Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଲସ୍କର-ଏ-ତୈବା ପ୍ରତିଷ୍ଠାତା ସଦସ୍ୟ ଆତଙ୍କବାଦୀ ଆମିର ହମଜାକୁ ଗୁଳିମାଡ

ଇସଲାମାବାଦ: ଲସ୍କର-ଏ-ତୈବାର ପ୍ରତିଷ୍ଠାତା ସଦସ୍ୟମାନଙ୍କ ମଧ୍ୟରୁ ଜଣେ ଆତଙ୍କବାଦୀ ଆମିର ହମଜାକୁ ଗୁଳିମାଡ । ଲାହୋରରେ ଅଜ୍ଞାତ ବନ୍ଧୁକଧାରୀମାନେ ଏହି ଗୁଳି ଚାଳନା କରିଛନ୍ତି । ହମଜାର ଅବସ୍ଥା ସଙ୍କଟାପନ୍ନ ରହିଛି । ତାକୁ ତୁରନ୍ତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା…

ଦୁଇ ବିମାନ ମଧ୍ୟରେ ଧକ୍କା, ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ଫଟୋ

ନୂଆଦିଲ୍ଲୀ: ଦିଲ୍ଲୀ ବିମାନବନ୍ଦରରେ ଗୁରୁବାର ଦିନ ପ୍ରାୟ ୨ଟା ସମୟରେ ବଡ ଅଘଟଣ ଟଳିଯାଇଛି । ଯେତେବେଳେ ରନୱେରେ ଆକାଶ ଏୟାରଲାଇନ୍ସ ବିମାନଟି ପାର୍କିଂ ଅଞ୍ଚଳରେ ପାର୍କିଂ କରୁଥିଲା, ବିପରୀତ ଦିଗରୁ ଆସୁଥିବା ସ୍ପାଇସଜେଟର ଏକ ବିମାନ ଏହା ସହିତ ଧକ୍କା ହୋଇଥିଲା । ଏହି ଶକ୍ତିଶାଳୀ ଧକ୍କା…

ଶେଷ ହେବ କି ଇସ୍ରାଏଲ-ଲେବାନନ୍ ମଧ୍ୟରେ ଯୁଦ୍ଧ? ୩୪ ବର୍ଷ ମଧ୍ୟରେ ପ୍ରଥମ ଥର ହେବ ଶାନ୍ତି ଆଲୋଚନା…

ଓ୍ବାଶିଂଟନ୍: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ ଇସ୍ରାଏଲ ଏବଂ ଲେବାନନ ମଧ୍ୟରେ ୩୪ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଆଲୋଚନା ଆରମ୍ଭ ହୋଇଛି । ଟ୍ରମ୍ପ କହିଛନ୍ତି, "ମୁଁ ଇସ୍ରାଏଲ ଏବଂ ଲେବାନନ ପାଇଁ କିଛି ନିଃଶ୍ୱାସ ନେବାର ସ୍ଥାନ ସୃଷ୍ଟି କରିବାକୁ ଚେଷ୍ଟା କରୁଛି ।…

ଓଡ଼ିଶାରେ କେବେ ହେବ ଖରା ଛୁଟି, ମନ୍ତ୍ରୀ ରଖିଲେ ପ୍ରତିକ୍ରିୟା

ଭୁବନେଶ୍ୱର: ରାଜ୍ୟରେ ଦିନର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଅତିକ୍ରମ କରୁଥିବା ବେଳେ ପ୍ରଚଣ୍ଡ ଗରମ ଅନୁଭୂତ ହେଉଛି। ଯାହାଫଳରେ ଓଡ଼ିଶାରେ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଶୀଘ୍ର ଗ୍ରୀଷ୍ମ ଛୁଟି ହେବା ନେଇ କଳ୍ପନାଜଳ୍ପନା ଚାଲିଛି। ଯଦିଓ ଓଡ଼ିଶା ସରକାର ଏପର୍ଯ୍ୟନ୍ତ କୌଣସି ଘୋଷଣା…

ଦୀର୍ଘ ୧୦ ମାସ ଧରି ସମୁଦ୍ରରେ ରହି ରେକର୍ଡ ସୃଷ୍ଟି କଲା ଆମେରିକାର ଜେରାଲ୍ଡ ଆର. ଫୋର୍ଡ ଭିଏତନାମ

ୱାଶିଂଟନ: ବିଶ୍ୱର ସର୍ବବୃହତ ବିମାନ ବାହକ ଆମେରିକାର ୟୁଏସଏସ୍‌ ଜେରାଲ୍ଡ ଆର. ଫୋର୍ଡ ଭିଏତନାମ ପ୍ରାୟ ୧୦ ମାସ ଧରି ସମୁଦ୍ରରେ ରହି ନିରନ୍ତର ସେବା ପ୍ରଦାନ କରିଚାଲିଛି । ଯୁଦ୍ଧ ପରଠାରୁ ସବୁଠାରୁ ଦୀର୍ଘ ସମୟ ଧରି ସମୁଦ୍ରରେ ରହି ଏହା ରେକର୍ଡ ସୃଷ୍ଟି କରିଛି । ପୂର୍ବରୁ, ୨୦୨୦ କୋଭିଡ-୧୯…

ISI backed Terror module: ISI ଆତଙ୍କବାଦୀ ମଡ୍ୟୁଲର ପର୍ଦ୍ଦାଫାଶ; ୪ଗ୍ରେନେଡ ସହ ଜଣେ ଗିରଫ

ନୂଆଦିଲ୍ଲୀ: ପଡ଼ୋଶୀ ଦେଶ ଦ୍ୱାରା ରଚିତ ଏକ ବଡ଼ ଷଡ଼ଯନ୍ତ୍ରକୁ ପଣ୍ଡ କରାଯାଇଥିବା ଦାବି କରିଛି ପଞ୍ଜାବ ପୋଲିସ। ଗୁରୁବାର ଦିନ ରାଜ୍ୟ ପୋଲିସ ପାକିସ୍ତାନର ଗୁଇନ୍ଦା ସଂସ୍ଥା ISI ଦ୍ୱାରା ସମର୍ଥିତ ଏକ ଆତଙ୍କବାଦୀ ମଡ୍ୟୁଲକୁ ଠାବ କରିଛି। ଏହି ଅପରେସନରେ ଜଣଙ୍କୁ ଗିରଫ କରାଯାଇଛି ଏବଂ…

Severe Road Accident: ଭୟଙ୍କର ସଡ଼କ ଦୁର୍ଘଟଣାରେ ଚାଲିଗଲା ୮ ଶ୍ରଦ୍ଧାଳୁଙ୍କ ଜୀବନ

କୁର୍ନୁଲ: ଆନ୍ଧ୍ର ପ୍ରଦେଶର କର୍ନୁଲରେ ଏକ ପିକଅପ୍‌ ସହ ଲରି ଗାଡିର ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ, ଏଥିରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ୩ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ।…

Bhitarkanika National Park: ଆସନ୍ତା ମେ’ପହିଲାରୁ ଭିତରକନିକା ବନ୍ଦ

କେନ୍ଦ୍ରାପଡା:ଭିତରକନିକା ଜାତୀୟ ଉଦ୍ୟାନ ଆସନ୍ତା ମେ’ ପହିଲାରୁ ବନ୍ଦ ରହିବ । ରାଜନଗର ବନଖଣ୍ଡ ପକ୍ଷରୁ ମେ’ ପହିଲାରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଜାତୀୟ ଉଦ୍ୟାନ ବନ୍ଦ ରଖାଯିବା ପାଇଁ ନିର୍ଦ୍ଦେଶ ଜାରି ହୋଇଛି । ସୂଚନାଥାଉକି,ବଉଳା କୁମ୍ଭୀରଙ୍କ ପ୍ରଜନନ ଋତୁ ଆରମ୍ଭ ହୋଇଛି । ନଦୀ ଓ…

PM Modi On Women Quota Bill: “ଦେଶର ଭବିଷ୍ୟତ ନିର୍ଣ୍ଣୟ କରିବ ଏହି ଗୋଟିଏ ବିଲ୍, ବିରୋଧୀ…

ନୂଆଦିଲ୍ଲୀ: ଆଜି ଦେଶର ରାଜନୀତିରେ ଏକ ଐତିହାସିକ ଅଧ୍ୟାୟ ଆରମ୍ଭ ହେଉଛି। ସଂସଦର ତିନି ଦିନିଆ ସ୍ୱତନ୍ତ୍ର ଅଧିବେଶନ ଆଜି ଆରମ୍ଭ ହୋଇଛି। ଏହି ଅଧିବେଶନରେ, ମୋଦି ସରକାର ତିନୋଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ କରିଛନ୍ତି, ଯାହା ଦେଶର ରାଜନୀତିର ସମଗ୍ର ଦୃଶ୍ୟପଟକୁ ପରିବର୍ତ୍ତନ କରିବ। ଏହି…

କିପରି ପାଇବେ Z ସିକ୍ୟୁରିଟି? ଏଥିପାଇଁ କେତେ ଟଙ୍କା ଖର୍ଚ୍ଚ କରିବାକୁ ପଡ଼େ..

ନୂଆଦିଲ୍ଲୀ: ରାଜ୍ୟସଭା ସାଂସଦ ରାଘବ ଚଡ୍ଡାଙ୍କୁ ପ୍ରଦାନ କରାଯାଇଥିବା ସୁରକ୍ଷାକୁ ନେଇ ଆଜିକାଲି ରାଜନୈତିକ ମହଲରେ ବହୁତ ଚର୍ଚ୍ଚା ଚାଲିଛି। ପଞ୍ଜାବ ସରକାର ତାଙ୍କ "Z+" ସୁରକ୍ଷା ପ୍ରତ୍ୟାହାର କରିବା ପରେ, ଏବେ ରିପୋର୍ଟ ସାମ୍ନାକୁ ଆସୁଛି ଯେ କେନ୍ଦ୍ର ସରକାର ତାଙ୍କୁ "Z" ବର୍ଗର ସୁରକ୍ଷା…