Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ନିଷ୍ପତ୍ତି: ଗଢାଯିବ ପରିବହନ-ଟ୍ରାଫିକ୍‌ର ନୂଆ କ୍ୟାଡର୍‌ ରୁଲ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ନିଷ୍ପତ୍ତି। ଗଢାଯିବ ପରିବହନ-ଟ୍ରାଫିକ୍‌ର ନୂଆ କ୍ୟାଡର୍‌ ରୁଲ। ଓଡ଼ିଶା ଟ୍ରାନ୍ସପୋର୍ଟ-ଟ୍ରାଫିକ୍ ଆଣ୍ଡ ଏନ୍‌ଫୋର୍ସମେଣ୍ଟ (ନିଯୁକ୍ତି ପ୍ରକ୍ରିୟା ଓ ଚାକିରି ସର୍ତ୍ତାବଳୀ) ରୁଲ୍-୨୦୧୩ର ବିସ୍ଥାପନ ଓ ବ୍ୟାପକ ସଂଶୋଧନ ପରେ ଏଣିକି ନୂଆ କ୍ୟାଡର ରୁଲ…

ମେ’ ୧୫ରୁ ସିବିଏସଇ ଦଶମ ଶ୍ରେଣୀ ଦ୍ଵିତୀୟ ବୋର୍ଡ଼ ପରୀକ୍ଷା

ଭୁବନେଶ୍ୱର: ପ୍ରକାଶ ପାଇଲା ସିବିଏସଇ ଦଶମ ଶ୍ରେଣୀ ଦ୍ଵିତୀୟ ବୋର୍ଡ଼ ପରୀକ୍ଷା ତାରିଖ। ମେ' ୧୫ରୁ ୨୧ ତାରିଖ ଯାଏଁ ଚାଲିବ ପରୀକ୍ଷା। ସକାଳ ୧୦ଟା ୩୦ରୁ ୧ଟା ୩୦ ଯାଏଁ ଚାଲିବ ପରୀକ୍ଷା। ଚଳିତ ବର୍ଷ ପ୍ରଥମ ଥର ସିବିଏସଇ ପକ୍ଷରୁ ଦ୍ଵିତୀୟ ବୋର୍ଡ଼ ପରୀକ୍ଷା ନିଷ୍ପତ୍ତି ନିଆଯାଇଛି। ଏହା…

ମହଙ୍ଗା ପୁସ୍ତକ କିଣିବାକୁ ଚାପ, ଘରୋଇ ସ୍କୁଲର ମନମାନୀକୁ ନେଇ ଏହି ସବୁ ରାଜ୍ୟକୁ NHRC ର ନୋଟିସ୍

ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରୁ ଅଭିଭାବକମାନେ ଅଭିଯୋଗ ଦାଖଲ କରିଥିଲେ ଯେ ଘରୋଇ ସ୍କୁଲଗୁଡ଼ିକ ଘରୋଇ ପ୍ରକାଶନରୁ ପୁସ୍ତକ କିଣିବା ପାଇଁ ଚାପ ପକାଉଛନ୍ତି। ଏହି ପୁସ୍ତକ ଅତ୍ୟଧିକ ମହଙ୍ଗା। ଏହି ଅଭିଯୋଗ ପରେ, ଜାତୀୟ ମାନବାଧିକାର କମିଶନ (NHRC) ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି।…

President Himachal Pradesh Visit : ଦିଲ୍ଲୀରୁ ଶିମଲା ଯିବ କାର୍ଯ୍ୟାଳୟ, ମାଟି ଘରେ ରହିବେ ରାଷ୍ଟ୍ରପତି ଦ୍ରୌପଦୀ…

ଶିମଲା: ଶିମଲା ସ୍ଥାନାନ୍ତରିତ ହେବ ରାଷ୍ଟ୍ରପତି କାର୍ଯ୍ୟାଳୟ ୧୭୫ ବର୍ଷ ପୁରୁଣା ମାଟି କୋଠାରେ ରହିବେ ମହାମହିମ ୬ ଦିନ ପାଇଁ ଶିମଲାରୁ କାମ କରିବେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏପ୍ରିଲ ୨୭ ରୁ ମେ ୨ ପର୍ଯ୍ୟନ୍ତ ଶିମଲା ଗସ୍ତ କରୁଛନ୍ତି। ଏହି ଛଅ ଦିନ ପାଇଁ…

କାହିଁକି ଅଧିକ ରୂପା କିଣୁଛି ଚୀନ…

ନୂଆଦିଲ୍ଲୀ: ସୁନା ଭଳି ରୂପା ମୂଲ୍ୟରେ ମଧ୍ୟ ବୃଦ୍ଧି ଘଟିଛି।ଏହା ସତ୍ତ୍ୱେ ବିଶ୍ୱର ଦ୍ୱିତୀୟ ସର୍ବବୃହତ ଅର୍ଥନୀତି ଚୀନ୍‌ରେ ରୂପା ଚାହିଦାରେ ଐତିହାସିକ ବୃଦ୍ଧି ଘଟିଛି। ପୂର୍ବ ମାସ ତୁଳନାରେ ମାର୍ଚ୍ଚ ମାସରେ ଦେଶରେ ରୂପା ଆମଦାନୀ ୭୮% ବୃଦ୍ଧି ପାଇ ୮୩୬ ଟନ୍‌ରେ ପହଞ୍ଚିଛି। ଏହା ମାର୍ଚ୍ଚ…

West Bengal elections 2026: ଭୋଟ ଦେଉଛି ପଶ୍ଚିମବଙ୍ଗ, ମୁର୍ଶିଦାବାଦରେ ଫୁଟିଲା ବୋମା, ଅନେକ ଆହତ

କୋଲକାତା: ପଶ୍ଚିମବଙ୍ଗରେ ଗୁରୁବାର ବିଧାନସଭା ନିର୍ବାଚନ ଚାଲିଛି। ନେତା ବାଛୁଛନ୍ତି ଲୋକେ। ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ଜାରି ରହିଥିବା ବେଳେ ଏହାରି ଭିତରେ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାରେ କିଛି ଅଜ୍ଞାତ ବ୍ୟକ୍ତି ଏକ କଞ୍ଚା ବୋମା ଫିଙ୍ଗିବାରୁ ଅନେକ ଲୋକ ଆହତ ହୋଇଛନ୍ତି, ।…

ବିଧାନସଭା ନିର୍ବାଚନ; ପଶ୍ଚିମବଙ୍ଗ ଓ ତାମିଲନାଡୁରେ ଭୋଟିଂ ଆରମ୍ଭ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ୧୫୨ଟି ବିଧାନସଭା ଆସନ ଏବଂ ତାମିଲନାଡୁର ୨୩୪ଟି ବିଧାନସଭା ଆସନ ପାଇଁ ଆଜି ଭୋଟିଂ ଆରମ୍ଭ ହୋଇଛି। ପଶ୍ଚିମବଙ୍ଗରେ ଦୁଇ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଆଜି ଏପ୍ରିଲ୍ ୨୩ ତାରିଖରେ ଅନୁଷ୍ଠିତ ହେଉଛି। ୧୫୨ଟି ଆସନ ପାଇଁ ଭୋଟ୍ ହେଉଛି। ତାମିଲନାଡୁରେ ଗୋଟିଏ…

ଔଷଧରେ ବ୍ୟବହାର ହେବନି ଅଶ୍ୱଗନ୍ଧା ପତ୍ର, ରୋକ୍ ଲଗାଇଲା FSSAI

ନୂଆଦିଲ୍ଲୀ: ଅଶ୍ୱଗନ୍ଧାକୁ ଦୀର୍ଘ ଦିନ ଧରି ଏକ ପ୍ରାକୃତିକ ଉପଚାର ଭାବରେ ବ୍ୟବହାର କରାଯାଉଛି। ଯାହା ଚାପମୁକ୍ତି ଠାରୁ ଆରମ୍ଭ କରି ନିଦ ସମସ୍ୟା ପର୍ଯ୍ୟନ୍ତ ସବୁକିଛିରେ ସାହାଯ୍ୟ କରେ ବୋଲି ବିଶ୍ୱାସ କରାଯାଏ। ଏହି ପ୍ରାଚୀନ ଆୟୁର୍ବେଦିକ ଔଷଧି ବର୍ତ୍ତମାନ ସମୟରେ ମେଡିସିନ ଦୁନିଆର ଏକ…

RBI New E-Mandate Rules:ଡିଜିଟାଲ୍ ପେମେଣ୍ଟରେ RBIର ବଡ଼ ଆଶ୍ୱସ୍ତି: ଏବେ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ…

ମୁମ୍ବାଇ: ଆଜିକାଲି ଡିଜିଟାଲ ଯୁଗରେ ଆମେ ସମସ୍ତେ ମୋବାଇଲ୍ ରିଚାର୍ଜଠାରୁ ଆରମ୍ଭ କରି OTT ସବସ୍କ୍ରିପସନ୍ ପର୍ଯ୍ୟନ୍ତ ସବୁକିଛି ପାଇଁ ଅଟୋ-ପେମେଣ୍ଟ ଉପରେ ନିର୍ଭର କରିଥାଉ । କିନ୍ତୁ ଅନେକ ସମୟରେ OTP ଆସିବାରେ ବିଳମ୍ବ କିମ୍ବା ନେଟୱାର୍କ ସମସ୍ୟା ଯୋଗୁଁ ଏହି ପେମେଣ୍ଟ ଫେଲ୍ ହୋଇଯାଏ,…