Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ନୂଆ ବର୍ଷରେ ଶ୍ରୀକ୍ଷେତ୍ର ଜଗିବେ ୬୦ ପ୍ଲାଟୁନ୍ ପୋଲିସ ଫୋର୍ସ

ପୁରୀ: ଇଂରାଜୀ ନବବର୍ଷ ପୂର୍ବରୁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଭିଡ। ଭିଡକୁ ନଜରରେ ରଖି ପ୍ରଶାସନ ତରଫରୁ ହୋଇଛି ଜୋରଦାର ପ୍ରସ୍ତୁତି। ଶ୍ରୀକ୍ଷେତ୍ର ଜଗିବେ ୬୦ ପ୍ଲାଟୁନ୍ ପୋଲିସ ଫୋର୍ସ। ମେଡିକାଲ ଛକରୁ ଶ୍ରୀମନ୍ଦିର, ମେଡିକାଲ ଛକରୁ ବେଳାଭୂମି ପର୍ଯ୍ୟନ୍ତ ଚାରି ଚକିଆ ନିଷେଧ। ମାର୍କେଟ ଛକରୁ…

Cases Registered: ଏହି ସହରରେ ବର୍ଷକରେ ରୁଜୁ ହୋଇଛି ୯ ହଜାର ୨ ଶହ କେସ୍‌

କଟକ: ୨୦୨୫ରେ କଟକ ସହରରେ ଥିବା ୨୧ଟି ଥାନାରେ ମୋଟ ୯ ହଜାର ୧୩୯ଟି ମାମଲା ରୁଜୁ ହୋଇଛି । ଯାହାକି ୨୦୨୪ ମସିହା ତୁଳନାରେ ପ୍ରାୟ ୨ ହଜାର ଅଧିକ ଅଟେ । କେବଳ ସଦର ଥାନାରେ ଚଳିତ ବର୍ଷ ପ୍ରାୟ ରେକର୍ଡ ସଂଖ୍ୟକ ୧ ହଜାର ମାମଲା ରୁଜୁ ହୋଇଛି । ଯାହାକି ଥାନା ପାଇଁ ଚିନ୍ତାକର ବିଷୟ ପାଲଟିଛି ।…

ନନ୍ଦନକାନନର ୬୬ ତମ ପ୍ରତିଷ୍ଠା ଦିବସ; ନୂଆ ଜନ୍ତୁଙ୍କୁ ନାଁ ଦେଲେ ମନ୍ତ୍ରୀ

ଭୁବନେଶ୍ୱର: ୬୬ ବର୍ଷରେ ପଦାର୍ପଣ କରିଛି ଓଡ଼ିଶାର ଗର୍ବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ୧୯୬୦ ମସିହା ଡିସେମ୍ବର ୨୯ ଆଜିର ଦିନରେ ପ୍ରତିଷ୍ଠା ହୋଇଥିଲା ଏହି ପ୍ରାଣି ଉଦ୍ୟାନ । ଏହି ଅବସରରେ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ…

Konark Temple: ଡିସେମ୍ବର ୩୦ରେ କୋଣାର୍କ ସୂର୍ଯ୍ୟ ମନ୍ଦିର ପ୍ରବେଶ ଶୁଳ୍କ ଛାଡ଼

କୋଣାର୍କ: ପୁରୀ ଜିଲ୍ଲାର ସୂର୍ଯ୍ୟ ମନ୍ଦିରକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଡିସେମ୍ବର ୩୦ ତାରିଖ ଅର୍ଥାତ୍ ଆସନ୍ତାକାଲି କୋଣାର୍କ ସୂର୍ଯ୍ୟ ମନ୍ଦିର ପ୍ରବେଶ ଶୁଳ୍କ ଛାଡ କରାଯାଇଥିବା ସୂଚନା ରହିଛି । ବିଶ୍ବକୁ ରୋଗମୁକ୍ତ ଓ ବିଶ୍ବର କଲ୍ୟାଣ ପାଇଁ ଚଳିତବର୍ଷ ମଧ୍ୟ କୋଣାର୍କ…

Silver Price Hike: ସୁନା ପରି ରେକର୍ଡ କଲା ରୂପା ଦର

ଭୁବନେଶ୍ବର: ଆଜି ରୂପା ପୁଣି ଥରେ ସମସ୍ତ ରେକର୍ଡ ଭାଙ୍ଗିଛି । ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ, ରୂପାର ମୂଲ୍ୟ ପ୍ରଥମ ଥର ପାଇଁ ପ୍ରତି କିଲୋଗ୍ରାମ ୨.୫୦ ଲକ୍ଷ ଟଙ୍କା ଅତିକ୍ରମ କରିଛି । ରୂପାର ମୂଲ୍ୟରେ ଏହି ବୃଦ୍ଧି କେବଳ ଭାରତୀୟ ବଜାରରେ ନୁହେଁ, ବରଂ ଅନ୍ତର୍ଜାତୀୟ ବଜାରରେ ମଧ୍ୟ…

ଶ୍ରମିକଙ୍କୁ ହତ୍ୟା କରି ମାଟିରେ ପୋତିଦେବା ମାମଲାରେ ୩ ଗିରଫ

ସୁବର୍ଣ୍ଣପୁର: ବିନିକା ଥାନା ଅନ୍ତର୍ଗତ ଗୁଲାପଡା ଅଞ୍ଚଳରେ ଶ୍ରମିକଙ୍କୁ ହତ୍ୟା କରି ମାଟିରେ ପୋତିଦେବା ମାମଲାରେ ୩ ଗିରଫ ହୋଇଛନ୍ତି। ଏହି ହତ୍ୟା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ମୁଖ୍ୟ ଅଭିଯୁକ୍ତ ସମେତ ୩ ଜଣ ଗିରଫ ହୋଇଛନ୍ତି। ଜଣେ ଏବେ ବି ଫେରାର ଅଛି।…

ଉନ୍ନାଓ ଦୁଷ୍କର୍ମ ମାମଲା: ଅଭିଯୁକ୍ତ କୁଲଦୀପକୁ ଜାମିନ୍ ଦେଇଥିଲେ ଦିଲ୍ଲୀ ହାଇକୋର୍ଟ, ରୋକ୍ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଉନ୍ନାଓ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ପୂର୍ବତନ ବିଧାୟକ କୁଲଦୀପ ସିଂହ ସେଙ୍ଗରଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଝଟକା ମିଳିଛି। କୋର୍ଟ ଦିଲ୍ଲୀ ହାଇକୋର୍ଟର ନିଷ୍ପତ୍ତି ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି। ଦିଲ୍ଲୀ ହାଇକୋର୍ଟ ନିକଟରେ ତାଙ୍କ ଦଣ୍ଡାଦେଶକୁ ସ୍ଥଗିତ…

Operation Sindoor: ଭାରତର ଆକ୍ରମଣ ଏତେ ଭୟଙ୍କର ଥିଲା ଯେ…ବଡ଼ ଖୁଲାସା କଲେ ପାକ୍ ରାଷ୍ଟ୍ରପତି

ନୂଆଦିଲ୍ଲୀ: ପାକିସ୍ତାନକୁ ଉଚିତ୍ ଜବାବ ଦେଇ ଅପରେସନ ସିନ୍ଦୂରରେ ପିଓକେ ଓ ପାକିସ୍ତାନରେ ଥିବା ଅନେକ ଆତଙ୍କୀ ସଙ୍ଗଠନକୁ ଧ୍ୱଂସବିଧ୍ୱଂସ କରି ଦେଇ ଥିଲା ଭାରତୀୟ ସେନା ଏବଂ ପାକିସ୍ତାନୀ ଏୟାରବେସ୍ ଉପରେ ମଧ୍ୟ କରିଥିଲା ଖୁବ୍ ବଡ଼ ହମଲା। ପାକିସ୍ତାନ ଉପରେ ଭାରତ କରିଥିବା ଆକ୍ରମଣର ବଡ଼…

aravali case: ଆରାବଳୀ ମାମଲା: ସ୍ଥଗିତ ରହିଲା ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି, କେନ୍ଦ୍ର ଏବଂ ରାଜ୍ୟକୁ ନୋଟିସ ଜାରି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଆରାବଳି ମାମଲାର ୨୦ ନଭେମ୍ବର ନିଷ୍ପତ୍ତି ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି। କୋର୍ଟ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କୁ ଜବାବ ମାଗିବା ପାଇଁ ନୋଟିସ୍ ଜାରି କରିଛନ୍ତି। ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ସଦସ୍ୟ ବିଶିଷ୍ଟ…

ଭୋଜି କରୁଥିବା ବେଳେ ମୋଷ୍ଟଓ୍ୱାଣ୍ଟେଡ୍ ‘ଗୋମାଫିଆ’ ଗିରଫ

କଟକ: ଗିରଫ ହେଲା ମୋଷ୍ଟ ଓ୍ୱାଣ୍ଟେଡ୍ ଗୋମାଫିଆ । ଦୀର୍ଘ ଦିନ ଧରି ପୋଲିସ ହେପାଜତରୁ ଫେରାର ଥିବା ମୋଷ୍ଟ ଓ୍ୱାଣ୍ଟେଡ୍ ଗୋମାଫିଆ ତାଜୁଦ୍ଦିନ ଓରଫ ତାଜୁ ଖାନକୁ ଗିରଫ କରିଛି ପୋଲିସ । ଭଟ୍ଟାରିକା ଶସାଙ୍ଗ ନିକଟରେ ବଣଭୋଜି କରୁଥିବା ସମୟରେ ଖବର ପାଇ ପୋଲିସ ସେଠାରେ ଚଢାଉ କରି…