Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଏହି ୬ ସହରକୁ ବନ୍ଦ ହେଲା ବିମାନ ସେବା

ନୂଆଦିଲ୍ଲୀ: ଏହି ସମୟର ସବୁଠାରୁ ବଡ଼ ଖବର: ବିଦେଶ ଯାତ୍ରା ପାଇଁ ଯୋଜନା କରୁଥିବା ଯାତ୍ରୀଙ୍କୁ ଲାଗିଛି ବଡ଼ ଝଟକା। ଏୟାର ଇଣ୍ଡିଆ ପକ୍ଷରୁ ବିଦେଶୀ ବିମାନ ସେବା କାଟ୍ କରିବାକୁ ନିଆଯାଇଛି ଏକ ବଡ଼ ନିଷ୍ପତ୍ତି। ବିଶେଷ କରି ୬ଟି ପ୍ରମୁଖ ଦେଶକୁ ବିମାନ ଚଳାଚଳ ସାମୟିକ ଭାବେ ବନ୍ଦ କରିବାକୁ…

ଓକିଲ ବେଶରେ ମମତା ବାନାର୍ଜୀ: ନିଜ ପକ୍ଷ ରଖିବାକୁ କଲିକତା ହାଇକୋର୍ଟରେ ପହଞ୍ଚିଲେ ଦିଦି

​କୋଲକାତା: କଲିକତା ହାଇକୋର୍ଟରେ ଆଜି ଏକ ଅଭାବନୀୟ ତଥା ଐତିହାସିକ ଦୃଶ୍ୟ ଦେଖିବାକୁ ମିଳିଛି। ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜଣେ ଓକିଲଙ୍କ ପୋଷାକ (Lawyer's Robe) ପିନ୍ଧି ହାଇକୋର୍ଟରେ ହାଜର ହୋଇଛନ୍ତି। ନିର୍ବାଚନ ପରବର୍ତ୍ତୀ ହିଂସା (Post-poll violence)…

ବଙ୍ଗରେ ବିଜେପି ସରକାରଙ୍କ ନୂଆ ନିର୍ଦ୍ଦେଶ: ଏଣିକି ସମସ୍ତ ସ୍କୁଲରେ ଛାତ୍ରଛାତ୍ରୀ ଗାଇବେ ‘ବନ୍ଦେ ମାତରମ୍‌’

କୋଲକାତା: ପଶ୍ଚିମବଙ୍ଗରେ ବିଜେପି ସରକାର କ୍ଷମତାକୁ ଆସିବା ପରଠାରୁ ବହୁତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଉଛି। ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱରେ ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟି ସରକାରକୁ ଆସିବା ପରେ ଆକ୍ସନ ମୋଡ୍‌ରେ ଅଛନ୍ତି। କ୍ଷମତା ଗ୍ରହଣ କରିବା ମାତ୍ରେ ଶୁଭେନ୍ଦୁ…

ଲୁକଆଉଟ୍ ନୋଟିସ୍ ପରେ ବନ୍ଧା ହେଲେ ପୂର୍ବତନ ଡିସିପି

​କୋଲକାତା: ପଶ୍ଚିମବଙ୍ଗର ଜଣେ ବରିଷ୍ଠ ପୂର୍ବତନ ପୋଲିସ ଅଧିକାରୀଙ୍କୁ ନେଇ ଚାଲିଥିବା ଚର୍ଚ୍ଚାର ଅନ୍ତ ଘଟିଛି। କୋଲକାତା ପୋଲିସର ପୂର୍ବତନ ଡେପୁଟି କମିଶନର ଶାନ୍ତନୁ ସିହ୍ନା ବିଶ୍ୱାସଙ୍କୁ ଗିରଫ କରାଯାଇଛି। ତାଙ୍କ ବିରୋଧରେ ପୂର୍ବରୁ 'ଲୁକଆଉଟ୍ ନୋଟିସ୍' ଜାରି କରାଯାଇଥିଲା, ଯାହା ପରେ…

Nepal girl’s letter to PM: “ଭୋଟ ଦେଲୁ…ଭାଙ୍ଗିଦେଲ ଘର…?”, କଅଁଳ ଆଖିରେ ଲୁହ…ମନରେ ଅନେକ…

କାଠମାଣ୍ଡୁ: “ଏବେ ଆମେ ରହିବୁ କେଉଁଠି?”...“କେଉଁଠି ପଢିବୁ ପାଠ”...'ଆମେ ତୁମକୁ ଭୋଟ ଦେଇଥିଲୁ…ତୁମେ ଆମ ଘର ଭାଙ୍ଗିଦେଲ”...କୁନି ଆଖି ଆଗରେ ଭୁଶୁଡି ପଡିଲା ସପନର କୁଡିଆ । ଏବେ କରିବ କ’ଣ…ମନରେ ଅଶୁମାରୀ ପ୍ରଶ୍ନ ନେଇ ସିଧା ପ୍ରଧାନମନ୍ତ୍ରୀଙ୍କୁ ଲେଖିଲା ଚିଠି । କାହିଁକି ଏମିତି କଲେ…

ଯୁଦ୍ଧ ମଧ୍ୟରେ ମହଙ୍ଗା ମାଡ଼: ଖାଦ୍ୟ ଓ ଇନ୍ଧନ ଦରରେ ବୃଦ୍ଧି

ନୂଆଦିଲ୍ଲୀ: ବିଶ୍ୱ ସ୍ତରରେ ଜାରି ରହିଥିବା ଅସ୍ଥିରତା ଏବଂ ମଧ୍ୟ-ପ୍ରାଚ୍ୟରେ ଇରାନ-ଆମେରିକା ମଧ୍ୟରେ ବଢୁଥିବା ତିକ୍ତତା ଯୋଗୁଁ ଭାରତରେ ପାଇକାରୀ ମୁଦ୍ରାସ୍ଫୀତି (WPI) ବୃଦ୍ଧି ପାଇଛି। ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ସଦ୍ୟତମ ତଥ୍ୟ ଅନୁଯାୟୀ, ଏପ୍ରିଲ ମାସରେ ପାଇକାରୀ…

ବାଲିଅନ୍ତା ମର୍ଡର; ମୁଖ୍ୟ ଅଭିଯୁକ୍ତକୁ ବାନ୍ଧିଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ବାଲିଅନ୍ତାରେ GRP କନେଷ୍ଟବଳ ସୌମ୍ୟ ରଞ୍ଜନ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ। ମୁଖ୍ୟ ଅଭିଯୁକ୍ତ ଚିନୁ ଓରଫ୍‌ ରଞ୍ଜିତ ପାତ୍ରକୁ ବାନ୍ଧିଲା କ୍ରାଇମବ୍ରାଞ୍ଚ। କଟକ ସଦର ଥାନା ଅଞ୍ଚଳରୁ ଧରାପଡ଼ିଥିବା ସୂଚନା ରହିଛି।ସୌମ୍ୟ ରଞ୍ଜନଙ୍କର ହତ୍ୟା ମାମଲାରେ ରଞ୍ଜିତଙ୍କର…

PM Modi 5-Nation Tour: କାଲିଠୁ ୫ ଦେଶ ଗସ୍ତରେ ଯିବେ ପିଏମ୍ ମୋଦି, ଶକ୍ତି ଶଙ୍କଟ ମଧ୍ୟରେ ମିଳିପାରେ ବଡ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେ ୧୫ ରୁ ୨୦ ପର୍ଯ୍ୟନ୍ତ ପାଞ୍ଚଟି ଦେଶ ଗସ୍ତ କରୁଛନ୍ତି । ଯେଉଁଥିରେ ସଂଯୁକ୍ତ ଆରବ ଏମିରେଟ୍ସ (UAE), ନେଦରଲ୍ୟାଣ୍ଡସ୍, ସ୍ୱିଡେନ୍, ନରୱେ ଏବଂ ଇଟାଲୀ ଭଳି ଦେଶ ରହିଛି। ବୈଦେଶିକ ମନ୍ତ୍ରଣାଳୟ ଅନୁଯାୟୀ, ଏହି ଗସ୍ତର ଲକ୍ଷ୍ୟ ଭାରତର ରଣନୈତିକ,…

ବଦଳିବ ଡିପ୍ଲୋମା ପାଠ୍ୟକ୍ରମ, ବାଦ୍‌ ପଡ଼ିବ ଏକାଧିକ କୋର୍ସ

କଟକ: ଏଣିକି ବୈଷୟିକ ଶିକ୍ଷାରେ ବଦଳିବ ପାଠ୍ୟକ୍ରମ। ପରିବର୍ତ୍ତନ ହେବ ଡିପ୍ଲୋମା ପାଠ୍ୟକ୍ରମ। ଆଉ ବାଦ୍‌ ପଡ଼ିବ ଏକାଧିକ କୋର୍ସ। ଏଥିରେ ଯୋଡି ହେବ ଅନେକ ନୂଆ ପାଠ। ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟରୁ ମିଳିଥିବା ସୂଚନା ଅନୁସାରେ ଛାତ୍ରଛାତ୍ରୀଙ୍କ ପାଇଁ ନିଯୁକ୍ତିଭିତ୍ତିକ…

ହଟିଲା ସସ୍‌ପେନ୍ସ: ଭିଡି ସତୀଶନ ହେବେ କେରଳମର ନୂଆ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ୧୦ ଦିନର ଛକାପଞ୍ଝା ଶେଷରେ ସମାପ୍ତ ହୋଇଛି। ହଟିଲା ସମସ୍ତ ସସ୍‌ପେନ୍ସ। କେରଳମର କିଏ ହେବ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ତାକୁ ନେଇ କଂଗ୍ରେସରେ ଲାଗି ରହିଥିଲା ଅଙ୍କକଷା। ଏବେ ସେଥିରେ ପୂର୍ଣ୍ଣଚ୍ଛେଦ ପଡିଛି। କଂଗ୍ରେସ ନେତା ଭିଡି ସତୀଶନ୍ କେରଳମର ନୂତନ ମୁଖ୍ୟମନ୍ତ୍ରୀ ହେବେ।…