Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

G-RAM-G ଆଇନ ପ୍ରତିବାଦରେ ସାରା ଦେଶରେ ବିକ୍ଷୋଭ କରିବ କଂଗ୍ରେସ

ନୂଆଦିଲ୍ଲୀ: ମନରେଗା ଆଇନ ଉଚ୍ଛେଦକୁ ବିରୋଧ କରିବ କଂଗ୍ରେସ । ଏନେଇ ସାରା ଦେଶରେ ବିକ୍ଷୋଭ କରିବ ଜାତୀୟ କଂଗ୍ରେସ । ସଡ଼କ ଠାରୁ ଆରମ୍ଭ କରି ସଂସଦ ପର୍ଯ୍ୟନ୍ତ ବିକ୍ଷୋଭ କରାଯିବ । ଆଜି ଦିଲ୍ଲୀରେ ବସିଥିବା କାର୍ଯ୍ୟକାରିଣୀ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଜି-ରାମ-ଜି…

E-Challan: ଏଣିକି ଅନଲାଇନ୍ ସହ ଅଫଲାଇନରେ ପୈଠ କରିହେବ ଇ-ଚାଲାଣ, ନଗଦ ଅର୍ଥ ଗ୍ରହଣ କରିବାକୁ RTOଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର : ଏଣିକି ଅନଲାଇନ୍ ସହ ଅଫଲାଇନରେ ପୈଠ କରିହେବ ଇ- ଚାଲାଣ । ଜନସାଧାରଣଙ୍କ ସୁବିଧା ପାଇଁ ନଗଦ ଅର୍ଥ ଗ୍ରହଣ କରିବାକୁ RTOଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ସ୍ଵତନ୍ତ୍ର ଭାବେ ଅଧିକାରୀଙ୍କୁ ଦିଆଯିବ ଦାୟିତ୍ଵ। ମୋବାଇଲ ନମ୍ବର ଅପଡେଟ ରଖି ନ ଥିବାରୁ…

ପରିବା ଦୋକାନରେ ନିଆଁ, ଦୋକାନୀ ଜୀବନ୍ତଦଗ୍ଧ

କେନ୍ଦ୍ରାପଡ଼ା: ପରିବା ଦୋକାନରେ ନିଆଁ, ଦୋକାନୀ ଜୀବନ୍ତଦଗ୍ଧ। କୁଦାନଗରୀ ଥାନା କଳାବୁଦା ବାରୁଣୀ ବଜାରରେ ଅଘଟଣ। ବାହାର କବାଟ ଦେଇ କେହି ଦୁର୍ବୃତ୍ତ ନିଆଁ ଲଗାଇଦେଇଥିବା ଅଭିଯୋଗ। ମୃତକ ଗୋଗିନ୍ଦପୁର ଗାଁର ଜଣାପଡିଛି। ସାଇଣ୍ଟିଫିକ୍ ଟିମ୍‌କୁ ନେଇ ପୋଲିସର ତଦନ୍ତ ଆରମ୍ଭ କରିଛି। ମୃତ…

ନୂଆବର୍ଷ ପାଇଁ ପୁରୀରେ ଭକ୍ତଙ୍କ ପ୍ରବଳ ଭିଡ଼, ୬୦ ପ୍ଲାଟୁନ୍ ପୋଲିସ ମୁତୟନ

ପୁରୀ: ଡିସେମ୍ବର ୨୫ ତାରିଖ ଠାରୁ ପୁରୀରେ ବହୁ ମାତ୍ରାରେ ଭିଡ ପରିଲିକ୍ଷିତ ହେଉଛି । ଶ୍ରୀମନ୍ଦିରରେ ତ ନାହିଁ ନଥିବା ଗହଳି । ଭକ୍ତଙ୍କ ସୁରକ୍ଷା ସୁନିଶ୍ଚିତ କରିବା ସହ ଭିଡ ନିୟନ୍ତ୍ରଣ କରିବା ପାଇଁ ମନ୍ଦିର ପରିସରରୁ ମୁଖ୍ୟ ଆଖପାଖ ଅଞ୍ଚଳଗୁଡ଼ିକରେ ଅତିରିକ୍ତ ପୋଲିସ ଫୋର୍ସ ଏବଂ ବରିଷ୍ଠ…

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୁନିଅର ଇଞ୍ଜିନିୟର ନିହାର ସରକାର ଗିରଫ

ମାଲକାନଗିରି: ଜୁନିଅର ଇଞ୍ଜିନିୟର ନିହାର ରଞ୍ଜନ ସରକାର ଗିରଫ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନିହାରଙ୍କୁ ଗିରଫ କରିଛି ଓଡିଶା ଭିଜିଲାନ୍ସ । ତେବେ ଏହି ମାମଲାରେ କୋରାପୁଟ ଭିଜିଲାନ୍ସ ଥାନାରେ ୪୦/୨୦୨୫ ନମ୍ବର ମାମଲା ରୁଜୁ କରାଯାଇଛି। ଶନିବାର ତାଙ୍କୁ ଜୟପୁର ଭିଜିଲାନ୍ସ ବିଶେଷ…

Road Accident: ହାଇୱା ମୁହାଁମୁହିଁ ଧକ୍କା ପରେ ଲାଗିଗଲା ନିଆଁ, ଦୁଇ ଡ୍ରାଇଭର ମୃତ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କୋଇଡାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଜାତୀୟ ରାଜପଥ ୫୨୦ର ଡେଥ୍ ଜୋନ୍ ପାଲଟିଥିବା କେ ବଲାଙ୍ଗ ଥାନା ଅନ୍ତର୍ଗତ ଚୁନାଘାଟିରେ ସଡ଼କ ଦୁର୍ଘଟଣାରେ ଦୁଇ ଡ୍ରାଇଭର ପ୍ରାଣ ହରାଇଛନ୍ତି। ମଧ୍ଯ ରାତ୍ରିରେ କୁନ୍ଦୁରୁପାଣି ଛକ ନିକଟରେ ଲୁହା ପଥର ବୋଝେଇ ହାଇୱା ଓ…

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ଆଶିଷ ନେଲେ ମୁଖ୍ୟ ନିର୍ବାଚନ କମିଶନର

ପୁରୀ: ୩ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ଵରରେ ପହଞ୍ଚିବା ପରେ ପୁରୀ ଯାଇ ସେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ଭାରତର ମୁଖ୍ୟ ନିର୍ବାଚନ କମିଶନର । ଏହି ସମୟରେ ତାଙ୍କ ସାଙ୍ଗରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ମଧ୍ୟ ଉପସ୍ଥିତ ଥିଲେ । ସିଇସି ଶ୍ରୀ କୁମାର ଭୁବନେଶ୍ୱର…

Anti-Drone System: ଭାରତକୁ ଡ଼ରି ସୀମାରେ ପାକିସ୍ତାନ ଲଗାଇଲା ଆଣ୍ଟି –ଡ୍ରୋନ୍ ସିଷ୍ଟମ

ନୂଆଦିଲ୍ଲୀ: ଭାରତର ଅପରେସନ ସିନ୍ଦୂରକୁ ଭୁଲି ପାରୁନି ପାକିସ୍ତାନ  । ନିଜ ଜୀବନ ବଞ୍ଚାଇବାକୁ କରିଲା ନୂଆ ପ୍ଲାନ । ଭାରତର ଘନ ଘନ ଆକ୍ରମଣକୁ ଦେଖି ଛାନିଆ । ଅପରେସନ ସିନ୍ଦୂର’ରେ ଭାରତ ନିଜର ଦମ ଦେଖାଇଥିଲା । ସଫା ହୋଇଥିଲା ଆତଙ୍କୀ ଅଡ୍ଡା । ପାକିସ୍ତାନକୁ ସାବାଡ୍‌ କରି ଦେଇଥିଲା। ସେହି…

ଜିରୋ ନାଇଟ୍ ପାଇଁ ୧୫ପ୍ଲାଟୁନ ଫୋର୍ସ, କମିଶନରେଟ ପୋଲିସର କଡ଼ା ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ କକମିଶନରେଟ ପୋଲିସର କଡ଼ା ସୁରକ୍ଷା ବ୍ୟବସ୍ଥା। ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ। ସୁରକ୍ଷାରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ରହିବେ। ନିଜ ଥାନା ଅଞ୍ଚଳରେ ସ୍ଥିତି ଅନୁଧ୍ୟାନ କରିବେ ସମସ୍ତ ଥାନା ଅଧିକାରୀ।…