Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Bank unions defer 3-day:ବ୍ୟାଙ୍କ ଧର୍ମଘଟ ପ୍ରତ୍ୟାହାର ; IBA ଏବଂ UFBU ମଧ୍ୟରେ ବୈଠକ ପରେ ନିଷ୍ପତ୍ତି

ନୂଆଦିଲ୍ଲୀ: ସୋମବାରଠାରୁ ଆରମ୍ଭ ହେବାକୁ ଥିବା ତିନି ଦିନିଆ ବ୍ୟାଙ୍କ ଧର୍ମଘଟକୁ ପ୍ରତ୍ୟାହାର କରିନିଆଯାଇଛି। ରବିବାର ଦିନ 'ଇଣ୍ଡିଆନ୍ ବ୍ୟାଙ୍କ୍ସ ଆସୋସିଏସନ୍' (IBA) ଏବଂ 'ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ୍ ୟୁନିଅନ୍ସ' (UFBU) ମଧ୍ୟରେ ଅନୁଷ୍ଠିତ ଏକ ବୈଠକ ପରେ ଏହି ଧର୍ମଘଟ ପ୍ରତ୍ୟାହାର…

ଗୁଣି ସନ୍ଦେହରେ ବୃଦ୍ଧଙ୍କୁ ମାରି ଜାଳିଦେଲେ!

ମୋହନା:ଗୁଣି ଗାରେଡ଼ିକୁ ନେଇ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ନେଇ ହୋଇଛି ଅଭିଯୋଗ । ଅଭିଯୋଗ ଗଜପତି ଜିଲ୍ଲାର ମୋହନା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକ ହେଲେ ସେହି ଗାଁର ରାମଚନ୍ଦ୍ର ମଳିକ (୫୦) ।ବ୍ୟକ୍ତି ଙ୍କୁ ପ୍ରଥମେ ଧାରୁଆ ଅସ୍ତ୍ର ରେ ହତ୍ୟା ପରେ ପୋଡ଼ି…

ମହାନଦୀରେ ବଢୁଛି ବନ୍ୟା ଭୟ: ବଡ଼ମ୍ବା ଭଟ୍ଟାରିକା ପୀଠରେ ୧୬୩ ଧାରା ଲାଗୁ, ମନ୍ଦିର ଛୁଇଁଲା ବନ୍ୟାଜଳ

ଭୁବନେଶ୍ୱର: ରାଜ୍ୟରେ ଲଗାଣ ବର୍ଷା ଏବଂ ହୀରାକୁଦ ଜଳଭଣ୍ଡାରରୁ ଲଗାତର ବନ୍ୟାଜଳ ନିଷ୍କାସନ ଫଳରେ ମହାନଦୀରେ ଜଳସ୍ତର ବିପଦଜନକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏହାର ସିଧାସଳଖ ପ୍ରଭାବ କଟକ ଜିଲ୍ଲାର ବିଭିନ୍ନ ତଳିଆ ଅଞ୍ଚଳ ଉପରେ ପଡ଼ିବା ଆରମ୍ଭ ହୋଇଗଲାଣି । ବିଶେଷ କରି ମହାନଦୀ…

ବିବାହର ୪ ବର୍ଷ ପରେ ଜାସ୍ମିନ ମାଝୀଙ୍କ ସନ୍ଦେହଜନକ ମୃତ୍ୟୁ: ସ୍ୱାମୀଙ୍କ ସହ ଝଗଡ଼ା ପରେ ବିଷ ପିଇଥିବା ସନ୍ଦେହ

ଭୁବନେଶ୍ୱର:ଓଡ଼ିଆ ଆଲବମ୍ ଅଭିନେତ୍ରୀ ତଥା ନର୍ତ୍ତକୀ ଜାସ୍ମିନ ମାଝୀଙ୍କର ଅକାଳ ବିୟୋଗ ଘଟିଛି । ସେ ବିଷ ପିଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି, ଯାହା ସମଗ୍ର ଆଲବମ୍ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳାଇ ଦେଇଛି । ଜାସ୍ମିନଙ୍କ ମୃତ୍ୟୁ ଖବର ପ୍ରକାଶ ପାଇବା ପରେ ତାଙ୍କ ପ୍ରଶଂସକ ଏବଂ…

CM Majhi targets Congress:SIR ଅଭିଯୋଗକୁ ନେଇ କଂଗ୍ରେସକୁ ଟାର୍ଗେଟ୍ କଲେ ମୁଖ୍ୟମନ୍ତ୍ରୀ; କହିଲେ- ପ୍ରସ୍ତୁତ…

ଭୁବନେଶ୍ବର:Special Intensive Revision (SIR) ଉପରେ ମନ୍ତବ୍ୟ ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏସଆଇଆର ପ୍ରକ୍ରିୟାରେ କୌଣସି ତ୍ରୁଟି ନାହିଁ କହିଲେ । କଂଗ୍ରେସର ଅଭିଯୋଗ କେବଳ ରାଜନୈତିକ ଉଦ୍ଦେଶ୍ୟ। କଂଗ୍ରେସ ହତାଶାରୁ ଏଭଳି ଅଭିଯୋଗ ଆଣୁଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ…

MMDR Amendment Act:ଏମଏମଡିଆର ସଂଶୋଧନ ଆଇନ ପ୍ରତ୍ୟାହାର ଦାବି ପ୍ରସଙ୍ଗ;ବିକ୍ଷୋଭରେ ଜନସାଧାରଣଙ୍କୁ ସାମିଲ ହେବାକୁ…

ଭୁବନେଶ୍ୱର: ଏମଏମଡିଆର ସଂଶୋଧନ ଆଇନ ରାଜ୍ୟ ସ୍ୱାର୍ଥ ବିରୋଧୀ ହୋଇଥିବାରୁ ଏହାର ପ୍ରତ୍ୟାହାର ଦାବିରେ ବିଜୁ ଜନତା ଦଳ ତରଫରୁ ବିଧାନସଭା ସମ୍ମୁଖରେ ସେପ୍ଟେମ୍ୱର ୨୮ ତାରିଖରେ ହେବ ବିଶାଳ ଗଣବିକ୍ଷୋଭ। ଏଥିରେ ସମସ୍ତ ରାଜ୍ୟବାସୀଙ୍କୁ ସାମିଲ ହେବାକୁ ଦଳ ତରଫରୁ ନିବେଦନ କରାଯାଇଛି । ବିଜୁ…

ନିର୍ଭୟରେ କରନ୍ତୁ ଭଗବଦ୍ ଗୀତା ପାଠ, ବଙ୍ଗଳାରେ ବଦଳିଛି ସ୍ଥିତି: ହିନ୍ଦୁ ବିରୋଧୀଙ୍କୁ ଶୁଭେନ୍ଦୁଙ୍କ ଟାର୍ଗେଟ

କୋଲକାତା: ପଶ୍ଚିମବଙ୍ଗରେ ଏବେ ହିନ୍ଦୁ ସାଧୁସନ୍ଥ କିମ୍ବା ସନାତନ ଧର୍ମକୁ ଅପମାନିତ କଲେ ଅପରାଧୀଙ୍କୁ ସିଧାସଳଖ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ । ଏଭଳି ଏକ କଠୋର ତଥା ସ୍ପଷ୍ଟ ଚେତାବନୀ ଦେଇଛନ୍ତି ପଶ୍ଚିମବଙ୍ଗର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ । କୋଲକାତାଠାରେ ରବିବାର…

ଦିଲ୍ଲୀରେ ଖରାପ ରାସ୍ତାକୁ ନେଇ ବବାଲ: ଭିଡିଓ କରୁଥିବା ଯୁବକଙ୍କୁ ଥାପ୍ପଡ଼ ମାରିଲେ ମନ୍ତ୍ରୀ ପ୍ରବେଶ ବର୍ମା

ନୂଆଦିଲ୍ଲୀ: ଦିଲ୍ଲୀ ରାଜନୀତିରେ ପୁଣି ଥରେ ଉଷ୍ମତା ଦେଖାଦେଇଛି । ଦିଲ୍ଲୀ ସରକାରଙ୍କ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରବେଶ ସାହିବ ସିଂହ ବର୍ମା ରବିବାର ଦିନ ରାସ୍ତା ଯାଞ୍ଚ କରିବାକୁ ଯାଇଥିବା ବେଳେ ଜଣେ ଯୁବକଙ୍କୁ ଖୋଲାଖୋଲି ଭାବେ ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି । ଏହି ଘଟଣାର ଏକ ଭିଡିଓ…

Ganja In Fish Boxes : ୟୁପିର ଜଣେ ଜଜ୍‌ଙ୍କ ଠିକଣା ଥିବା ମାଛ ପେଟିରୁ ୪୦୦ କିଲୋଗ୍ରାମ ଗଞ୍ଜେଇ ଜବତ,କଳାହାଣ୍ଡିରୁ…

ଭବାନୀପାଟଣା: ମାଛ ପେଟି ଭିତରେ ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ ହେଉଛି । ଭବାନୀପାଟଣାର ଏକ କୋରିଅର ଅଫିସରୁ ଆନୁମାନିକ ୪୦୦ କେଜି ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ । ମାଛ ପେଟି ଭିତରେ ଅଭିନବ ଉପାୟରେ ଗଞ୍ଜେଇ ଭର୍ତ୍ତି କରି ଉତ୍ତର ପ୍ରଦେଶକୁ ପଠାଯାଉଥିବା ଜଣାପଡ଼ିଛି । ସବୁଠାରୁ…