Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଏସସିବିରେ ଭର୍ତ୍ତି ହେଲେ ପ୍ରଶାନ୍ତ ଜଗଦ୍ଦେବ

ଖୋର୍ଦ୍ଧା: ଏସସିବିରେ ଭର୍ତ୍ତି ହେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଖୋର୍ଦ୍ଧା ଜେଲରୁ ତାଙ୍କୁ ଅଣାଯାଇ କଟକ ଏସସିବିରେ ଭର୍ତ୍ତି କରାଯାଇଛି । ଅସୁସ୍ଥତା କାରଣ ଦର୍ଶାଇ ଓକିଲଙ୍କ ଆବେଦନ ଆଧାରରେ ଆଜି ଭୋର ୪ଟା ସମୟରେ ତାଙ୍କୁ ନମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ।…

ବୁମେରାଂ ହେଲା ଜଗଦ୍ଦେବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ଅଫିସରଙ୍କ ପାଇଁ ସତର୍କ ଘଣ୍ଟି ?

ଭୁବନେଶ୍ୱର: ନିର୍ବାଚନ ବେଳ ଶେଷ ଥର ପାଇଁ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶା ଆସୁଛନ୍ତି । ଶେଷ ପର୍ଯାୟରେ ସମସ୍ତ ବଳ ଲଗାଇ କିଭଳି ଅଧିକ ଆସନ ଓଡିଶାରେ ବିଜେପି ଜିତିବ ସେ ଲକ୍ଷ୍ୟରେ ରହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏହାପୂର୍ବରୁ ମଙ୍ଗଳବାର ସକାଳେ ପ୍ରଧାନମନ୍ତ୍ରୀଙ୍କ…

ଶ୍ରୀମନ୍ଦିର ହୁଣ୍ଡିରୁ ମିଳିଲା ୧ କିଲୋଗ୍ରାମରୁ ଅଧିକ ସୁନା

ପୁରୀ: ଶ୍ରୀମନ୍ଦିର ହୁଣ୍ଡିରୁ ବାହାରିଲା ୧ କିଲୋ ୮୦୦ ମିଲିଗ୍ରାମ ସୁନା । କେହି ଜଣେ ଭକ୍ତ ଏହି ସୁନା ଦାନ କରିଛନ୍ତି । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ପରିଚୟ ଜଣାପଡିନାହିଁ । ତେବେ ପ୍ରଥମଥର ପାଇଁ ଶ୍ରୀମନ୍ଦିର ହୁଣ୍ଡିରୁ ଏତେ ପରିମାଣର ସୁନା ବାହାରିଥିବା କୁହାଯାଉଛି ।…

ପ୍ରଶାନ୍ତ ଜଗଦ୍ଦେବ ଇଭିଏମ୍ ଭାଙ୍ଗିବା ମାମଲା: ତ୍ବରିତ ତଦନ୍ତ ପାଇଁ ନିର୍ଦ୍ଦେଶ, ସିସିଟିଭି ଫୁଟେଜର ହେବ ଯାଞ୍ଚ

ଭୁବନେଶ୍ୱର: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ନିକୁଞ୍ଜ ବିହାରୀ ଧଳ କାଉଁରୀପାଟଣା ବୁଥ୍ ସହ ଜଡ଼ିତ ସିସିଟିଭି ଫୁଟେଜ୍ ର ସତ୍ୟତା ଯାଞ୍ଚ କରିବାକୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସୋସିଆଲ ମିଡିଆରୁ ଭିଡିଓର ସମୀକ୍ଷା କରି ତୁରନ୍ତ ରିପୋର୍ଟ ଦେବାକୁ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ…

ରାସ୍ତା କଡକୁ ଓଲଟିଲା ଯାତ୍ରୀବାହୀ ବସ୍; ୩ ମୃତ, ୩୦ରୁ ଉର୍ଦ୍ଧ୍ବ ଆହତ

କନ୍ଧମାଳ: କନ୍ଧମାଳ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରାସ୍ତା କଡକୁ ଓଲଟି ପଡିଲା ଯାତ୍ରୀବାହୀ ବସ୍‌ । ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି । ସମସ୍ତଙ୍କୁ ସ୍ଥାନୀୟ ମେଡ଼ିକାଲ୍‌ ରେ ଭର୍ତ୍ତି କରାଯାଇଛି । ଖବରମୁତାବକ, ‘ସାଲୁଙ୍କି’ ନାମକ ଏକ…

ଆସନ୍ତୁ ଜାଣିବା ଗତ ନିର୍ବାଚନର ଅଧିକ ଓ କମ ବ୍ୟବଧାନରେ କେଉଁମାନେ ବିଜୟ ହାସଲ କରିଥିଲେ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ଶେଷ ପର୍ଯ୍ୟାୟରେ ପଂହଚିଛି । ଅନ୍ତିମ ଚରଣର ମତଦାନ ଜୁନ ୧ରେ ହେବ । ଜୁନ ୪ରେ ୫୪୩ରୁ ୫୪୨ ସିଟର ପରିଣାମ ଘୋଷିତ ହେବ । ସୁରଟ ସିଟରେ ବିଜେପି ନିର୍ବିରୋଧରେ ବିଜୟ ହାସଲ କରିସାରିଛି । ବିଜେପି ସର୍ବାଧିକ ୩୦୩ ଓ କଂଗ୍ରେସ ୫୨ ସିଟରେ ବିଜୟ ହାସଲ କରିଥିଲା…

ଜି ମିଡିଆର ସମସ୍ତ ଚ୍ୟାନେଲର ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇଲା ପଞ୍ଜାବ ସରକାର!

ନୂଆଦିଲ୍ଲୀ: ପଞ୍ଜାବ ସରକାର ରାଜ୍ୟରେ ଜି ମିଡିଆର ସମସ୍ତ ଚ୍ୟାନେଲର ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଭଗବନ୍ତ ମାନ ସରକାର ଏହି ନିଷ୍ପତ୍ତି ସମ୍ପର୍କରେ କୌଣସି ବିଧିବଦ୍ଧ ବିଜ୍ଞପ୍ତି କିନ୍ତୁ ଜାରି କରିନାହାନ୍ତି। ତେବେ ପଞ୍ଜାବରେ ଦର୍ଶକ ମାନେ ଜି ନ୍ୟୁଜ ଆସୁନଥିବା ନେଇ ଅଭିଯୋଗ…

ଆଇପିଏସ ଡିଏସ୍‌ କୁଟ୍ଟେଙ୍କୁ ସସ୍‌ପେଣ୍ଡ କଲେ ନିର୍ବାଚନ କମିଶନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବତନ୍ତ୍ର ସଚିବ ଥିବା ବରିଷ୍ଠ ଆଇପିଏସ୍ ଅଫିସର ଡିଏସ୍ କୁଟ୍ଟେଙ୍କୁ ନିର୍ବାଚନ କମିଶନ ନିଲମ୍ବିତ କରିଛନ୍ତି। ଏ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅବଗତ କରାଇଛନ୍ତି ନିର୍ବାଚନ କମିଶନ। ଆଇପିଏଲ କୁଟ୍ଟେ ହେଉଛନ୍ତି ରାଜ୍ୟର ଅନ୍ୟତମ…

‘ଅଣ-ପ୍ରସଙ୍ଗକୁ ପ୍ରସଙ୍ଗରେ ପରିଣତ କରିବାକୁ ଯାଇ ବିଜେପି ମୋ ହାତ ଉପରେ ଫୋକସ କରୁଛି’

ଭୁବନେଶ୍ୱର: ଏକ ଦଳୀୟ ନିର୍ବାଚନୀ ସଭାରେ ବିଜେଡି ନେତା ଭିକେ ପାଣ୍ଡିଆନ ନବୀନ ପଟ୍ଟନାୟକଙ୍କ ଥରୁଥିବା ହାତ ଧରି ଏହାକୁ ଜନସାଧାରଣଙ୍କ ଦୃଷ୍ଟିରୁ ଲୁଚାଇବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି । ଏବେ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଜେଡି ନେତା ପାଣ୍ଡିଆନ୍…

ମହାକାଳପଡା ମହାମୁକାବିଲା

ଭୁବନେଶ୍ବର: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବିଧାନସଭାରୁ ଗତ ତିନିଥର ହେଲା ଜିତିଆସୁଛନ୍ତି ବିଜେଡି ବିଧାୟକ ଅତନୁ ସବ୍ୟସାଚୀ ନାୟକ। ବିଜେଡି ତାଙ୍କୁ ଚତୁର୍ଥ ଥର ପାଇଁ ମହାକାଳପଡାରୁ ପ୍ରାର୍ଥୀ କରିଛି । ତେବେ ଅତନୁଙ୍କ ଟକ୍କର ଦେବାକୁ ମଇଦାନରେ ରହିଛନ୍ତି ବିଜେପିରୁ ଦୁର୍ଗାପ୍ରସନ୍ନ…