Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଖୁସି ଖବର, ହର୍ମୁଜ୍ ପାର କରି ଭାରତ ଅଭିମୁଖେ LNG ଟ୍ୟାଙ୍କର୍, ତେବେ କ’ଣ ଏହି…

ନୂଆଦିଲ୍ଲୀ: ବର୍ତ୍ତମାନ ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ରହିଛି, କିନ୍ତୁ କେବେ ଯୁଦ୍ଧ ହେବ ତାହା କେହି କହିପାରିବେ ନାହିଁ । ଯୁଦ୍ଧ ଯୋଗୁଁ ତେଲ ଅଭାବ ହୋଇପାରେ, ଏହା ଭିତରେ ଭାରତ ପାଇଁ ଏକ ଭଲ ଖବର ଅଛି । ପ୍ରାକୃତିକ ଗ୍ୟାସ (LNG) ର ପ୍ରଥମ ଟ୍ୟାଙ୍କର ସଫଳତାର ସହ ହର୍ମୁଜ୍…

ବିବାଦୀୟ ଆଇପିଏସ୍ ଅଜୟପାଲ ଶର୍ମା ମାମଲା: ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି, ‘ମତଦାନ ଶେଷ ନହେବା ଯାଏଁ ହସ୍ତକ୍ଷେପ…

କୋଲକତା: ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପୂର୍ବରୁ, ଉତ୍ତର ପ୍ରଦେଶ କ୍ୟାଡର ଆଇପିଏସ ଅଧିକାରୀ ଅଜୟ ପାଲ ଶର୍ମା ଚର୍ଚ୍ଚାକୁ ଆସିଛନ୍ତି । ନିର୍ବାଚନ କମିଶନ ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ଅଜୟ ପାଲ ଶର୍ମାଙ୍କୁ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ କରିଛନ୍ତି । ତୃଣମୂଳ…

ରାଜ୍ୟରେ ଅସହ୍ୟ ତାତି; ୪୫ ଡିଗ୍ରୀ ଟପିଲା ଝାରସୁଗୁଡ଼ା

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ମଙ୍ଗଳବାର ଦିନ ଝାରସୁଗୁଡାରେ ଚଳିତ ବର୍ଷର ସର୍ବାଧିକ ତାପମାତ୍ରା ୪୫.୩ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ରାଜ୍ୟର ପ୍ରାୟ ୧୨ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲସିୟସ୍ ଅତିକ୍ରମ କରିଛି। ଭାରତୀୟ…

ମୁମ୍ବାଇରେ ‘ପହଲଗାମ୍ ପରି ଆକ୍ରମଣ’ କଲମା ପଢିବାକୁ କହି ୨ ହିନ୍ଦୁଙ୍କୁ ଛୁରା ମାରିଲେ ଯୁବକ…

ମୁମ୍ବାଇ: ସୋମବାର ସକାଳେ ମୁମ୍ବାଇର ମୀରା ରୋଡ୍ ଅଞ୍ଚଳରେ ଘଟିଥିବା ଏକ ଛୁରାମାଡ଼ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏକ ବଲଡିଂରେ ନିୟୋଜିତ ଥିବା ସୁରକ୍ଷା କର୍ମୀ ରାଜକୁମାର ମିଶ୍ର ଏବଂ ସୁବ୍ରୋତୋ ରମେଶ ସେନଙ୍କୁ ଜଣେ ଯୁବକ ଛୁରୀ ସାହାଯ୍ୟରେ ଆକ୍ରମଣ କରିଥିଲା । ପୋଲିସ ସିସିଟିଭି ଫୁଟେଜ୍…

ଓଜେଇଇ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ, ଏହି ତାରିଖରୁ ଆରମ୍ଭ ହେବ…

ଭୁବନେଶ୍ୱର: ପ୍ରକାଶ ପାଇଲା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)-୨୦୨୬ ପରୀକ୍ଷା ତାରିଖ । ଆସନ୍ତା ମେ’ ୪ ତାରିଖରୁ ଆରମ୍ଭ ହୋଇ ୧୦ ତାରିଖ ଯାଏଁ ପରୀକ୍ଷା ଚାଲିବ । ପ୍ରଥମ ସିଫ୍ଟ ସକାଳ ୯ଟାରୁ ୧୧ଟା, ଦ୍ୱିତୀୟ ସିଫ୍ଟ ଅପରାହ୍ନ ୧ଟାରୁ ୩ଟା ଏବଂ ତୃତୀୟ ସିଫ୍ଟ ଅପରାହ୍ନ ସାଢ଼େ ୪ଟାରୁ…

ପୂର୍ବ ଭାରତର ଦ୍ୱିତୀୟ ଜାମସେଦପୁର ହେବ କେନ୍ଦୁଝର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ବଡ଼ବିଲ ଅଂଚଳର ଉଚ୍ଚବାଲି ଠାରେ ୧୬୪୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ୪୨୦/୨୨୦ କେଭି ଗ୍ରୀଡ୍ ସବ୍‌ଷ୍ଟେସନ୍‌ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଅବସରରେ…

ସାଧାରଣ ଲୋକଙ୍କୁ ମହାକାଶ ପଠାଇବ ISRO, କରିବାକୁ ହେବ ଏହି ଛୋଟିଆ କାମ

ନୂଆଦିଲ୍ଲୀ: ମହାକାଶକୁ ଛୁଇଁବେ ସାଧାରଣ ନାଗରିକ। ମହାକାଶ ଯାତ୍ରା ବର୍ତ୍ତମାନ କେବଳ ବୈଜ୍ଞାନିକ ନୁହେଁ, ପର୍ଯ୍ୟଟନ ପାଇଁ ମଧ୍ୟ ସମ୍ଭବ ହେଉଛି। ଏଥିପାଇଁ ଉଚ୍ଚ ଶାରୀରିକ ଫିଟନେସ୍, କଠୋର ପ୍ରଶିକ୍ଷଣ, ଏବଂ ବ୍ଲୁ ଅରିଜିନ୍ (Blue Origin) ପରି ଘରୋଇ କମ୍ପାନୀ ବା ଆନ୍ତର୍ଜାତୀୟ ମିଶନ ଜରିଆରେ…

ତରଭୁଜକୁ ଇଞ୍ଜେକ୍ସନ ଦେଇ କରାଯାଇନି ତ ନାଲି ରଙ୍ଗ, ଖାଇବା ପୂର୍ବରୁ ଏପରି କରନ୍ତୁ ଯାଞ୍ଚ

ନୂଆଦିଲ୍ଲୀ: ଏବେ ଚାଲିଛି ଗ୍ରୀଷ୍ମ ଋତୁ। ଆଉ ଏହି ପ୍ରଚଣ୍ଡ ଗରମରେ ପ୍ରାୟ ସମସ୍ତଙ୍କର ତରଭୁଜ ପ୍ରିୟ। ଗରମରୁ ମୁକ୍ତି ପାଇବା ପାଇଁ ଲୋକମାନେ ତରଭୁଜ ଖାଆନ୍ତି, କାରଣ ଏହା ଶରୀରକୁ ଥଣ୍ଡା କରେ ଏବଂ ତୃଷା ମେଣ୍ଟାଇଥାଏ। କିନ୍ତୁ ଆପଣ ଜାଣନ୍ତି କି ବଜାରରେ ମିଳୁଥିବା କିଛି ତରଭୁଜ ଲୋକଙ୍କ ଜୀବନ…

PMSGMBY in Odisha: ବଢୁଛି ଛାତ ଉପରେ ସୌରଶକ୍ତି ଚାହିଦା, ରାଜ୍ୟରେ ପ୍ରାୟ ୧୧,୦୦୦ ପରିବାର ହାତରେ ଏବେ ଜିରୋ ବିଜୁଳି…

ଭୁବନେଶ୍ୱର: ସରକାରଙ୍କ ସୌର ଘର ଯୋଜନାରେ ଲାଭବାନ୍ ହେଉଛି ଓଡ଼ିଶାର ବିଜୁଳି ଉପଭୋକ୍ତା। ପରି ୧୧ ହଜାର ପରିବାର ହାତରେ ଏବେ ଶୂନ୍ୟ ବିଜୁଳି ବିଲ୍। ରିପୋର୍ଟ୍ ଅନୁଯାୟୀ, ପଶ୍ଚିମ ଓଡ଼ିଶାର ପ୍ରାୟ ୧୧,୦୦୦ ବିଦ୍ୟୁତ୍ ଗ୍ରାହକ ଛାତ ଉପରେ ଥିବା ସୌରଶକ୍ତି ବ୍ୟବସ୍ଥା ସ୍ଥାପନ କରିବା ପରେ ମାର୍ଚ୍ଚ…

ଓଲିଉଡ୍ @୯୦: ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା, ନୂତନ ସ୍ୱପ୍ନର ଶୁଭାରମ୍ଭ

ଭୁବନେଶ୍ୱର: ଗୌରବର ୯୦ ବର୍ଷ। ଓଡ଼ିଆ ସିନେମା ଜଗତ ତା’ର ଯାତ୍ରାର ୯୦ ବର୍ଷ ପୂରଣ କରିଛି। ୧୯୩୬ ଏପ୍ରିଲ୍ ୨୮ରେ ପ୍ରଥମ ଓଡ଼ିଆ ସିନେମା ‘ସୀତା ବିବାହ’ର ମୁକ୍ତିଲାଭ ଦିନ ହିସାବରେ ସମଗ୍ର ଓଲିଉଡ୍ ଆଜି ଓଡ଼ିଆ ଚଳଚ୍ଚିତ୍ର ଦିବସ ପାଳୁଛି। ଏହି ବ୍ଲାକ୍ ଆଣ୍ଡ ହ୍ବାଇଟ୍ ଫିଲ୍ମର ନିର୍ଦ୍ଦେଶନା…