Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଅନଧିକୃତ ଏବଂ ବେଆଇନ୍ ବିଦ୍ୟୁତ ପୁନଃ ସଂଯୋଗ ବିରୋଧରେ ଟିପିଏସ୍ଓଡିଏଲର ଦୃଢ଼ କାର୍ଯ୍ୟାନୁଷ୍ଠାନ

ବ୍ରହ୍ମପୁର: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏସ୍ଓଡିଏଲ୍), ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନଧିକୃତ ଏବଂ ବେଆଇନ ବିଦ୍ୟୁତ ଯୋଗାଣ ଠାବ କରିଛି । ଏ ସଂକ୍ରାନ୍ତରେ କମ୍ପାନୀ ଅନୈତିକ କାର୍ଯ୍ୟକଳାପରେ ଲିପ୍ତ…

ଭାରତ ସରକାରଙ୍କ ପକ୍ଷରୁ କଳିଙ୍ଗନଗର ସ୍ଥିତ ନୀଳାଚଳ ଇସ୍ପାତର ସମ୍ପସ୍ରାରଣକୁ ମିଳିଲା ପରିବେଶ ମଞ୍ଜୁରୀ

କଳିଙ୍ଗନଗର: ଓଡ଼ିଶାର ଇସ୍ପାତ ଶିଳ୍ପ ଜଗତରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି । ନୀଳାଚଳ ଇସ୍ପାତ ନିଗମ (ଏନଆଇଏନଏଲ୍) ଏହାର ବାର୍ଷିକ ଉତ୍ପାଦନ କ୍ଷମତାକୁ ବର୍ତ୍ତମାନର ୧ ଏମଟିପିଏ (ମିଲିୟନ ଟନ)ରୁ ୪.୮ ଏମଟିପିଏ କୁ ବୃଦ୍ଧି କରିବା ପାଇଁ ତାର ପ୍ରଥମ ପର୍ଯ୍ୟାୟ ସମ୍ପ୍ରସାରଣ କାର୍ଯ୍ୟ…

Suicide Attack in Nigeria: ନାଇଜେରିଆର ମୈଦୁଗୁରି ସହରରେ ଆତ୍ମଘାତୀ ଆକ୍ରମଣ; ୨୩ ମୃତ, ୧୦୦ ରୁ ଅଧିକ ଆହତ

ଆବୁଜା: ରମଜାନ ମାସରେ ନାଇଜେରିଆର ମୈଦୁଗୁରି ସହରରେ ଏକ ଆତ୍ମଘାତୀ ଆକ୍ରମଣ ହୋଇଛି । ଯେଉଁଥିରେ ୨୩ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ନାଇଜେରିଆ ପୋଲିସ ପକ୍ଷରୁ ଏହି ସୂଚନା ଦିଆଯାଇଛି । ମଙ୍ଗଳବାର ଏହି ଆତ୍ମଘାତୀ ଆକ୍ରମଣ ବିଷୟରେ ସୂଚନା ଦେବା ସମୟରେ, ନାଇଜେରିଆ ପୋଲିସ କହିଛି ଯେ,…

ଆଫଗାନିସ୍ତାନରେ ଅହମଦୀମାନଙ୍କ ଉପରେ ଅତ୍ୟାଚାର ଓ ବିମାନ ଆକ୍ରମଣ ପାଇଁ ପାକିସ୍ତାନକୁ କଡା ନିନ୍ଦା କଲା ଭାରତ

ନୂଆଦିଲ୍ଲୀ: ଭାରତ ପାକିସ୍ତାନକୁ କଡ଼ା ସମାଲୋଚନା କରି କହିଛି ଯେ ଇସଲାମଫୋବିୟାର କାହାଣୀ ତିଆରି କରିବା ଇସଲାମାବାଦର ଏକ ଦୀର୍ଘକାଳୀନ ଅଭ୍ୟାସରେ ପରିଣତ ହୋଇଛି । ଭାରତ ପ୍ରଶ୍ନ କରିଛି ଯେ ପାକିସ୍ତାନ ଅହମଦୀୟା ମୁସଲିମ ସମ୍ପ୍ରଦାୟ ଉପରେ ଏହାର ନିର୍ମମ ଦମନ, ଲକ୍ଷ ଲକ୍ଷ ଅସହାୟ ଆଫଗାନଙ୍କୁ…

ଡ୍ରୋନ୍ ସାହାଯ୍ୟରେ ଭାରତରେ ଆତଙ୍କ ସୃଷ୍ଟି କରିବା ଷଡ଼ଯନ୍ତ୍ର ପଣ୍ଡ, ଜଣେ ଆମେରିକୀୟ ସହ ୬ ୟୁକ୍ରେନୀୟ ନାଗରିକ ଗିରଫ

ନୂଆଦିଲ୍ଲୀ: ଭାରତର ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ଏକ ପ୍ରମୁଖ ଆନ୍ତର୍ଜାତୀୟ ଆତଙ୍କବାଦୀ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କରି ୭ ଜଣ ବିଦେଶୀ ନାଗରିକଙ୍କୁ ଗିରଫ କରିଛି । ଏହି ବ୍ୟକ୍ତିଙ୍କ ମଧ୍ୟରେ ଜଣେ ଆମେରିକୀୟ ନାଗରିକ ଏବଂ ୬ ଜଣ ୟୁକ୍ରେନୀୟ ନାଗରିକ ଅଛନ୍ତି । ଅଭିଯୁକ୍ତମାନଙ୍କୁ ଅବୈଧ…

Bomb Blast: ଭୟଙ୍କର ବୋମା ବିସ୍ଫୋରଣ: ଛିଡିଗଲା ଯୁବକଙ୍କ ହାତ ପାପୁଲି…

ଡେଲାଙ୍ଗ: ବୋମା ଭିଡୁଥିବା ସମୟରେ ବିସ୍ପୋରଣ ଘଟି ଯୁବକ ଗୁରୁତର । ଏଭଳି ଅଘଟଣ ଘଟିଛି ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅଞ୍ଚଳରେ । ଥାନା ନିକଟରେ ଥିବା ଏକ ଜଙ୍ଗଲରେ ବୋମା ଭିଡୁଥିବା ବେଳେ ବିସ୍ପୋରଣ ଘଟିଥିଲା । ଏଥିରେ ଯୁବକଙ୍କ ହାତ ପାପୁଲି ଛିଡି ଯାଇଥିବା ଜଣାପଡିଛି । ଆହତ ଯୁବକ…

ନିଲମ୍ବିତ ବିଧାୟକଙ୍କୁ ଗୋଟିଏ ପ୍ଲାଟଫର୍ମରେ ସାମିଲ ହେବାକୁ ଆହ୍ୱାନ ଦେଲେ ମୋକିମ୍‌

କଟକ: ରାଜ୍ୟସଭା ନିର୍ବାଚନରେ ଦଳ ବିରୋଧୀ କାର୍ଯ୍ୟପାଇଁ ନିଲମ୍ବିତ ହୋଇଥିବା ବିଧାୟକଙ୍କୁ ବଡ ଆହ୍ୱାନ ଦେଇଛନ୍ତି ପୂର୍ବତନ ବିଧାୟକ ମହମ୍ମଦ ମୋକିମ । ଗୋଟିଏ ପ୍ଲାଟଫର୍ମରେ ସମସ୍ତେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି ସେ । ଝିଅ ସୋଫିଆକୁ କଂଗ୍ରେସ ଦଳ ଅଣଦେଖା କରୁଥିଲା । ବିଶେଷ କରି…

ସମସ୍ୟା ପାଇଁ ଆସିଥିଲେ ଉଠାଇ ନେଲା ପୋଲିସ

ନୂଆପଡା: ସମସ୍ୟା ସମାଧାନ ଆଶାରେ ଆସିଥିଲେ । ସମସ୍ୟା ତ ସମାଧାନ ହେଲାନି ଓଲଟା ପୋଲିସ ଉଠାଇନେଇଛି । ନୂଆପଡା ଜିଲ୍ଲା ଖଡିଆଳ ବ୍ଲକରେ ଏଭଳି ଘଟଣା ଘଟିଛି । ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରକୁ ମାଣ୍ଡୋସିଲ ପଞ୍ଚାୟତର ସତ୍ୟବାନ ଦଣ୍ଡସେନା ନାମକ ଜଣେ ବ୍ୟକ୍ତି ଯାଇଥିଲେ । ସେଠାରେ ନିଜ…

ଏସସିବି ମେଡିକାଲ ଅଗ୍ନିକାଣ୍ଡ ଘଟଣା: ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ବିଧାନସଭା ଶୂନ୍ୟ କାଳରେ ଉଠିଛି ଏସସିବି ଅଗ୍ନିକାଣ୍ଡ ଘଟଣା । ନବୀନ କହିଛନ୍ତି, ଆମ ସରକାରରେ ଏକ ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିଲା । ଏହି ଘଟଣାରେ ତତ୍କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ଇସ୍ତଫା ଦେଇଥିଲେ । ତେଣୁ ଆଜିର ଏହି ଘଟଣା ପାଇଁ ସ୍ବାସ୍ଥ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ…