Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଶାସକ ଦଳ ସହ ମୁକାବିଲା ପାଇଁ ଅଭିଜ୍ଞଙ୍କୁ ଆଗକୁ ଆଣି ବିଜେଡି ଗଢ଼ିଲା ନୂଆ ଟିମ୍

ଭୁବନେଶ୍ୱର: ରାଜ୍ୟରେ ଶାସକ ଦଳ ବିଜେପି ସହ ମୁକାବିଲା ପାଇଁ ବିରୋଧୀ ବିଜୁ ଜନତା ଦଳ ଅଭିଜ୍ଞଙ୍କୁ ନେଇ ଉଭୟ ରାଜ୍ୟ ଏବଂ ଜାତୀୟ ସ୍ତରରେ ମୁଖପାତ୍ର ଟିମ୍ ଗଠନ କରିଛି। ଯେଉଁଥିରେ ବରିଷ୍ଠ ମାନଙ୍କୁ ଗୁରୁତ୍ୱ ଦିଆଯାଉଛି। ପୂର୍ବରୁ ଦଳର ସର୍ବେସର୍ବା କୁହାଯାଉଥିବା ଭି.କେ ପାଣ୍ଡିଆନଙ୍କ ସମୟରେ…

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା: ଦୁଇଦିନ ଧରି ହେବ ରଥଟଣା; ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ…

ଭୁବନେଶ୍ୱର: ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଏହି ଅବସରରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜର ‘ଏକ୍ସ’…

ଜମ୍ମୁ କଶ୍ମୀର: ୨ ଯବାନ ସହିଦ, ୪ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ କଶ୍ମୀରର କୁଲଗାମ ଜିଲ୍ଲାରେ ଶନିବାର ହୋଇଥିବା ଏକ ପୃଥକ ଏନକାଉଣ୍ଟରରେ ୨ ଯବାନ ସହିଦ ହୋଇଥିବା ବେଳେ ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଆତଙ୍କବାଦୀଙ୍କ ସହ ଲଢ଼େଇ ବେଳେ ଦୁଇ ଜଣ ଯବାନ ସହିଦ ହୋଇଥିବା ଅଧିକାରୀମାନେ କହିଛନ୍ତି। ଦକ୍ଷିଣ କଶ୍ମୀର ଜିଲ୍ଲାରେ ଥିବା ମୋଡରଗାମ…

ହୁତୁ ହୁତୁ ହୋଇ ଜଳିଗଲା ଇଲେକ୍ଟ୍ରୋନିକ୍ସ ଗୋଦାମ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ହଂସପାଳରେ ଥିବା ଏକ ଗୋଦାମରେ ଅଗ୍ନିକାଣ୍ଡ। ଲକ୍ଷାଧିକ ଟଙ୍କାର ଇଲେକ୍ଟ୍ରୋନିକ୍ସ ଗୋଦାମଟି ନିଆଁରେ ପୋଡି ଛାରଖାର ହୋଇଯାଇଛି। ସମ୍ପନି ମଲ୍ ନିକଟରେ ଥିବା ଏହି ଗୋଦାମରେ ନିଆଁ ଏଭଳି ଲାଗିଥିଲ ଯେ ସଂପୃକ୍ତ ଅଞ୍ଚଳରେ ଆକାଶରେ ଧୂଆଁର ଚାଦାର ରହିଥିବା…

ପୁଣି ଅଶାନ୍ତ ରାଜଧାନୀ ଉପକଣ୍ଠ ପଦ୍ମକେଶରୀପୁର, ରାତିରେ ୧୫ରୁ ଅଧିକ ବୋମାମାଡ଼

ଭୁବନେଶ୍ୱର: ପୁଣି ଅଶାନ୍ତ ହୋଇଛି ରାଜଧାନୀ ଉପକଣ୍ଠ ପଦ୍ମକେଶରୀପୁର। ବିଳମ୍ୱିତ ରାତିରେ ୧୫ରୁ ଅଧିକ ବୋମାମାଡ଼ ହୋଇଛି। ଦୁଇ ସାହି ମଧ୍ୟରେ କୌଣସି କାରଣରୁ ଏହି ହିଂସା ହୋଇଛି। ଏଥିରେ ଅନେକ ଆହତ ହୋଇଥିବା ସୂଚନା ରହିଛି। ଇଟା, ପଥର ସାଙ୍ଗକୁ କାଚ ବୋତଲ ଫିଙ୍ଗା ହୋଇଥିବା ଦେଖିବାକୁ…

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି, ଆସନ୍ତାକାଲି ରଥଯାତ୍ରାରେ ହେବେ ସାମିଲ

ଭୁବନେଶ୍ଵର: ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭାରତୀୟ ବାୟୁସେନାର ସ୍ବତନ୍ତ୍ର ବିମାନରେ ଭୁବନେଶ୍ଵରରେ ପହଞ୍ଚିଲେ ମହାମହିମ । ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ମହାମହିମ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଛନ୍ତି ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,…

କିଏ ନିର୍ମାଣ କରିଛି କୁସୁମା ବଙ୍ଗଳା ?

ଭୁବନେଶ୍ବର: ଯାଜପୁର କୁସୁମା ପୋଖରୀ ନିକଟରେ ଥିବା ବିଳାସମୟ ବଙ୍ଗଳାକୁ ନେଇ ବଢୁଛି କନଫ୍ୟୁଜନ୍ । କିଏ ନିର୍ମାଣ କରିଛି କୁସୁମା ବଙ୍ଗଳା? ସରକାରୀ ଜମି ଉପରେ ଥିବା ବଙ୍ଗଳା ପାଇଁ କେଉଁ ବିଭାଗ ପକ୍ଷରୁ ଅର୍ଥ ବ୍ୟୟ କରାଯାଇଛି ? ପ୍ରଥମେ ଯାଜପୁର ପୌରପାଳିକା ପକ୍ଷରୁ କୁସୁମାରେ ରହିଥିବା ୯ଟି…

୨୩ରୁ କେନ୍ଦ୍ରର ପୂର୍ଣ୍ଣ ଆର୍ଥିକ ବଜେଟ୍: କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ

ନୂଆଦିଲ୍ଲୀ: ଜୁଲାଇ ୨୩ରେ ଉପସ୍ଥାପନ ହେବ କେନ୍ଦ୍ର ବଜେଟ। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ। ଜୁଲାଇ ୨୨ ତାରିଖରେ ଆରମ୍ଭ ହେବ ବଜେଟ ଅଧିବେଶନ । ଜୁଲାଇ ୨୩ରେ ଉପସ୍ଥାପନା ହେବ ୨୦୨୪-୨ ୫ର କେନ୍ଦ୍ର ବଜେଟ। ଗତ ଫେବ୍ରୁଆରୀ ୧ ତାରିଖରେ ସଂସଦରେ ଉପସ୍ଥାପନ ହୋଇଥିଲା…

ବଡ ଘରର ବଡ଼ ଗୁମର କଥା: କୋର୍ଟରେ ହାଜର ହେଲେନି ଶଶି ବେହେରା

ବାଙ୍କୀ: ଏଥର ବି କୋର୍ଟରେ ହାଜର ହେଲେନି ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଶଶିଭୂଷଣ ବେହେରା । ବୋହୂକୁ ନିର୍ଯାତନା ଦେଉଥିବା ଅଭିଯୋଗରେ କୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ଯ ସେ ଆଜି କୋର୍ଟରେ ହାଜର ହୋଇନାହାନ୍ତି। ପୁଅ ସତ୍ୟଭୂଷଣ ବେହେରା କୋର୍ଟରେ ହାଜର…

କୁସୁମା କଟେଜ୍‌କୁ ହାତକୁ ନେବ ଜିଲ୍ଲା ପ୍ରଶାସନ- ଜିଲ୍ଲାପାଳ

ଯାଜପୁର: ବହୁ ଚର୍ଚ୍ଚିତ କୁସୁମା କଟେଜ୍‌ ନେଇ ଜିଲ୍ଲାପାଳଙ୍କ ସୂଚନା । କୁସୁମା କଟେଜ୍‌କୁ ହାତକୁ ନେବ ଜିଲ୍ଲା ପ୍ରଶାସନ। ‘ପୌର ପାଳିକା ଜମିରେ କଟେଜ୍‌ ତିଆରି ହୋଇଛି ଏବଂ ସିଏସ୍‌ଆର୍‌ ପାଣ୍ଠିରେ ନିର୍ମାଣ ହୋଇଥିବା ସ୍ପଷ୍ଟ ହୋଇଛି ବୋଲି ସୂଚନା ଦେଉଛନ୍ତି ଯାଜପୁର ଜିଲ୍ଲାପାଳ।…