Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

‘ପ୍ରଭୁ ଜଗନ୍ନାଥ ଆମକୁ ଶକ୍ତି ଦିଅନ୍ତୁ ଓଡ଼ିଶାରେ ଡବଲ ଇଂଜିନ ସରକାର ଗଠନ ହେବ’

ଭୁବନେଶ୍ବର: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁରୁବାର ଓଡ଼ିଶା ଗସ୍ତରେ ଆସି ବାଣପୁର ଜନସଭାକୁ ସମ୍ବୋଧିତ କରିଛନ୍ତି  । ଯୋଗୀ ଆଦିତ୍ୟନାଥ ଚିଲିକା ନିର୍ବାଚନ ମଣ୍ଡଳୀର ବାଣପୁର ସଭାରେ ପହଁଞ୍ଚୁ ପହଁଞ୍ଚୁ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି , ପ୍ରଭୁ…

ଓଡ଼ିଆ ଅସ୍ମିତା ଓ ସ୍ବାଭିମାନକୁ ନେଇ ନିର୍ବାଚନ ଲଢ଼ାଯାଉଛି: ହିମନ୍ତ ବିଶ୍ବଶର୍ମା

ସମ୍ବଲପୁର: ସାଧାରଣ ନିର୍ବାଚନ ପାଇଁ ଉଭୟ ଦେଶ ଓ ରାଜ୍ୟ ରାଜନୀତି ପୁରା ସରଗରମ ରହିଛି । ରାଜ୍ୟରେ ଆଉ ଦୁଇଟି ପର୍ଯ୍ୟାୟ ନିର୍ବାଚନ ବାକି ରହିଛି । ଏଥିପାଇଁ କେନ୍ଦ୍ରୀୟ ନେତାଙ୍କର ଓଡ଼ିଶା ଉପରେ ରହିଛି ଫୋକସ। କେନ୍ଦ୍ରୀୟ ନେତାମାନେ ଓଡ଼ିଶାକୁ ଘନଘନ ପ୍ରଚାର ପାଇଁ ଆସୁଛନ୍ତି । ଏହିମଧ୍ୟରେ…

ଓଡ଼ିଶାରେ ବିଜେପିର ଦମଦାର ପ୍ରଚାର; ଆଜି ଆସୁଛନ୍ତି ଯୋଗୀ, ନଡ୍ଡା ଓ ହିମନ୍ତ

ଭୁବନେଶ୍ୱର: ପ୍ରଚାର କରିବା ପାଇଁ ଘନ ଘନ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପିର ବହୁ କେନ୍ଦ୍ରୀୟ ନେତା। ତୃତୀୟ ପର୍ଯ୍ୟାୟ ନିର୍ବାଚନ ୨୫ ତାରିଖରେ ହେବାକୁ ଥିବା ବେଳେ ୬ଟି ଲୋକସଭା ଓ ଏହା ଅଧୀନରେ ଆସୁଥିବା ୪୨ଟି ବିଧାନସଭା ଆସନରେ ପଡ଼ିବ ଭୋଟ । ରାଜ୍ୟରେ ଆଉ ଦୁଇଟି ପର୍ଯ୍ୟାୟ ନିର୍ବାଚନ ବାକି…

ପୁଣି ଜନସମୁଦ୍ର ପାଲଟିଲା ରାଜଧାନୀ, ତୃତୀୟ ଥର ପାଇଁ ନବୀନ କଲେ ରୋଡ ସୋ’

ଭୁବନେଶ୍ଵର: ପୁଣି ରାଜଧାନୀରେ ପ୍ରଚାର ମୈଦାନକୁ ଓହ୍ଲାଇଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀରେ କରିଛନ୍ତି ମେଗା ରୋଡ ସୋ’ । ନବୀନଙ୍କ ରୋଡ ସୋ’ ପାଇଁ ଜନସମୁଦ୍ର ପାଲଟିଛି ରାଜଧାନୀର ରାଜରାସ୍ତା। ମୁଖ୍ୟମନ୍ତ୍ରୀଙ୍କ ରୋଡ ସୋ’ ଦେଖିବାକୁ…

ମାଗଣା ବିଜୁଳି: ପାଓ୍ବାର ରଖିବ ନା କାଟିବ

ଭୁବନେଶ୍ବର: ବିଜେଡି ପାଇଁ ମାଷ୍ଟରଷ୍ଟ୍ରୋକ୍ ହେବ କି ମାଗଣା ବିଜୁଳି ? ଭୋଟ୍ ପାଇଁ ଭେଳିକି ନା ଗରିବଙ୍କ ପାଇଁ ସଂଜୀବନୀ! ଶହେ ୟୁନିଟ୍ ମାଗଣା ବିଜୁଳି ହେବ କି ଗେମଚେଞ୍ଜର! ବିଜେଡିର ମାଗଣା ବିଜୁଳି, ବିରୋଧୀଙ୍କୁ ଦେବ କି ଝଟକା ? ଜୁଲାଇ ମାସରୁ ଦେବାକୁ ପଡିବନି ବିଜୁଳି ବିଲ୍ । ବିଜେଡିର…

ଭୁବନେଶ୍ବର ମଧ୍ୟ : ବିଦ୍ରୋହୀ ବିଗାଡିବେ ଖେଳ !

ଭୁବନେଶ୍ବର: ଟିକେଟ୍ ଘୋଷଣା ପରଠୁ ହିଁ ଚର୍ଚ୍ଚାରେ ରହିଥିଲା ଭୁବନେଶ୍ବର ମଧ୍ୟ ଆସନ । ବିଜେଡି ଟିକେଟ୍ ପାଇଁ ହୋଇଥିଲା ବଳ କଷାକଷି। ଅନନ୍ତ ଜେନାଙ୍କୁ ପ୍ରବଳ ବିରୋଧ ସତ୍ତ୍ବେ ପ୍ରାର୍ଥୀ କରିଛି ବିଜେଡି । ଆଶାୟୀଙ୍କୁ ଦଳ ପକ୍ଷରୁ ଥଇଥାନ ତ କରାଯାଇଛି, ହେଲେ କେଉଁ ଆଡକୁ ଢଳିବେ, ସେନେଇ…

ପ୍ରଥମ ଥର ଓଡିଶା ଗସ୍ତରେ ଆସୁଛନ୍ତି ଯୋଗୀ, କରିବେ ନିର୍ବାଚନୀ ପ୍ରଚାର

ଭୁବନେଶ୍ଵର: ୨୦୨୪ ନିର୍ବାଚନ ଲାଗି ଘନ ଘନ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପିର ବହୁ କେନ୍ଦ୍ରୀୟ ନେତା । ଏହାରିଭିତରେ ଅନେକ କେନ୍ଦ୍ରୀୟ ନେତା ଏକାଧିକ ଥର ଓଡ଼ିଶା ଗସ୍ତରେ ଆସିସାରିଲେଣି। ନିର୍ବାଚନର ଶେଷ ସୁଦ୍ଧା ଆହୁରି କେନ୍ଦ୍ରୀୟ ନେତା ଓଡିଶା ଗସ୍ତ କରିବେ ବୋଲି ମଧ୍ୟ ଜଣାପଡ଼ିଛି।…

ପୁରୀରେ ଗଡିବ କାହାର ବିଜୟ ରଥ ?

ଭୁବନେଶ୍ବର : ପୁରୀ ଲୋକସଭାରେ ବଡ ଲଢେଇ । ଛଅ ଛଅ ଥର ପୁରୀ ଜିତିଆସିଛି ବିଜେଡି । ତିନିଥର ବ୍ରଜକିଶୋର ତ୍ରିପାଠୀ ତ ତିନିଥର ବିଜେଡିରୁ ବିଜୟୀ ହୋଇଛନ୍ତି ପିନାକୀ ମିଶ୍ର । ତେବେ ଏଥର ପିନାକୀଙ୍କ ଜାଗାରେ ଅରୂପ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି ବିଜେଡି । ସେପଟେ ବିଜେପି ଗତଥରର ପ୍ରାର୍ଥୀ…

‘ବିଜେପିକୁ ଭୋଟ୍ ଦେଇ ଓଡିଶାକୁ ରାମରାଜ୍ୟରେ ପରିଣତ କରନ୍ତୁ’

କେନ୍ଦୁଝର: ରାଜ୍ୟରେ ବିଜେଡି ସରକାର ଦୁର୍ନୀତିରେ ଉବୁଟୁବୁ ହେଉଛନ୍ତି । ରାଜ୍ୟକୁ ରାମ ରାଜ୍ୟରେ ପରିଣତ କରିବାକୁ ହେଲେ ବିଜେପିକୁ ବିପୁଳ ମାତ୍ରାରେ ଭୋଟ୍ ଦେଇ ସରକାର ଗଢ଼ିବାର ସୁଯୋଗ ଦୋବା ପାଇଁ ଅନୁରୋଧ କରିଛନ୍ତି ବିଜେପି ନେତା ଅରୁଣ ଗୋଭିଲ । ସେ ଓଡିଶା ଆସି କେନ୍ଦୁଝର, ଚମ୍ପୁଆ ଓ…

ଖୋର୍ଦ୍ଧାରୁ ପାଣ୍ଡିଆନଙ୍କ ଆକ୍ରମଣ; ‘ଅପରାଜିତା ଯେଉଁ କାମ କରିଛନ୍ତି ତାହ ସରପଞ୍ଚ ସ୍ତରର କାମ’

ଖୋର୍ଦ୍ଧା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୋର୍ଦ୍ଧାରେ ଆଜି ନିର୍ବାଚନୀ ପ୍ରଚାର କରିଛନ୍ତି । ହେବାଳି ପଡ଼ିଆରେ ଆଜି ଏକ ଜନସଭାକୁ ସମ୍ବୋଧନ କରି ବିଜେଡି ପାଇଁ ଭୋଟ୍ ମାଗିଛନ୍ତି । ଏହି ସମୟରେ ଭୁବନେଶ୍ୱର ବିଜେପି ଲୋକସଭା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀଙ୍କୁ ଟାର୍ଗେଟ କରିଛନ୍ତି ନବୀନ…