Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

୬ କୋଟିରୁ ଅଧିକ ଟଙ୍କା ଠକେଇ କରିଥିବା ଗ୍ୟାଙ୍ଗର ପର୍ଦ୍ଦାଫାଶ, ୩ ଗିରଫ

ଭଦ୍ରକ: ବଡ଼ ଧରଣର ସାଇବର ଠକେଇର ପର୍ଦ୍ଦାଫାଶ କଲା ଭଦ୍ରକ ଜିଲ୍ଲା ସାଇବର୍ କ୍ରାଇମ୍ ଓ ଅର୍ଥନୈତିକ ଅପରାଧ ଥାନା । ଏହି ମାମଲାରେ ତିନି ଜଣକୁ ଗିରଫ କରାଯାଇଛି। ଗିରଫଙ୍କ ନାଁ ଏନାୟତ୍ କାଦ୍ରୀ, ସେହବାଜ୍ କାଦ୍ରୀ ଓ ଏମଡି ଫରହାନ ଖାନ୍ । ବିଭିନ୍ନ ଉପାୟରେ ଏମାନେ ସାଇବର ଠକେଇ କରୁଥିଲେ ।…

କମ୍ବିଂ ଅପରେସନ ବେଳେ ମାଓ ଡମ୍ପ ଠାବ, ବିପୁଳ ପରିମାଣର ବିସ୍ଫୋରକ ଜବତ

ମାଲକାନଗିରି: ପୁଣି ସୁରକ୍ଷାକର୍ମୀଙ୍କୁ ସଫଳତା । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାର ଦୁର୍ଗମ ଜଙ୍ଗଲରୁ ପୁଣି ଏକ ମାଓ ଡମ୍ପ ଠାବ କରିଛନ୍ତି । ଏଥିରୁ ବିପୁଳ ପରିମାଣରେ ବିସ୍ଫୋରକ ଓ ମାରଣାସ୍ତ୍ର ଜବତ କରାଯାଇଛି । ମିଳିତ କମ୍ବିଂ ଅପରସେନ୍‌ରେ ମାଓ ଡମ୍ପ ଠାବ ହୋଇଥିବା…

ଶିମିଳିପାଳରେ ମଣିଷ ମାରି ଖାଇଥିଲା କଲରାପତରିଆ: ଆରସିସିଏଫ୍

ମୟୂରଭଞ୍ଜ: ଶିମିଳିପାଳରେ ଖଣ୍ଡ ବିଖଣ୍ଡିତ ମୃତଦେହ ମିଳିବା ଘଟଣା । ଲ୍ୟାବ୍ ରିପୋର୍ଟରୁ କଲରାପତରିଆ ମାରି ଖାଇଥିବା ହେଲା ସ୍ପଷ୍ଟ । ପ୍ରେସ୍‌ନୋଟ୍ ଜାରି କରି ସୂଚନା ଦେଲେ ଆରସିସିଏଫ୍ । ମୃତକଙ୍କ ଶରୀରରୁ ମିଳିଥିବା ଚୁଟି କଲରାପତରିଆ ଚୁଟି ସହ ମିଶୁଛି ବୋଲି ଆରସିସିଏଫ୍ କହିଛନ୍ତି ।…

Vizag steel plant: ଷ୍ଟିଲ୍ ପ୍ଲାଣ୍ଟରେ ଅଘଟଣ: ୧୫୦୦ ଡିଗ୍ରୀ ଫୁଟୁଥିବା ତରଳ ଇସ୍ପାତ ପଡି ଚାଲିଗଲା ୮ଜଣଙ୍କ ଜୀବନ,…

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ବିଶାଖାପାଟନମ୍‌ ଇସ୍ପାତ କାରଖାନାରେ ବଡ଼ ଧରଣର ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଆଠ ଜଣଙ୍କର ମୃତ୍ୟୁ ହୋଇଛି। ପ୍ଲାଣ୍ଟ ଭିତରେ ପ୍ରଚୁର ପରିମାଣରେ ଫୁଟୁଥିବା ତରଳ ଇସ୍ପାତ ଉଠାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଏହି ଭୟଙ୍କର ଦୁର୍ଘଟଣାରେ ଏପର୍ଯ୍ୟନ୍ତ…

TMCରେ ବଡ଼ ଫାଟ; NDAକୁ ସପୋର୍ଟ କରିବେ ୨୦ ସାଂସଦ!

ନୂଆଦିଲ୍ଲୀ: ଦିନକୁ ଦିନ ତୃଣମୂଳ କଂଗ୍ରେସ ଭିତରେ ରାଜନୈତିକ ସଙ୍କଟ ଆହୁରି ଘନୀଭୂତ ହେବାରେ ଲାଗିଛି। ବର୍ତ୍ତମାନ TMCରେ ବଡ଼ ଫାଟ ଦେଖିବାକୁ ମିଳିଛି। ଦଳର ବରିଷ୍ଠ ସାଂସଦ କାକୋଲି ଘୋଷ ଦାବି କରିଛନ୍ତି ଯେ ଦଳର ପ୍ରାୟ ୨୦ ଜଣ ସାଂସଦ ଏନଡିଏକୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛନ୍ତି।…

ବ୍ରାହ୍ମଣୀରେ ବୁଡ଼ିଗଲେ ୩ ସାଙ୍ଗ; ଜଣେ ମୃତ, ୨ ନିଖୋଜ

ତାଳଚେର:ବ୍ରାହ୍ମଣୀ ନଦୀରେ ଅଘଟଣ ।ବ୍ରାହ୍ମଣୀ ନଦୀରେ ଗାଧେଇବା ବେଳେ ଭାସିଗଲେ ତିନି ଜଣ ସାଙ୍ଗ । ସେମାନଙ୍କ ମଧ୍ୟରୁ ଜଣଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ଆଉ ୨ ଜଣଙ୍କୁ ଅଗ୍ନିଶମ କର୍ମଚାରୀ ଖୋଜୁଥିବା ସୂଚନା ରହିଛି । ସମସ୍ତ ତିନି ଜଣ ସାଙ୍ଗ ତାଳଚେର ଷ୍ଟେସନ ଅଞ୍ଚଳର…

ଜୁନ୍‌ ୧୦ରେ ହେବ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ, କଣ ରହିବ ଆଜେଣ୍ଡା

ଭୁବନେଶ୍ୱର: ଚଳିତ ମାସ (ଜୁନ୍ ୧୦) ତାରିଖରେ ବିଜେଡ଼ିର ଶଙ୍ଖ ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ବସିବ। ଏ-ନେଇ ଦଳ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ଜାରି ହୋଇଛି। ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ ଜୁନ୍ ୧୦ ତାରିଖ ଅପରାହ୍ନ ୪ଟାରେ ଏହି ବୈଠକ ଅନୁଷ୍ଠିତ ହେବ। ସମ୍ପ୍ରତି ସାଧାରଣ ନିର୍ବାଚନରେ…

ପ୍ରକାଶ ପାଇଲା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ୨୦୨୬ର ଫଳାଫଳ…

ଭୁବନେଶ୍ୱର: ପ୍ରକାଶ ପାଇଲା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (OJEE) ୨୦୨୬ ପଳାଫଳ । ସୋମବାର ରେଜଲ୍ଟ ପୁସ୍ତିକା ଉନ୍ମୋଚନ କରିଛନ୍ତି ବୈଷୟିକ ଶିକ୍ଷା ମନ୍ତ୍ରୀ । ରାଜ୍ୟର ୩୦ ଜିଲ୍ଲାର ୯୩ ସେଣ୍ଟରରେ ହୋଇଥିଲା ପରୀକ୍ଷା । ପ୍ରକାଶିତ ପରୀକ୍ଷା ଫଳ ଅନୁଯାୟୀ, ବିଭିନ୍ନ ପାଠ୍ୟକ୍ରମରେ…

ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ୬୫୦ ଶଯ୍ୟାର ନୂଆ ଟିଚିଙ୍ଗ୍ ହସ୍ପିଟାଲ ଲୋକାର୍ପିତ

ମୟୂରଭଞ୍ଜ: ମୟୂରଭଞ୍ଜ ଏବଂ ସମଗ୍ର ଉତ୍ତର ଓଡ଼ିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଜି ଏକ ନୂତନ ଐତିହାସିକ ଅଧ୍ୟାୟ ଯୋଡ଼ି ହୋଇଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାରିପଦା ଗସ୍ତରେ ଯାଇ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର ନୂତନ ୬୫୦ ଶଯ୍ୟା ବିଶିଷ୍ଟ ଟିଚିଙ୍ଗ୍ ହସ୍ପିଟାଲ…

FIFA World Cup 2026:ବିଶ୍ୱକପ୍‌ରେ କ୍ଲବ୍ ଗୁଡ଼ିକ ଉପରେ ଟଙ୍କା ବର୍ଷା କରିବ ଫିଫା

ନୂଆଦିଲ୍ଲୀ:ଚଳିତ ବର୍ଷ ଆମେରିକା, ମେକ୍ସିକୋ ଏବଂ କାନାଡାରେ ଅନୁଷ୍ଠିତ ହେବାକୁ ଯାଉଥିବା ଫିଫା ବିଶ୍ୱକପ୍‌କୁ ନେଇ ଆସିଛି ଏକ ବଡ଼ ଖବର। କେବଳ ଖେଳାଳି ନୁହନ୍ତି, ବରଂ ଏଥର ଫୁଟବଲ୍ କ୍ଲବ୍‌ଗୁଡ଼ିକ ମଧ୍ୟ ହେବାକୁ ଯାଉଛନ୍ତି ମାଲାମାଲ୍‌। ବିଶ୍ୱକପ୍‌ ପାଇଁ ନିଜ ଖେଳାଳିମାନଙ୍କୁ ଛାଡ଼ିଥିବା…