Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଏସଆଇଆର କାମରେ ଅବହେଳା ପାଇଁ ଶିକ୍ଷକ ନିଲମ୍ବିତ

ସୁନ୍ଦରଗଡ଼: ଏସଆଇଆର କାର୍ଯ୍ୟରେ ଅବହେଳା ଅଭିଯୋଗରେ ସବଡ଼େଗା ବ୍ଲକ୍‌ ଗାଙ୍ଗପୁରଗଡ଼ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଘନଶ୍ୟାମ ବୁଖ୍ରା ନିଲମ୍ବିତ । ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ରିପୋର୍ଟରେ ତାଙ୍କୁ ସୁନ୍ଦରଗଡ଼ ଉପଜିଲ୍ଲାପାଳ ତେଜସ୍ବିନୀ ବେହେରା ନିଲମ୍ବନ କରିଛନ୍ତି। ଶିକ୍ଷକ ଘନଶ୍ୟାମ…

Double murder: ମା’-ଝିଅଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା

ମୟୂରଭଞ୍ଜ:ମୟୂରଭଞ୍ଜ ଜିଲ୍ଲା ମହୁଲଡିହାରେ ଡବଲ ମର୍ଡର। ମା' ଓ ଝିଅଙ୍କୁ ହାଣି ହତ୍ୟା କଲେ ଦୁର୍ବୃତ୍ତ। ମୟୂରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଅନ୍ତର୍ଗତ ଡକେଇପାଳ ଗାଁର ମୁକ୍ତାଝରୀ ସାହିରେ ଘଟିଛି ଏହି ନୃଶଂସ ହତ୍ୟାକାଣ୍ଡ। ମୃତକାମାନେ ହେଲେ ସୀତାମଣି ଟୁଡୁ (୩୦) ଏବଂ ତାଙ୍କର ଝିଅ ଜବାମଣି…

୨ନାବାଳିକାଙ୍କୁ କରାଯାଇଥିବା ଦୁଷ୍କର୍ମ ମାମଲାର ଶୁଣାଣି; ଉଭୟ ଦୋଷୀଙ୍କୁ ଜେଲ୍‌ ଦଣ୍ଡ

ଭୁବନେଶ୍ବର: ଭିନ୍ନଭିନ୍ନ ସ୍ଥାନରେ ୨ଜଣ ନାବାଳିକାଙ୍କୁ କରାଯାଇଥିବା ଦୁଷ୍କର୍ମ ମାମଲାର ଆଜି ଶୁଣାଣି ହୋଇଛି। ଝାରସୁଗୁଡ଼ା ଜିଲ୍ଲା ବନହରପାଲି ମାମଲାରେ ଦୋଷୀକୁ ଅଦାଲତ ୨୦ ବର୍ଷ ଜେଲ୍‌ ଦଣ୍ଡ ଶୁଣାଇଛନ୍ତି। ସେହିପରି ଯାଜପୁର ଦୁଷ୍କର୍ମକାରୀକୁ ୧୨ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଲେ ଯାଜପୁର…

ଖେଳ ପଡ଼ିଆରୁ ସନ୍ତ୍ରାସବାଦର ଗୁପ୍ତ ସୁଡ଼ଙ୍ଗ; ପୂର୍ବତନ ଖେଳାଳିଙ୍କ ଭାଇଙ୍କ ମୃତ୍ୟୁ ପରେ ଖୋଲିଲା ବଡ଼ ସାଙ୍ଘାତିକ ସତ

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପେଶ ବୋଲର ତଥା କ୍ରିକେଟ ତାରକା ସୋଏବ ଅଖତରଙ୍କ ପରିବାରକୁ ନେଇ ସୃଷ୍ଟି ହୋଇଥିବା ଏକ ସମ୍ବେଦନଶୀଳ ଘଟଣା ଏବେ ସୀମାପାର ରାଜନୀତି ଓ ପ୍ରତିରକ୍ଷା ମହଲରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ନିକଟରେ ସୋଏବ ଅଖତରଙ୍କ ଭାଇଙ୍କ ଶେଷକୃତ୍ୟ ସମ୍ପନ୍ନ…

ଯୁବପିଢ଼ିଙ୍କୁ ବରବାଦ୍‌ କରିବାକୁ ସ୍ପେଶାଲ୍‌ ଡେଲିଭରୀ; ଭୁବନେଶ୍ୱରରୁ ଗିରଫ ହେଲା ବଡ଼ ନିଶା ବେପାରୀ

ଭୁବନେଶ୍ୱର: ରାଜଧାନୀରେ ପୁଣି ଥରେ ଧଳାଜହରର କାଳ କାରବାର ସାମ୍ନାକୁ ଆସିଛି, ଯାହା ସ୍ଥାନୀୟ ବାସିନ୍ଦା ଏବଂ କମିଶନରେଟ୍ ପୋଲିସର ନିଦ ହଜାଇ ଦେଇଛି। ଏକ ଗୁପ୍ତ ସୂଚନା ଆଧାରରେ ଭୁବନେଶ୍ୱରର ଏକ ବ୍ୟସ୍ତବହୁଳ ଅଞ୍ଚଳରେ ଚଢ଼ାଉ କରାଯାଇ ପୋଲିସ ଏକ ବଡ଼ ଧରଣର ନିଶା କାରବାରର ପର୍ଦ୍ଦାଫାଶ କରିଛି।…

ରୋଗୀଙ୍କ ମୃତ୍ୟୁ ପରେ ରଣକ୍ଷେତ୍ର ପାଲଟିଲା ଏମ୍ସ ପରିସର; ଜରୁରୀକାଳୀନ ୱାର୍ଡ ଭିତରେ ଡାକ୍ତରଙ୍କ ସହ କଣ ଘଟିଲା?

ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱର ପରିସରରେ ଜଣେ ରୋଗୀଙ୍କ ମୃତ୍ୟୁକୁ କେନ୍ଦ୍ର କରି ଡାକ୍ତରଖାନା କର୍ତ୍ତୃପକ୍ଷ ଏବଂ ମୃତକଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଚରମ ଉତ୍ତେଜନା ପ୍ରକାଶ ପାଇଛି। ରୋଗୀ ଚିକିତ୍ସାରେ ଅବହେଳା କରାଯାଇଥିବା ନେଇ ପରିବାର ଲୋକ ଅଭିଯୋଗ ଆଣିବା ସହ କାର୍ଯ୍ୟରତ ଡାକ୍ତରଙ୍କ ଉପରକୁ…

ଭୂ-କମ୍ପର ଝଟକାରେ ଥରିଲା ଉତ୍ତର ଭାରତ, ରିକ୍ଟର ସ୍କେଲରେ ତୀବ୍ରତା ୬.୨

ଶ୍ରୀନଗର: ଭୂ-କମ୍ପର ଝଟକାରେ ଥରିଲା ଉତ୍ତର ଭାରତର କିଛି ରାଜ୍ୟ । ଦିଲ୍ଲୀ ସହିତ ଭୂକମ୍ପର ତୀବ୍ର ଝଟକାରେ ଥରିଲା ଜମ୍ମୁ-କାଶ୍ମୀର ଓ ଚଣ୍ଡିଗଡ଼ । ନ୍ୟାସନାଲ ଜିୟୋଲଜିକାଲ ସର୍ଭେ ଅଫ୍ ଇଣ୍ଡିଆ ମୁତାବିକ, ଏହାର କେନ୍ଦ୍ର ଆଫଗାନିସ୍ତାନର ହିନ୍ଦୁକୁଶରେ ଭୂପୃଷ୍ଠ ଠାରୁ ୨୧୫ କିଲୋମିଟରର…

Intelligence Alert:ଗୁଇନ୍ଦା ବିଭାଗର ସତର୍କ ସୂଚନା..ମନ୍ଦିର ଏବଂ ରେଳ ଷ୍ଟେସନକୁ ଟାର୍ଗେଟ କରିପାରନ୍ତି ଖାଲିସ୍ତାନୀ…

ନୂଆଦିଲ୍ଲୀ:ଗୁଇନ୍ଦା ସଂସ୍ଥାଗୁଡ଼ିକ ଆତଙ୍କବାଦୀ ଆକ୍ରମଣ ସତର୍କତା ଜାରି କରିଛନ୍ତି। ସୂତ୍ର ଅନୁସାରେ, ଆତଙ୍କବାଦୀମାନେ ଉତ୍ତରାଖଣ୍ଡ ଏବଂ ଦିଲ୍ଲୀରେ ମନ୍ଦିରଗୁଡ଼ିକୁ ଟାର୍ଗେଟ କରିପାରନ୍ତି। ଏକ ସତର୍କ ସୂଚନା ଅନୁଯାୟୀ, ଆଗାମୀ ଦିନରେ ଖାଲିସ୍ତାନୀ ଆତଙ୍କବାଦୀମାନେ ଏକ ବଡ଼ ଆକ୍ରମଣ…

ଏମକେସିଜି ମେଡିକାଲରେ ପ୍ରଥମ ବିରଳ ଅସ୍ତ୍ରୋପଚାର; ୨୧ ଦିନର ଶିଶୁ ପାଇଲା ନୂଆ ଜୀବନ

ବ୍ରହ୍ମପୁର: ବ୍ରହ୍ମପୁର ଏମକେସିଜି ମେଡିକାଲ ଡାକ୍ତରଙ୍କୁ ବଡ ସଫଳତା । ଏମକେସିଜି ଇତିହାସରେ ପ୍ରଥମ ବିରଳ ଅସ୍ତ୍ରୋପଚାର କରି ୨୧ ଦିନର ଶିଶୁକୁ ଦେଲେ ନୂଆ ଜୀବନ । ନବରଙ୍ଗପୁର ଜିଲ୍ଲା ତଣ୍ଡା ଗାଁ ପର୍ଶୁ ଗୌଡ଼ଙ୍କ ନବଜାତ ଶିଶୁର ମେରୁଦଣ୍ଡଟି ସମ୍ପୂର୍ଣ୍ଣ ରୂପେ ବାହାରକୁ ବାହାରି…

ପ୍ୟୁ ରିସର୍ଚ୍ଚ ସର୍ଭେରେ ଖୁଲାସା; ଟ୍ରମ୍ପଙ୍କ ଉପରୁ ଉଠିଲା ଭାରତୀୟଙ୍କ ବିଶ୍ୱାସ, ବେଶି ପସନ୍ଦରେ ଅଛନ୍ତି ପୁଟିନ

ନୂଆଦିଲ୍ଲୀ: ଆମେରିକା ଏବଂ ତାର ରାଷ୍ଟ୍ରପତିଙ୍କ ଲୋକପ୍ରିୟତା ସାରା ବିଶ୍ୱରେ ବହୁତ ହ୍ରାସ ପାଇଛି । ପ୍ୟୁ ରିସର୍ଚ୍ଚର ନୂତନ ତଥ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି, କାରଣ ଭାରତୀୟମାନେ ଏବେ ଟ୍ରମ୍ପଙ୍କ ଅପେକ୍ଷା ରୁଷ ରାଷ୍ଟ୍ରପତିଙ୍କୁ ବେଶ ପସନ୍ଦ କରୁଛନ୍ତି । ଗତ ୨୫ ବର୍ଷ ମଧ୍ୟରେ ପ୍ରଥମ ଥର…