Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର: ଆସୁଛି IRCTC ର ନୂଆ ୱେବସାଇଟ୍, ମିନିଟ୍‌କେ ବୁକ୍ ହେବ ଦେଢ଼ ଲକ୍ଷ ଟିକେଟ୍

ନୂଆଦିଲ୍ଲୀ: ଟ୍ରେନ୍ ଟିକେଟ୍ ବୁକିଂ ବେଳେ ୱେବସାଇଟ୍ ହ୍ୟାଙ୍ଗ୍ ହେବା କିମ୍ବା ତତ୍କାଳ ଟିକେଟ୍ ନମିଳିବା ଭଳି ସମସ୍ୟାରୁ ଏବେ ଯାତ୍ରୀଙ୍କୁ ମୁକ୍ତି ମିଳିବ। ରେଳ ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି କେନ୍ଦ୍ର ରେଳ ମନ୍ତ୍ରଣାଳୟ ଆଇଆରସିଟିସି ୱେବସାଇଟ୍‌ର ଏକ ନୂଆ ତଥା ଅତ୍ୟାଧୁନିକ ଭର୍ସନ…

ବନ୍ୟଜନ୍ତୁ ଶିକାର ଅଭିଯୋଗ: ୪ ଗିରଫ

ନୂଆପଡା: କୋମନା ବନ ବିଭାଗକୁ ବନ୍ୟଜନ୍ତୁ ଶିକାର ବିରୋଧୀ ଅଭିଯାନରେ ଏକ ବଡ଼ ସଫଳତା ମିଳିଛି। ବନ୍ୟଜନ୍ତୁ ଶିକାର ଅଭିଯୋଗରେ ୪ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ, କୋମନା ବନ ବିଭାଗ ବିଶେଷ ସୂତ୍ରରୁ ଖବର ପାଇ ଭାଲୁକୋନା ଗାଁରେ ଚଢ଼ାଉ…

ଆମ୍ବୁଲାନ୍ସ ପହଞ୍ଚିଲାନି, ଟ୍ରାକ୍ଟରରେ ଜନ୍ମହେଲା ଶିଶୁ କନ୍ୟା

ଭବାନୀପାଟଣା: ଲୋକଙ୍କ ସୁବିଧା ପାଇଁ ସରକାର ପ୍ରତିବର୍ଷ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ସରକାରଙ୍କ ସେହି ଅର୍ଥ ସଠିକ କାମରେ ନଲାଗିପାରିବାରୁ ଆଜି ବି ଅନେକ ଲୋକ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି । ରାଜ୍ୟରେ ଥିବା ଦୁର୍ଗମ ଅଞ୍ଚଳବାସୀ ଆଜି ବି ଅନେକ ସୁବିଧା ପାଇବାରୁ…

ଏଣିକି ନିଜ ଜିଲ୍ଲାରେ ରହିପାରିବେନି ବନ ଅଧିକାରୀ: ସରକାରଙ୍କ କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର: ବନ ଅଧିକାରୀଙ୍କ ପାଇଁ ଆସିଲା କଡ଼ା ନିୟମ। ଏଣିକି ନିଜ ଜିଲ୍ଲାରେ ରହିପାରିବେନି ବନ ଅଧିକାରୀ। ବନ ବିଭାଗର ବଦଳି ନିର୍ଦ୍ଦେଶକୁ କେତେକ ଅଧିକାରୀ ପାଳନ କରିବାରେ ବିଳମ୍ବ କରୁଥିବା ପ୍ରସଙ୍ଗରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଷ ରାମ ସିଂ ଖୁଣ୍ଟିଆ ଏକ ବୟାନ ଜାରି କରିଛନ୍ତି। ସେ…

କଳାବଜାରୀର ପର୍ଦ୍ଦାଫାଶ: ଏକ୍ସପାୟାର୍ଡ କସମେଟିକ୍ସ ଓ ଖାଦ୍ୟ ବିକୁଥିବା ବାପା-ପୁଅ ଗିରଫ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଖାଦ୍ୟ ଏବଂ ପ୍ରସାଧନ ସାମଗ୍ରୀ ନାଁରେ ଚାଲିଥିବା ଏକ ବଡ଼ ଧରଣର ଜାଲିଆତି ଓ କଳାବଜାରୀର ପର୍ଦ୍ଦାଫାଶ ହୋଇଛି। ମିଆଦ ପୂର୍ଣ୍ଣ ହୋଇଯାଇଥିବା ସାମଗ୍ରୀରେ ନୂଆ ଲେବଲ୍ ଲଗାଇ ବଜାରରେ ବିକ୍ରି କରୁଥିବା ଅଭିଯୋଗରେ ପୋଲିସ ଏକ ବାପା-ପୁଅ ଯୋଡ଼ିକୁ ଗିରଫ କରିଛି।…

ସମ୍ୱଲପୁର ଜିଲ୍ଲା କୋର୍ଟକୁ ପୁଣି ବୋମା ଧମକ

ସମ୍ବଲପୁର: କୋର୍ଟକୁ ପୁଣି ବୋମା ଧମକ। ସମ୍ବଲପୁର ଜିଲ୍ଲା କୋର୍ଟକୁ ବୋମା ଯୋଗେ ଉଡାଇ ଦେବାକୁ ଧମକପୂର୍ଣ୍ଣ ଇ-ମେଲ ଆସିଛି । ଧମକପୂର୍ଣ୍ଣ ମେଲ୍ ଆସିବା ପରେ କୋର୍ଟ ପରିସରକୁ ତୁରନ୍ତ ଖାଲି କରାଯାଇଛି । ସୁରକ୍ଷା ବ୍ୟବସ୍ଥାକୁ ଯଥେଷ୍ଟ କଡ଼ାକଡ଼ି କରାଯାଇଛି। ପୁଲିସ ଏବଂ ସୁରକ୍ଷା ଦଳ ଦ୍ୱାରା…

ଅନୁଗୋଳ କୋର୍ଟକୁ ବୋମା ଧମକ: ବଢିଲା ସୁରକ୍ଷା ବ୍ୟବସ୍ଥା, ଖୋଳତାଡ଼ ଜାରି

ଅନୁଗୋଳ: ଅନୁଗୋଳ ଜିଲ୍ଲା ଓ ଦୌରା ଜଜ୍ କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି । ଏକ ଅଜ୍ଞାତ ଇମେଲ୍ ଜରିଆରେ ଏହି ଧମକ ମିଳିଥିବା ଜଣାପଡିଛି । ଗତ ବିଳମ୍ବିତ ରାତି ପ୍ରାୟ ୨ଟା ୩୦ ମିନିଟରେ ଜିଲ୍ଲା ଜଜ୍‌ଙ୍କ ସରକାରୀ ମେଲ୍‌କୁ ଏହି ଧମକପୂର୍ଣ୍ଣ ବାର୍ତ୍ତା ଆସିଥିଲା । ଆଜି ସକାଳେ…

OCCL ନିର୍ବାହୀ ଯନ୍ତ୍ରୀ ସଂଜୟ କିସପଟ୍ଟାଙ୍କ ଅମାପ ସମ୍ପତ୍ତି; ୪ ମହଲା ଲଜ୍ ଓ ୮ ପ୍ଲଟ..

ଭୁବନେଶ୍ୱର: ସୋମବାର ଦିନ ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ଓଡ଼ିଶା ନିର୍ମାଣ ନିଗମ (OCC) ଲିମିଟେଡର ଜଣେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସଞ୍ଜୟ କୁମାର କିସପଟ୍ଟାଙ୍କ ସମ୍ପତ୍ତି ଉପରେ ଏକକାଳୀନ ଚଢାଉ ସମୟରେ ୨୩ଟି କୋଠରୀ ବିଶିଷ୍ଟ ଚାରି ମହଲା ଲଜ୍ ଏବଂ ଆଠଟି ଉଚ୍ଚ ମୂଲ୍ୟର ପ୍ଲଟ୍ ସହିତ ଠାବ…

ଯୁବକଙ୍କୁ ମାଡ ମାରିବା ଭିଡିଓ ଭାଇରାଲ ଘଟଣା,ମୁଖ୍ୟ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର:ଜଣେ ଯୁବକଙ୍କୁ ଗୋଟିଏ ଘରେ ରଖି ପ୍ଲାଷ୍ଟିକ୍ ପାଇପ୍‌ରେ ମାଡ ମାରିବା ଭିଡିଓ ଭାଇରାଲ ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ଭିଡିଓ ଭାଇରାଲ୍ ହେବା ପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେଇଛି ବ୍ରହ୍ମପୁର ସଦର ଥାନା ପୁଲିସ । ଭିଡିଓକୁ ଆଧାର କରି ମୁଖ୍ୟ ଅଭିଯୁକ୍ତ…

ଦୁଇଟି ପ୍ରମୁଖ ଦାବି ନେଇ ଆମରଣ ଅନଶନରେ ବସିଲେ ଚାମେଲି ଓଝା

ଭୁବନେଶ୍ୱର: ଆମରଣ ଅନଶନରେ ବିସଲେ କେନ୍ଦ୍ରାପଡ଼ା ଜିଲ୍ଲା ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝା । ନିଜର ଦୁଇଟି ମୁଖ୍ୟ ଦାବି ପୂରଣ ପାଇଁ ସେ ଭୁବନେଶ୍ୱର ଲୋୟର ପିଏମଜିରେ ଏହି ଧାରଣା ଦେଇଛନ୍ତି । ତାଙ୍କ ପ୍ରତି ହୋଇଥିବା ଅନ୍ୟାୟ ଓ ଅତ୍ୟାଚାରର ବିଚାର ଦାବି କରି ଅନଶନ ଆରମ୍ଭ କରିଛନ୍ତି ।…