Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ପୋଲିସ SI ଜାଲିଆତି ମାମଲା: ୫ ଦିନିଆ ରିମାଣ୍ଡରେ ଯିବେ ଶଙ୍କର ଓ ସୁରେଶ

ବ୍ରହ୍ମପୁର: ପୋଲିସ ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ। ରିମାଣ୍ଡରେ ଯିବେ ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଓ ସିଲିକନ୍‌ ଟେକ୍‌ଲାବ୍‌ ସଂସ୍ଥାର ମୁଖ୍ୟ ସୁରେଶ ଚନ୍ଦ୍ର ନାୟକ। ସେମାନଙ୍କୁ ରିମଣ୍ଡରେ ନେବାକୁ ଗତକାଲି ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ। ବ୍ରହ୍ମପୁର ଜେଏମଏଫସି ଗ୍ରାମାଞ୍ଚଳ କୋର୍ଟରେ…

Polio Vaccine: ୩ ମାସର ଶିଶୁକନ୍ୟାର ଜୀବନ ନେଲା ପୋଲିଓ ଟୀକା

ଭଦ୍ରକ: ୩ ମାସର ଶିଶୁକନ୍ୟାର ଜୀବନ ନେଲା ପୋଲିଓ ଟୀକା! ପୋଲିଓ ଟୀକା ନେବା ପରେ ଜଣେ ୩ ମାସର ଶିଶୁକନ୍ୟାର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ନନ୍ଦପାଟଣା ଗ୍ରାମରେ ଏଭଳି ଘଟଣା ଘଟିଛି। ଏନେଇ ଶିଶୁକନ୍ୟାର ପରିବାର ଲୋକେ ନାୟକାଣୀଡ଼ିହି ଥାନାରେ ଲିଖିତ…

‘ବଂଶବାଦ ରାଜନୀତି ଶେଷ କରିବାର ସମୟ ଆସିଯାଇଛି’: ହଙ୍ଗାମା କଲାଣି ଥରୁରଙ୍କ ବୟାନ

ନୂଆଦିଲ୍ଲୀ: କଂଗ୍ରେସ ନେତା ଶଶି ଥରୁର ତାଙ୍କ ବୟାନ ପାଇଁ ଏବେ ପୁଣି ଚର୍ଚ୍ଚାରେ ଅଛନ୍ତି। ପୁଣିଥରେ ସେ ବଂଶବାଦ ରାଜନୀତିକୁ ନେଇ ଏକ ବୟାନ ଦେଇଛନ୍ତି। ଏହା କଂଗ୍ରେସ ଭିତରେ ରାଜନୈତିକ ଉଷ୍ମତା ବଢ଼ାଇବ ବୋଲି କୁହାଯାଉଛି। କାରଣ ଥରୁର କହିଥିଲେ ଯେ ବଂଶବାଦ ରାଜନୀତି ଭାରତର ଗଣତନ୍ତ୍ର ପାଇଁ…

ଭାରତର ପ୍ରାଚୀନ ଅରୁଗୁଣ ଉଦ୍ଭିଦର ମାନବ ଶରୀର ଉପରେ ବିଷାକ୍ତ ପ୍ରଭାବକୁ ନେଇ ଏମ୍ସ ଭୁବନେଶ୍ୱର ପକ୍ଷରୁ ଗବେଷଣା ଆରମ୍ଭ

ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱର ପକ୍ଷରୁ ପକ୍ଷରୁ ଭାରତର ପ୍ରାଚୀନ ସାଇକାଡ (ଅରୁଗୁଣ) ଉଦ୍ଭିଦର ମାନବ ଶରୀର ଉପରେ ବିଷାକ୍ତ ପ୍ରଭାବକୁ ନେଇ ଗବେଷଣା ଆରମ୍ଭ ହୋଇଛି । ଜାପାନ ଆଦି ରାଷ୍ଟ୍ରଗୁଡ଼ିକରେ ଏହି ଉଦ୍ଭିଦର ସେବନ ଫଳରେ ନାନା ରୋଗ ସୃଷ୍ଟି ହେଉଥିବା ପ୍ରମାଣିତ ହେବାପରେ ଏହି ପରିକ୍ଷା…

Tej mocks Tejashwi: “ତେଜସ୍ୱୀ ଏବେ ବି ପିଲା, ନିର୍ବାଚନ ପରେ ଆମେ ତାକୁ ଝୁମୁକା ଧରାଇବୁ…”,…

ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ରାଜ୍ୟ ୬ ନଭେମ୍ବର ଏବଂ ୧୧ ତାରିଖରେ ୨୪୩ ଆସନ ପାଇଁ ବିଧାନସଭା ନିର୍ବାଚନ କରିବ। ଏହି ସମୟରେ, ବିହାରର ସବୁଠାରୁ ଚର୍ଚ୍ଚିତ ବିଧାନସଭା ଆସନ ମଧ୍ୟରେ ମହୁଆ ବିଧାନସଭା ଆସନ ଏବଂ ରାଘୋପୁର ବିଧାନସଭା ଆସନ ଅନ୍ତର୍ଭୁକ୍ତ।…

Special Trains For Kartik Purnima: କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରକୁ ଗଡ଼ିବ ୩ ସ୍ପେଶାଲ ଟ୍ରେନ୍‌

ପୁରୀ: କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଯାତ୍ରୀମାନଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥ ଦ୍ୱାରା ବ୍ରହ୍ମପୁର ଓ ପୁରୀ ମଧ୍ୟରେ ବିଶେଷ ପାସେଞ୍ଜର ଟ୍ରେନ ଚଳାଚଳ କରାଯାଉଛି । (୧) 08417 ବ୍ରହ୍ମପୁର–ପୁରୀ ପ୍ୟାସେଞ୍ଜର ବିଶେଷ ଟ୍ରେନ ୦୪.୧୧.୨୦୨୫ (ମଙ୍ଗଳବାର) ରାତି ୮.୩୫ ରେ ବ୍ରହ୍ମପୁରରୁ…

ବାହାର ରାଜ୍ୟକୁ ଚାଲାଣ ବେଳେ ୨ ଶିଶୁଙ୍କ ସମେତ ୭ଦାଦନ ଶ୍ରମିକ ଉଦ୍ଧାର, ଜଣେ ଗିରଫ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ତୁରେକେଲା ରୋଡ଼ ରେଳ ଷ୍ଟେସନରୁ ୨ଶିଶୁଙ୍କ ସମେତ ୭ ଦାଦନଙ୍କୁ ଉଦ୍ଧାର କରାଯାଇଛି । ଘଟଣାରେ ଜଣେ ଦଲାଲଙ୍କୁ ଗିରଫ କରିଛି ପୋଲିସ । ଗିରଫ ଦଲାଲ ଜଣକ ହେଲେ ହଳନଭଟା ଗାଁର ଭମ୍ରରବର ସୁନା (୫୫) । ମିଳିଥିବା ଖବର ଅନୁସାରେ, ଗତ ରାତି ସମୟରେ ତୁରେକେଲା ରୋଡ଼…

Encounter: ସୁରକ୍ଷାବାହିନୀଙ୍କ ଗୁଳିରେ ୪ଉଗ୍ରବାଦୀ ନିପାତ

ଇମ୍ଫାଲ: ମଣିପୁରର ଚୁରାଚାନ୍ଦପୁରରେ ସୁରକ୍ଷାବାହିନୀ ଏକ ନିଷିଦ୍ଧ ଗୋଷ୍ଠୀର ୪ଜଣ ଉଗ୍ରବାଦୀଙ୍କୁ ନିପାତ କରିଛନ୍ତି। ଆଜି ସକାଳେ ପୋଲିସ ଏନକାଉଣ୍ଟରରେ ସମସ୍ତ ଚାରି ଜଣ ନିହତ ହୋଇଛନ୍ତି। ସେମାନେ ମଣିପୁରର ନିଷିଦ୍ଧ ଭିତ୍ତିକ ସଂଗଠନ ୟୁନାଇଟେଡ୍ କୁକି ନ୍ୟାସନାଲ୍ ଆର୍ମି (UKNA) ସହିତ ଜଡିତ…

‘ବନ୍ଦେ ମାତରମ୍‌’କୁ ପୁରୁଛି ୧୫୦ ବର୍ଷ; ଆସନ୍ତା ୭ରେ ସମସ୍ତ ଶିକ୍ଷାନୁଷ୍ଠାରେ ଛାତ୍ରଛାତ୍ରୀମାନେ ଗାଇବେ ଏହି ଗୀତ

ଭୁବନେଶ୍ୱର: ଆମର ଜାତୀୟ ଗୀତି ଭାବେ ପରିଚିତ ‘ବନ୍ଦେ ମାତରମ୍‌’କୁ ୧୫୦ ବର୍ଷ ପୁରୁଛି । ଏହି ଅବସରରେ ଆସନ୍ତା ୭ ତାରିଖରେ ରାଜ୍ୟର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ‘ବନ୍ଦେ ମାତରମ୍‌’ ଗାଇବେ । ଏନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ…

Pak Testing N-Weapons: ସତରେ କ’ଣ ଲୁଚି ଲୁଚି ପରମାଣୁ ପରୀକ୍ଷଣ କରୁଛି ପାକିସ୍ତାନ?, ବଢିଲା ବିଶ୍ବର ଚିନ୍ତା…

ନୂଆଦିଲ୍ଲୀ: ୩୩ ବର୍ଷ ପରେ ଆମେରିକା ପରମାଣୁ ପରୀକ୍ଷଣ ପୁନଃ ଆରମ୍ଭ କରିବାର ଘୋଷଣା କରିଛନ୍ତି। ଯାହାକୁ ଯୁକ୍ତଯୁକ୍ତ କରିବାକୁ ଯାଇ ବଡ ଖୁଲାସା କରିଦେଇଚନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ରାଷ୍ଟ୍ରପତି ଟ୍ରମ୍ପ ତାଙ୍କ ବୟାନରେ କହିଛନ୍ତି ଯେ ପାକିସ୍ତାନ ବର୍ତ୍ତମାନ ସକ୍ରିୟ ଭାବରେ…