Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Ratna Bhandar: ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ରାଜ୍ୟ ସରକାର: ହାଇକୋର୍ଟ

କଟକ: ରତ୍ନଭଣ୍ଡାର ଚାବି ହଜିବା ସମ୍ପର୍କରେ ତଦନ୍ତ କମିଶନ ରିପୋର୍ଟ କେବେ ସାର୍ବଜନୀନ ହେବ ତା ଉପରେ ସ୍ପଷ୍ଟୀକରଣ ଲୋଡିଛନ୍ତି ହାଇକୋର୍ଟ । ଏହା ବ୍ୟତୀତ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ ଥିବା ସମସ୍ତ ରତ୍ନ ପୂର୍ବ ପରି ଅଛି ନା ନାହିଁ, ସେନେଇ ସ୍ପଷ୍ଟ ତଥ୍ୟ ଲୋଡିଛନ୍ତି ମାମଲାର…

Hardcore Maoist Azad: କୋର୍ଟରେ ହାଜର ହେଲେ ଟପ୍ ମାଓ ନେତା ଆଜାଦ

ଗଜପତି: ମୋହନା ଜେଏମ୍ଏଫ୍‌ସି କୋର୍ଟରେ ହାଜର ହେଲେ ଟପ୍ ମାଓ ନେତା ଆଜାଦ ଓରଫ୍ ଡୁନା କେଶବ ରାଓ l ପୋଲିସ ହାର୍ଡକୋର୍‌ ମାଓବାଦୀ ଆଜାଦଙ୍କୁ ରିମାଣ୍ଡରେ ଆଣି ବୁଧବାର ମୋହନା ଜେଏମ୍ଏଫ୍‌ସି କୋର୍ଟରେ ହାଜର କରିଛି । ତାଙ୍କ ନାଁରେ ୨୦୦୮, ୨୦୦୯ ଏବଂ ୨୦୧୧ରେ ସମୁଦାୟ ୧୭ଟି ମାମଲା ରହିଛି ।…

ଅଫେରା ରାଇଜରେ ବଲିଉଡର ଓଡ଼ିଆ ସାଉଣ୍ଡ ଇଞ୍ଜିନିୟର ସମୀର ପାତ୍ର…

ଭୁବନେଶ୍ବର: ଭାରତୀୟ ଚଳଚ୍ଚିତ୍ର ଜଗତ ଜଣେ ଅତ୍ୟନ୍ତ ବିଶ୍ୱସ୍ତ ତଥା ନିର୍ଭୀକ ବୈଷୟିକ ଶିଳ୍ପୀଙ୍କୁ ହରାଇଛି । ଓଡ଼ିଶାର ବରିଷ୍ଠ ସାଉଣ୍ଡ ଇଞ୍ଜିନିୟର ତଥା ରେକର୍ଡିଷ୍ଟ ଇଂ. ସମୀର କୁମାର ପାତ୍ରଙ୍କ ପରଲୋକ ହୋଇଛି । ସମୀର ୨ ଦଶନ୍ଧିରୁ ଅଧିକ ସମୟ ଧରି ଅନେକ ପ୍ରଶଂସିତ ହିନ୍ଦୀ ଚଳଚ୍ଚିତ୍ରର…

PUCC ନଥିଲେ ବି ମିଳିବ ପେଟ୍ରୋଲ ଓ ଡିଜେଲ, ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନିଷ୍ପତ୍ତିରୁ ଓହରିଲେ ରାଜ୍ୟ ସରକାର

ଭୁବନେଶ୍ବର: ପେଟ୍ରୋଲ ଓ ଡିଜେଲ ନମିଳିବା ନିଷ୍ପତ୍ତି ପ୍ରତ୍ୟାହୃତ କଲା ପରିବହନ ବିଭାଗ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନିଜ ନିଷ୍ପତ୍ତିରୁ ଓହରିଛି ବିଭାଗ । ଗାଡ଼ିର ପ୍ରଦୂଷଣ ସାର୍ଟିଫିକେଟ୍ ନଥିଲେ ମଧ୍ୟ ପେଟ୍ରୋଲ ପମ୍ପଗୁଡ଼ିକ ଗ୍ରାହକଙ୍କୁ ତେଲ ଦେବାରୁ ବଞ୍ଚିତ କରିପାରିବେ ନାହିଁ ବୋଲି…

ଚାଲିଥିଲା ବେଆଇନ ବାଣ ତିଆରି, ବିସ୍ଫୋରଣ ଘଟି ୫ ଆହତ

ଭୁବନେଶ୍ବର: ଛାତ ଉପରେ ବାଣ ଭିଡିବା ବେଳେ ବିସ୍ଫୋରଣ ଘଟି ୫ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି । ଭୁବନେଶ୍ବର ସୁନ୍ଦରପଦା ନିୟୁ ଆଜାଦ ନଗରରେ ଏହି ଘଟଣା ଘଟିଛି । ବାଣ ବିସ୍ଫୋରଣରେ ପରେ ସେ ସ୍ଥାନରେ କ୍ଷୟକ୍ଷତି ହୋଇଥିବା ନେଇ ଜଣାପଡିଛି । ବିନା ଲାଇସେନ୍ସରେ…

ଭାରତୀୟ ବଜାରରେ ଦୂର ହେବ ଛୋଟ ମୂଲ୍ୟ ନୋଟର ଅଭାବ; ବସିବ ସ୍ବତନ୍ତ୍ର ଏଟିଏମ୍‌

ନୂଆଦିଲ୍ଲୀ: ଏବେ ଛୋଟ ମୂଲ୍ୟର ନୋଟ୍‌ ଗୁଡ଼ିକର ଅଭାବ ଦୂର କରିବାକୁ ସରକାରଙ୍କ ଅଭିନବ ଉପାୟ । ଭାରତୀୟ ବଜାରରେ ଏଣିକି ଆଉ ଛୋଟ ମୂଲ୍ୟର ନୋଟ୍‌ ଗୁଡ଼ିକର ଅଭାବ ଦେଖାଯିବନାହିଁ । ଏବେ ସରକାର ସ୍ବତନ୍ତ୍ର ଏଟିଏମ୍‌ ବସାଇବା ପାଇଁ ଯୋଜନା କରୁଛନ୍ତି । ଖୁଚୁରା ବଜାରରେ ଲୋକେ ଅନେକ…

ବଦଳିବ ଶିକ୍ଷା ବ୍ୟବସ୍ଥା: ଶିକ୍ଷକ ନିଯୁକ୍ତି ନିୟମରେ ହେବ ବଡ଼ ପରିବର୍ତ୍ତନ !

ଭୁବନେଶ୍ୱର: ବଦଳିବ ଶିକ୍ଷା ବ୍ୟବସ୍ଥା । ଶିକ୍ଷକ ନିଯୁକ୍ତି ନିୟମରେ ହେବ ବଡ଼ ପରିବର୍ତ୍ତନ ! ଏଣିକି ୨ ବର୍ଷିଆ B.Ed ବନ୍ଦ । +୨ ପରେ ଛାତ୍ରଛାତ୍ରୀ ସିଧାସଳଖ ୪ ବର୍ଷିଆ ITEP କରିପାରିବେ। ଗ୍ରାଜୁଏସନ୍ ସହ ମିଳିବ B.Ed ଡିଗ୍ରୀ । କେନ୍ଦ୍ର ସରକାର ଏବଂ National Council for Teacher…

Puri Temple: ବୁଧବାର ଶ୍ରୀମନ୍ଦିରରେ ସନ୍ଧ୍ୟା ୬ରୁ ରାତି ୧୦ ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ

ପୁରୀ: ଆସନ୍ତାକାଲି ୩ ରୁ ୪ ଘଣ୍ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ । ସ୍ୱତନ୍ତ୍ର ‘ବନକଲାଗି’ ବା ଶ୍ରୀମୁଖ ଶୃଙ୍ଗାର ନୀତି ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ କିଛି ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ ରହିବ ।…

Costa Flaunts OCI Card: “ମୁଁ ବି ଜଣେ ଭାରତୀୟ ପ୍ରବାସୀ ନାଗରିକ,” ପ୍ରଧାନମନ୍ତ୍ରୀ ମୋଦିଙ୍କୁ EU…

ନୂଆଦିଲ୍ଲୀ: ୟୁରୋପୀୟ ପରିଷଦର ଦୁଇ ବରିଷ୍ଠ ନେତା ବର୍ତ୍ତମାନ ଭାରତ ଗସ୍ତରେ ଆସିଛନ୍ତି। ମଙ୍ଗଳବାର ଦିନ ୟୁରୋପୀୟ ପରିଷଦ ଏବଂ ଭାରତ ମଧ୍ୟରେ ଏକ ଐତିହାସିକ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଆଉ ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପରେ, ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଆଣ୍ଟୋନିଓ ଲୁଇଜ୍…

India-EU Mega FTA: “‘ମଦର ଅଫ ଅଲ୍ ଡିଲ’, ଏକ ନୂତନ ଯୁଗର ଆରମ୍ଭ…”, ୭ଟି…

ନୂଆଦିଲ୍ଲୀ: ଭାରତ ଏବଂ ୟୁରୋପ ମଧ୍ୟରେ ଏକ ଐତିହାସିକ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ପ୍ରାୟ ଦୁଇ ଦଶନ୍ଧି ଧରି ଚାଲିଥିବା ଆଲୋଚନା ପରେ, ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ୧୬ତମ ଶିଖର ସମ୍ମିଳନୀ ଦିଲ୍ଲୀର ହାଇଦ୍ରାବାଦ ହାଉସରେ ଅନୁଷ୍ଠିତ ହୋଇଯାଇଛି, ଯେଉଁଠାରେ ଏକ ମୁକ୍ତ ବାଣିଜ୍ୟ…