Latest Odisha News
Browsing Category

ମୁଖ୍ୟ ଖବର

ରାଜ୍ୟରେ ଆଉ ୪ ନୂଆ ତହସିଲ୍ ପାଇଁ ସରକାରଙ୍କ ନିଷ୍ପତ୍ତି

ଭୁବନେଶ୍ୱର: ତୃଣମୂଳ ସ୍ତରରେ ଶାସନକୁ ସୁଦୃଢ଼ କରିବା ପାଇଁ ଓଡ଼ିଶା ସରକାର ଚାରୋଟି ନୂତନ ତହସିଲ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଦ୍ବାରା ରାଜ୍ୟରେ ମୋଟ ତହସିଲ ସଂଖ୍ୟା ୩୨୧କୁ ବୃଦ୍ଧି ପାଇବ। ତେବେ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ଏହି ନୂତନ ପ୍ରଶାସନିକ ୟୁନିଟ୍…

Suposhit Odisha Mission: ସୁପୋଷିତ ଓଡ଼ିଶା ମିଶନ ଶୁଭାରମ୍ଭ, ପ୍ରତ୍ୟେକ ଶିଶୁର ପୁଷ୍ଟିସାଧନ ନିମନ୍ତେ ନିଆଯିବ…

ଭୁବନେଶ୍ୱର: ରାଜ୍ୟରେ ସମସ୍ତ ଶିଶୁଙ୍କର ପୁଷ୍ଟି ସାଧନ ପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଶିଶୁମାନଙ୍କୁ ପୋଷଣଯୁକ୍ତ କରାଇବା ପାଇଁ ସୁପୋଷିତ ଓଡ଼ିଶା ମିଶନ ଲୋକାର୍ପିତ ହୋଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ଲୋକସେବା ଭବନସ୍ଥିତ ମହିଳା ଓ ଶିଶୁ ବିକାଶ ବିଭାଗର…

ସ୍ୱୟଂ ସହାୟିକା ଗୋଷ୍ଠୀ ମା’ ମାନଙ୍କୁ ୧୧୭ କୋଟି ଟଙ୍କା ସୁଧ ଫେରସ୍ତ

ଭୁବନେଶ୍ୱର: ମହିଳା ସଶକ୍ତିକରଣ ହେଉଛି ବିକଶିତ ଓଡିଶା ଗଠନରେ ଏକ ଗୁରୁତ୍ଵପୂର୍ଣ୍ଣ ଅଙ୍ଗ। ମାଆ ମାନଙ୍କର ଆର୍ଥିକ ଅଭିବୃଦ୍ଧିକୁ ସୃଦୃଢ କରିବା କ୍ଷେତ୍ରରେ ରାଜ୍ୟ ସରକାରଙ୍କର ବ୍ୟାଙ୍କ ଋଣ ଉପରେ ସୁଧ ଫେରସ୍ତ ବ୍ୟବସ୍ଥା ସହାୟକ ହୋଇଛି। ଏହା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ଭିତ୍ତିକୁ ସୁଦୃଢ଼…

ରାଜ୍ୟରୁ ବାହାରିବେ ବାଂଲାଦେଶୀ ଅନୁପ୍ରବେଶକାରୀ

ଭୁବନେଶ୍ୱର: ରାଜ୍ୟରୁ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବାହାର କରିବା ପାଇଁ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ବାଂଲାଦେଶୀ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ସେମାନଙ୍କ ବିରୁଦ୍ଧରେ ସରକାରଙ୍କ…

ଜନ୍ମମାଟିକୁ ପହଞ୍ଚିଲା ହ୍ୟୁମାନ ସାଗରଙ୍କ ମରଶରୀର, ଶେଷ ଦର୍ଶନ ପାଇଁ ସଙ୍ଗୀତପ୍ରେମୀଙ୍କ ଭିଡ଼

ବଲାଙ୍ଗିର: ଆରପାରିରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ଭୁବନେଶ୍ବର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ହୋଇଥିଲା ପରଲୋକ । ଆଜି ତାଙ୍କ ପାର୍ଥିବ ଶରୀରକୁ ଜନ୍ମମାଟିକୁ ନିଆଯାଇଛି । ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ରେ ହ୍ୟୁମାନଙ୍କ ମରଶରୀର ପହଞ୍ଚିଛି । ତାଙ୍କୁ ହରାଇ ପୂରା ଅଞ୍ଚଳରେ…

ପୋଲିସ ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ: ୩ ଆଇପିଏସ୍‌ ଅଧିକାରୀଙ୍କୁ ସମନ!

ଭୁବନେଶ୍ୱର: ବହୁଚର୍ଚ୍ଚିତ ପୋଲିସ ସବ୍ଇନ୍ସପେକ୍ଟର (ଏସ୍ଆଇ) ପରୀକ୍ଷା କେଳେଙ୍କାରୀ ମାମଲାରେ ସିବିଆଇ ତଦନ୍ତକୁ ମୂଳରୁ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି। ପୋଲିସ ଅଧିକାରୀଙ୍କ ନିଯୁକ୍ତି ଦାୟିତ୍ୱ ମୁଣ୍ଡାଇଥିବା ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ (ଓପିଆର୍ବି)କୁ ଟାଗେର୍ଟ କରିଛି । ୨୦୨୦…

ଜିଲ୍ଲାପାଳମାନଙ୍କୁ ସିଏମ ମୋହନ ମାଝୀଙ୍କ ୯ଟି ଟାସ୍କ: ଦୁର୍ନୀତି ହଟାଅ, ସଚ୍ଚୋଟ ହୁଅ

ଭୁବନେଶ୍ୱର: ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ଜିଲାପାଳମାନଙ୍କୁ ୯ଟି ଟାସ୍କ ଦେଇଛନ୍ତି। ଲୋକସେବା ଭବନରେ ଅନୁଷ୍ଠିତ ଜିଲ୍ଲାପାଳ-ଏସପି ସମ୍ମିଳନୀକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ଅବସରରେ ଜିଲ୍ଲାପାଳଙ୍କୁ କିଛି ଟାକ୍ସ…

1,000 km per day: ବୈଜ୍ଞାନିକଙ୍କୁ ଚକିତ କରୁଛି ବାଜପକ୍ଷୀର ଦୁଃସାହସିକତା, ୫ ଦିନରେ ଅତିକ୍ରମ କଲା ୫ ହଜାର କିମି…

ନୂଆଦିଲ୍ଲୀ: କୁନି ପକ୍ଷୀଟିର ବଡ କାମ ଏବେ ବୈଜ୍ଞାନିକମାନଙ୍କୁ ଚକିତ କରିଛି । ବନ୍ୟଜୀବନ ବୈଜ୍ଞାନିକଙ୍କ ଦ୍ୱାରା ଟ୍ୟାଗ୍ ହୋଇଥିବା ତିନୋଟି ଆମୁର ବାଜପକ୍ଷୀ ମଧ୍ୟରୁ ଗୋଟିଏ ଭାରତରୁ ଉଡ଼ି ସୋମାଲିଆରେ ପହଞ୍ଚିଛି, ଯାହା ପ୍ରାୟ ପାଞ୍ଚ ଦିନ ମଧ୍ୟରେ ୫ ହଜାର କିଲୋମିଟର ବ୍ୟାପି ଏକ ପ୍ରବାସୀ…

ଅଛୁଆଁ ରୋଗ ନୁହେଁ ଅପସ୍ମାର: ରୋଗୀଙ୍କୁ ସହାୟତାର ହାତ ବଢାନ୍ତୁ, ସୁସ୍ଥ ଜୀବନ ଯାତ୍ରା କରନ୍ତୁ

ଭୁବନେଶ୍ୱର: ପିଢ଼ି ପିଢ଼ି ଧରି ଅପସ୍ମାରକୁ ଏକ ଭୟଙ୍କର, ଗୁପ୍ତ, ଅନ୍ଧବିଶ୍ୱାସରେ ଡୁବିଥିବା ରୋଗ ଭାବେ ଆମର ସମାଜରେ ପରିଗଣିତ ହୋଇଆସୁଛି। କିନ୍ତୁ ଆଧୁନିକ ବିଜ୍ଞାନ ଦୁନିଆରେ ଅପସ୍ମାର ଜୀବନକୁ ସମାପ୍ତ କରିଦେଇଥିବା ରୋଗ ନୁହେଁ ବରଂ ଏହାର ସଫଳତାର ସହିତ ନିୟନ୍ତ୍ରଣଯୋଗ୍ୟ ଚିକିତ୍ସା ସମ୍ଭବ।…

Prashant Kishor : ରାଜନୀତିରୁ ସନ୍ନ୍ୟାସ ନେବେ କି ପ୍ରଶାନ୍ତ କିଶୋର?, ନିର୍ବାଚନ ହାରିବା ପରେ ପ୍ରଥମ ଥର ଖୋଲିଲେ…

ପାଟନା: ନିର୍ବାଚନ ରଣନୀତିଜ୍ଞରୁ ରାଜନେତା ପାଲଟିଥିବା ପ୍ରଶାନ୍ତ କିଶୋରଙ୍କ ଦଳ, ଜନ ସୂରାଜ ପାର୍ଟି, ବିହାର ବିଧାନସଭା ନିର୍ବାଚନରେ ​​ଏକ ବଡ଼ ପରାଜୟ ବରଣ କରିଛି। ବିହାର ନିର୍ବାଚନ ପରାଜୟ ପରେ କିଶୋର ପ୍ରଥମ ଥର ମିଡିଆ ଆଗକୁ ଆସିଛନ୍ତି। ସେ କ୍ଷମା ପ୍ରାର୍ଥନା କରିଛନ୍ତି ଏବଂ ତାଙ୍କ…