Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ୟୁପିଏସସି ପ୍ରିଲିମ୍‌ ପାଇଁ ବୃଦ୍ଧି ହେଲା ପରୀକ୍ଷା କେନ୍ଦ୍ର, ଭୁବନେଶ୍ୱର ସହ ଏହି ଦୁଇ ସହରରେ ଅନୁଷ୍ଠିତ ହେବ

ଭୁବନେଶ୍ୱର: ୟୁନିୟନ ପବ୍ଲିକ୍ ସର୍ଭିସ୍ କମିଶନ (ୟୁପିଏସସି) ପ୍ରିଲିମ୍‌ ପାଇଁ ବଢ଼ିଲା ୩ଟି ପରୀକ୍ଷା କେନ୍ଦ୍ର । ଆଗରୁ ସାରା ଦେଶରେ ୮୦ଟି ପରୀକ୍ଷା କେନ୍ଦ୍ର ଥିଲା ହେଲେ ଏବେ ନୂଆ ୩ଟି ଯୋଡି ହେବା ପରେ ଏହା ବୃଦ୍ଧି ପାଇ ୮୩ଟି ସଂଖ୍ୟାରେ ପହଞ୍ଚିଛି । ଆଗରୁ ଓଡ଼ିଶାରେ କଟକ ଓ ସମ୍ବଲପୁରରେ…

୬ ଦିନ ପର୍ଯ୍ୟନ୍ତ ବନ୍ଦ ରହିପାରେ SBI

ନୂଆଦିଲ୍ଲୀ: ଦେଶର ସବୁଠୁ ବଡ଼ ସରକାରୀ ବ୍ୟାଙ୍କ State Bank of India ର ଗ୍ରାହକମାନଙ୍କ ପାଇଁ ବଡ଼ ସୂଚନା ଆସିଛି। ମେ ୨୩ରୁ ୨୮ ତାରିଖ ମଧ୍ୟରେ ଲଗାତାର ଛଅ ଦିନ ପର୍ଯ୍ୟନ୍ତ ବ୍ୟାଙ୍କ ଶାଖା ସେବା ପ୍ରଭାବିତ ହେବାର ସମ୍ଭାବନା ରହିଛି। ସପ୍ତାହାନ୍ତ ଛୁଟି, କର୍ମଚାରୀଙ୍କ ପ୍ରସ୍ତାବିତ…

ତୈଳ ସଙ୍କଟ ମଧ୍ୟରେ ଫାଟିଲା ପାଇପ୍: ବୋହିଗଲା ଲକ୍ଷାଧିକ ଲିଟର ପେଟ୍ରୋଲ

ପାରାଦୀପ: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଜାରି ରହିଥିବାବେଳେ, ସମଗ୍ର ବିଶ୍ବରେ ପେଟ୍ରୋଲ ଡିଜେଲର ନିଅଣ୍ଟିଆ ସ୍ଥିତି ଦେଖିବାକୁ ମିଳିଛି । ଯୋଗାଣ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବା ଆଶଙ୍କାରେ ବିଭିନ୍ନ ସ୍ଥାନରେ ପେଟ୍ରୋଲ ପମ୍ପଗୁଡ଼ିକରେ ତେଲ ପରିମାଣ ସୀମିତ କରାଯାଇଛି । ପ୍ରାୟ ଅଧିକାଂଶ ପେଟ୍ରୋଲ…

India-Cyprus Ties: ଭାରତ -ସାଇପ୍ରସ ରଣନୈତିକ ସହଭାଗୀତା ସମ୍ପର୍କ ବୃଦ୍ଧି; ନିବେଶ-ମିତ୍ରତା ଏବଂ ପ୍ରତିରକ୍ଷା ସହଯୋଗ…

ନୂଆଦିଲ୍ଲୀ: ଭାରତ ଏବଂ ସାଇପ୍ରସ ମଧ୍ୟରେ ସମ୍ପର୍କକୁ ମଜବୁତ କରିବା ପାଇଁ ଶୁକ୍ରବାର ଦିନ ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସାଇପ୍ରସ ରାଷ୍ଟ୍ରପତି ନିକୋସ୍ କ୍ରିଷ୍ଟୋଡୋଲିଡେସ୍ ଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଅନୁଷ୍ଠିତ ହୋଇଥିଲା। ବୈଦେଶିକ…

ଅଂଶୁଘାତରେ ୧୬ ନୁହଁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କଲେ ରାଜ୍ୟ ସରକାର

ଭୁବନେଶ୍ବର: ଅସହ୍ୟ ତାତି ଓ ଗୁଳୁଗୁଳି ଛଟପଟ ଓଡିଶାବାସୀ । ତେବେ ଅଂଶୁଘାତରେ ବର୍ତ୍ତମାନ ସୁଦ୍ଧା ୧୬ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହେଉଥିବାବେଳେ, ଏହାକୁ ଖଣ୍ଡନ କରିଛନ୍ତି ରାଜ୍ୟ ସରକାର । ଅଂଶୁଘାତରେ କେବଳ ୩ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର…

Anti-Hindu hate crime: ହିନ୍ଦୁ ବିରୋଧୀ ହେଟ୍ ମନିଟର ପ୍ଲାଟଫର୍ମ ୟୁକେରେ ହେଲା ଆରମ୍ଭ

ନୂଆଦିଲ୍ଲୀ: ହିନ୍ଦୁମାନଙ୍କ ବିରୁଦ୍ଧରେ ହେଟ୍ କ୍ରାଇମ ବୃଦ୍ଧିକୁ ରୋକିବା ଏବଂ ତଦାରଖ କରିବା ପାଇଁ ବ୍ରିଟେନରେ ଏକ ନୂତନ ଅନଲାଇନ୍ ପ୍ଲାଟଫର୍ମ ଆରମ୍ଭ ହୋଇଛି। ଏହାର ନାଁ ଆଣ୍ଟି ହିନ୍ଦୁ ମନିଟରିଂ ସେଣ୍ଟର ରଖାଯାଇଛି । ଏହି ପ୍ଲାଟଫର୍ମର ଉଦ୍ଦେଶ୍ୟ ହେଉଛି ହିନ୍ଦୁ ସମ୍ପ୍ରଦାୟ ବିରୁଦ୍ଧରେ…

ଜନ ସୁରକ୍ଷା ପଦକ୍ଷେପ ‘ଅପରେସନ୍ ନେତ୍ର’ ଆରମ୍ଭ; ବେଦାନ୍ତ ଆଲୁମିନିୟମର ରହିଛି ସମର୍ଥନ

ଝାରସୁଗୁଡ଼ା: ଭାରତର ସର୍ବବୃହତ୍ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ସମଗ୍ର ଜିଲ୍ଲାରେ ଯାତ୍ରୀଙ୍କ ସୁରକ୍ଷା, ସ୍ୱଚ୍ଛତା ଏବଂ ସାର୍ବଜନୀନ ପରିବହନ ଉପରେ ଆତ୍ମବିଶ୍ୱାସ ବୃଦ୍ଧି ଉଦ୍ଦେଶ୍ୟରେ ଏକ ସ୍ମାର୍ଟ ଅଟୋ ଟ୍ରାକିଂ ସିଷ୍ଟମ ଅପରେସନ୍ ନେତ୍ର ଆରମ୍ଭ କରିବାରେ ଝାରସୁଗୁଡ଼ା…

ଓଡ଼ିଶାରେ ଅସମ୍ଭାଳ ତାତି: ଆସନ୍ତା ୨୬ ଯାଏଁ ଜାରି ରହିବ ଗ୍ରୀଷ୍ମ ପ୍ରବାହ, କିଛି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ଏବେ ତାତିର ପ୍ରକୋପ ଚରମ ସୀମାରେ। ପ୍ରଚଣ୍ଡ ଖରା ସାଙ୍ଗକୁ ଅତ୍ୟଧିକ ଗୁଳୁଗୁଳି ଯୋଗୁଁ ଜନଜୀବନ ଏକପ୍ରକାର ଅସ୍ତବ୍ୟସ୍ତ ହୋଇପଡ଼ିଛି। ଭାରତୀୟ ପାଣିପାଗ ବିଭାଗ (IMD) ର ସୂଚନା ଅନୁଯାୟୀ, ଏହି ଅସହ୍ୟ ଗରମ ଓ ଗ୍ରୀଷ୍ମ ପ୍ରବାହ ସ୍ଥିତି ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ…

କଟକରେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଗାଡ଼ି ଉପରକୁ ବୋତଲ ମାଡ଼

କଟକ: ରାଜ୍ୟ ରାଜନୀତିରେ ପୁଣି ଥରେ ଅଶାନ୍ତିର ବାତାବରଣ ଦେଖିବାକୁ ମିଳିଛି। କଟକ ଜିଲ୍ଲାରେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଗାଡ଼ିକୁ ଲକ୍ଷ୍ୟ କରି କିଛି ଦୁର୍ବୃତ୍ତ ବୋତଲ ମାଡ଼ କରିଥିବା ନେଇ ଖବର ସାମ୍ନାକୁ ଆସିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।…

ପ୍ରଚଣ୍ଡ ତାତିରେ ଫାଟିଲା ମୋବାଇଲ: ପ୍ୟାଣ୍ଟ ପକେଟରେ ବ୍ଲାଷ୍ଟ ହେବାରୁ ବ୍ୟକ୍ତି ଗୁରୁତର

ଭୁବନେଶ୍ୱର: ରାଜ୍ୟରେ ଏବେ ଗ୍ରୀଷ୍ମ ପ୍ରବାହ ଅସମ୍ଭାଳ ରୂପ ନେଇଛି। ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ଏକ ଆଶ୍ଚର୍ଯ୍ୟଜନକ ତଥା ଭୟଙ୍କର ଘଟଣା ସାମ୍ନାକୁ ଆସିଛି। ଅତ୍ୟଧିକ ତାପମାତ୍ରା କାରଣରୁ ଜଣେ ବ୍ୟକ୍ତିଙ୍କ ପକେଟରେ ଥିବା ମୋବାଇଲ ଫୋନ ହଠାତ…