସମୃଦ୍ଧ ହେବ ଓଡିଶାର ପ୍ରତିଟି ରାଜ୍ୟ । ମୋ ସରକାର ନରପେକ୍ଷତାର ସହ କାମ କରିବ ବୋଲି କହିଛନ୍ତି ରାଜ୍ୟପାଳ ରଘୁବର ଦାସ । ସୋମବାର ଆରମ୍ଭ ହୋଇଯାଇଛି ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ । ରାଜ୍ୟପାଳ ରଘୁବର ଦାସଙ୍କ ଅଭିଭାଷଣ…

ଆରମ୍ଭରୁ ବିରୋଧୀଙ୍କ କଡା ଆଭିମୁଖ୍ୟ, ତ୍ୟାଗ କଲେ ଗୃହ

ଭୁବନେଶ୍ବର: ଆରମ୍ଭ ହୋଇଯାଇଛି ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ । ଗୃହ ଆରମ୍ଭ ହେଉ ହେଉ ରାଜ୍ୟପାଳଙ୍କ ଅଭିଭାଷଣ ପୂର୍ବରୁ ଗୃହରେ ହଟ୍ଟଗୋଳ ଆରମ୍ଭ ହୋଇଯାଇଛି । ‘ଓଡିଆ ଅସ୍ମିତା’ ପ୍ରସଙ୍ଗ ଉଠାଇ ଗୃହ ତ୍ୟାଗ କରିଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ ଦଳ ବିଧାୟକ । ଯାହା ଏଥର ବିଧାନସଭା…

କଂଗ୍ରେସ ବୈଠକରେ ଯୋଗ ଦେଲେନି ତାରା, ପଚାରିବାରୁ କିଛି ଏମିତି କହିଲେ….

ଭୁବନେଶ୍ବର: ଆଜି ବିଧାନସଭା ଅଧିବେଶନ ପୂର୍ବରୁ ବସିଥିଲା କଂଗ୍ରେସ ବିଧାୟକ ଦଳ ବୈଠକ । ବିଧାନସଭାର ୫୪ ନଂ କକ୍ଷରେ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ହେଲେ ଏହି ବୈଠକରେ ବରିଷ୍ଠ କଂଗ୍ରେସ ନେତା ତଥା ଜୟପୁର ବିଧାୟକ ତାରା ବାହିନୀପତି ଓ ରମେଶ ଜେନା…

ବିରୋଧୀଙ୍କୁ ମୋଦିଙ୍କ ଅପିଲ୍: ଦଳରୁ ଉପରକୁ ଉଠି ଦେଶର ବିକାଶକୁ ଆଗକୁ ବଢେଇବାକୁ ଏକଜୁଟ୍ ହେବା

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେଉଛି ସଂସଦରେ ବଜେଟ୍ ଅଧିବେଶନ । ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଅଭିଭାଷଣରେ ବିରୋଧୀଙ୍କୁ  ସ୍ବ-ଉର୍ଦ୍ଧ୍ବରେ ଯାଇ ସଂସଦର ଗରିମାକୁ ଅକ୍ଷୁର୍ଣ୍ଣ ରଖିବାକୁ କହିଛନ୍ତି । ଏନେଇ ମୋଦି କହିଛନ୍ତି, ଗତ ଜାନୁଆରୀରୁ ଯିଏ ଯାହା…