Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ସରିଲା ୨୪ ନିର୍ବାଚନ, ଭାଙ୍ଗିଲା ୧୯ ବିଧାନସଭା

ଭୁବନେଶ୍ବର: ସରିଯାଇଛି ୨୪ ବିଧାନସଭା । ଆସନ୍ତାକାଲି ଖୋଲିବ ସିଲ୍ ହୋଇଥିବା ଭାଗ୍ୟ । ଏହାରି ଭିତରେ ବିଧାନସଭା ଭଙ୍ଗ କରିଛନ୍ତି ରାଜ୍ୟପାଳ ରଘୁବର ଦାସ । ବିଧାନସଭା ନିର୍ବାଚନ ଫଳାଫଳର ଦିନକ ପୂର୍ବରୁ ଆଜି ୨୦୧୯ ବିଧାନସଭା ଭଙ୍ଗ କରାଯାଇଛି । ଏନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ଏକ…

ଓଡିଶାରେ କାହାର ସରକାର ?

ଭୁବନେଶ୍ବର: ଓଡିଶାରେ ଏଥର କାହାର ସରକାର? ପୁଣି ନବୀନ ନା କ୍ଷମତା ପରିବର୍ତ୍ତନ ? ବିଜେପି ପ୍ରଥମ ଥର ପାଇଁ ଏକା ଗଠନ କରିପାରିବ କି ସରକାର? ନା ରାଜ୍ୟରେ କୌଣସି ଦଳକୁ ମିଳିବନି ବହୁମତ ! ଏକଜିଟ୍ ପୋଲରେ ଓଡିଶା ବିଧାନସଭା ଫଳାଫଳ ନେଇ ଆସୁଛି ଭିନ୍ନ ଭିନ୍ନ ତଥ୍ୟ। କେଉଁ ସର୍ଭେରେ କାଣ୍ଟେ କି…

ଏକଜିଟ୍ ପୋଲକୁ ନେଇ ସୋନିଆ ଗାନ୍ଧୀଙ୍କ ପ୍ରତିକ୍ରିୟା; କହିଲେ, ଜୁନ୍ ୪ କୁ ଅପେକ୍ଷା କରନ୍ତୁ

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ୍ ଜୁନ୍ ୪ ରେ ଆସିବ ନିର୍ବାଚନ ଫଳାଫଳ । କିଏ ଗଢିବ ସରକାର ତାହା କାଲି ହେବ ସ୍ପଷ୍ଟ । ସମଗ୍ର ଦେଶରେ ଏକଜିଟ୍ ପୋଲ କୁ ନେଇ ଜୋର ଧରିଛି ଚର୍ଚ୍ଚା । ଏହା ଭିତରେ ଏକଜିଟ୍ ପୋଲ ସର୍ଭେ କୁ ନେଇ ପ୍ରଥମଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସର ପୂର୍ବତନ…

କେ. କବିତାଙ୍କୁ ମିଳିଲାନି ଆଶ୍ବସ୍ତି; ଜୁଲାଇ ୩ ଯାଏଁ ବଢିଲା ନ୍ୟାୟିକ ହେପାଜତ ଅବଧି

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପୁଣି ଭାରତ ରାଷ୍ଟ୍ର ସମିତି (ବିଆରଏସ୍) ନେତ୍ରୀ କେ. କବିତା ଙ୍କୁ ଝଟକା । କେ. କବିତାଙ୍କ ନ୍ୟାୟିକା ହେପାଜତ ଅବଧି ବୃଦ୍ଧି କରିଛନ୍ତି ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ । ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ କବିତାଙ୍କ ନ୍ୟାୟିକ ହେପାଜତର ଅବଧିକୁ…

ରାହୁଲଙ୍କୁ ଝଟକା; ଓ୍ବାୟନାଡରେ ୨୦୧୯ ତୁଳନାରେ କମ୍ ଲୋକ ଦେଇଛନ୍ତି ଭୋଟ୍

ନୂଆଦିଲ୍ଲୀ: ଏକଜିଟ୍ ପୋଲ ଆକଳନକୁ ନେଇ ଏବେ ଦେଶରେ ହଇଚଇ ସୃଷ୍ଟି ହୋଇଛି । ତେବେ କେରଳର ଓ୍ବାୟନାଡ ନିର୍ବାଚନମଣ୍ଡଳୀରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭୋଟ୍ ୨୦୧୯ ତୁଳନାରେ ଏଥର ହ୍ରାସ ପାଇବ ବୋଲି କେରଳର ଏକଜିଟ୍ ପୋଲ ଆକଳନ କରିଛି । କେରଳର ଏକଜିଟ୍ ପୋଲ ରେ କେରଳ ଲୋକସଭା…

ପ୍ରକାଶ ପାଇଲା ଓଜେଇଇ ରେଜଲ୍ଟ, ଜାଣନ୍ତୁ କେମିତି ପାଇବେ ରେଜଲ୍ଟ…..

ଭୁବନେଶ୍ବର: ପ୍ରକାଶ ପାଇଲା ଚଳିତ ବର୍ଷର ଓଡିଶା ମିଳିତ ପ୍ରବେଶିକା ପରୀକ୍ଷା ବା ଓଜେଇଇ ଫଳାଫଳ । www.ojee.nic.inରେ ଛାତ୍ରଛାତ୍ରୀମାନେ ନିଜର ରେଜଲ୍ଟ ପାଇପାରିବେ । ତେବେ ଚଳିତ ବର୍ଷ ଓଜେଇଇରେ ଏମସିଏ/ଏମ. ଏସସି (କମ୍ପୁଟର ସାଇନ୍ସ)ରେ ବ୍ରହ୍ମାନନ୍ଦ ମହାରଣା ଟପ୍ପର ହୋଇଥିବା ବେଳେ…

ରାଜ୍ୟ କ୍ୟାବିନେଟର ଶେଷ ବୈଠକ, ବିଧାନସଭା ଭଙ୍ଗ ସୁପାରିସ

ଭୁବନେଶ୍ବର: ଆଜି ଅନୁଷ୍ଠିତ ହୋଇଯାଇଛି ବିଜେଡି ସରକାରଙ୍କର ପଞ୍ଚମ ପାଳିର ଶେଷ ବୈଠକ । ଭର୍ଚୁଆଲ ମୋଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଆରମ୍ଭ ହୋଇଥିଲା। ଏହି ଭର୍ଚୁଆଲ ବୈଅଂକରେ ବିଜିନ୍ନ ଗୁରୁତ୍ବପୂଣ୍ଣ ପ୍ରସଙ୍ଗ ନେଇ ଆଲୋଚନା ଚାଲିଥିବା ବେଳେ…

୧୦୦ରୁ ୧୧୫ ଆସନ ଜିତିବ ବିଜେଡି, ବିଜେପିର ଗ୍ରାଫ ବି ଉପରମୁହାଁ

ଭୁବନେଶ୍ବର: ଏକ୍ସିଟ ପୋଲ ଆକଳନକୁ ନେଇ ଏବେ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି । ଦୁଇ ପ୍ରମୁଖ ଦଳ ବିଜେଡି ଓ ବିଜେପିର ପୂରାପୂରି କଡା ଟକ୍କର ଚାଲିଛି । ତେବେ ବିଧାନସଭା ଆସନରେ ବିଜେପିର ଗ୍ରାଫ ଏଥର ଉପର ମୁହାଁ ରହିଛି । ଯେଉଁଠି ଶାସକ ଦଳ ବିଜେଡି ୧୦୦ ରୁ ୧୧୫ ଆସନ ହାତେଇବ ସେଠି…

ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର: ୧୩ ମୃତ, ୧୫ ଗୁରୁତର

ଭୋପାଳ: ମଧ୍ୟପ୍ରଦେଶ ରାଜଗଡ଼ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର। ଘଟଣାସ୍ଥଳରେ ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତକମାନେ ଏକ ଗାଁର ହୋଇଥିବା ବେଳେ ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଉଥିବା ବେଳେ ଏହି…

୪୫ ମିନିଟ ଭିତରେ କୋରାପୁଟରେ ୨୯ ହଜାର ଥର ବଜ୍ରପାତ, କାଳବୈଶାଖୀ ନେଇ ୧୧ ଜିଲ୍ଲାକୁ ସତର୍କ ଘଣ୍ଟି

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ। ଏହାରି ସାଙ୍ଗରେ ସନ୍ଧ୍ୟାରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ଆଜି ସନ୍ଧ୍ୟାରେ ଭୁବନେଶ୍ୱର ସମେତ ରାଜ୍ୟର ଅନେକ ସ୍ଥାନରେ ବଜ୍ରପାତ ଏବଂ ଘୂର୍ଣ୍ଣିଝଡ଼ ଦେଖିବାକୁ ମିଳିଛି। ପବନର ବେଗ ଘଣ୍ଟା ପ୍ରତି ୫୦ କିଲୋମିଟର ବହୁଛି। ତେବେ…