Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଆରମ୍ଭ ହେଲା ଭୋଟ ଗଣନା, ଗଣତି କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ/ଭୁବନେଶ୍ୱର: ଆଜି ତଥା ମଙ୍ଗଳବାର ସକାଳ ୮ଟାରୁ ଆରମ୍ଭ ହେଲା ଭୋଟ ଗଣନା। ପ୍ରଥମେ ବାଲଟ ଓ ଏହା ପରେ ଇଭିଏମ୍‌ ଗଣନା ହେବ। ରାଜ୍ୟର ୭୦ଟି କେନ୍ଦ୍ରରେ ଭୋଟ ଗଣନା ହେବ। ସେଥିରୁ ୬୯ଟିରେ ଇଭିଏମ୍‌ ଏବଂ ଗୋଟିଏ କେନ୍ଦ୍ରରେ ପୋଷ୍ଟାଲ ବାଲଟ ଗଣନା କରାଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ…

ଗଣନା ପୂର୍ବରୁ ଖାତା ଖୋଲିଲା ବିଜେପି, ନିର୍ଦ୍ଵନ୍ଦରେ ବିଜୟ ହୋଇଛନ୍ତି ବିଜେପି ସାଂସଦ ପ୍ରାର୍ଥୀ ମୁକେଶ ଦଲାଲ

ନୂଆଦିଲ୍ଲୀ: ସବୁ ପ୍ରତିକ୍ଷାର ଅନ୍ତ ଘଟିଲା । ଖୋଲିଲା ଇଭିଏମ ପେଡି । ଆରମ୍ଭ ହେଲା ଭୋଟ ଗଣତି । ଭୋଟ ଗଣତି ଆରମ୍ଭ ହଉ ହଉ ବିଜେପି ସପକ୍ଷରେ ବହୁମତ ମିଳିଲାଣି । ସେପଟେ କିନ୍ତୁ ବିନା ଭୋଟ ବିନା ଗଣତିରେ ଗୋଟିଏ ଆସନ ହାତେଇ ନେଇଛି ବିଜେପି । ଗୁଜୁରାଟ ସୁରଟରୁ ନିର୍ଦ୍ଵନ୍ଦରେ ବିଜେପି ସାଂସଦ…

ଆଉ ମାତ୍ର କିଛି ସମୟର ଅପେକ୍ଷା, ଖୋଲିବ ପ୍ରର୍ଥୀଙ୍କ ଭାଗ୍ୟ ପେଡି

ଭୁବନେଶ୍ଵର: ସମସ୍ତ ପ୍ରତୀକ୍ଷାରେ ପଡିବ ପୂର୍ଣ୍ଣଚ୍ଛେଦ । ଆଉ ମାତ୍ର କିଛି ସମୟର ଅପେକ୍ଷା । ଖୋଲିବ ଇଭିଏମ ପେଡି । ତା ସହ ଖୋଲିବ ପ୍ରାର୍ଥୀ ମାନଙ୍କ ଭାଗ୍ୟର ଚାବି । କିଏ ପିନ୍ଧିବ ବିଜୟ ମୁକୁଟ । ଆଶା ଆଶଙ୍କାରେ ନେତା । କେନ୍ଦ୍ରରେ କିଏ ଗଢ଼ିବ ସରକାର ? ଓଡ଼ିଶାରେ କାହା ଦଖଲକୁ ଯିବ…

ରାଜ୍ୟର ୩ଟି ଜିଲ୍ଲାକୁ ବର୍ଷା ଓ ବଜ୍ରପାତ ନେଇ ୟୋଲୋ ଓ୍ବାର୍ଣ୍ଣିଂ ଜାରି

ଭୁବନେଶ୍ବର: ଆସନ୍ତା ୩ ଘଣ୍ଟା ପର୍ଯ୍ୟନ୍ତ ୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରି ସତର୍କ ରହିବାକୁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସମ୍ବଲପୁର, ସୁନ୍ଦରଗଡ଼ ଏବଂ ଝାରସୁଗୁଡ଼ା ଆଦି ଜିଲ୍ଲାକୁ ବର୍ଷା ଘଡ଼ଘଡ଼ି ସହ ଝଡ଼ ତୋଫାନର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହି ୩…

ଭୋଟ୍ ଗଣତି ପାଇଁ ପ୍ରସ୍ତୁତି ଶେଷ: ଗଣନା କେନ୍ଦ୍ର ପରିସରରେ ଇଲୋକ୍ଟ୍ରୋନିକ୍ସ ଯନ୍ତ୍ରପାତି ବ୍ୟବହାର ଉପରେ ନିଷେଧାଦେଶ

ଖୋର୍ଦ୍ଧା: ଚଳିତ ସାଧାରଣ ନିର୍ବାଚନର ଅନ୍ତିମ ପ୍ରକ୍ରିୟା ସ୍ୱରୂପ ଆସନ୍ତାକାଲି ସକାଳ ୮ ଟାରେ ଭୋଟ୍ ଗଣନା ଆରମ୍ଭ ହେବ । ଖୋର୍ଦ୍ଧା ଜିଲ୍ଲାର ଜୟଦେବ, ଭୁବନେଶ୍ୱର ମଧ୍ୟ, ଭୁବନେଶ୍ୱର ଉତ୍ତର, ଭୁବନେଶ୍ୱର-ଏକାମ୍ର ଓ ଜଟଣୀ ବିଧାନସଭା କ୍ଷେତ୍ର ନିମନ୍ତେ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ,…

ଅସ୍ତବ୍ୟସ୍ତ କଲାଣି ତାତି: ରାଜ୍ୟରେ ଅଂଶୁଘାତ ମୃତ୍ୟୁ ସଂଖ୍ୟା ୩୦କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ ବଢ଼ୁଥିବା ଗ୍ରୀଷ୍ମ ପ୍ରଭାବ କାରଣରୁ ଅଂଶୁଘାତରେ ଯାଉଛି ଜୀବନ । ବର୍ତ୍ତମାନ ସୁଦ୍ଧା ଅଂଶୁଘାତ ରେ ୩୦ ଜଣଙ୍କର ମୃତ୍ୟୁ ହୋଇସାରିଛି । ଏନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଅଂଶୁଘାତରେ ମୋଟ ୧୪୭ ଜଣଙ୍କର ମୃତ୍ୟୁ…

ପୁରୀରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ବିଜୟ ଉତ୍ସବ ପାଳନ ଉପରେ ଲାଗିଲା କଟକଣା

ପୁରୀ: ଆସନ୍ତାକାଲି ପ୍ରକାଶ ପାଇବ ନିର୍ବାଚନ ଫଳାଫଳା । ଆଉ ହାତୀ କାହା ମୁଣ୍ଡରେ କଳସ ଢାଳିବ, କିଏ ଗଢିବ ସରକାର ତାହା କାଲି ସ୍ପଷ୍ଟ ହୋଇଯିବ । ତେବେ ଫଳାଫଳ ଆସିବା ପରେ ବିଭିନ୍ନ ଦଳ ବିଜୟ ଉତ୍ସବ ପାଳନ ପାଇଁ ଏବେଠାରୁ ପ୍ରସ୍ତୁତ ହୋଇଗଲେଣି । ଯାହାକୁ ନେଇ ପୁରୀରେ ବିଜୟ ଉତ୍ସବ ପାଳନ ପାଇଁ…

ରାତି ପାହିଲେ ନିର୍ବାଚନ ଫଳ, ପ୍ରାର୍ଥୀଙ୍କ ମନରେ ଛନକା, ସୁରକ୍ଷା ବ୍ୟବସ୍ଥା କଡାକଡି

ଭୁବନେଶ୍ଵର: ରାତି ପାହିଲେ ବାହାରିବ ନିର୍ବାଚନ ଫଳ । କିଏ ପିନ୍ଧିବ ବିଜୟ ମୁକୁଟ । ଫୋକସରେ ସମସ୍ତ ରାଜନୈତୀକ ଦଳ । ଏବେଠୁ ସମସ୍ତ ରାଜନୈତୀକ ଦଳର ପ୍ରାର୍ଥୀଙ୍କ ମନରେ ଛନକା ପଶିଲାଣି । ସେପଟେ ଷ୍ଟ୍ରଙ୍ଗ ରୁମ ସୁରକ୍ଷା ଠାରୁ ଆରମ୍ଭ କରି ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା…

ସରିଲା ୨୪ ନିର୍ବାଚନ, ଭାଙ୍ଗିଲା ୧୯ ବିଧାନସଭା

ଭୁବନେଶ୍ବର: ସରିଯାଇଛି ୨୪ ବିଧାନସଭା । ଆସନ୍ତାକାଲି ଖୋଲିବ ସିଲ୍ ହୋଇଥିବା ଭାଗ୍ୟ । ଏହାରି ଭିତରେ ବିଧାନସଭା ଭଙ୍ଗ କରିଛନ୍ତି ରାଜ୍ୟପାଳ ରଘୁବର ଦାସ । ବିଧାନସଭା ନିର୍ବାଚନ ଫଳାଫଳର ଦିନକ ପୂର୍ବରୁ ଆଜି ୨୦୧୯ ବିଧାନସଭା ଭଙ୍ଗ କରାଯାଇଛି । ଏନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ଏକ…

ଓଡିଶାରେ କାହାର ସରକାର ?

ଭୁବନେଶ୍ବର: ଓଡିଶାରେ ଏଥର କାହାର ସରକାର? ପୁଣି ନବୀନ ନା କ୍ଷମତା ପରିବର୍ତ୍ତନ ? ବିଜେପି ପ୍ରଥମ ଥର ପାଇଁ ଏକା ଗଠନ କରିପାରିବ କି ସରକାର? ନା ରାଜ୍ୟରେ କୌଣସି ଦଳକୁ ମିଳିବନି ବହୁମତ ! ଏକଜିଟ୍ ପୋଲରେ ଓଡିଶା ବିଧାନସଭା ଫଳାଫଳ ନେଇ ଆସୁଛି ଭିନ୍ନ ଭିନ୍ନ ତଥ୍ୟ। କେଉଁ ସର୍ଭେରେ କାଣ୍ଟେ କି…