Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

କାଳି ମାଡ ପ୍ରସଙ୍ଗରେ ବହିଷ୍କାର ହେଲେ ୫ କଂଗ୍ରେସ କର୍ମକର୍ତ୍ତା

ଭୁବନେଶ୍ବର: ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼ ମାମଲାରେ ନିଆଗଲା କାର୍ଯ୍ୟାନୁଷ୍ଠାନ। ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ୫ କଂଗ୍ରେସ କର୍ମକର୍ତ୍ତାଙ୍କୁ ବହିଷ୍କାର କରିଛି ଦଳ। ୬ ବର୍ଷ ପାଇଁ ଦଳରୁ ବହିଷ୍କାର କଲେ ପିସିସି ସଭାପତି ଶରତ ପଟ୍ଟନାୟକ । କଂଗ୍ରେସରୁ ବହିଷ୍କାର ହୋଇଥିବା ୫ ଜଣ…

ସନ୍ଧ୍ୟା ସୁଦ୍ଧା ସ୍ବାଭାବିକ ହେବ ବାରିପଦାରେ ବସ୍ ଚଳାଚଳ

ବାରିପଦା: ଜିଦରୁ ଓହରିଲେ ଘରୋଇ ବସ ସଂଘ । ୩ ଦିନ ଧରି ବାରିପଦାରେ ବସ ଚଳାଚଳ ବନ୍ଦ ରହିଥିବା ବେଳେ ଆଜି ସନ୍ଧ୍ୟାରୁ ହେବ ସ୍ବାଭାବିକ । ଘରୋଇ ବସ ଚଳାଚଳକୁ ନେଇ ଶୁକ୍ରବାର ରାତିରେ ବାରିପଦା ବସଷ୍ଟାଣ୍ଡରେ ସୃଷ୍ଟି ହୋଇଥିବା ଉତ୍ତେଜନା ଯୋଗୁଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ…

୧୦୦ ଦିନ ଭିତରେ ଲଞ୍ଚ ହେବ ସୁଭଦ୍ରା ଯୋଜନା, ମହିଳାଙ୍କୁ ମିଳିବ ୫୦ ହଜାର ଟଙ୍କା

ଭୁବନେଶ୍ୱର: ରାଜ୍ୟର ଉପ-ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ କଲ୍ୟାଣ ବିଭାଗର ମନ୍ତ୍ରୀ ପ୍ରଭାତୀ ପରିଡା ରାଜ୍ୟରେ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବା ନେଇ ବଡ଼ ବୟାନ ଦେଇଛନ୍ତି। ରାଜ୍ୟର ସମସ୍ତ ମହିଳାଙ୍କୁ ୧୦୦ ଦିନ ଭିତରେ ଏହି ଯୋଜନାରେ ଟଙ୍କା ମିଳିବ ବୋଲି ରବିବାର ଉପମୁଖ୍ୟମନ୍ତ୍ରୀ…

ତାରିଣୀ ମନ୍ଦିରର ଉନ୍ନତି ପାଇଁ ୫୦ କୋଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର: ଘଟଗାଁ ତାରିଣୀ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ୫୦ କୋଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମା' ତାରିଣୀଙ୍କୁ ଦର୍ଶନ କରି ତାଙ୍କ ଆଶିଷ ନେବା ପରେ କିଛି ଏମିତି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ପୂର୍ବରୁ ତାରିଣୀ ମନ୍ଦିରରେ ୫୦ କୋଟିର କାମ ଚାଲିଥିବା ବେଳେ ଆଉ ୫୦…

ନକଲି ନୋଟ୍ ଜବତ କଲା ପୋଲିସ, ଛାପୁଛନ୍ତି ମାଓବାଦୀ

ସୁକମା: ନକଲି ନୋଟ ଜବତ କଲା ପୋଲିସ୍ । ମାଓ କ୍ୟାମ୍ପରେ ଚଡାଉ କରି ବିପୁଳ ନକଲି ନୋଟ ଜବତ କରିଛି । ଛତିଶଗଡ଼ରେ ପୋଲିସର ବଡ଼ ଧରଣର ଚଢ଼ାଉ ପରେ ମିଳିଛି ବିପୁଳ ନକଲି ନୋଟ । ଛତିଶଗଡ ସୁକମାରେ କୋରାଜଗୁଡ଼ା ଜଙ୍ଗଲ ସ୍ଥିତ ମାଓ କ୍ୟାମ୍ପ ଉପରେ ଚଢାଉ କରିଥିଲା ସ୍ଥାନୀୟ ପୋଲିସ୍ ।…

‘କିସ୍’କୁ ଜଙ୍ଗଲ ଜମି ହସ୍ତାନ୍ତର: ରୋକ୍ ଲଗାଇଲେ କେନ୍ଦ୍ର ସରକାର

ଭୁବନେଶ୍ବର; କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସେସ(କିସ୍)କୁ ଜଙ୍ଗଲ ଜମି ହସ୍ତାନ୍ତର ପ୍ରକ୍ରିୟାକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର।  କୌଣସି ସ୍ପଷ୍ଟୀକରଣ ନମିଳିବା ପର୍ଯ୍ୟନ୍ତ କିସ୍ କୁ ଜଙ୍ଗଲ ଜମି ହସ୍ତାନ୍ତର ନକରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି କେନ୍ଦ୍ର…

ନିଜ ମାଟିରେ ମୁଖ୍ୟମନ୍ତ୍ରୀ, ଉତ୍ଫୁଲିତ କେନ୍ଦୁଝର ବାସୀ

କେନ୍ଦୁଝର; ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ଜନ୍ମମାଟି କେନ୍ଦୁଝରରେ ପାଦ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଭବ୍ୟ ସମ୍ବର୍ଦ୍ଧନା ସହ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିଛନ୍ତି କେନ୍ଦୁଝରବାସୀ । ମନରେ ଭରି ରହିଛି ଅନେକ ଉତ୍କଣ୍ଠା ଓ ଉଦ୍ଦୀପନ । ନିଜ ମାଟିର ପୁଅକୁ…

ନିଟ୍ ବିବାଦ, ଆଜି ପୁଣି ନିଟ୍ ୟୁଜି ପରୀକ୍ଷା ଦେବେ ୧୫୬୩ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ଦେଶରେ ନିଟ ପରୀକ୍ଷାକୁ ନେଇ ଜାରି ରହିଛି ଜୋରଦାର ଅସନ୍ତୋଷ। ଏହାରି ଭିତରେ ଆଜି ପୁଣି ହେବାକୁ ଯାଉଛି ନିଟ୍ ୟୁଜି ପରୀକ୍ଷା । ଗ୍ରେସ୍‌ ମାର୍କ ପାଇଥିବା ୧୫୬୩ ଛାତ୍ରଛାତ୍ରୀ କେବଳ ଏହି ପରୀକ୍ଷା ଦେବେ। ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର…

ଲାଞ୍ଚ ନେଉଥିବା ବେଳେ ସିବିଆଇ ଦ୍ବାରା ଡାକ ବିଭାଗର ଦୁଇ ଅଧିକାରୀ ଗିରଫ

ଭୁବନେଶ୍ୱର: ଲାଞ୍ଚ ନେଉଥିବା ଡାକ ବିଭାଗର ଦୁଇ ଅଧିକାରୀଙ୍କୁ ଗିରଫ କରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)। ମୟୂରଭଞ୍ଜ ଜିଲ୍ଲାରେ ବଡ଼ସାହି ସବ୍ ପୋଷ୍ଟ ଅଫିସର ଡାକ ନିରୀକ୍ଷକ ରୁବି ଦାସ ଓ ଓଭରସିୟର ସୁଶାନ୍ତ କୁମାର ଦାସ ୫୦ ହଜାର ଟଙ୍କା ଲାଞ୍ଚ ମାଗୁଥିବା ବେଳେ ସିବିଆଇ ହାତରେ…

ପେପର ଲିକ୍ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ, ଏନଟିଏ ଡିଜି ପଦରୁ ସୁବୋଧ ସିଂହ ବିଦା

ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଏବେ ବିବାଦ ଘେରରେ ରହିଛି। ୟୁଜିସି ନେଟ୍ ପରୀକ୍ଷା ବାତିଲ ହେବା ପରେ ଏବଂ ନିଟ୍ ପରୀକ୍ଷାରେ ଜାଲିଆତି ଖବର ସାମ୍ନାକୁ ଆସିବା ପରେ କେନ୍ଦ୍ରଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି କୁ ନେଇ ବୟାନ ଦେଇଛନ୍ତି । ସେ…