Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଆହୁରି ପ୍ରଚଣ୍ଡ ହେବ ତାତି; ଏହି ୩ ଜିଲ୍ଲାକୁ ରେଡ୍ ଓ୍ବାର୍ଣ୍ଣିଂ ଜାରି, ଆସନ୍ତା ୪ ଦିନ ଉପକୂଳରେ ଗୁଳୁଗୁଳି

ଭୁବନେଶ୍ବର: ଆହୁରି ୩ ଦିନ କଲବଲ କରିବ ତାତି । ଆସନ୍ତା ୩ ଦିନ ପାଇଁ ୩ ଜିଲ୍ଲାକୁ ରେଡ୍ ଓ୍ବାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । ସମ୍ବଲପୁର, ବଲାଙ୍ଗିର, ବୌଦ୍ଧକୁ ରେଡ୍ ଓ୍ବାର୍ଣ୍ଣିଂ ଜାରି ହୋଇଛି । ସେହିପରି, ଝାରସୁଗୁଡ଼ା, ନୂଆପଡ଼ା, କଳାହାଣ୍ଡି, ବରଗଡ଼ ଓ ସୋନପୁରକୁ ଅରେଞ୍ଜ…

ଏଣିକି ପ୍ରେସକ୍ରିପସନ ଦେଖାଇଲେ ହିଁ ମିଳିବ ‘ପ୍ରେଗାବାଲିନ୍‌’, ଖୁବ ଶୀଘ୍ର ଲାଗୁ ହେବ ନୂଆ ନିୟମ

ଭୁବନେଶ୍ୱର: ଆଉ ବିନା ପ୍ରେସକ୍ରିପସନରେ ମିଳିବନି ‘ପ୍ରେଗାବାଲିନ’ ଔଷଧ । କେବଳ ପ୍ରେସକ୍ରିପସନ ଦେଖାଇଲେ ହିଁ ସ୍ନାୟୁଗତ ଯନ୍ତ୍ରଣା ପାଇଁ ବିକ୍ରି ହେଉଥିବା ଏହି ଔଷଧ ମିଳିପାରିବ । ଆସନ୍ତା ୬ ମାସ ମଧ୍ୟରେ ଏନେଇ ନୂଆ ନିୟମ ଲାଗୁ ହେବ ବୋଲି କେନ୍ଦ୍ର ସରକାର ଗେଜେଟ ବିଜ୍ଞପ୍ତି ପ୍ରକାଶ…

ବଦଳିଲେ ଖୋର୍ଦ୍ଧା ଓ ନୟାଗଡ଼ ଏସ୍‌ପି, ୨ ଦିନ ପୂର୍ବେ ହୋଇଥିଲା ଅଦଳବଦଳ

ଭୁବନେଶ୍ୱର: ଆଇପିଏସ୍ କ୍ୟାଡରରେ ଏକ ଅଦଳବଦଳର ଦୁଇ ଦିନ ପରେ ଓଡ଼ିଶା ସରକାର ସୋମବାର ଦୁଇ ଜଣ ଏସପିଙ୍କ ପୋଷ୍ଟିଂରେ ପରିବର୍ତ୍ତନ କରିଛନ୍ତି। ୨୦୧୩ ବ୍ୟାଚର ଅଧିକାରୀ ସିଆଇଡି-କ୍ରାଇମ୍ ବ୍ରାଞ୍ଚ ଏସପି ପରମାର ସ୍ମିତ ପୁରୁଷୋତ୍ତମଦାସଙ୍କୁ ନୟାଗଡ଼ ବଦଳରେ ଖୋର୍ଦ୍ଧାରେ ଏସ୍ପି ଭାବରେ ବଦଳି…

Nikhil Murder Case: ନିଖିଲ ହାଡ଼ପା ହତ୍ୟାକାଣ୍ଡ ଘଟଣା;ରାଜ୍ୟ ବାହାରୁ ଆଉ ୪ ଅଭିଯୁକ୍ତ ଗିରଫ

ରାୟଗଡା: ବହୁ ଚର୍ଚ୍ଚିତ ନିଖିଲ ହାଡ଼ପା ହତ୍ୟାକାଣ୍ଡ ଘଟଣାରେ ପୋଲିସ ଆଉ ୪ ଅଭିଯୁକ୍ତଙ୍କୁ ବାନ୍ଧିଲା । ପୂର୍ବରୁ ୧୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ଏବେ ଆଉ ୪ ଜଣ ମୁଖ୍ୟ ଷଡଯନ୍ତ୍ରକାରୀଙ୍କୁ ଗିରଫ କରାଯାଇଛି। ଫଳରେ ଏବେ ମୋଟ ଗିରଫ ସଂଖ୍ୟା ୧୬କୁ ବୃଦ୍ଧି…

ମାଓବାଦୀ ଲୁଟ୍ କରିଥିବା ଅସ୍ତ୍ରଶସ୍ତ୍ର ଫେରାଇ ଆଣିବାକୁ ୭ ରାଜ୍ୟକୁ ଚିଠି ଲେଖିଲା ଏସଆଇଡବ୍ଲୁ

ଭୁବନେଶ୍ୱର: ମାଓବାଦୀମାନେ ଲୁଟ୍ କରିଥିବା ଅସ୍ତ୍ରଶସ୍ତ୍ର ଫେରାଇ ଆଣିବାକୁ ଚିଠି ଲେଖିଲା ଏସଆଇଡବ୍ଲୁ । ଓଡ଼ିଶାର ବିଭିନ୍ନ ସ୍ଥାନରୁ ୬୫୦ଟି ଅସ୍ତ୍ରଶସ୍ତ୍ର ଲୁଟ୍ କରିଥିଲେ ମାଓବାଦୀ । ସେଥିରୁ ୪୨୦ଟି ଅସ୍ତ୍ରର ସନ୍ଧାନ ମିଳିଥିବା ବେଳେ ଏବେ ବି ଅନେକ ଅସ୍ତ୍ର ଠାବ ହୋଇନାହିଁ । ତେଣୁ ଏସବୁ…

SC on Twisha Sharma case: “ଝିଅ ମରିଯିବା ଠାରୁ ଭଲ ଛାଡପତ୍ର ପାଇଥିବା ଝିଅ”, ସୁପ୍ରିମକୋର୍ଟରେ…

ନୂଆଦିଲ୍ଲୀ:ସୁପ୍ରିମକୋର୍ଟ ସୋମବାର ମଧ୍ୟପ୍ରଦେଶର ଭୋପାଳର ହାଇପ୍ରୋଫାଇଲ ତ୍ୱିଶା ଶର୍ମା ମୃତ୍ୟୁ ମାମଲାର ଶୁଣାଣି କରିଛନ୍ତି। ସୁପ୍ରିମକୋର୍ଟ ଏହି ହାଇପ୍ରୋଫାଇଲ ମାମଲାର ବିଚାର କରି ଏକ ପ୍ରମୁଖ ବୟାନ ଦେଇଛନ୍ତି। ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଏବଂ…

ବ୍ରହ୍ଣପୁରରେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ଘଟଣା; ଭାଷଣ ଛାଡ଼ି ସରକାର ସଜାଗ ହୁଅନ୍ତୁ କହିଲେ ନବୀନ

ଭୁବନେଶ୍ବର: ବ୍ରହ୍ମପୁର ଅମ୍ବିକା ନଗରରେ ଜଗା ସାହୁ ନାମକ ଯୁବକଙ୍କୁ ଗତକାଲି ରାତିରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିଲା । ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଓ ଭୟର ବାତାବରଣ ଦେଖାଦେଇଥିଲା । ଘଟଣା ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ…

ବରିଷ୍ଠ IPS ଦୟାଲ ଗଙ୍ଗୱାରଙ୍କ ବଦଳି, ବାଲିଅନ୍ତା ସୌମ୍ୟ ମୃତ୍ୟୁ ମାମଲାରେ ବିବାଦୀୟ ହୋଇଥିଲେ

ଭୁବନେଶ୍ୱର: ସରକାରୀ ରେଳବାଇ ପୋଲିସ (ଜିଆରପି) କନଷ୍ଟେବଳ ସୌମ୍ୟରଞ୍ଜନ ସ୍ୱାଇଁଙ୍କ ମୃତକଙ୍କ ସହ ବରିଷ୍ଠ IPS ଅଧିକାରୀ ଦୟାଲ ଗଙ୍ଗୱାରଙ୍କ ଲିଙ୍କ୍ ନେଇ ପ୍ରଶ୍ନ ଉଠିବା ସତ୍ତ୍ୱେ ତାଙ୍କୁ ଗୃହ ବିଭାଗରେ OSD ଭାବରେ ବଦଳି କରାଯାଇଛି। ସେ ଯୋଗାଯୋଗ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ (ADGP)…

ଏହି ୩ ଦେଶ ଯିବାକୁ ବାରଣ…

ନୂଆଦିଲ୍ଲୀ: ଆଫ୍ରିକାରେ ଆତଙ୍କ ସୃଷ୍ଟି କରିଛି ମାରାତ୍ମକ ଇବୋଲା ଭାଇରସ । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଡେମୋକ୍ରାଟିକ ରିପବ୍ଲିକ ଅଫ କଙ୍ଗୋ (DR Congo), ୟୁଗାଣ୍ଡା (Uganda) ଏବଂ ଦକ୍ଷିଣ ସୁଦାନ (South Sudan) କୁ ଅନାବଶ୍ୟକ ଯାତ୍ରା ନକରିବା ପାଇଁ ଚେତାବନୀ ଦେଇଛନ୍ତି |…

ଦେବାଶିଷଙ୍କ ଇସ୍ତଫା ପରେ ବିଜେଡିର ତୀବ୍ର ପ୍ରତିକ୍ରିୟା; ‘ସେ ପ୍ରଧାନମନ୍ତ୍ରୀ କି ରାଷ୍ଟ୍ରପତି ପଦ…

ଭୁବନେଶ୍ୱର: ବିଜେଡି ଓ ରାଜ୍ୟସଭା ସାଂସଦ ପଦରୁ ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ପରେ ରାଜ୍ୟ ରାଜନୀତିରେ ହଟଚମଟ ଆରମ୍ଭ ହୋଇଛି। ଦେବାଶିଷ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ନିଜ ଇସ୍ତଫା ପତ୍ର ଦେଇଥିବା ବେଳେ, ତାଙ୍କ ଆଗାମୀ ରାଜନୈତିକ ପଦକ୍ଷେପକୁ ନେଇ ବିଭିନ୍ନ ଚର୍ଚ୍ଚା ଚାଲିଛି। ବିଜେପିରେ ସେ ଯୋଗ…