Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ପୁରୀ ବାଣ ବିସ୍ଫୋରଣ ଘଟଣା: ଆଖି ବୁଜିଲେ ଆଉ ଦୁଇ ଜଣ, ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା

ପୁରୀ: ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ଘଟଣାରେ ଆଜି ଆଉ ୨ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି । ଗତକାଲି ମୃତ୍ୟୁ ସଂଖ୍ୟା ୯ ଥିବାବେଳେ ଆଜି ଆଉ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…

କେନ୍ଦ୍ରାପଡ଼ାରେ ରକ୍ତପାତ ରାଜନୀତି :ବିଜେପି କର୍ମୀଙ୍କ ବାପାଙ୍କୁ ବିଜେଡି କର୍ମୀ ଗାଡ଼ି ଧକ୍କା କରି ମାରିଥିବା ଅଭିଯୋଗ

କେନ୍ଦ୍ରାପଡ଼ା : ଶେଷ ପର୍ଯ୍ୟାୟ ନିର୍ବାଚନ ପରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି  । ଗତକାଲି ରାତିରେ କେନ୍ଦ୍ରାପଡ଼ା ପାଟକୁରାରେ ବିଜେପି କର୍ମୀଙ୍କ ବାପାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ବିଜେଡି କର୍ମୀ ଆକ୍ରମଣ କରିଥିବା ନେଇ ବିଜେପି…

ଆଜି ବି ମନେ ପଡେ ସେଦିନର ସେ କାଳରାତ୍ରୀ, କରମଣ୍ଡଳ ଟ୍ରାଜେଡିକୁ ପୁରିଲା ବର୍ଷେ

ଭୁବନେଶ୍ଵର: ଆଜି ବି ମନେ ପଡେ ସେଦିନର ସେ କାଳ ରାତ୍ରୀର ଘଟଣା । ମନେପଡିଗଲେ ଟାଙ୍କୁରି ଉଠେ ଲୋମ । ସେଦିନ ଥିଲା ଶୁକ୍ରବାର ଜୁନ ୨ ତାରିଖ । ନିଜ ନିଜର କାର୍ଯ୍ୟ ସାରି ଯିଏ ଯାହାର ଗନ୍ତବ୍ୟ ସ୍ଥଳକୁ ବାହାରିଥିଲେ । ଟ୍ରେନରେ ବସି ଖୁସିରେ କିଏ ଘରକୁ ଫେରୁଥାଏ ତ କିଏ ନିଜ କାର୍ଯ୍ୟସ୍ଥଳୀକୁ ।…

ଏକଜିଟ୍ ପୋଲର ଆକଳନରେ କେଉଁ ଆଧାରରେ ମୋଦୀ ମାରିବେ ହ୍ୟାଟ୍ରିକ ବିଜୟ?

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସପକ୍ଷରେ ଜନାଧାର ଯାଉଛି ଏବଂ ସେ ତୃତୀୟ ଥର ସରକାର ଗଢିବାକୁ ଯାଉଛନ୍ତି ବୋଲି ଏକଜିଟ୍ ପୋଲ୍ ଆକଳନ କରିଛି। ତେବେ ୫୪୩ ଲୋକସଭା ଆସନରୁ ଏନଡିଏକୁ ୪୦୦ ପାରର ସ୍ୱପ୍ନ…

ଚମକାଇଲା ଇଣ୍ଡିଆ ଟୁଡେ-ଆକ୍ସିସ୍ ମାଇ ଇଣ୍ଡିଆର ଏକଜିଟ୍ ପୋଲ, କହିଲା ବିଜେଡି ଜିତିପାରେ ୨ଟି ଲୋକସଭା ଆସନ

ନୂଆଦିଲ୍ଲୀ: ଇଣ୍ଡିଆ ଟୁଡେ-ଆକ୍ସିସ୍ ମାଇ ଇଣ୍ଡିଆର ଏକଜିଟ୍ ପୋଲର ଆକଳନ ଏବେ ଚମକାଇ ଦେଇଛି। ଯାହାକୁ କେହି କେବେ ଆକଳନ କରିନାହାନ୍ତି। ଯଦିଓ ମାଇ ଇଣ୍ଡିଆର ରିପୋର୍ଟ ବିଭିନ୍ନ ସମୟରେ ସଠିକ ହୋଇଥିବାର ମଧ୍ୟ ରିପୋର୍ଟ ରହିଛି। ଚଳିତ ସାଧାରଣ ନିର୍ବାଚନରେ ଓଡ଼ିଶାରେ ବିଜେପି ୧୮ରୁ ୨୦ଟି…

ଏକଜିଟ୍ ପୋଲ୍: ପଶ୍ଚିମବଙ୍ଗରେ ଏଥର କିଏ କରିବ ଖେଲା, ନିଦ ହଜିବ ଟିଏମସିର?

କୋଲକାତା: ପଶ୍ଚିମବଙ୍ଗରେ ୪୨ ଜଣ ସାଂସଦ ଚୟନ ପାଇଁ ୭ଟି ପର୍ଯ୍ୟାୟରେ ମତଦାନ ଶେଷ ହୋଇଛି। ଟିଏମସି, ବିଜେପି ଏବଂ ବାମପନ୍ଥୀ-କଂଗ୍ରେସ ମେଣ୍ଟ ମଧ୍ୟରେ ଜୋରଦାର ଲଢେଇ ହୋଇଛି। ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ (ଟିଏମସି) ୨୦୨୧ ବିଧାନସଭା ନିର୍ବାଚନରେ ନିଜର ସଫଳତାର…

ଏକଜିଟ୍ ପୋଲ୍: ଏଥର ବିହାରରେ କମିବ ଏନଡିଏର ଆସନ ସଂଖ୍ଯା!

ପାଟଣା: ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ପରେ ବିହାର ଲୋକସଭା ନିର୍ବାଚନ ୨୦୨୪ର ଏକଜିଟ୍ ପୋଲ୍ ଫଳାଫଳ ପ୍ରକାଶ ପାଇଛି। ବିହାରରେ ମୋଟ ୪୦ଟି ଲୋକସଭା ଆସନ ରହିଛି ଏବଂ ରାଜ୍ୟରେ ସାତଟି ପର୍ଯ୍ୟାୟରେ ମତଦାନ ହୋଇଥିଲା। ଏନଡିଏରେ ବିଜେପି, ଜନତା ଦଳ (ୟୁନାଇଟେଡ୍) - ଜେଡିୟୁ, ଲୋକ ଜନଶକ୍ତି…

ଏକଜିଟ୍ ପୋଲ ଦେଲା ବଡ଼ ଇସାରା, ଓଡ଼ିଶାରେ ବିଜେଡିକୁ ଝଟକା?

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନ ଭୋଟ୍ ଦାନ ପ୍ରକ୍ରିୟା ଶନିବାର ଶେଷ ହୋଇଛି। ଆଉ ନିର୍ଦ୍ଦାରିତ ସମୟ ଅନୁଯାୟୀ ଏକଜିଟ୍ ପୋଲ୍ ପ୍ରକାଶ ପାଇଛି। ଓଡ଼ିଶାରେ ଭାରତୀୟ ଜନତା ପାର୍ଟି (ବିଜେପି)କୁ ବ୍ୟାପକ ଫାଇଦା ମିଳିବ ବୋଲି ଆକଳନ କରାଯାଇଥିବା ବେଳେ ଶାସକ ବିଜୁ ଜନତା ଦଳ (ବିଜେଡି)କୁ ବଡ଼…

ଆସିଲା ଏକଜିଟ୍ ପୋଲ୍: ଏନଡିଏକୁ ମିଳିପାରେ ବହୁମତ

ଭୁବନେଶ୍ଵର: ସରିଲା ନିର୍ବାଚନ, ଆସିଲା ଏକଜିଟ୍ ପୋଲ୍। ବୁଥ ବାହୁଡା ମତରେ ଏନଡିଏକୁ ବହୁମତ ନେଇ ଆକଳନ । ବିଜେପି ନେତୃତ୍ବଧୀନ ଏନଡିଏକୁ ବଡ଼ ବିଜୟ ନେଇ ବିଭିନ୍ନ ଏକଜିଟ୍ ପୋଲ୍ ଆକଳନ କରିଛନ୍ତି । ରିପବ୍ଲିକ୍ ଭାରତ-ପି ମାର୍ଗ ଏନଡିଏକୁ ୩୫୯ସିଟ୍ ଦେଇଛି ତ ଇଣ୍ଡିଆ ନ୍ୟୁଜ ଡି-ଡାଇନାମିକ୍ସ…

ଭୋଟ ଦେଉଛି ଓଡିଶା, ଅପରାହ୍ନ ୫ଟା ସୁଦ୍ଧା ୬୨.୪୬% ଭୋଟିଂ

ଭୁବନେଶ୍ଵର: ୬ଟି ଲୋକସଭା ଏବଂ ଏହା ଅନ୍ତର୍ଗତ ୪୨ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟ୍ ଦେଇ ନିଜ ପ୍ରତିନିଧି ବାଛୁଛନ୍ତି ଭୋଟର । ୪୬୦ ନେତାଙ୍କର ଭାଗ୍ୟ ପରିକ୍ଷା ହେବ । ଅପରାହ୍ନ ୫ଟା ସୁଦ୍ଧା ୬୨.୪୬% ଭୋଟିଂ ହୋଇଛି । ବାଲେଶ୍ବରରେ ୬୧.୯୧% ମତଦାନ ହୋଇଥିବା ବେଳେ ଭଦ୍ରକରେ ୫୮.୨୧%,…