Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ମମତାଙ୍କୁ ନେଇ ଅଧୀର-ଖଡଗେଙ୍କ ମଧ୍ଯରେ ବୟାନବାଜି, ଇସ୍ତଫା ଦେବେ କି ପଶ୍ଚିମବଙ୍ଗ କଂଗ୍ରେସ ମୁଖ୍ୟ?

ନୂଆଦିଲ୍ଲୀ: ନିର୍ବାଚନ ବେଳେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସକୁ ପଶ୍ଚିମବଙ୍ଗରେ ତୀବ୍ର ବିରୋଧ କରୁଛି କଂଗ୍ରେସ। ପ୍ରଦେଶ କଂଗ୍ରେସ ସଭାପତି ଅଧୀର ରଞ୍ଜନ ଚୌଧୁରୀ ବିଭିନ୍ନ ପ୍ରସଙ୍ଗରେ ମମତାଙ୍କୁ ସମାଲୋଚନା କରୁଛନ୍ତି। ଏହାକୁ କିନ୍ତୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ…

ବିବାଦୀୟ ନେତା ସମୀର ଦାଶ ବଦଳାଇଲେ ଦଳ, ମୋଦୀଙ୍କୁ ରୋଡ୍ ଶୋ ପୂର୍ବରୁ ବିଜେପିକୁ ଲାଭ ନା କ୍ଷତି?

ଭୁବନେଶ୍ୱର: ନିମାପଡା ବିଧାୟକ ସମୀର ରଞ୍ଜନ ଦାଶ ଶେଷରେ ବିଜେପିରେ ସାମିଲ ହୋଇଛନ୍ତି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସଭାପତି ସମୀର ମହାନ୍ତି ଏବଂ ପ୍ରଭାରୀଙ୍କ ଉପସ୍ଥିତିରେ ସେ ଏବଂ ତାଙ୍କ ସମର୍ଥକ ବିଜେପିରେ ସାମିଲ ହୋଇଛନ୍ତି। ବିଜୁ ଜନତା ଦଳ ତାଙ୍କୁ ଚଳିତଥର ଟିକେଟ୍ ଦେଇନଥିଲା। ତାଙ୍କ…

ପଦ୍ମ ଧରୁ ଧରୁ ମୋଦିଙ୍କ ପ୍ରଶଂସାରେ ଶତମୁଖ ସମୀର

ଭୁବନେଶ୍ଦର: 'ମୋଦିଙ୍କ ନେତୃତ୍ବରେ ଅନୁପ୍ରାଣିତ ହୋଇ ବିଜେପିରେ ମିଶିଲି । ମୋଦି କେବଳ କୁହନ୍ତିନି, କାର୍ଯ୍ୟରେ କରି ଦେଖାନ୍ତି । ପ୍ରଭାତୀ ପରିଡ଼ାଙ୍କ ବିଜୟକୁ କେହି ଅଟକାଇ ପାରିବେନି । ମୋଦି ଆତ୍ମବିଶ୍ବାସ ଓ ଭରସାର ବାତାବରଣ ସୃଷ୍ଟି କରିଛନ୍ତି । ନିର୍ବାଚନ ବେଳେ ଓ ନିର୍ବାଚନ ପରେ,  ଦଳ…

କେନ୍ଦୁଝରରେ ହେବିୱେଟଙ୍କ କଡ଼ା ଟକ୍କର: ରାଜନାଥ, ନବୀନଙ୍କ ଗସ୍ତକୁ ନେଇ ରାଜନୀତି ଚଳଚଞ୍ଚଳ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ୨ଟି ନିର୍ବାଚନମଣ୍ଡଳିକୁ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦୁଝରରେ ଭୋଟଗ୍ରହଣକୁ ଆଉ ମାତ୍ର କିଛି ଦିନ ବାକି ରହିଥିବା ବେଳେ କେନ୍ଦୁଝର ମୁହାଁ ହେଉଛନ୍ତି ରାଜ୍ୟ ଓ କେନ୍ଦ୍ରୀୟ ନେତା। ଏହାକୁ ନେଇ ଚଳଚଞ୍ଚଳ ରାଜନୀତି। ଏହି ପରିପେକ୍ଷୀରେ…

ଆସନ୍ତାକାଲି ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ

ଭୁବନେଶ୍ବର: ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ସରିଛି ପ୍ରଚାର । ଏବେ କେବଳ ଭାଗ୍ୟ ନିର୍ଦ୍ଧାରଣର ପାଳି ଆସିଛି।ନେତାମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ଆସନ୍ତାକାଲି ପଡିବ ଭୋଟ୍। ଗଞ୍ଜାମ ଜିଲ୍ଲାର ଆସିକା ସମେତ ବଲାଙ୍ଗିର, ସୁନ୍ଦରଗଡ଼,ବରଗଡ଼, ଓ କନ୍ଧମାଳ ଲୋକସଭା ଏବଂ…

ବିଜେଡି ଘେରିବା ପରେ ରାଜ୍ୟ ବିଜେପି ମୈଦାନକୁ ଛାଡିଲାକି ମୁଖ୍ୟମନ୍ତ୍ରୀ ଚେହେରା?

ଭୁବନେଶ୍ୱର: ରାଜ୍ୟରେ ବିଜେପି ସରକାର ଗଢ଼ିବ ବୋଲି ଦାବି କରୁଛି, କିନ୍ତୁ କିଏ ମୁଖ୍ୟମନ୍ତ୍ରୀ ଚେହେରା ତାହା ଦଳ ଅସ୍ପଷ୍ଟ ରଖିଛି। ଯାହାକୁ ନେଇ ବିଜେଡି ରାଜ୍ୟ ବିଜେପି ସହିତ କେନ୍ଦ୍ରୀୟ ନେତାଙ୍କୁ ଘେରୁଛି। ଶାସକ ଦଳର ନମ୍ବର ଟୁ ନେତା ଭି.କେ ପାଣ୍ଡିଆନ୍ ହୁଅନ୍ତୁ ଅବା ଦଳର ସାଂଗଠନିକ…

ନିଶା ଦ୍ରବ୍ୟ ବିରୁଦ୍ଧରେ ଇସିଆଇର ଅଭିଯାନ; ଜବତର ହୋଇଛି ୪୫% ନିଶା ଦ୍ରବ୍ୟ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ର ପଞ୍ଚମ ପର୍ଯ୍ୟାୟ ମତଦାନ ପାଇଁ ଆଉ ମାତ୍ର ୨ ଦିନ ବାକି ଅଛି। ତେବେ ଚଳିତ ଲୋକସଭା ନିର୍ବାଚନରେ ଅର୍ଥବଳ ଓ ପ୍ରଲୋଭନ ଉପରେ ନିର୍ବାଚନ କମିଶନଙ୍କ ଦୃଢ଼ ଓ ସମନ୍ୱିତ ଚଢାଉ ଜାରି ରହିଛି । ଏସବୁକୁ ରୋକିବା ପାଇଁ ନିର୍ବାଚନ କମିଶନ କଠୋର କାର୍ଯ୍ୟାନୁଷ୍ଠାନ…

ଘରେ ବସି ଭୋଟ ଦେଲେ ବରିଷ୍ଠ ନେତା ଆଡଭାନୀ, ମୁରଲୀ, ମନମୋହନ ସିଂହ ଓ ଅନସାରୀ

ନୂଆଦିଲ୍ଲୀ: ୨୫ ତାରିଖରେ ଅନୁଷ୍ଠିତ ହେବ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ । ରାଜଧାନୀ ଦିଲ୍ଲୀରେ ହେବ ମତଦାନ । ନିର୍ବାଚନ ଆୟୋଗଙ୍କ ତରଫରୁ ୮୫ ବର୍ଷରୁ ଉର୍ଦ୍ଧ୍ଵ ଲୋକଙ୍କ ପାଇଁ ଘରେ ବସି ଭୋଟ ଦେବାର ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି । ସେଥିପାଇଁ ଆରମ୍ଭ ହୋଇଛି ବୟସ୍କଙ୍କ ପାଇଁ ସ୍ଵତନ୍ତ୍ର…

ନେତାଙ୍କ ନାଁରେ ଆପତ୍ତିଜନକ ପୋଷ୍ଟ, ଛାଟ ମାରିଲା କମିଶନରେଟ ପୋଲିସ

ଭୁବନେଶ୍ୱର: ନିର୍ବାଚନ ବେଳେ ନେତା ଏବଂ ରାଜନୈତିକ ଦଳ ନାଁରେ ଟିକା ଟିପ୍ପଣୀ। ତାପୁଣି ଆପତ୍ତିଜନକ। ଏପରି ସୋଶିଆଲ ମିଡିଆ ପୋଷ୍ଟ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କମିଶନରେଟ ପୋଲିସ। କମିଶନରେଟ୍ ପୁଲିସ ଏପର୍ଯ୍ୟନ୍ତ ଭିଡିଓ, ଫଟୋ ଓ ବୟାନ ସମେତ ୨୪୯ଟି ପୋଷ୍ଟକୁ ଆପତ୍ତିଜନକ ବୋଲି…

ତେଜୁଛି ମାଗଣା ବିଜୁଳି ରାଜନୀତି: ବିଜେପିର ଆହ୍ବାନ, ଘରୁ ମିଟର ହଟେଇବାକୁ ନିର୍ଦ୍ଦେଶ ଦିଆଯାଉ

ଭୁବନେଶ୍ୱର: ତେଜୁଛି ମାଗଣା ବିଜୁଳି ରାଜନୀତି । ବିଜେଡି ନିର୍ବାଚନୀ ସଭାରେ ଜୁଲାଇରୁ ଆଉ ଆସିବନି ବିଜୁଳି ବିଲର ନାରା ଦେଇ ଭୋଟ ହାତେଇବାକୁ ଚେଷ୍ଟା କରୁଥିବା ବେଳେ ବିରୋଧୀ ବିଜେପି ମଧ୍ୟ ଏହାକୁ ନେଇ ଘେରିବା ଆରମ୍ଭ କରିଛି। ରାଜ୍ୟ ବିଜେପି ଏହି ଯୋଜନାକୁ ଚ୍ୟାଲେଞ୍ଜ କରି ଶାସକ ଦଳକୁ…