Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

କାର୍ ପାର୍ଟସ୍ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ, ୧୦ ମୃତ, ୬୦ରୁ ଅଧିକ ଆହତ

ସିଓଲ: ଦକ୍ଷିଣ କୋରିଆର ଡେଜେଓନ୍ ସହରରେ ଭୟଙ୍କର ବିସ୍ଫୋରଣ । ଏକ କାର୍ ପାର୍ଟସ୍ କାରଖାନାରେ ଶନିବାର ଅପରାହ୍ନରେ ଘଟିଥିବା ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଯେଉଁଥିରେ ୧୦ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୬୦ରୁ ଅଧିକ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୨୫ ଜଣଙ୍କ ଅବସ୍ଥା…

ମୁହଁ ଖୋଲିଲେ ପୂର୍ବତନ ବିଧାୟକ; କହିଲେ, ବାପ ଅପମାନର ପ୍ରତିଶୋଧ ନେଇଛି ପୁଅ

କଟକ: ରାଜ୍ୟସଭା କ୍ରସଭୋଟିଂ ପଲିଟିକ୍ସ ପୁଣି ମୁଣ୍ଡ ଟେକିଛି । ପୁଣି ଏକ ବିସ୍ଫୋରକ ପ୍ରତିକ୍ରିୟା ଦେଇଛନ୍ତି ବରିଷ୍ଠ ରାଜନେତା ପ୍ରଭାତ ବିଶ୍ବାଳ । ସେ କହିଛନ୍ତି ରାଜ୍ୟସଭା ନିର୍ବହାଚନ ପୂର୍ବରୁ ନବୀନ ନିବାସରେ ସବୁ ବିଧାୟକଙ୍କ ସାମ୍ନାରେ ମୋତେ ଅପମାନିତ କରାଯାଇଥିଲା । ସେହ ଅପମାନର…

Eid-ul-Fitr Celebrations: ସାରା ଦେଶରେ ଧୁମଧାମରେ ପାଳନ ହେଉଛି ଇଦ୍, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ 

ନୂଆଦିଲ୍ଲୀ: ଆଜି ସାରା ଦେଶରେ ଇଦ ଉଲ୍ ଫିତର ବହୁତ ଉତ୍ସାହର ସହିତ ପାଳନ କରାଯାଉଛି। ରମଜାନର ଏକ ମାସ ଧରି ରୋଜା ପାଳନ କରିବା ପରେ, ଆଜି ମସଜିଦଗୁଡ଼ିକରେ ଇଦ ନମାଜ ପାଠ କରାଯାଉଛି। ଦେଶର ବିଭିନ୍ନ ସହରରେ ବିଭିନ୍ନ ସମୟରେ ନମାଜ ପାଠ କରାଯାଉଛି। ତଥାପି, ମସଜିଦ ଏବଂ ଇଦଗାହରେ ଇଦ ନମାଜ ପାଇଁ…

Orange Warning for Odisha: ସକାଳୁ ବର୍ଷିଲା, ଭିଜିଲା ଏହି ସବୁ ଜିଲ୍ଲା…ଓଡ଼ିଶା ପାଇଁ ଅରେଞ୍ଜ ୱାର୍ଣ୍ଣିଂ…

ଭୁବନେଶ୍ଵର: ଶନିବାର ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଏବଂ ପବନ ଦେଖିବାକୁ ମିଳିଛି। କେନ୍ଦ୍ରାପଡ଼ା, ବାଲେଶ୍ଵର ଏବଂ ଅନ୍ୟ ଜିଲ୍ଲା ମାନଙ୍କରେ ସକାଳୁ ସକାଳୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଛି। ଆସନ୍ତା ସପ୍ତାହେ ଯାଏଁ ରାଜ୍ୟରେ ବର୍ଷା ଜାରି ରହିବ ବୋଲି…

Rajyasabha Cross-Voting: ୬ ବିଧାୟକଙ୍କ କ୍ରସ୍ ଭୋଟିଂ ଉପରେ ବିଜେଡିର ପ୍ୟାନେଲ୍ ବୈଠକ, କି ନିଷ୍ପତ୍ତି ନେବେ ନବୀନ?

ଭୁବନେଶ୍ଵର: ରାଜ୍ୟସଭା ନିର୍ବାଚନ ସମୟରେ କ୍ରସ୍ ଭୋଟିଂ କରିଥିବା ବିଧାୟକଙ୍କ ବିରୁଦ୍ଧରେ କଂଗ୍ରେସ କାର୍ଯାନୁଷ୍ଠାନ ନେଇସାରିଛି। ହେଲେ ବିଜେଡି ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇନାହିଁ। ବିଜେଡିର ସର୍ବାଧିକ ଛଅ ଜଣ ବିଧାୟକ କ୍ରସ୍ ଭୋଟିଂ କରିଥିବା ବେଳେ ତାଙ୍କ ବିରୁଦ୍ଧରେ ବିଜୁ ଜନତା ଦଳ…

ସିଟି ଗ୍ୟାସ୍ ଡିଷ୍ଟ୍ରିବ୍ୟୁସନ ନେଇ ଏକ ନୀତି ପ୍ରଣୟନ ସମ୍ପର୍କରେ ବୈଠକ

ଭୁବନେଶ୍ବର: ସହରାଞ୍ଚଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ସ୍ୱଚ୍ଛ ଶକ୍ତି ବ୍ୟବହାରକୁ ପ୍ରୋତ୍ସାହିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସିଟି ଗ୍ୟାସ୍ ଡିଷ୍ଟ୍ରିବ୍ୟୁସନ ନେଇ ଏକ ନୀତି ପ୍ରଣୟନ ପ୍ରକ୍ରିୟା ଆରମ୍ଭ…

ଦଳବିରୋଧୀ କାର୍ଯ୍ୟରେ ସାମିଲ: ୧୦ ଜଣ ବିଜେଡିରୁ ସସପେଣ୍ଡ

ଭୁବନେଶ୍ବର:ଦଳବିରୋଧୀ କାର୍ଯ୍ୟରେ ସାମିଲ ହେବା ନେଇ ୧୦ ଜଣ ବିଜୁ ଯୁବ ଏବଂ ଛାତ୍ର ନେତାଙ୍କୁ ବିଜେଡିରୁ ସସପେଣ୍ଡ କରାଯାଇଛି । ଶୁକ୍ରବାର ଏନେଇ ଦଳ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଥାଉକି ୩ ଜଣ ଯୁବ ଓ ୭ ଜଣ ଛାତ୍ର ବିଜେଡି ନେତା ନିଲମ୍ବିତ ହୋଇଛନ୍ତି । ବିଜେଡିରୁ ନିଲମ୍ବିତ ହୋଇଥିବା…

River front Project:୨୧୦ କୋଟି ଟଙ୍କା ବ୍ୟୟରେ ହେବ ମହାନଦୀ ତଟ ସୌନ୍ଦର୍ଯ୍ୟକରଣ; କାମ ତୁରନ୍ତ ଆରମ୍ଭ କରିବାକୁ…

ଭୁବନେଶ୍ୱର:ଆଜି ଲୋକସେବା ଭବନ ଠାରେ ମହାନଦୀ ରିଭର ଫ୍ରଣ୍ଟ ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୨୧୦ କୋଟି ଟଙ୍କା ବ୍ୟୟରେ କଟକ ମହାନଦୀ କୂଳର ୪୨୬ ଏକର ଅଞ୍ଚଳକୁ ଏହି ପ୍ରକଳ୍ପ ଜରିଆରେ ବିକଶିତ କରାଯିବ। ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲର ନିର୍ଦ୍ଦେଶ ଅନୁଯାୟୀ…

ଜରୁରୀକାଳୀନ ସ୍ଥିତିରେ ୧୧୨ ହେଲ୍ପଲାଇନ୍‌କୁ ତୁରନ୍ତ ଫୋନ୍ କରିବାକୁ ଅଗ୍ନିଶମ ସେବା ପକ୍ଷରୁ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ପ୍ରିୟଦର୍ଶିନୀ ମାର୍କେଟ୍ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ ପରେ ଲୋକସେବା ଭବନରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଅଗ୍ନି ଅଗ୍ନି ନିରାପତ୍ତା ପ୍ରତି ସରକାରଙ୍କ ତରଫରୁ ରହିଥିବା ପ୍ରସ୍ତୁତି ଓ ତ୍ୱରିତ ପ୍ରତିକ୍ରିୟା ବ୍ୟବସ୍ଥା ସଂପର୍କରେ ଆଲୋଚନା କରିଥିଲେ ମୁଖ୍ୟ ଶାସନ…

ଦୁଇଟି ଗାଡ଼ିକୁ ଧକ୍କା ଦେଲା ସରକାରୀ ବସ୍, ଘଟଣାସ୍ଥଳେ ୮ଜଣଙ୍କର ମୃତ୍ୟୁ

ଚେନ୍ନାଇ: ତାମିଲନାଡୁର ସେଲମରେ ଏକ ସରକାରୀ ବସ୍ ଦୁଇଟି ଗାଡ଼ିକୁ ଧକ୍କା ଦେଇଛି। ଘଟଣାସ୍ଥଳରେ ଆଠ ଜଣଙ୍କର ମୃତ୍ୟୁ ହୋଇଛି। ଉଥମାସୋଲପୁରମ ନିକଟରେ ଏହି ଘଟଣା ଘଟିଛି। ସଲେମର ସୁଲାଇ ମେଡୁରେ ସରକାରୀ ବସ୍ ଏକ ପିକଅପ୍ ଏବଂ ବାଇକ୍ ସହିତ ଧକ୍କା ହୋଇଥିଲା। ଦୁର୍ଘଟଣାଗ୍ରସ୍ତ ସରକାରୀ ବସ୍‌ଟି…