Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

‘ହିସାବ ନ ଦେବା ପର୍ଯ୍ୟନ୍ତ ପାଣ୍ଡିଆନଙ୍କୁ ରାଜନୀତିରୁ ସନ୍ନ୍ୟାସ ନେବାକୁ ଦେବୁନି’

ହିଞ୍ଜିଳି: ବିଜେଡି ନିର୍ବାଚନରେ ହାରିଗଲେ ବିଜେଡି ନେତା ପାଣ୍ଡିଆନ ରାଜନୀତିରୁ ସନ୍ନ୍ୟାସ ନେବେ ବୋଲି କହିଛନ୍ତି । ତେବେ ତାଙ୍କୁ ଏହି ସୁଯୋଗ ଦିଆଯିବ ନାହିଁ । ଓଡ଼ିଶାରେ ଯେଉଁ ସବୁ ଦୁର୍ନୀତି ହୋଇଛି ପ୍ରଥମେ ତାହାର ହିସାବ ଦେବାକୁ ହେବ । ଓଡ଼ିଶାରେ ଯେଉଁ ଖଣିଜ ସମ୍ପଦ ଲୁଟ୍ ହୋଇଛି,…

ସବୁବେଳେ ବିଜେପି ସରକାର ରହିବେନି, ଦିନେ ନା ଦିନେ ମୁଁ ପ୍ରତିଶୋଧ ନେବି: ମମତା

କୋଲକାତା: ଲୋକସଭା ନିର୍ବାଚନ ୨୦୨୪ ପାଇଁ ଚାରୋଟି ପର୍ଯ୍ୟାୟ ମତଦାନ ସରିଥିବା ବେଳେ ଏବେ ଆଉ ବାକି ରହିଛି ୩ ପର୍ଯ୍ୟାୟ ମତଦାନ । ଏହାରିଭିତରେ ରାଜନୈତିକ ଦଳ ଏବଂ ନେତାମାନେ ପରସ୍ପରକୁ ଟାର୍ଗେଟ କରିବା ଜାରି ରଖିଛନ୍ତି। ଏହି କ୍ରମରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତୃଣମୁଳ କଂଗ୍ରେସ…

‘ଛତିଶଗଡ ପରି ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢି ଲାଭ ଉଠାନ୍ତୁ’

ସୁବର୍ଣ୍ଣପୁର: ଛତିଶଗଡ ରାଜ୍ୟରେ ଯେଉଁଭଳି ଭାବରେ ବିଜେପି ବିଜୟୀ ହୋଇ ଡବଲ ଇଞ୍ଜିନ ସରକାର ଗଢିଛି ଆଉ ଏହାର ଲାଭ ଉଠାଉଛନ୍ତି ଜନସାଧାରଣ ସେହିଭଳି ଭାବରେ ଓଡ଼ିଶାରେ ବି ଡବଲ ଇଞ୍ଜିନ ସରକାର ଗଢନ୍ତୁ ବୋଲି ସୁବର୍ଣ୍ଣପୁରରେ ପ୍ରଚାର ବେଳେ ଲୋକଙ୍କୁ କହିଛନ୍ତି ଛତିଶଗଡର ମୁଖ୍ୟମନ୍ତ୍ରୀ…

ପ୍ରଧାନମନ୍ତ୍ରୀଙ୍କ ଶବ୍ଦରେ ଆଉ ଓଜନ ରହୁନାହିଁ, ବିଶ୍ବାସ କରୁନାହାନ୍ତି ଲୋକେ: ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କ ଶବ୍ଦରେ ଆଉ ଓଜନ ରହୁନାହିଁ । ତେଣୁ ମୋଦିଙ୍କ ଉପରେ ଆଉ କାହାର ଭରସା ନାହିଁ । ଉତ୍ତରପ୍ରଦେଶର ରାୟବରେଲିରେ ଆଜି ନିର୍ବାଚନୀ ପ୍ରଚାର ବେଳେ ଏପରି କରି ମୋଦି ଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ । ପ୍ରଧାନମନ୍ତ୍ରୀ…

ଜନସମୁଦ୍ର ପାଲଟିଛି ରାଜଧାନୀ ରାଜରାସ୍ତା, ରୋଡ ସୋ’ କରୁଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ରାଜଧାନୀରେ ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୁଛନ୍ତି ରୋଡ୍ ସୋ' । ନବୀନଙ୍କ ରୋଡ ସୋ’ରେ ସାମିଲ ହୋଇଛନ୍ତି ହଜାର ହଜାର ଲୋକ । ଜନସମୁଦ୍ର ପାଲଟିଛି ରାଜଧାନୀ ରାଜରାସ୍ତା । ଗଙ୍ଗନଗରରୁ ରୋଡ ସୋ' ଆରମ୍ଭ କରିଛନ୍ତି ନବୀନ । ହାତ ହଲାଇ ଉପସ୍ଥିତ ଜନତାଙ୍କୁ ଅଭିବାଦନ…

ବଲାଙ୍ଗୀରରେ ପାଣ୍ଡିଆନଙ୍କ ପ୍ରଚାର, କହିଲେ ଏମାନଙ୍କ କାମ ସୂର୍ଯ୍ୟଙ୍କୁ କ୍ୟାଣ୍ଡେଲ ଦେଖାଇବା ପରି

ବଲାଙ୍ଗୀର: ବିରୋଧୀ ବିଜେପି ଦଳ କହୁଛି ସେମାନେ ସ୍ୱଚ୍ଛ ମୁଖ୍ୟମନ୍ତ୍ରୀ ଦେବେ, ସେମାନଙ୍କ ଭାଷାରେ ଯଦି ନବୀନ ବାବୁ ସ୍ୱଚ୍ଛ ନୁହନ୍ତି, ତେବେ ସେମାନେ ସ୍ୱଚ୍ଛତାର ଅର୍ଥ ଜାଣି ନାହାନ୍ତି, ଏହା କେବଳ ସୂର୍ଯ୍ୟଙ୍କୁ କ୍ୟାଣ୍ଡେଲ ଦେଖାଇବା କଥା । ଏମାନେ ରାଜନୀତିକୁ ଆସିଛନ୍ତି କେବଳ କ୍ଷମତା…

‘ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମିଶି ଓଡିଶାକୁ ବରବାଦ କରୁଛନ୍ତି’

ଭୁବନେଶ୍ବର: ନବୀନ ସରକାରଙ୍କ କାର୍ଯ୍ୟକାଳ ଭିତରେ ଓଡିଶାର କ'ଣ ଉନ୍ନତି ହୋଇଛି । ରାଜ୍ୟରେ ବେକାରୀ ସମସ୍ୟା ଦୃତ ଗତିରେ ବଢିବାରେ ଲାଗିଛି । ବିଜେଡି-ବିଜେପି ମିଶି ଓଡ଼ିଶାକୁ ଧ୍ବଂସ କରିଛନ୍ତି । ତେଣୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ହଟାନ୍ତୁ ବୋଲି କହି ଆଜି ଭୁବନେଶ୍ୱରରେ ଏକ ସାମ୍ବାଦିକ…

ବରଗଡରେ ବଦଳିଲାଣି କି ବାଜି !

ଭୁବନେଶ୍ବର: ବରଗଡରେ ଏଥର ବଡ ଲଢେଇ । ଗତଥର ବିଜେଡି ସବୁ ବିଧାନସଭା ଆସନ ଜିତିଥିଲେ ବି ଲୋକସଭାରେ ବାଜି ମାରି ନେଇଥିଲା ବିଜେପି । ଏଥର ବଦଳିଛନ୍ତି ସବୁ ଦଳର ପ୍ରାର୍ଥୀ । ବିଜେପି ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିଛି ତ ବିଜେଡିରୁ ପରିଣୀତା ମିଶ୍ର ଓ କଂଗ୍ରେସରୁ ସଞ୍ଜୟ…

ବିଜେପି କର୍ମୀଙ୍କୁ ଧମକ ଅଭିଯୋଗ, ବିଜେଡି ବିଧାୟକ ପ୍ରାର୍ଥୀଙ୍କ ନାଁରେ ଏତଲା

ନୂଆପଡା: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ଆଉ ଦ୍ବିତୀୟ ପର୍ଯ୍ୟାୟ ପାଇଁ ଜୋରସୋରରେ ଚାଲିଛି ପ୍ରଚାର ପ୍ରସାର । ଏହାରି ଭିତରେ ନୂଆପଡା ଜିଲ୍ଲା ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ଅଶାନ୍ତ ପରିବେଶ ଦେଖିବାକୁ ମିଳିଛି । ଆଉ ଏପରି ସ୍ଥିତି ସୃଷ୍ଟି କରୁଛି ବିଜେଡି ବୋଲି ଅଭିଯୋଗ…

ଖଲ୍ଲିକୋଟ ପରେ ପୋଲସରାରେ ଗୁଳିକାଣ୍ଡ, ଯୁବକ ଗୁରୁତର

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ପରେ ଅଶାନ୍ତ ହୋଇପଡିଛି ପୋଲସରା । ପୋଲସରାରେ ଦେଖାଦେଇଛି ରାଜନୈତିକ ହିଂସା । ପୋଲସରାର ତୋଟା ସାହିରେ ଗୁଳିକାଣ୍ଡ ଘଟିଛି । ଏଥିରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ଗୁଳିମାଡର ଶିକାର ହୋଇଥିବା ଯୁବକ ଜଣକ ହେଲେ ଗଣେଶ ଖଟେଇ । ଗଣେଶଙ୍କୁ ପଛପଟୁ…