Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

‘ମୋଦି ଜୀଙ୍କୁ ତୃତୀୟଥର ପ୍ରଧାନମନ୍ତ୍ରୀ କରନ୍ତୁ, ଗୋହତ୍ୟାକାରୀଙ୍କୁ ଓଲଟା ଟାଙ୍ଗି ସିଧା କରିଦେବୁ’

ପାଟନା: ଲୋକସଭା ନିର୍ବାଚନ ମଧ୍ୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦେଶର ବିଭିନ୍ନ ସ୍ଥାନରେ ପ୍ରଚାର କରୁଛନ୍ତି । ଏହି ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ବିହାରର ମଧୁବନୀରେ ପହଞ୍ଚି ଏକ ରାଲିରେ ସମ୍ବୋଧିତ କରିଥିଲେ । ଏହି ସମୟରେ ସେ ଗା ହତ୍ୟାରେ ସମ୍ପୃକ୍ତ ଥିବା ଲୋକଙ୍କୁ କଡା ଚେତାବନୀ…

ଆଜି ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର, ନାକଟିଦେଉଳରେ ଜନସଭାକୁ କରିବେ ସମ୍ବୋଧନ

ସମ୍ବଲପୁର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସମ୍ବଲପୁରରେ କରିବେ ପ୍ରଚାର। ନାକଟିଦେଉଳରେ ଜନସଭାକୁ କରିବେ ସମ୍ବୋଧନ। ଦିନ ୧୧ଟା ୧୫ ମିନିଟ ସମୟରେ ଅଇଁଠାପାଲି ପିଏଚଡି ପଡିଆକୁ ଯିବେ ସେଠାରେ ଜନସଭାକୁ ସମ୍ବୋଧନ କରିବେ ନବୀନ ପଟ୍ଟନାୟକ। ସେହିପରି ମଧ୍ୟାହ୍ନ ୧୨ଟାରେ ନାକଟିଦେଉଳ କଲେଜ…

ଚିଙ୍ଗୁଡ଼ି ପ୍ଲାଣ୍ଟରେ ଗ୍ୟାସ୍ ଲିକ୍: ୧୦ରୁ ଅଧିକ ଅସୁସ୍ଥ, ଶ୍ରମ ଅଧିକାରୀଙ୍କ ତଦନ୍ତ ଆରମ୍ଭ

ବାଲେଶ୍ୱର: ନୀଳଗିରି ଅଘଟଣ। ରେମୁଣା ବ୍ଲକ ଗଡିଆମାଳସ୍ଥିତ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଗ୍ୟାସ ଲିକ୍ ହୋଇ ୧୦ରୁ ଅଧିକ ଅସୁସ୍ଥ ହୋଇଥିବା ସୂଚନା ମିଳିଛି। ଗଡ଼ିଆମାଳ ଠାରେ ଥିବା ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଗତକାଲି ସନ୍ଧ୍ୟା ବେଳେ କର୍ମଚାରୀମାନେ କାର୍ଯ୍ୟ କରୁଥିବାବେଳେ, ହଠାତ୍ ମୁଣ୍ଡ…

ସୁପ୍ରିମକୋର୍ଟ ବାର ଆସୋସିଏଶନର ଅଧ୍ୟକ୍ଷ ହେଲେ କପିଲ ସିବଲ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ବାର ଆସୋସିଏସନର ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି ବରିଷ୍ଠ ଓକିଲ କପିଲ ସିବଲ । ଗତକାଲି ଅନୁଷ୍ଠିତ ନିର୍ବାଚନରେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଥିଲେ ବରିଷ୍ଠ ଓକିଲ ପ୍ରଦୀପ ରାୟଙ୍କୁ ପରାସ୍ତ କରି ୩୭୭ ଭୋଟରେ ଜିତିଛନ୍ତି କପିଲ ସିବଲ । ସିବଲଙ୍କୁ ମୋଟ…

ନିର୍ବାଚନ ବେଳେ ଚିଟଫଣ୍ଡ ପ୍ରସଙ୍ଗ, ଆଭିମୁଖ୍ୟରେ ଆନ୍ତରିକତା ରହିଛି ନା ଭୋଟ୍ ବ୍ୟାଙ୍କ ରାଜନୀତି?

ଭୁବନେଶ୍ୱର: ଓଡ଼ିଶାରେ ଚାଲିଥିବା ୨୦୨୪ ନିର୍ବାଚନରେ କୋଟି କୋଟି ଟଙ୍କାର ଚିଟ୍ ଫଣ୍ଡ ଦୁର୍ନୀତି କେନ୍ଦ୍ରବିନ୍ଦୁ ପ୍ରସଙ୍ଗ ଉଠାଇଛି ବିରୋଧୀ ବିଜେପି। କ୍ଷମତାକୁ ଆସିଲେ ୧୮ ମାସ ମଧ୍ୟରେ ନିବେଶକଙ୍କୁ କ୍ଷତିପୂରଣ ପ୍ରଦାନ କରିବ ବୋଲି ପ୍ରତିଶ୍ରୁତି ଦେଇଛି। ଏହି ଦୁର୍ନୀତିରେ ସମ୍ପୃକ୍ତ ଥିବା…

ରାହୁଲ ଗାନ୍ଧୀଙ୍କୁ ମୋଦୀଙ୍କ ଜବାବ: ଅସାଧୁ ଉପାୟରେ ଫାଇଦା ଦେଇଥିଲେ ଫାଶୀ ଖୁଣ୍ଟରେ ଝୁଲିବାକୁ ପ୍ରସ୍ତୁତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ସେ ଦେଶର ବିକାଶ ଯେଉଁମାନେ କରୁଛନ୍ତି ସେ ତାଙ୍କ ସହିତ ଦୃଢ଼ ଭାବରେ ଠିଆ ହୋଇଛନ୍ତି । ଯଦି ସେ କାହାକୁ ଅସାଧୁ ଢଙ୍ଗରେ ଫାଇଦା ଦେଇଛନ୍ତି ତେବେ ସେ ଦଣ୍ଡ ଭୋଗିବାକୁ ପ୍ରସ୍ତୁତ। କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଥିଲେ, ମୋଦୀ…

ଗଞ୍ଜାମରେ ନିର୍ବାଚନ ହିଂସାକୁ ଦେଖି ୨୦ରେ ମତଦାନ ବେଳେ ସିଏପିଏଫର ୨୦ କମ୍ପାନୀ ମୁତୟନ କରାଯିବ

ଭୁବନେଶ୍ୱର: ଖଲ୍ଲିକୋଟରେ ନିର୍ବାଚନ ଜନିତ ହିଂସାକାଣ୍ଡକୁ ଦେଖି ଗଞ୍ଜାମ ଜିଲ୍ଲାରେ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ (ସିଏପିଏଫ)ର ୨୦ କମ୍ପାନୀ ମୁତୟନ କରାଯିବ। ମେ ୨୦ ତାରିଖରେ ହେବାକୁ ଥିବା ନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ଯାଇ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି।…

ଯଦି ବିକାଶ ହୋଇଛି ଓଡ଼ିଶାରେ ଦାଦନ ସମସ୍ୟା କାହିଁକି ଚରମ ସୀମାରେ: ଖଡ଼ଗେ

ଭୁବନେଶ୍ୱର: ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ ଗୁରୁବାର ଓଡ଼ିଶା ଗସ୍ତ ସମୟରେ ବିଭିନ୍ନ ପ୍ରସଙ୍ଗରେ ବିଜେଡି ଓ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି। ୨୪ ବର୍ଷର ବିଜେଡି ଶାସନ ସତ୍ତ୍ୱେ ଓଡ଼ିଶାରେ ଦାଦନଙ୍କ ନିରନ୍ତର ସମସ୍ୟା ଉପରେ ଆଲୋକପାତ କରିବା ସହ ଏହାକୁ ସବୁଠୁ ବଡ ବେକାରୀ…

ଟିକେଟ୍ କଟିବା ପରେ ବିଜେଡିକୁ ଫେରିଲେ ରାଜୁ ଦାସ, ପ୍ରତିଶ୍ରୁତି ଦେଲେ ଭଦ୍ରକରେ ଶୁଭିବ ଶଙ୍ଖ ଧ୍ବନି

ଭୁବନେଶ୍ୱର: ବିଜେପିରୁ ପ୍ରଥମେ ସୋର ବିଧାନସଭାରୁ ଟିକେଟ୍ ପାଇଥିଲେ ପରେ ଦଳ ଡିଆଁ ପର୍ବରେ ସାମିଲ ହୋଇଥିବା ପର୍ଶୁରାମ ଧଡାଙ୍କୁ ଦଳ ଟିକେଟ୍ ଦେଇଛି। ଏହାପରେ ଅସନ୍ତୋଷ ପ୍ରକାଶ କରିଥିବା ରାଜୁ ଦାସ ବିଜେଡିରେ ସାମିଲ ହୋଇଛନ୍ତି। ବିଜେପିରୁ ଇସ୍ତଫା ପ୍ରଦାନ କରିବା ପରେ ଆଜି ଶଙ୍ଖ ଭବନରେ…

‘ହିସାବ ନ ଦେବା ପର୍ଯ୍ୟନ୍ତ ପାଣ୍ଡିଆନଙ୍କୁ ରାଜନୀତିରୁ ସନ୍ନ୍ୟାସ ନେବାକୁ ଦେବୁନି’

ହିଞ୍ଜିଳି: ବିଜେଡି ନିର୍ବାଚନରେ ହାରିଗଲେ ବିଜେଡି ନେତା ପାଣ୍ଡିଆନ ରାଜନୀତିରୁ ସନ୍ନ୍ୟାସ ନେବେ ବୋଲି କହିଛନ୍ତି । ତେବେ ତାଙ୍କୁ ଏହି ସୁଯୋଗ ଦିଆଯିବ ନାହିଁ । ଓଡ଼ିଶାରେ ଯେଉଁ ସବୁ ଦୁର୍ନୀତି ହୋଇଛି ପ୍ରଥମେ ତାହାର ହିସାବ ଦେବାକୁ ହେବ । ଓଡ଼ିଶାରେ ଯେଉଁ ଖଣିଜ ସମ୍ପଦ ଲୁଟ୍ ହୋଇଛି,…