Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଚିନି ରପ୍ତାନି ଉପରେ ଭାରତ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ସେପ୍ଟେମ୍ବର ପର୍ଯ୍ୟନ୍ତ ଲାଗିଲା ରୋକ…

ନୂଆଦିଲ୍ଲୀ: ଭାରତ ସରକାର ଏକ ବଡ଼ ନିଷ୍ପତ୍ତି ନେଇ ଏହାକୁ କାର୍ଯ୍ୟକାରୀ କରିଛନ୍ତି । ମୋଦି ସରକାର ଚିନି ରପ୍ତାନି ଉପରେ ନିଷେଧ କରିଛନ୍ତି, ଯାହା ତୁରନ୍ତ କାର୍ଯ୍ୟକାରୀ ହେବ । ଭାରତ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ଆଉ କୌଣସି ଦେଶକୁ ଚିନି ରପ୍ତାନି କରିବ ନାହିଁ । କଞ୍ଚା, ଧଳା ଏବଂ…

୧୭ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସମ୍ଭାବନା, ଆଜି ପାଇଁ ୬ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଆଲର୍ଟ

ଭୁବନେଶ୍ୱର: ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇଛି । ଏବେ ଏହା ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ରହିଛି । ତେବେ ଏହା ଅବପାତରେ ପରିଣତ ହେବାର ବିଶେଷ ସମ୍ଭାବନା ନାହିଁ ।…

ହଷ୍ଟେଲ୍‌ ରୁମ୍‌ରେ ଭୋଜି ଆଳରେ ପ୍ରେମିକାକୁ ଗଣଦୁଷ୍କର୍ମ, ୪ ଇଞ୍ଜିନିୟରିଂ ଛାତ୍ର ଗିରଫ

ଭୁବନେଶ୍ବର: ରାଜଧାନୀରେ ପୁଣି ଲଜ୍ଜା । ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ପ୍ରେମିକ ସହ ତାର ୪ ବନ୍ଧୁଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ । ଏଭଳି ଘଟଣା ଘଟିଛି ରାଜଧାନୀର ଇନଫୋଭ୍ୟାଲି ଥାନା ଅଞ୍ଚଳରେ । ଗିରଫ ଅଭିଯୁକ୍ତ ମାନେ ହେଲେ ବାଲେଶ୍ବର ଜିଲ୍ଲା ଖଇରା ଅଞ୍ଚଳର…

ଆମେରିକା ସହ ଯୁଦ୍ଧ ପରିସ୍ଥିତି ମଧ୍ୟରେ ଭାରତରେ ଇରାନ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଯୁଦ୍ଧର ଆଶଙ୍କା ଘନେଇଥିବା ବେଳେ ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଅରାଘଚୀ ଏକ ଗୁରୁତ୍ୱପୂର୍ଣ୍ଣ ଗସ୍ତରେ ଭାରତରେ ପହଞ୍ଚିଛନ୍ତି। ଆମେରିକା ଏବଂ ଇସ୍ରାଏଲ୍ ସହ ଇରାନର ସମ୍ପର୍କ ଅତ୍ୟନ୍ତ ତିକ୍ତତାପୂର୍ଣ୍ଣ ସ୍ଥିତିରେ ଥିବା ବେଳେ, ଅରାଘଚୀଙ୍କ ଏହି ଭାରତ ଗସ୍ତକୁ…

ନିଟ୍ ପେପର ଲିକ୍ ବିବାଦ: କେନ୍ଦ୍ର ସରକାରଙ୍କୁ ସମାଲୋଚନା କଲେ ବିଜୟ; ସମ୍ପୂର୍ଣ୍ଣ ଉଚ୍ଛେଦ ଦାବି

ନୂଆଦିଲ୍ଲୀ/ଚେନ୍ନାଇ: ଦେଶର ସବୁଠାରୁ ବଡ଼ ମେଡିକାଲ୍ ପ୍ରବେଶିକା ପରୀକ୍ଷା ‘ନିଟ୍-ୟୁଜି’ (NEET-UG) ୨୦୨୬କୁ ନେଇ ଚାଲିଥିବା ବିବାଦ ଏକ ନୂଆ ମୋଡ଼ ନେଇଛି। ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ପରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଗତ ମେ' ୩ ତାରିଖରେ ଅନୁଷ୍ଠିତ ହୋଇଥିବା ପରୀକ୍ଷାକୁ ବାତିଲ…

Documentary on Odia artist Prafulla Mohanti:ପ୍ରଫୁଲ୍ଲ ମହାନ୍ତିଙ୍କ ଉପରେ ଆଧାରିତ ଡକ୍ୟୁମେଣ୍ଟାରୀକୁ ୟୁକେ…

ନୂଆଦିଲ୍ଲୀ: ଭାରତୀୟ ଚଳଚ୍ଚିତ୍ର ନିର୍ମାତା ସୌମ୍ୟ ଜ୍ୟୋତି ପ୍ରତିହାରୀ ତାଙ୍କର ଡକ୍ୟୁମେଣ୍ଟାରୀ "ଶୂନ୍ୟ: ବିଇଂ ପ୍ରଫୁଲ୍ଲ ମହାନ୍ତି(Shunya: Being Prafulla Mohanti)" ମାଧ୍ୟମରେ ଏକ ଓଡ଼ିଆ କାହାଣୀ ପ୍ରତି ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହି ଚଳଚ୍ଚିତ୍ରଟି ୟୁକେ ଏସୀୟ…

India Taliban Deal: ଭାରତ – ଆଫଗାନିସ୍ତାନ ମଧ୍ୟରେ ୪୬ ମିଲିୟନ ଡଲାରର ହେଲା ଚୁକ୍ତି ;ଜାଣନ୍ତୁ ସଂପୂର୍ଣ୍ଣ…

ନୂଆଦିଲ୍ଲୀ:ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଆର୍ଥିକ ଏବଂ ବୈଷୟିକ ସହଯୋଗକୁ ଏକ ନୂତନ ଗତି ପ୍ରଦାନ କରି ୪୬ ମିଲିୟନ ଡଲାରରୁ ଅଧିକ ମୂଲ୍ୟର ଏକ ପ୍ରମୁଖ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ବୁଧବାର ଦିନ ତାଲିବାନ ଏକ ଭାରତୀୟ କମ୍ପାନୀ ସହିତ ୪୬.୩ମିଲିୟନ ଡଲାରର ଚୁକ୍ତି ସ୍ୱାକ୍ଷର କରିଛି।…

NEET UG Exam Paper Leak: NEET ପେପର ଲିକ୍ ମାମଲାରେ CBIର ବଡ଼ କାର୍ଯ୍ୟାନୁଷ୍ଠାନ, ଏପର୍ଯ୍ୟନ୍ତ ୫ ଗିରଫ…

ନୂଆଦିଲ୍ଲୀ:ନିଟ୍-ୟୁଜି (NEET-UG) ପେପର ଲିକ୍ ମାମଲାରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (CBI) ତଦନ୍ତକୁ ଜୋରଦାର କରିଛି । ଏଯାଏଁ ଏହି ମାମଲାରେ CBI ୫ ଜଣଙ୍କୁ ଗିରଫ କରିଛି । ବେଳେ ଦେଶର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି । CBI ଟିମ୍ ଜୟପୁରରୁ ୩ ଜଣ, ଗୁରୁଗ୍ରାମରୁ ଜଣେ ଓ…

Health Secretary Puri visit: ବଡ଼ଦାଣ୍ଡରେ ଖୋଲିବ ୮ଟି ଅସ୍ଥାୟୀ ହସ୍ପିଟାଲ; ଜୁନ୍ ୩୦ ସୁଦ୍ଧା…

ପୁରୀ:ପୁରୀରେ ସ୍ବାସ୍ଥ୍ୟ ସଚିବଙ୍କ ସମୀକ୍ଷା। ଆଗାମୀ ରଥଯାତ୍ରାକୁ ନେଇ ପୁରୀ ମେଡ଼ିକାଲରେ ସ୍ୱାସ୍ଥ୍ୟ ସେବାର ସମୀକ୍ଷା କରିଛନ୍ତି ସ୍ବାସ୍ଥ୍ୟ ସଚିବ ଏସ ଅଶ୍ୱସ୍ଥି। ଜୁଲାଇ ୧୬ ରେ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ। ରଥଯାତ୍ରା ପୂର୍ବରୁ ପୁରୀ ମେଡ଼ିକାଲ ପରିସରରେ ନୂଆ…

Milk Price Hike:ମହଙ୍ଗା ମାଡ଼; ୨ଟଙ୍କା ବଢ଼ିଲା କ୍ଷୀର

ନୂଆଦିଲ୍ଲୀ: ଅମୁଲ ଓ ମଦର ଡେରୀ ବୁଧବାର ଦିନ କ୍ଷୀର ମୂଲ୍ୟ ପ୍ରତି ଲିଟର ପିଛା ₹୨ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଛି। ଉଭୟ କମ୍ପାନୀ ପାଇଁ ନୂତନ ଦର ଗୁରୁବାର (୧୪ ମେ) ଠାରୁ ଲାଗୁ ହେବ। ଅମୁଲ ମେ ୨୦୨୫ ପରେ ପ୍ରଥମ ଥର ପାଇଁ କ୍ଷୀରର ମୂଲ୍ୟ ବୃଦ୍ଧି କରିଛି। ମଦର ଡେରୀ ପୂର୍ବରୁ ଏପ୍ରିଲ…