Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Odisha DGP:ଡିଜିପି ନିଯୁକ୍ତି ଶୁଣାଣି;ମଙ୍ଗଳବାର ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ:ପୁଣି ଘୁଞ୍ଚିଲା ଡିଜିପି ନିଯୁକ୍ତି ମାମଲାର ଶୁଣାଣି । ଆଜି ସୁପ୍ରିମକୋର୍ଟରେ ନିଜ ପକ୍ଷ ରଖିଛନ୍ତି ରାଜ୍ୟ ସରକାର। ଦୀର୍ଘ ୧ ଘଣ୍ଟା ୪୦ ମିନିଟ୍ ଧରି ଚାଲିଥିବା ଏହି ଶୁଣାଣି ସମୟରେ ରାଜ୍ୟ ସରକାର ଓ ଆବେଦନକାରୀଙ୍କ ପକ୍ଷରୁ ହାଇପ୍ରୋଫାଇଲ୍ ଆଇନଜୀବୀମାନେ ନିଜ ନିଜର ପକ୍ଷ…

ମଇଁଷି ଚରାଳିରୁ ଆଇ.ଏ.ଏସ ଅଫିସର

ଚେନ୍ନାଇ: ମଇଁଷି ଚରାଇ ପେଟ ପୋଷୁଥିଲେ ଏବେ ଆଇ.ଏ.ଏସ ଅଫିସର । ନିପଟ ଗାଁରେ ରହୁଥିବା ଜଣେ ମହିଳା ଆଇଏଏସ ପାଇ ସମସ୍ତଙ୍କୁ ଚକ୍କିତ କରିଛନ୍ତି । ଦାରିଦ୍ର‌୍ୟ ଯାହାକୁ ନିଜର କରିଛି ତା କବଳରୁ ବାହାରି ସମାଜରେ ପ୍ରତିଷ୍ଠିତ ହେବା ସହଜ କଥା ନୁହେଁ । ହେଲେ ଜଣେ ମହିଳା ଦୁଃଖକଷ୍ଟ ସହି…

ଜ୍ଞାନେଶ କୁମାରଙ୍କୁ ୪୮ଘଂଟାରେ ଡେଡଲାଇନ୍, ନହେଲେ ପ୍ରତିବାଦ: CJP

ନୂଆଦିଲ୍ଲୀ: ଜନ୍ତର ମନ୍ତର-୨ ରିଟର୍ଣ୍ଣସ୍ ।  ଜନ୍ତରମନ୍ତର ଜନସମୁଦ୍ର କରିବ କକରୋଚ୍ ଜନତା ପାର୍ଟି । ଏଥର କିନ୍ତୁ ଟାର୍ଗେଟ୍ ଭାରତୀୟ ନିର୍ବାଚନ କମିଶନ । ଜ୍ଞାନେଶ କୁମାରଙ୍କୁ ୪୮ ଘଂଟାର ଡେଡଲାଇନ୍ ଦେଇଛି ସିଜେପି । ନିର୍ଦ୍ଧାରିତ ସମୟସୀମାରେ ଇସ୍ତଫା ନଦେଲେ ପୁଣି ଜନ୍ତରମନ୍ତର ପାଲଟିବ…

ଲଘୁଚାପ ଜନିତ ପ୍ରବଳ ବର୍ଷା: ଗଛ ଉପୁଡ଼ି ଓଡ଼ିଶା-ଆନ୍ଧ୍ରପ୍ରଦେଶ ରାସ୍ତା ଅବରୋଧ

ରାୟଗଡ଼ା: ଉପକୂଳ ଅତିକ୍ରମ କରିଥିବା ଗଭୀର ଅବପାତ ପ୍ରଭାବରେ ରାୟଗଡ଼ା ଜିଲ୍ଲାର ସମସ୍ତ ଅଞ୍ଚଳରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ହୋଇଛି। ଗୁରୁବାର ସକାଳେ ପ୍ରବଳ ପବନ ଏବଂ ବର୍ଷା ଯୋଗୁଁ ରାୟଗଡ଼ା ବ୍ଲକ ଅନ୍ତର୍ଗତ ଶେଷଖାଲ ଥାନା ନିକଟରେ ରାୟଗଡ଼ା-ବିଜୟନଗରମ୍ ମୁଖ୍ୟ ରାସ୍ତା ଉପରେ ଏକ ବିଶାଳ ଗଛ…

ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଗିରଫ କରିପାରିବ କି ପୋଲିସ, କ’ଣ କହୁଛି ଆଇନ?

ନୂଆଦିଲ୍ଲୀ: SIR ସମ୍ପର୍କରେ ନିର୍ବାଚନ କମିଶନଙ୍କ ମଧ୍ୟରେ ମତଭେଦ ରିପୋର୍ଟ ପ୍ରକାଶ ପାଇବା ପରେ ବୁଧବାର (ସେପ୍ଟେମ୍ବର ୨୩) ରାଜନୈତିକ ଝଡ଼ ସୃଷ୍ଟି ହୋଇଛି। ବିରୋଧୀ ଦଳଗୁଡ଼ିକ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ ତାଙ୍କ ଗିରଫଦାରୀ ପାଇଁ ଦାବି କରି ସରକାରଙ୍କ…

Landslide In Kalinga Ghat:କଳିଙ୍ଗା ଘାଟିରେ ପୁଣି ଭୂସ୍ଖଳନ;ଧସିଲା ନବନିର୍ମିତ ଗାର୍ଡ ୱାଲ୍ …ଏପଟେ ରାୟଗଡ଼ା…

ଭୁବନେଶ୍ୱର:ଗଭୀର ଅବପାତ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଏପଟେ ଲଗାଣ ବର୍ଷାରେ କଳିଙ୍ଗା ଘାଟିରେ ପୁଣି ଭୂସ୍ଖଳନ ହୋଇଛି । କଳିଙ୍ଗା ଘାଟିରେ ନବନିର୍ମିତ ଗାର୍ଡ ୱାଲ୍ ଧସିଛି । ଘାଟିର ଅନ୍ଧାରକୋଟି ସମ୍ମୁଖରେ ନିର୍ମାଣ ଚାଲିଥିବା ଗାର୍ଡୱାଲ୍ ବର୍ଷା ପାଣିରେ ଧୋଇ…

Scrub Typhus Cases Rise:ସ୍କ୍ରବ୍ ଟାଇଫସ୍ ଆତଙ୍କ;ଏହି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାର ଟପିଲା

ସୁନ୍ଦରଗଡ଼:ସୁନ୍ଦରଗଡ ଜିଲ୍ଲାରେ ସ୍କ୍ରବ୍ ଟାଇଫସ ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାର ୧୨ରେ ପହଞ୍ଚିଛି । ଜିଲ୍ଲାରେ ଏଯାଏଁ ୬ହଜାରରୁ ଅଧିକ ରକ୍ତ ନମୁନା ପରୀକ୍ଷା କରାଯାଇଛି । ସେଥିରୁ ଆକ୍ରାନ୍ତଙ୍କ ସଂଖ୍ୟା ଏକ ହଜାର ଟପିଛି । ଯଦିଓ ଏହି ରୋଗରେ ଜିଲ୍ଲାରେ କାହାରି ମୃତ୍ୟୁ ହୋଇନାହିଁ,…

ବିଧାନସଭାରେ କହିଲେ ମନ୍ତ୍ରୀ; ଚଳିତ ବର୍ଷ ବନ୍ୟାରେ ୭ ମୃତ, ୩୭ ଲକ୍ଷରୁ ଉର୍ଦ୍ଧ୍ୱ ପ୍ରଭାବିତ

ଭୁବନେଶ୍ୱର: ଚଳିତ ବର୍ଷ ଓଡ଼ିଶାର ୨୬ଟି ଜିଲ୍ଲାରେ ବନ୍ୟା ଓ ପ୍ରବଳ ବର୍ଷା ଯୋଗୁଁ ମୋଟ ୩୭,୪୩,୯୪୩ ଜଣ ଲୋକ ପ୍ରଭାବିତ ହୋଇଛନ୍ତି ବୋଲି ଗୁରୁବାର ଦିନ ବିଧାନସଭାରେ ସୂଚନା ଦିଆଯାଇଛି। ବିଧାୟକ ଟଙ୍କାଧର ତ୍ରିପାଠୀଙ୍କ ବନ୍ୟା ପ୍ରଭାବିତ ଲୋକଙ୍କୁ ସହାୟତା ପ୍ରଦାନ ସମ୍ପର୍କିତ ଏକ ପ୍ରଶ୍ନର…

ପ୍ରବଳ ବର୍ଷା ପାଇଁ ଆହୁରି ବଢ଼ିପାରେ ସ୍କୁଲ ଛୁଟି: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଗଭୀର ଅବପାତ ଯୋଗୁଁ ଲାଗିରହିଛି ବର୍ଷା। ରାଜ୍ୟରେ ଯଦି ବର୍ଷା ଜାରି ରହେ ତେବେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଓଡ଼ିଶା ସରକାର ସ୍କୁଲ ବନ୍ଦ ଅବଧି ବୃଦ୍ଧି କରିପାରନ୍ତି। ଗୁରୁବାର ଦିନ ଏହି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ସେ…

ତେଲେଙ୍ଗାନା ଛାତ୍ରୀଙ୍କ ମୃତ୍ୟୁ ମାମଲା: ହତ୍ୟା କରି ଆତ୍ମହତ୍ୟା ରୂପ ଦେବାକୁ ଅଧ୍ୟାପକ ରଚିଥିଲେ ଷଡ଼ଯନ୍ତ୍ର

ହାଇଦ୍ରାବାଦ: ଜଣେ ୨୦ ବର୍ଷୀୟା ଇଞ୍ଜିନିୟରିଂ ଛାତ୍ରୀ ଥାନ୍ଦ୍ରା ଅକ୍ଷିତାରାଣୀ କୀଟନାଶକ ଔଷଧ ପିଇବା ପରେ ଯେଉଁ ଘଟଣାକୁ ପ୍ରଥମେ ଆତ୍ମହତ୍ୟା ବୋଲି କୁହାଯାଇଥିଲା, ତାହା ବର୍ତ୍ତମାନ ଏକ ସନ୍ଦେହଜନକ ହତ୍ୟା ମାମଲାର ତଦନ୍ତରେ ପରିଣତ ହୋଇଛି। ପୋଲିସ ଅଭିଯୋଗ କରିଛି ଯେ ତାଙ୍କୁ ଜବରଦସ୍ତି ବିଷ…