Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

କିଏ ଜିତିବ କେନ୍ଦୁଝର ?

ଭୁବନେଶ୍ବର: କେନ୍ଦୁଝର ଲୋକସଭା ଆସନରେ ଏଥର ତ୍ରିମୁଖୀ ଲଢେଇ। ବିଜେଡି କେନ୍ଦୁଝରରୁ ଧନୁର୍ଜୟ ସିଦୁଙ୍କୁ ପ୍ରାର୍ଥୀ କରିଛି ତ ବିଜେପିରୁ ଅନନ୍ତ ନାଏକ ଓ କଂଗ୍ରେସରୁ ବିନୋଦ ବିହାରୀ ନାୟକ ମଇଦାନକୁ ଓହ୍ଲାଇଛନ୍ତି । ବିଜେପି ପ୍ରାର୍ଥୀ ଅନନ୍ତ ନାଏକଙ୍କୁ ରାଜ୍ୟ ଶାସନ ବିରୋଧୀ ହାଓ୍ବା ଓ ମୋଦି…

ଚମକାଇବ ଚମ୍ପୁଆ ଫଳ !

ଭୁବନେଶ୍ବର : ଚମ୍ପୁଆରେ ଏଥର ଜୋରଦାର ଟକ୍କର । ତିନି ପ୍ରମୁଖ ଦଳ ପୁରୁଖା ଓ ଅଭିଜ୍ଞ ନେତାଙ୍କୁ ପ୍ରାର୍ଥୀ କରିଛନ୍ତି । ବିଜେଡିରୁ ଟାଣୁଆ ନେତା ସନାତନ ମହାକୁଡ ପ୍ରାର୍ଥୀ ହୋଇଛନ୍ତି ତ ବିଜେପିରୁ ମୁରଲୀ ମନୋହର ଶର୍ମା ଓ କଂଗ୍ରେସରୁ ପୂର୍ବତନ ସାଂସଦ ଯଶୋବନ୍ତ ସିଂ ଲାଗୁରୀ ମଇଦାନକୁ…

ସମ୍ବଲପୁର ଗଣିତ ଗୋଳମାଳ !

ଭୁବନେଶ୍ବର: ସମ୍ବଲପୁର ବିଧାନସଭାରେ ପୁଣି ଫୁଟିବ କି ପଦ୍ମ ? ବିଜେପି ହେଭିଓ୍ବେଟ୍ ନେତା ଜୟନାରାୟଣ ମିଶ୍ରଙ୍କୁ ପ୍ରାର୍ଥୀ କରିଥିବା ବେଳେ ରୋହିତ ପୂଜାରୀଙ୍କୁ ମଇଦାନକୁ ଓହ୍ଲାଇଛି ବିଜେଡି । ସମ୍ବଲପୁର ପାଇଁ ବିଜେଡି ପ୍ରଥମେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଟିକେଟ୍ ଦେଇଥିଲା। ତେବେ ପ୍ରସନ୍ନଙ୍କ…

‘ରାଜନୀତି କରିବା କି କ୍ଷମତା ପାଇଁ ଆସି ନାହାଁନ୍ତି ମୁଖ୍ୟମନ୍ତ୍ରୀ,ସେ ଆସିଛନ୍ତି ଲୋକଙ୍କ ସେବା କରିବା…

କଟକ: କେନ୍ଦ୍ରାପଡା ଲୋକସଭା ନିର୍ବାଚନ ମଣ୍ଡଳୀ ସାଲେପୁରରେ ବିଜେଡି ବରିଷ୍ଠ ନେତା ଭିକେ ପାଣ୍ଡିଆନ କରିଛନ୍ତି ମାରାଥନ ପ୍ରଚାର ।ସେ ଆରମ୍ଭରୁ ରାଜ୍ୟ ସରକାରଙ୍କ ପ୍ରଶଂସା କରି କହିଛନ୍ତି ଯେ, ରାଜ୍ୟର ସବୁ ବିକାଶ ଓ କଲ୍ୟାଣ କାମ ନବୀନ ପଟ୍ଟନାୟକ କରିଛନ୍ତି । ୨ଦିନିଆ ଓଡିଶା ଗସ୍ତରେ ଆସିଥିବା…

ରତ୍ନଭଣ୍ଡାର ଚାବି ଓଡ଼ିଶାରେ ନାହିଁ, ତାମିଲନାଡୁ ପଳାଇଛି:ମୋଦି

କଟକ: ଓଡ଼ିଶା ସରକାରଙ୍କର ଓଡିଶା ସଂସ୍କୃତି ପାଇଁ ଚିନ୍ତା ନାହିଁ । ଲୋକେ କହୁଛନ୍ତି ରତ୍ନଭଣ୍ଡାର ଚାବି ତାମିଲନାଡୁ ପଳାଇଛି । ବିଜେପି ସରକାର ଆସିବା କ୍ଷଣି ଚାବିର ହଜିବାର ପ୍ରକୃତ ରାଜ୍ ଖୋଲିବ। ଯାଞ୍ଚ ରିପୋର୍ଟକୁ ସାର୍ବଜନୀନ କରାଯିବ । ଆଜି କଟକରେ ନିର୍ବାଚନୀ ସଭାରେ ରତ୍ନଭଣ୍ଡାର ଚାବି…

କେଜ୍ରିଓ୍ୱାଲଙ୍କ ଘରେ ସାଂସଦଙ୍କୁ ଅସଦାଚରଣ ମାମଲା: ଫରେନସିକ୍ ଯାଞ୍ଚ ପାଇଁ ଗଲା ସ୍ୱାତୀଙ୍କ ଡ୍ରେସ୍

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ବାସଭବନରେ ସାଂସଦ ସ୍ୱାତୀ ମାଲିଓ୍ୱାଲଙ୍କୁ ଅସଦାଚରଣ ମାମଲା । ଫରେନସିକ ଯାଞ୍ଚ ପାଇଁ ଗଲା ସେହି ଦିନ ସ୍ୱାତୀ ପିନ୍ଧିଥିବା ପୋଷାକ । ମୁଖ୍ୟମନ୍ତ୍ରୀଙ୍କ ବାସଭବନର ସିସିଟିଭି ଫୁଟେଜ ସଂଗ୍ରହ କରିଛି ପୋଲିସ । ତେବେ ଘଟଣାରେ…

ମତଦାନ ସମୟରେ ଭଞ୍ଜନଗର ବୁଥ୍‌ ଭିତରେ ହିଂସା, ବୁଥ୍ ରିଗିଂ କରୁଥିବା ଅଭିଯୋଗ

ଭଞ୍ଜନଗର: ଆଜି ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଚାଲିଛି । ୫ ଲୋକସଭା ଏବଂ ୩୫ ବିଧାନସଭା ଆସନ ପାଇଁ ଭେଟ୍ ହେଉଛି । ଏହି ସମୟରେ ପୁଣି ଦେଖିବାକୁ ମିଳିଛି ନିର୍ବାଚନୀ ହିଂସା । ଭଞ୍ଜନଗରର ତୁରୁମୁ ପଞ୍ଚାୟତର ବେରୁଆବାଡି ଗାଁର ୪୭୮ ନମ୍ବର ବୁଥ୍‌ରେ ଏହି ହିଂସା ଘଟିଛି । ଖବରମୁତାବକ,…

୨୫ ବର୍ଷ ପରେ ଓଡ଼ିଶା ନୂଆ ଇତିହାସ ରଚିବ:ମୋଦି

କଟକ: ଅନୁଗୁଳ ପରେ କଟକରେ ମଧ୍ୟ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ମୋଦି । କଟକରେ ଆୟୋଜିତ ଜନସଭାକୁ ସମ୍ବୋଧନ କରି ୨୫ ବର୍ଷ ପରେ ଓଡ଼ିଶା ନୂଆ ଇତିହାସ ରଚିବ ବୋଲି କହିଛନ୍ତି ମୋଦି ।ଭାରତ ବର୍ଷର ପୁରୂଣା ସହର ମଧ୍ୟରୁ କଟକ ହେଉଛି ଗୋଟିଏ । ଜୁନ୍‌ ୧୦ରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ…

ବିଜେପି ସରକାର ଆସିଲେ ଓଡ଼ିଶାରେ ଧାନ ୩୧୦୦ ଟଙ୍କା ହେବ:ମୋଦି

ଅନୁଗୁଳ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ ସାରିବା ପରେ ଆରମ୍ଭ କରିଥିଲେ  ମେଗା ରୋଡ୍ ସୋ । ମୋଦୀଙ୍କ ରୋଡ୍‌ ସୋ’ରେ ଜନସମୁଦ୍ର ପାଲଟିଥିଲା ବଡ଼ଦାଣ୍ଡ । ପୁରୀରେ ରୋଡ୍ ସୋ କରିବା  ପରେ ଅନୁଗୁଳରେ ଆୟୋଜିତ ସଭାରେ ଯୋଗ ଦେଇ  ପ୍ରଧାନମନ୍ତ୍ରୀ  …

ରତ୍ନ ଭଣ୍ଡାର ଚାବି ଗାଏବ ପଛରେ ବିଜେଡି, ବିଜେପି ସରକାର ଆସିଲେ ଯାଞ୍ଚ ରିପୋର୍ଟ ହେବ ସାର୍ବଜନୀନ

ଅନୁଗୁଳ: ଆଜି ପୁରୀରେ ମଗା ରୋଡ ଶୋ' ପରେ ଅନୁଗୁଳବାସୀଙ୍କୁ ସମ୍ବୋଧିତ କରିଛନ୍ତି ମୋଦୀ । ଅନୁଗୁଳରେ ରତ୍ନଭଣ୍ଡାର ପ୍ରସଙ୍ଗ ନେଇ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ରତ୍ନ ଭଣ୍ଡାର ଚାବି ୬ ବର୍ଷ ହେଲା ମିଳୁନାହିଁ । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିଜ କବ୍ଜାରେ ରଖିଥିବା…