Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

କାଦୁଅ ଭରା ରାସ୍ତାରେ ଆସିପାରିଲାନି ଆମ୍ବୁଲାନ୍ସ;୩.୫ କିମି ଖଟିଆରେ ବୁହାହେଲେ ଗର୍ଭବତୀ

ଗୁଡ଼ାରୀ:ରାୟଗଡ଼ା ଜିଲ୍ଲାରେ ଦୁର୍ଦ୍ଦଶାର ଚିତ୍ର । ନାହିଁ ରାସ୍ତା । ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୋହି ୩.୫ କିଲୋମିଟର ଦୂର ଆମ୍ବୁଲାନ୍ସ ନିକଟକୁ ନେବାକୁ ପଡ଼ିଛି। ଏଭଳି ମୌଳିକ ରାସ୍ତା ସୁବିଧାରୁ ବଞ୍ଚିତ ହୋଇ ଅବହେଳିତ ଅବସ୍ଥାରେ ରହିଛନ୍ତି ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଲକ ଶିରିଗୁଡ଼ା…

ଭାରତୀୟ ଚାଷୀଙ୍କୁ ରୁଷର ବଡ଼ ଉପହାର

ନୂଆଦିଲ୍ଲୀ: ଆଜି ଶନିବାର ଦିଲ୍ଲୀରେ ବ୍ରିକ୍ସ ସମ୍ମିଳନୀ ଆରମ୍ଭ ହୋଇଛି। ଆୟୋଜକ ଭାରତ ବ୍ୟତୀତ, ରୁଷ, ଚୀନ୍ ଏବଂ ବ୍ରାଜିଲ ସମେତ ଅନେକ ଦେଶର ନେତାମାନେ ମଧ୍ୟ ଏହି ସମ୍ମିଳନୀରେ ଯୋଗ ଦେଉଛନ୍ତି। ଏହାରି ଭିତରେ ଋଷକୁ ନେଇ ଏକ ବଡ଼ ଖବର ସାମ୍ମାକୁ ଆସିଛି। କୁହାଯାଉଛି ପିଏମ୍ ମୋଦିଙ୍କୁ…

ଲଘୁଚାପ ପ୍ରଭାବରେ ଜାରି ରହିଛି ବର୍ଷା; ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ସୃଷ୍ଟ ଲଘୁଚାପ କ୍ଷେତ୍ର ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆଜି ପାଇଁ ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର ଏବଂ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା…

ଏସୀୟ କ୍ରୀଡ଼ା ପୂର୍ବରୁ ବଡ଼ ଖବର: ଦଳରୁ ବାଦ୍ ପଡ଼ିଲେ ଦିବ୍ୟାଂଶୀ ଚୌଧୁରୀ; ସୋସିଆଲ୍ ମିଡିଆରେ କାନ୍ଦି କାନ୍ଦି ଦେଲେ…

ରାଜସ୍ଥାନ: ବାପା-ମାଆ ମୋତେ କ୍ଷମା କରିଦିଅ...ମୁଁ ଜୀବନ ହାରିବାକୁ ଯାଉଛି । ଏସୀୟ କ୍ରୀଡ଼ାରୁ ବାଦ୍ ପଡ଼ିବା ପରେ ଭାବବିହ୍ବଳ ହେଲେ ଭାରତୀୟ ଖେଳାଳି, କହିଲେ- ‘ଏହା ମୋର ଶେଷ ଭିଡିଓ’ । ଏସୀୟ କ୍ରୀଡ଼ା ପାଇଁ ଦଳ ଚୟନକୁ ନେଇ ପୁଣି ଥରେ ବଡ଼ ବିବାଦ ସାମ୍ନାକୁ ଆସିଛି। ରାଜସ୍ଥାନର ଉଦୀୟମାନ…

ପ୍ରବଳ ବର୍ଷା ଆଶଙ୍କା; ମାଲକାନଗିରିରେ ଆଜି ସବୁ ସ୍କୁଲ ଓ ଅଙ୍ଗନବାଡି ଛୁଟି

ଭୁବନେଶ୍ୱର: ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲ୍ଲା ପ୍ରଶାସନ ଆଜି ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ଛୁଟି ଘୋଷଣା କରିଛି। ସୂଚନା ଅନୁଯାୟୀ, ଜିଲ୍ଲା ପ୍ରଶାସନ ପ୍ରାଥମିକରୁ ଉଚ୍ଚ ମାଧ୍ୟମିକ ସ୍ତର ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟ ପାଇଁ ଆଜି ଛୁଟି…

ଲଗାଣ ବର୍ଷାରେ ବେହାଲ ମାଲକାନଗିରି; ଯୋଗାଯୋଗ ବିଛିନ୍ନ 

ମାଲକାନଗିରି: ମାଲକାନଗିରିରେ ଲଗାଣ ବର୍ଷା ଯୋଗୁଁ ଅନେକ ପୋଲଗୁଡ଼ିକ ଜଳମଗ୍ନ ହୋଇପଡ଼ିଛି। ଫଳସ୍ୱରୂପ ଜାତୀୟ ରାଜପଥ-୩୨୬ରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯିବା ସହ ଶହ ଶହ ଗାଡ଼ି ଅଟକି ରହିଛି। ସୂଚନା ଅନୁଯାୟୀ, ଏହି ଲଗାଣ ବର୍ଷା ମାଲକାନଗିରି ଜିଲ୍ଲାର ପରିବହନ ବ୍ୟବସ୍ଥାକୁ…

BRICS Summit 2026: ବ୍ରିକ୍ସ ସମ୍ମିଳନୀରେ ବିଶ୍ଵ ନେତା, କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ: ବ୍ରିକ୍ସ ଶିଖର ସମ୍ମିଳନୀ ୨୦୨୬ ଆନୁଷ୍ଠାନିକ ଭାବରେ ଆରମ୍ଭ ହୋଇଛି। ବିଶ୍ୱର ନେତୃତ୍ୱ ନେଉଥିବା ଦେଶମାନେ ଏଥିରେ ଅଂଶଗ୍ରହଣ କରୁଛନ୍ତି। ଆମେରିକା ଏବଂ ୟୁରୋପ ଏହି ସମ୍ମିଳନୀକୁ ଅତି ଉତ୍ସାହର ସହିତ ଦେଖୁଛନ୍ତି। ଭାରତ ସହିତ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଚୀନ…

ମୁମ୍ବାଇ କ୍ରିକେଟ୍ ଆସୋସିଏସନର ବଡ଼ ନିଷ୍ପତ୍ତି: ୫୦୦ କୋଟି ଟଙ୍କାର ସ୍ୱତନ୍ତ୍ର ପାଣ୍ଠି ଗଠନ

ମୁମ୍ବାଇ: ମୁମ୍ବାଇ କ୍ରିକେଟ୍ ଆସୋସିଏସନ୍ ସ୍ଥାନୀୟ ଏବଂ ତୃଣମୂଳ ସ୍ତରରୁ କ୍ରିକେଟର ବିକାଶ ତଥା କ୍ଲବଗୁଡ଼ିକର ଆର୍ଥିକ ସୁଦୃଢ଼ୀକରଣ ପାଇଁ ଏକ ଐତିହାସିକ ନିଷ୍ପତ୍ତି ଗ୍ରହଣ କରିଛି। ଏଥିପାଇଁ ଏମସିଏ ପକ୍ଷରୁ ୫୦୦ କୋଟି ଟଙ୍କାର ଏକ ବିଶାଳ ଅନୁଦାନ ପାଣ୍ଠି ବା କର୍ପସ ଫଣ୍ଡ ଗଠନ କରାଯିବ।…

ହିଣ୍ଡାଲ୍‌କୋର ମୀନାକ୍ଷୀ କୋଇଲା ଖଣି ପାଇଁ ଜନଶୁଣାଣି; ମିଳିଲା ପ୍ରବଳ ଜନ ସମର୍ଥନ

ହେମଗିର: ମେସର୍ସ ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡର ପ୍ରସ୍ତାବିତ ମୀନାକ୍ଷୀ କୋଇଲା ଖଣି ନିମନ୍ତେ ଅନୁଷ୍ଠିତ ଜନ ଶୁଣାଣି ହେମଗିର ବ୍ଲକ୍‌ର କିରିପସିରା ଗ୍ରାମରେ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଛି । ଏହାକୁ ସ୍ଥାନୀୟ ଗ୍ରାମବାସୀ, ପଞ୍ଚାୟତିରାଜ ପ୍ରତିଷ୍ଠାନ (ପିଆର୍‌ଆଇ) ପ୍ରତିନିଧି…

ବୁଡ଼ିଲା ପୋଲ..ମାଲକାନଗିରି -କାଲିମେଳା ଯୋଗାଯୋଗ ବିଚ୍ଛିନ୍ନ;ଏପଟେ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

କାଲିମେଳା:ଉତ୍ତର-ପଶ୍ଚିମ ତଥା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ସଂଲଗ୍ନ ଦକ୍ଷିଣ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଉପକୂଳରେ ଥିବା ଲଘୁଚାପ କ୍ଷେତ୍ରଟି ସକ୍ରିୟ ରହିଛି । ଏହାସହିତ ଜଡିତ ଘୁର୍ଣ୍ଣିବଳୟ ସମୁଦ୍ର ପତନ ଠାରୁ ୭.୬ କିମି ପର୍ଯ୍ୟନ୍ତ ବିସ୍ତାରିତ ହୋଇ ରହିବା ସହ ଦକ୍ଷିଣ ପଶ୍ଚିମ…