Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଓଡ଼ିଶା ମୁହାଁ ବାଂଲାଦେଶୀ ଅନୁପ୍ରବେଶକାରୀ; ବଢିଲା ଉପକୂଳ ସୁରକ୍ଷା

କେନ୍ଦ୍ରାପଡ଼ା: ଉପକୂଳରେ ଅନୁପ୍ରବେଶ ରୋକିବା ପାଇଁ ଆକ୍ସନ ମୁଡରେ ମେରାଇନ ପୋଲିସ । ପଶ୍ଚିମବଙ୍ଗରେ ସରକାର ବଦଳିବା ପରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଉପରେ ନିଆଯାଉଛି କାର୍ଯ୍ୟାନୁଷ୍ଠାନ । କେନ୍ଦ୍ରାପଡ଼ା ଜିଲ୍ଲାର ବିସ୍ତୀର୍ଣ୍ଣ ସମୁଦ୍ର ଉପକୁଳରେ ଅନୁପ୍ରବେଶ କରିବା ଆଶଙ୍କା ଥିବାରୁ…

ଦେଶର ତଦନ୍ତ ଏଜେନ୍ସିକୁ ବଡ ସଫଳତା, ଦାଉଦ ଇବ୍ରାହିମର ନିକଟତମ ସହଯୋଗୀ ଆତଙ୍କବାଦୀ ହୁଫୈଜା ଗିରଫ

ମୁମ୍ବାଇ: ମହାରାଷ୍ଟ୍ର ଆତଙ୍କବାଦ ବିରୋଧୀ ଦଳ (ATS) ଏବଂ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଏକ ବଡ଼ ସଫଳତା ହାସଲ କରିଛି । ଏକ ମିଳିତ ଅଭିଯାନରେ, ପଳାତକ ଆତଙ୍କବାଦୀ ହୁଫୈଜାକୁ ମୁମ୍ବାଇରୁ ଗିରଫ କରାଯାଇଛି । ହୁଫୈଜା ପାକିସ୍ତାନରେ ରହୁଥିବା ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମର ଘନିଷ୍ଠ…

Mars Transit in Rohini: ଏହି ଦିନ ରୋହିଣୀ ନକ୍ଷତ୍ରରେ ମଙ୍ଗଳ କରିବେ ପ୍ରବେଶ; ଜାଣନ୍ତୁ କ’ଣ ଘଟିବ ଓ କେଉଁ…

ଭୁବନେଶ୍ବର:ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ରାଶି ପରିବର୍ତ୍ତନ ସହିତ ସେମାନଙ୍କର ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ସାହସ ଏବଂ ଶକ୍ତି ସହିତ ଜଡିତ ଗ୍ରହ ମଙ୍ଗଳ ଖୁବ୍ ଶୀଘ୍ର ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଜ୍ୟୋତିଷ ଗଣନା…

CBSEର ନୂଆ ଅଧ୍ୟକ୍ଷ ପ୍ରଶାନ୍ତ ଲୋଖଣ୍ଡେ ସୀତାରାମ

ନୂଆଦିଲ୍ଲୀ: ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଅନ୍-ସ୍କ୍ରିନ୍ ମାର୍କିଂ ମାଧ୍ୟମରେ ମୂଲ୍ୟାଙ୍କନରେ ବ୍ୟାପକ ଅନିୟମିତତାକୁ ନେଇ ବିବାଦରେ ଫସିଥିବା CBSE ବିରୋଧରେ ସରକାର ମଙ୍ଗଳବାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶ ପରେ CBSE…

ଏସଟି, ଏସସି, ଏସିବିସି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ବଢିଲା ସିଟ୍ ସଂରକ୍ଷଣ

ଭୁବନେଶ୍ବର: ବୈଷୟିକ ଶିକ୍ଷାରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ତଥା ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗ ପାଇଁ ବୃଦ୍ଧି ହେଲା ସଂରକ୍ଷଣ । ଚଳିତ ୨୦୨୬-୨୭ ଶିକ୍ଷା ବର୍ଷରୁ ଇଞ୍ଜିନିୟରିଂ ଓ ମେଡିକାଲ୍ ଆଦି ବୈଷୟିକ ଶିକ୍ଷା କ୍ଷେତ୍ରରେ ଏହି ସଂରକ୍ଷଣ ବୃଦ୍ଧି ସମ୍ପର୍କିତ ନିଷ୍ପତ୍ତି…

ଭାରତରେ ଶିଶୁ ମୃତ୍ୟୁ ହାରରେ ସୁଧାର, ଏବେବି ଏହି ରାଜ୍ୟ ସବୁଠାରୁ ଚିନ୍ତାଜନକ ସ୍ଥିତିରେ ରହିଛି

ନୂଆଦିଲ୍ଲୀ: ଗତ ଦଶନ୍ଧି ମଧ୍ୟରେ ଭାରତର ଶିଶୁ ପ୍ରଜନନ ହାର ଯଥେଷ୍ଟ ହ୍ରାସ ପାଇଛି । ନମୁନା ପଞ୍ଜୀକରଣ ପ୍ରଣାଳୀ ୨୦୨୪ ରିପୋର୍ଟ ଅନୁଯାୟୀ, ଦେଶରେ ଶିଶୁ ମୃତ୍ୟୁ ହାର ପ୍ରତି ୧ ହଜାର ଜୀବିତ ଜନ୍ମରେ ୨୪କୁ ହ୍ରାସ ପାଇଛି, ଯାହା ୨୦୧୯ରେ ୩୦ ଥିଲା । ଏହି ଉନ୍ନତି ମାତୃ ଏବଂ ଶିଶୁ ସ୍ୱାସ୍ଥ୍ୟ…

CBSE ମାମଲାରେ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ, ଅଧ୍ୟକ୍ଷ ରାହୁଲ ସିଂହ ଏବଂ ସଚିବ ହିମାଂଶୁ ଗୁପ୍ତାଙ୍କୁ ବିଦା କଲେ

ନୂଆଦିଲ୍ଲୀ: CBSE ଦ୍ୱାଦଶ ଫଳାଫଳ ପରେ ଛାତ୍ରମାନଙ୍କ ଉତ୍ତର ଖାତାରେ ହେରଫେର ଏବଂ ମାର୍କ ହ୍ରାସକୁ ନେଇ ସୃଷ୍ଟି ହୋଇଥିବା ବିବାଦ ପରେ, ସରକାର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଶିକ୍ଷା ମନ୍ତ୍ରଣାଳୟ CBSE ର ଅଧ୍ୟକ୍ଷ ଏବଂ ସଚିବଙ୍କୁ ବଦଳି କରିଛି । ଏହା ସହିତ, CBSE…

ଅଣ୍ଡରୱେଟ୍ ଶିଶୁଙ୍କ ଜଳଖିଆ ଖର୍ଚ୍ଚ ୧୨ ଟଙ୍କାକୁ ବୃଦ୍ଧି, ୩୫,୦୦୦ ପିଲା ପାଇବେ…

ଭୁବନେଶ୍ୱର: ଅଣ୍ଡରୱେଟ୍ ଶିଶୁଙ୍କ ଜଳଖିଆ ଖର୍ଚ୍ଚ ୧୨ ଟଙ୍କାକୁ ବୃଦ୍ଧି କରାଯାଇଛି। ଉପ-ମୁଖ୍ୟମନ୍ତ୍ରୀ ତଥା ବିଭାଗୀୟ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଶିଶୁ ଜୀବନର ପ୍ରଥମ ୧୦୦୦ ଦିନର ଗୁରୁତ୍ୱକୁ ବୁଝାଉଥିବା ଏକ ସରଳ 'ଡିଜିଟାଲ ବହି'ର ଉନ୍ମୋଚନ କରିଛନ୍ତି। ରାଜ୍ୟର ୬ ମାସରୁ ୬ ବର୍ଷ ବୟସର…

ନେପାଳ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟର ଜବାବ ଦେଲା ଭାରତ, ତୃତୀୟ ଦେଶର ଭୂମିକାକୁ କଲା ଅସ୍ୱୀକାର

ନୂଆଦିଲ୍ଲୀ: ନେପାଳ ପ୍ରଧାନମନ୍ତ୍ରୀଙ୍କ ଟିପ୍ପଣୀ ପରେ ମଙ୍ଗଳବାର ଦିନ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ ଗଣମାଧ୍ୟମ ସହିତ କଥା ହୋଇଥିଲେ । ଏହି ସମୟରେ ସେ ଅନେକ ପ୍ରସଙ୍ଗରେ ସରକାରଙ୍କ ମତ ଖୋଲାଖୋଲି ଭାବରେ ଉପସ୍ଥାପନ କରିଥିଲେ । ଜୟସୱାଲ ଭାରତ-ନେପାଳ ସୀମା ବିବାଦ…

Tigress Jinnat:ବନ୍ୟଜୀବ ପ୍ରେମୀଙ୍କ ପାଇଁ ଖୁସି ଖବର;ମା’ ହେଲା ବାଘୁଣୀ ‘ଜିନ୍ନତ’

ମୟୂରଭଞ୍ଜ:ଶିମିଳିପାଳରୁ ଆସିଲା ଖୁସିର ଖବର । ବାଘୁଣୀ “ଜିନ୍ନତ” ହୋଇଛି ମା। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଏହି ସୂଚନା ଦେଇଛନ୍ତି।ବାଘୁଣୀ ଜିନ୍ନତ ୪ଟି ଛୁଆ ଜନ୍ମ କରିଥିବା କ୍ୟାମେରାରେ ଟ୍ରାପ ହୋଇଛି। ଗତ ମେ’ ୨୮ରେ ଟ୍ରାପ କରାଯାଇଛି। ଜିନ୍ନତ ଏବଂ ତାଙ୍କ ୪ ଛୁଆଙ୍କ…