Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଓଡ଼ିଶାର ବିକାଶ ନାଁରେ ବିଶ୍ୱାସଘାତକତା କରିଛି ବିଜେଡି: ମୋଦି

ବାଲେଶ୍ବର: ଆସନ୍ତା ୧ ତାରିଖ ଦିନ ରାଜ୍ୟରେ ଶେଷ ପର୍ଯ୍ୟାୟରେ ୬ଟି ସଂସଦୀୟ କ୍ଷେତ୍ରରେ ଭୋଟ ଗ୍ରହଣ ହେବ । ଏହି ମଧ୍ୟରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସି ବାରିପଦା  ପରେ ବାଲେଶ୍ୱର ଜିଲ୍ଲାର ରେମୁଣାଠାରେ ଏକ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଛନ୍ତି । ବାଲେଶ୍ୱର…

ସମ୍ବିଧାନ ଓ ଲୋକତନ୍ତ୍ର ପାଇଁ ବିପଦ ବିଜେପି: ଖଡଗେ

ବାଲେଶ୍ୱର: ବାଲେଶ୍ୱରରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେଙ୍କ ପ୍ରଚାର । ଦଳୀୟ କର୍ମୀଙ୍କ ପାଇଁ ପ୍ରଚାର କରିବା ସହ ବିଜେପିକୁ ଟାର୍ଗେଟ କରିଛନ୍ତି ଖଡଗେ । ସେ ବିଶାଳ ଜନସଭାକୁ ସମ୍ବୋଧନ କରିବା ସମୟରେ କହିଛନ୍ତି ଯେ, ଦେଶରେ ବହୁ ମାତ୍ରାରେ ଗରିବ ବୃଦ୍ଧି ପାଇବାରେ ଲାଗିଛି ଆଉ ଏହା…

ସର୍ବକାଳୀନ ରେକର୍ଡ ସହ ଦିଲ୍ଲୀ ଡେଇଁଲା ୫୨ ଡିଗ୍ରୀ, ରାଜ୍ୟରେ ୪୫ ଡିଗ୍ରୀ ପାର୍

ନୂଆଦିଲ୍ଲୀ: ସବୁ ରେକର୍ଡ ଭାଙ୍ଗି ସାରିଲାଣି ଜାତୀୟ ରାଜଧାନୀ ଦିଲ୍ଲୀ । ଆଜି ୫୨.୩ ଡିଗ୍ରୀ ତାପମାତ୍ରାରେ ସର୍ବକାଳୀନ ରେକର୍ଡ କରିଛି ଦିଲ୍ଲୀ । ତତଲା କଡେଇରେ ଖାଲି ଆଉଟୁପାଉଟୁ ହେଉଛନ୍ତି ଦିଲ୍ଲୀ ବାସୀ । ଏହାସହିତ ରାଜସ୍ଥାନର ଅନେକ ଅଞ୍ଚଳ ୫୦ ଡିଗ୍ରୀ ଟପିଛି । ହରିୟାଣାର ଶିର୍ଶାରେ ୫୦.୩…

‘ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟ ଖରାପ ପଛରେ ବଡ ଷଡଯନ୍ତ୍ର?, ବସିବ ଯାଞ୍ଚ କମିଟି…’

ବାରିପଦା: ‘ବର୍ଷକ ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏତେ ଅସୁସ୍ଥ ହେଲେ କିପରି? ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟ ଖରାପ ପଛରେ କିଛି ବଡ ଷଡଯନ୍ତ୍ର ଅଛି କି? ଏଥିପାଇଁ ଦାୟୀ କିଏ? ’ ଆଜି କିଛି ଏଭଳି ପ୍ରଶ୍ନ କରି ପୂରା ଓଡିଶାବାସୀଙ୍କ ମନରେ ଏକ ଆନ୍ଦୋଳନ ସୃଷ୍ଟି କରିଛନ୍ତି ମୋଦି ।…

‘ଆଦିବାସୀ ଜମି ହଡପ କରିବାକୁ ଆଇନ ଆଣିଥିଲା ବିଜେଡି ସରକାର’

ମୟୂରଭଞ୍ଜ: ଆଜି ବାରିପଦାରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ହୁଙ୍କାର ଭରୁଛନ୍ତି ବିଜେପି ସୁପ୍ରିମୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡିଶାର ଖଣିଜ ସମ୍ପଦ ଓ ଲୁଟ୍ ରା୍ଜକୁ ନେଇ ବର୍ଷିଛନ୍ତି ମୋଦୀ । କହିଛନ୍ତି, ବିଜେଡି ସରକାର ଉପରେ ଓଡିଶାବାସୀ ଭରସା କରିଥିଲେ । ବିଜେଡି ସରକାର…

ଓଡିଶାର ୨୫ ବର୍ଷ ସରକାରରେ ବାଜିବ ଫୁଲଷ୍ଟପ୍, ଏହା ମୋଦି ଗ୍ୟାରେଣ୍ଟି

ମୟୂରଭଞ୍ଜ: ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରଚାର ମଇଦାନରେ ଦଳର ହେଭିଓ୍ବେଟ । ଏଥିପାଇଁ ଆଜି ଓଡିଶା ଗସ୍ତରେ ଆସି ବାରିପଦାବାସୀଙ୍କୁ ପ୍ରଥମେ ଉଦ୍ବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ନିଜର ବକ୍ତବ୍ୟ ରେ ସେ କହିଛନ୍ତି, ଆଜି ଓଡ଼ିଶାରେ ମୋର ନିର୍ବାଚନ ପ୍ରଚାରର ଶେଷ ଦିନ ।…

ଓଡିଶା ବିଜେପିର ୱାଶିଂ ମେସିନରେ ସ୍ୱଚ୍ଛ ହେଉଛନ୍ତି ବିଜେଡିରୁ ବହିଷ୍କୃତ ନେତା: ବିଜେଡି

ଭୁବନେଶ୍ୱର: ବିଜେପି ଉପରେ ବର୍ଷିଛନ୍ତି ବିଜେଡି ସାଂସଦ ତଥା ବିଜେଡି ମୁଖପାତ୍ର ଡ. ସସ୍ମିତ ପାତ୍ର । ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡ. ପାତ୍ର, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା, ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଓ ବ୍ରହ୍ମପୁର…

‘ମୁଖ୍ୟମନ୍ତ୍ରୀ କୌଣସି ରବର ଷ୍ଟାମ୍ପ ନୁହନ୍ତି, ତାଙ୍କୁ ଅପମାନିତ କରନ୍ତୁ ନାହିଁ’

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନଙ୍କ ଭିଡିଓକୁ ଦୁର୍ଭାଗ୍ୟଜନକ କହିଲେ ସମୀର ମହାନ୍ତି । ଭିଡିଓରେ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କୁ ଗୋଡ଼ରେ ଆଡ଼େଇ ଦେଉଛନ୍ତି ।ମୁଖ୍ୟମନ୍ତ୍ରୀ କୌଣସି ରବର ଷ୍ଟାମ୍ପ ନୁହନ୍ତି, ତାଙ୍କୁ ଅପମାନିତ କରନ୍ତୁ ନାହିଁ । ସେ ଗୁମାସ୍ତାକୁ ସତର୍କ କରାଇ ଦେଉଛୁ,…

ଶାସନରେ ରହି କ୍ଷମତାର ଅପବ୍ୟବହାର କରିଛନ୍ତି:ଭର୍ତ୍ତୃହରି

ଭୁବନେଶ୍ବର: ପାଣ୍ଡିଆନଙ୍କୁ କଡା ସମାଲୋଚନା କଲେ ବିଜେପି ନେତା ଭର୍ତ୍ତୃହରି ମହତାବ । ଇସିଆଇର କାର୍ଯ୍ୟାନୁଷ୍ଠାନକୁ ନେଇ ପାଣ୍ଡିଆନଙ୍କ ପ୍ରତିକ୍ରିୟାକୁ ସମାଲୋଚନା କରିଛନ୍ତି ଭର୍ତ୍ତୃହରି । କହିଲେ ଯିଏ ଯେଉଁ ପ୍ରକୃତିର ସିଏ ସେଇ ପ୍ରକୃତିର ଲୋକଙ୍କୁ ସମର୍ଥନ କରେ । ଇସିଆଇର…

 ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ବଡ ଝଟକା, ଖାରଜ ହେଲା ଅନ୍ତରୀଣ ଜାମିନ ବୃଦ୍ଧି ଆବେଦନ

ନୂଆଦିଲ୍ଲୀ: କେଜ୍ରିଓ୍ବାଲଙ୍କୁ ମିଳିଲାନି ଆଶ୍ବସ୍ତି, ଜୁନ୍ ୨ରେ ପୁଣି ଯିବେ ଜେଲ୍ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଜାମିନ ବୃଦ୍ଧି ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଏହା ଉପରେ କୌଣସି ବି ଶୁଣାଣି କରିବାକୁ ସିଧା ସିଧା ମନା କରିଦେଇଛନ୍ତି ବିଚାରପତି ।…