Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ନେତାଙ୍କ ନାଁରେ ଆପତ୍ତିଜନକ ପୋଷ୍ଟ, ଛାଟ ମାରିଲା କମିଶନରେଟ ପୋଲିସ

ଭୁବନେଶ୍ୱର: ନିର୍ବାଚନ ବେଳେ ନେତା ଏବଂ ରାଜନୈତିକ ଦଳ ନାଁରେ ଟିକା ଟିପ୍ପଣୀ। ତାପୁଣି ଆପତ୍ତିଜନକ। ଏପରି ସୋଶିଆଲ ମିଡିଆ ପୋଷ୍ଟ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କମିଶନରେଟ ପୋଲିସ। କମିଶନରେଟ୍ ପୁଲିସ ଏପର୍ଯ୍ୟନ୍ତ ଭିଡିଓ, ଫଟୋ ଓ ବୟାନ ସମେତ ୨୪୯ଟି ପୋଷ୍ଟକୁ ଆପତ୍ତିଜନକ ବୋଲି…

ତେଜୁଛି ମାଗଣା ବିଜୁଳି ରାଜନୀତି: ବିଜେପିର ଆହ୍ବାନ, ଘରୁ ମିଟର ହଟେଇବାକୁ ନିର୍ଦ୍ଦେଶ ଦିଆଯାଉ

ଭୁବନେଶ୍ୱର: ତେଜୁଛି ମାଗଣା ବିଜୁଳି ରାଜନୀତି । ବିଜେଡି ନିର୍ବାଚନୀ ସଭାରେ ଜୁଲାଇରୁ ଆଉ ଆସିବନି ବିଜୁଳି ବିଲର ନାରା ଦେଇ ଭୋଟ ହାତେଇବାକୁ ଚେଷ୍ଟା କରୁଥିବା ବେଳେ ବିରୋଧୀ ବିଜେପି ମଧ୍ୟ ଏହାକୁ ନେଇ ଘେରିବା ଆରମ୍ଭ କରିଛି। ରାଜ୍ୟ ବିଜେପି ଏହି ଯୋଜନାକୁ ଚ୍ୟାଲେଞ୍ଜ କରି ଶାସକ ଦଳକୁ…

ବିଜେପି ନେତାମାନେ ଟୁରିଷ୍ଟ ଭଳି ଆସୁଛନ୍ତି, ସମୁଦ୍ରକୂଳ ବୁଲିବା ବଦଳରେ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ…

ପୁରୀ: ପିପିଲିରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ନିର୍ବାଚନ ପ୍ରଚାର କରିଛନ୍ତି । ସେ ବିଜେପି ନେତାଙ୍କୁ ଟୁରିଷ୍ଟ ବୋଲି ସମ୍ବୋଧନ କରିଛନ୍ତି । ବିଜେପି ନେତାମାନେ ଟୁରିଷ୍ଟ ଭଳି ଆସୁଛନ୍ତି, ସମୁଦ୍ରକୂଳ, ଜଗନ୍ନାଥ ମନ୍ଦିର ଭ୍ରମଣ କରିବା ବଦଳରେ ଆମ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ…

ଗତ ୧୦ ବର୍ଷ ହେବ ଚିଲିକା ନିର୍ବାଚନ ମଣ୍ଡଳୀରେ ଯେତିକି ଉନ୍ନତି ହେବା କଥା ହୋଇନାହିଁ: ପାଣ୍ଡିଆନ

ବାଣପୁର: ସାଧାରଣ ନିର୍ବାଚନ ପାଇଁ ଚାରିଆଡ଼େ ନିର୍ବାଚନୀ ଉଷ୍ମତା ଲାଗିରହିଛି। ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ନିଜର ପ୍ରଚାରକୁ ଜୋରଦାର କରୁଛନ୍ତି। ଏହାରିଭିତରେ ଚିଲିକା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିଛନ୍ତି ଭିକେ ପାଣ୍ଡିଆନ । ସେଠାରେ ଆୟୋଜିତ ଏକ ସାଧାରଣ ସଭାରେ ଯୋଗ ଦେଇ ଯୋଡି…

ରୋଡ୍ ଶୋ ରାଜନୀତି

ଭୁବନେଶ୍ବର : ନିର୍ବାଚନ ପ୍ରଚାର ପାଇଁ ରୋଡ୍ ଶୋ କରୁଛନ୍ତି ହେଭିଓ୍ବେଟ୍ ନେତା। ଭୁବନେଶ୍ବର ଜନପଥରେ ମୋଦି ରୋଡ୍ ଶୋ କରିଛନ୍ତି ତ ସିଲଭର ସିଟିରେ ପାଓ୍ବାର ଶୋ କରିଛନ୍ତି ବିଜେପିର ନମ୍ବର ଟୁ ଅମିତ ଶାହା। ଜେପି ନଡ୍ଡା, ହେମାମାଳିନୀ ବି ଗୋଟେ ପରେ ଗୋଟେ ରୋଡ୍ ଶୋ କରି ଲୋକଙ୍କ ପାଖରେ…

କଟକରେ ସଂତୃପ୍ତ ନା ଭର୍ତ୍ତୃହରି ?

ଭୁବନେଶ୍ବର : କଟକରେ ସଂତୃପ୍ତ ମିଶ୍ର ବନାମ ଭର୍ତ୍ତୃହରି ମହତାବ ମହାମୁକାବିଲା। କଟକ ଲୋକସଭା ଆସନରୁ ଗତ ୬ଥର ହେଲା ଜିତି ଆସୁଛନ୍ତି ଭର୍ତ୍ତୃହରି ମହତାବ । ତେବେ ଏଥର ସେ ଟିମ୍ ବଦଳାଇଛନ୍ତି। ବିଜେଡି ଛାଡି ବିଜେପିରେ ମିଶିଛନ୍ତି, ପ୍ରାର୍ଥୀ ବି ହୋଇଛନ୍ତି । ସେପଟେ ବିଜେଡି କର୍ପୋରେଟ୍…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିଜେପି ଉପରେ ବର୍ଷିଲେ ପାଣ୍ଡିଆନ

ବ୍ରହ୍ମଗିରି: ବ୍ରହ୍ମଗିରି କେରାଣ୍ଡିଆ ପଡ଼ିଆରେ ବିଜେଡି ବରିଷ୍ଠ ନେତା ପାଣ୍ଡିଆନଙ୍କ ଜୋରଦାର ନିର୍ବାଚନ ପ୍ରଚାର । ସଭାରେ ବିଜେପି ଉପରେ ବର୍ଷିଲେ ପାଣ୍ଡିଆନ । କହିଲେ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଦେଖି ସେମାନଙ୍କ ମୁଣ୍ଡ କାମ କରୁନି, କୋଉଠି କ’ଣ କହୁଛନ୍ତି ଜାଣିପାରୁନାହାନ୍ତି ।…

ତାତିରେ ଲାଗିବ ବ୍ରେକ୍; ୨୨ରେ ସୃଷ୍ଟି ହେବ ଲଘୁଚାପ, ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା

ଭୁବନେଶ୍ବର: ତାତିରୁ ମିଳିବ ଆଶ୍ବସ୍ତି । ଆସନ୍ତା ୨୨ରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ସୂଚନା ଅନୁସାରେ, ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର…

କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀଙ୍କୁ ପାଣ୍ଡିଆନଙ୍କ ଟାର୍ଗେଟ୍; ‘୧୦ ବର୍ଷରେ ଚିଲିକାରେ ସେତୁ ହେଲା କି?’

ବ୍ରହ୍ମଗିରି: ବ୍ରହ୍ମଗିରି ନିର୍ବାଚନମଣ୍ଡଳୀ କୃଷ୍ଣପ୍ରସାଦରେ ପ୍ରଚାର ସମୟରେ ବିଜେପିକୁ ଜୋରଦାପ ଆକ୍ରମଣ କରିଛନ୍ତି ବିଜେଡିର ବରିଷ୍ଠ ନେତା ଭିକେ ପାଣ୍ଡିଆନ । କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀଙ୍କୁ ସମାଲୋଚନା କରିଛନ୍ତି ପାଣ୍ଡିଆନ । ବିଜେପି ଦଳରୁ ବହୁ ନେତା ଆସି କହୁଛନ୍ତି ଚିଲିକାରେ…

‘ଆପ୍ ର ବିଶ୍ୱସନୀୟତା ଶୂନ ନୁହେଁ ବରଂ ମାଇନସ୍ ଅଟେ’

ନୂଆଦିଲ୍ଲୀ: 'ଆମ୍ ଆଦମୀ ପାର୍ଟି ମିଛ ର ମୂଳଦୁଆରେ ନିର୍ମିତ ଏକ ପାର୍ଟି । ଏବଂ ଏହାର ବିଶ୍ୱସନୀୟତା ଶୂନ ନୁହେଁ ବରଂ ମାଇନସ୍ ଅଟେ । ଆଜି ଅରବିନ୍ଦ କେଜ୍ରିୱାଲଙ୍କ ଅସଲମୁଖା ଦେଶର ତଥା ଦିଲ୍ଲୀର ଲୋକଙ୍କ ସାମ୍ନାରେ ଧରାପଡିଯାଇଛି କହି ଆପ୍ କୁ କଡା ଜବାବ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ…